କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ: ମାଞ୍ଜା ସୁତାରୁ ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ: ମାଞ୍ଜା ସୁତାରୁ ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ

କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ: ମାଞ୍ଜା ସୁତାରୁ ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ [caption id="attachment_7195" align="alignnone" width="300"] News by Kanhucharan Panda (Jagatpur)[/caption] #ଜଗତପୁର (ଏନ୍‌.ଏମ୍‌.): ଜିଲ୍ଲାପ୍ରଶାସନ ପକ୍ଷରୁ ଗୁଡ଼ି ଉଡାଇବା ଉପରେ କଟକଣା ଜାରି କରାଯାଇଥିଲେ ମଧ୍ୟ ଏହା କେବଳ କାଗଜପତ୍ରରେ ବୋଲି ଚର୍ଚ୍ଚା ହେଉଛି । ଆଜି କଟକ କମିଶନରେଟର ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁରରେ ଗୁଡ଼ି ମାଞ୍ଜାସୂତା ଜନିତ ଏକ ଦୁର୍ଘଟଣା ଘଟିଛି ।…

ଓଟିଏମର ୫୨୧ ଏକର ଜମିକୁ ଦଖଲ କଲା ପ୍ରଶାସନ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା : ଜିଲ୍ଲାପାଳ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଓଟିଏମର ୫୨୧ ଏକର ଜମିକୁ ଦଖଲ କଲା ପ୍ରଶାସନ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା : ଜିଲ୍ଲାପାଳ

ଓଟିଏମର ୫୨୧ ଏକର ଜମିକୁ ଦଖଲ କଲା ପ୍ରଶାସନ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା : ଜିଲ୍ଲାପାଳ [caption id="attachment_5937" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳର ବହୁ ଚର୍ଚ୍ଚିତ ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରାଇଭେଟ ଲିମିଟେଡ଼(ଓଟିଏମ) ମାମଲା ଏବେ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ତେବେ ଏହାକୁ ନେଇ ହାଇକୋର୍ଟ ୫ତାରିଖ ଅପରାହ୍ନ ୪ଟା ସୁଦ୍ଧା ଓଟିଏମ ଜମିକୁ ରାଜ୍ୟସରକାର ହାତକୁ…

ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ

ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ [caption id="attachment_7190" align="alignnone" width="300"] News by Smruti Ranjan Tripathy (Cuttack)[/caption] କଟକ(ଏନ୍‌.ଏମ୍‌.): ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ସିଏମସି ୨୨ନମ୍ବର ୱାର୍ଡ଼ରେ ଗରିବ, ନିରାଶ୍ରୟ ତଥା ସଫେଇ କର୍ମଚାରୀମାନଙ୍କୁ ଶୀତବସ୍ତ୍ର ବିତରଣ କରାଯାଇଛି । ଆଜି ସିଏମସି ସ୍ଥାନୀୟ ତିନିକୋଣିଆ ବାଗିଚାସ୍ତିତ ଶ୍ରୀ ଶ୍ରୀ ଷୋଳପୁଅ ମା’ ଠାକୁରାଣୀ ମନ୍ଦିର ଠାରେ ଆୟୋଜିତ…

କୋଣାର୍କ ସାହିତ୍ୟ ଆସର ଓ ଚିତ୍ରକଳା ପ୍ରଦର୍ଶନୀ : ୧୦ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୋଣାର୍କ ସାହିତ୍ୟ ଆସର ଓ ଚିତ୍ରକଳା ପ୍ରଦର୍ଶନୀ : ୧୦ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

କୋଣାର୍କ ସାହିତ୍ୟ ଆସର ଓ ଚିତ୍ରକଳା ପ୍ରଦର୍ଶନୀ : ୧୦ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା [caption id="attachment_7187" align="alignnone" width="300"] News by Ajit kumar Mallick (Konark)[/caption] #କୋଣାର୍କ(ଏନ୍‌.ଏମ୍‌.): ଗୀତି କବିତା ଓଡ଼ିଆ ସାହିତ୍ୟର ପ୍ରାରମ୍ଭରୁ ଅଛି ଏବଂ ଆଗକୁ ରହିଥିବା ମଧ୍ୟ, ଗୀତି କବିତା ସ୍ୱର-ତାଳ-ଲୟଯୁକ୍ତ ସାଂଗୀତିକତା ନୁହେଁ, ଏହା ଜନଜୀବନର ଅନ୍ତଃସ୍ୱର । ଓଡ଼ିଆ ସାହିତ୍ୟର ଅଭିନ୍ନ ଅଙ୍ଗରୂପେ ବିଦିତ ଗୀତି କବିତାର ବର୍ତ୍ତମାନ ଓ…

ବ୍ରହ୍ମପୁର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତସଂଘ ୫ଦଫା ଦାବି ନେଇ ବିକ୍ଷୋଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବ୍ରହ୍ମପୁର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତସଂଘ ୫ଦଫା ଦାବି ନେଇ ବିକ୍ଷୋଭ

ବ୍ରହ୍ମପୁର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତସଂଘ ୫ଦଫା ଦାବି ନେଇ ବିକ୍ଷୋଭ [caption id="attachment_7184" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ (ଏନ୍‌.ଏମ୍‌.): କଟକ ଜିଲ୍ଲା ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବହୁମୁଖୀ ମହିଳା/ପୁରୁଷ ସ୍ୱାସ୍ଥକର୍ମୀ ଓ ପରିଦର୍ଶକ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ବିଭାଗୀୟ ଅଣଦେଖାକୁ ପ୍ରତିବାଦ କରାଯାଇ ଏହି ବିକ୍ଷୋଭ…

କୁଏତରେ ବିପିପି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ଚମ୍ପିୟାନ ହେଲା ସ୍କୋର୍ପିନୋ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୁଏତରେ ବିପିପି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ଚମ୍ପିୟାନ ହେଲା ସ୍କୋର୍ପିନୋ

କୁଏତରେ ବିପିପି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ଚମ୍ପିୟାନ ହେଲା ସ୍କୋର୍ପିନୋ #କୁଏତ(ଏଜେନ୍ସି): ବିପିପି (ଭାରତୀୟ ପ୍ରଭାସୀ ପରିଷଦ) ଆସୋସିଏସନ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁଏତରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସ୍କୋର୍ପିନୋ ଚମ୍ପିୟାନ ହୋଇଛି । ବିପିପି ଆସୋସିଏସନ କୁଏତର ଏକ ବୃହତ ସାମାଜିକ ଓ ଜନ କଲ୍ୟାଣ ସଂଗଠନ, ଭାରତର ବିଭିନ୍ନ ରାଜ୍ୟର ନାଗରିକଙ୍କୁ ନେଇ ଏହି ସଂଗଠନ । ତେବେ ସଂଗଠନ ପକ୍ଷରୁ ଗତ ଫେବୃଆରୀ…

ଡମ୍ଫର ଧକ୍କାରେ ବାଇକ ଆରୋହୀ ମୃତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଡମ୍ଫର ଧକ୍କାରେ ବାଇକ ଆରୋହୀ ମୃତ

ଡମ୍ଫର ଧକ୍କାରେ ବାଇକ ଆରୋହୀ ମୃତ [caption id="attachment_7177" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ସମ୍ପ୍ରତି ରାଜପଥରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ବିଶେଷ କରି ରାଜପଥରେ ଚାଳକମାନଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁଁ ବହୁ ଧନଜୀବନ କ୍ଷତିଗ୍ରସ୍ତ ହେଉଛନ୍ତି । ଗୋଟିଏ ପଟେ ବେପରୁଆ ଗାଡ଼ି ଚାଳନା ଆଉ ଗୋଟିଏ ପଟେ ରାସ୍ତାଘାଟର ଶୋଚନୀୟ ଅବସ୍ଥା ଦୁର୍ଘଟଣାର ମୂଳକାରଣ ବୋଲି ଜଣାପଡ଼ିଛି…

ଭିଜିଲାନ୍ସ ପିଆରଓଙ୍କ ମାତୃ ବିୟୋଗ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭିଜିଲାନ୍ସ ପିଆରଓଙ୍କ ମାତୃ ବିୟୋଗ

ଭିଜିଲାନ୍ସ ପିଆରଓଙ୍କ ମାତୃ ବିୟୋଗ [caption id="attachment_7174" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ଲୋକ ସମ୍ପର୍କ ଅଧିକାରୀ ଆଶୁତୋଷ ପାଇକରାୟଙ୍କ ମାତା ନିରୂପମା ଜେନାଙ୍କ ୭୯ ବର୍ଷ ବୟସରେ ସକାଳ ୮ ଘଟିକା ୧୮ ମି. ସମୟରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ସ୍ୱର୍ଗତ ଜେନା ଭଦ୍ରକସ୍ଥିତ…

ଇଣ୍ଡୋନେସିଆ ଦୂତାବାସର ବାଣିଜ୍ୟିକ ଅଧିକାରୀଙ୍କ ନୌବାଣିଜ୍ୟ ସଂଗ୍ରହାଳୟ ପରିଦର୍ଶନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଇଣ୍ଡୋନେସିଆ ଦୂତାବାସର ବାଣିଜ୍ୟିକ ଅଧିକାରୀଙ୍କ ନୌବାଣିଜ୍ୟ ସଂଗ୍ରହାଳୟ ପରିଦର୍ଶନ

କଳିଙ୍ଗ ଇଣ୍ଟରନ୍ୟାସନାଲ ୟୁଥ୍ ଫାଉଣ୍ଡେସନର ନିଆରା ପ୍ରୟାସ ଇଣ୍ଡୋନେସିଆ ଦୂତାବାସର ବାଣିଜ୍ୟିକ ଅଧିକାରୀଙ୍କ ନୌବାଣିଜ୍ୟ ସଂଗ୍ରହାଳୟ ପରିଦର୍ଶନ [caption id="attachment_7171" align="alignnone" width="300"] News by Smrutiranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକର ମାରିଟାଇମ ମ୍ୟୁଜିୟମ(ନୌବାଣିଜ୍ୟ ସଂଗ୍ରହାଳୟ) ତତ୍‌କାଳୀନ ଉତ୍କଳ ବା କଳିଙ୍ଗର ନୌବାଣିଜ୍ୟର ସ୍ମାରକୀକୁ ସାଇତି ରଖିଛି । ଏହି ନୌବାଣିଜ୍ୟ ସଂଗ୍ରହାଳୟରେ ସେତେବେଳେ କିଭଳି ନୌବାଣିଜ୍ୟ ଚାଲୁଥିଲା, କିଭଳି ସାଗର ଭେଦ କରି କଳିଙ୍ଗର ସାଧବମାନେ ଯାଭା,…

ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ମାମଲା; ୫ ତାରିଖ ସୁଦ୍ଧା ହସ୍ତାନ୍ତର : ବିଳମ୍ବ ହେଲେ ମାସକୁ ୬ ଲକ୍ଷ ଟଙ୍କା
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ମାମଲା; ୫ ତାରିଖ ସୁଦ୍ଧା ହସ୍ତାନ୍ତର : ବିଳମ୍ବ ହେଲେ ମାସକୁ ୬ ଲକ୍ଷ ଟଙ୍କା

ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ମାମଲା ୫ ତାରିଖ ସୁଦ୍ଧା ହସ୍ତାନ୍ତର : ବିଳମ୍ବ ହେଲେ ମାସକୁ ୬ ଲକ୍ଷ ଟଙ୍କା [caption id="attachment_7167" align="alignnone" width="300"] News by Smruti ranjan Tripathy (Cuttack)[/caption] କଟକ(ଏନ୍‌.ଏମ୍‌.): ରାଜ୍ୟର ବହୁ ଚର୍ଚ୍ଚିତ ଓଡିଶା ଟେକ୍ସଟାଇଲ ମିଲ୍ (ଓଟିଏମ୍‌)ପୁନରୁଦ୍ଧାର ମାମଲାରେ ହାଇକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଆସନ୍ତା ଡିସେମ୍ବର ୫ ତାରିଖ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟ ସରକାର…

ଆରପାରିରେ ‘ଜୟଦେବ’ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ଝରଣା ଦାସ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଆରପାରିରେ ‘ଜୟଦେବ’ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ଝରଣା ଦାସ

ଆରପାରିରେ ‘ଜୟଦେବ’ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ଝରଣା ଦାସ [caption id="attachment_7164" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ.): ବର୍ଷିୟାନ ଅଭିନେତ୍ରୀ ଝରଣା ଦାସ ଆଉ ନାହାନ୍ତି । ଗତକାଲି ବିଳମ୍ବିତ ରାତିରେ କଟକ ଚଣ୍ଡୀ ଛକ ନିକଟସ୍ଥ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ବେତାରରେ ସେ ବେଶ ଲୋକପ୍ରିୟ ହେବା ପରେ ଷାଠିଏ ଦଶକରେ…

ସିଡିଏ ପକ୍ଷରୁ ସୁଜଳ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ କାର୍ଯ୍ୟ ସମୀକ୍ଷା ବୈଠକ: ୨୦୨୩ ଡିସେମ୍ବର ସୁଦ୍ଧା ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସିଡିଏ ପକ୍ଷରୁ ସୁଜଳ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ କାର୍ଯ୍ୟ ସମୀକ୍ଷା ବୈଠକ: ୨୦୨୩ ଡିସେମ୍ବର ସୁଦ୍ଧା ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ

ସିଡିଏ ପକ୍ଷରୁ ସୁଜଳ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ କାର୍ଯ୍ୟ ସମୀକ୍ଷା ବୈଠକ: ୨୦୨୩ ଡିସେମ୍ବର ସୁଦ୍ଧା ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ [caption id="attachment_7161" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ୨୦୨୩ ଡିସେମ୍ବର ସୁଦ୍ଧା କଟକ ସହରବାସୀଙ୍କୁ ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ସୁଜଳ ଡ୍ରିଙ୍କିଙ୍ଗ୍ ଫ୍ରମ୍ ଟ୍ୟାପ୍ ମିଶନ ଜରିଆରେ…

ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟଙ୍କ ୧ଶହ ତମ ଜୟନ୍ତୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟଙ୍କ ୧ଶହ ତମ ଜୟନ୍ତୀ

ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟଙ୍କ ୧ଶହ ତମ ଜୟନ୍ତୀ [caption id="attachment_7158" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଚିତ୍ରଶିଳ୍ପୀ ଧର୍ମପଦ ପୁରସ୍କାରପ୍ରାପ୍ତ ଅଜିତ୍ କେଶରୀ ରାୟଙ୍କ ୧ଶତ ତମ ଜୟନ୍ତୀ ପାଳିତ ହୋଇଯାଇଛି । ସେ ଲଣ୍ଡନ ସ୍କୁଲ ଅଫ୍ ଆର୍ଟରୁ ଶିଷାପ୍ରାପ୍ତ ପରେ ଓଡ଼ିଶାରେ ଆଧୁନିକ ଚିତ୍ରକଳାକୁ ପରିବ୍ୟାପ୍ତ କରି ନୂତନ ଦିଗ୍‌ଦର୍ଶନ ଦେଇ ଯାଇଛନ୍ତି । ଯେତେବେଳେ ସମଗ୍ର ଭାରତବର୍ଷରେ…

ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ଠକେଇ: ୬ଜଣ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ଠକେଇ: ୬ଜଣ ଗିରଫ

ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ଠକେଇ: ୬ଜଣ ଗିରଫ [caption id="attachment_7154" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ଲୋନ୍ ନେବା ଓ କିସ୍ତି ନଭରିବା ଅଭିଯୋଗରେ ଆଜି ୬ଜଣ ଅଭିଯୁକ୍ତଙ୍କୁ ଜଗତପୁର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଭଦ୍ରକ ଜିଲ୍ଲା ବୈକୁଣ୍ଠ ବିହାର ଥାନା ଅନ୍ତର୍ଗତ ଚରମ୍ପା ଗ୍ରାମରେ ରହୁଥିବା ବାଲେଶ୍ୱର ଜିଲ୍ଲା…

ଭୁବନେଶ୍ୱର-କୋଣାର୍କ ୭୧ ନମ୍ବର ରୁଟ୍‌ରେ ପୁନଃ ‘ମୋ ବସ୍‌’ ସେବାର ଶୁଭାରମ୍ଭ କଲେ ମନ୍ତ୍ରୀ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଭୁବନେଶ୍ୱର-କୋଣାର୍କ ୭୧ ନମ୍ବର ରୁଟ୍‌ରେ ପୁନଃ ‘ମୋ ବସ୍‌’ ସେବାର ଶୁଭାରମ୍ଭ କଲେ ମନ୍ତ୍ରୀ

ଭୁବନେଶ୍ୱର-କୋଣାର୍କ ୭୧ ନମ୍ବର ରୁଟ୍‌ରେ ପୁନଃ ‘ମୋ ବସ୍‌’ ସେବାର ଶୁଭାରମ୍ଭ କଲେ ମନ୍ତ୍ରୀ [caption id="attachment_7151" align="alignnone" width="300"] News by I&PR Odisha[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱରଠାରୁ କୋଣାର୍କ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଗମନାଗମନ ସୁବିଧା ପାଇଁ ୭୧ ନମ୍ବର ରୁଟ୍‌ରେ ପୁଣି ଆରମ୍ଭ ହୋଇଥିବା ‘ମୋ ବସ୍‌’ ସେବାକୁ ଇଲୋକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା, ଗୃହ(ରାଷ୍ଟ୍ର) ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଭାରମ୍ଭ କରିଛନ୍ତି । ପୁରୀ…

ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭରେ ୭,୨୬,୧୨୮.୪୫ କୋଟିର ନିବେଶ ପ୍ରସ୍ତାବନା: ପ୍ରଥମ ଦିନରେ ୨୧ଟି ବୁଝାମଣାପତ୍ର ସ୍ୱାକ୍ଷରିତ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭରେ ୭,୨୬,୧୨୮.୪୫ କୋଟିର ନିବେଶ ପ୍ରସ୍ତାବନା: ପ୍ରଥମ ଦିନରେ ୨୧ଟି ବୁଝାମଣାପତ୍ର ସ୍ୱାକ୍ଷରିତ

ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭରେ ୭,୨୬,୧୨୮.୪୫ କୋଟିର ନିବେଶ ପ୍ରସ୍ତାବନା: ପ୍ରଥମ ଦିନରେ ୨୧ଟି ବୁଝାମଣାପତ୍ର ସ୍ୱାକ୍ଷରିତ [caption id="attachment_7148" align="alignnone" width="300"] News by I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨କୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବା ପରେ ଆଜି ୧ ତାରିଖରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ସଂପର୍କରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।…

କୋଣାର୍କ ଉତ୍ସବ-୨୦୨୨ ଅବସରରେ ଗଣଦୌଡ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୋଣାର୍କ ଉତ୍ସବ-୨୦୨୨ ଅବସରରେ ଗଣଦୌଡ

କୋଣାର୍କ ଉତ୍ସବ-୨୦୨୨ ଅବସରରେ ଗଣଦୌଡ [caption id="attachment_7145" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଉତ୍ସବ-୨୦୨୨ ଉପଲକ୍ଷେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ବସନ୍ତ ମଞ୍ଜରୀ ପାଠାଗାର ମିଳିତ ଆନୁକୁଲ୍ୟରେ ଗଣଦୌଡ଼ କାର୍ଯ୍ୟକ୍ରମ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧିନ ନାୟକ, ବସନ୍ତମଞ୍ଜରୀ ପାଠାଗାର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ,…

ଅବକାରୀ ବିଭାଗର ଚଢ଼ାଉ ବେଆଇନ ମଦ ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅବକାରୀ ବିଭାଗର ଚଢ଼ାଉ ବେଆଇନ ମଦ ଜବତ

ଅବକାରୀ ବିଭାଗର ଚଢ଼ାଉ ବେଆଇନ ମଦ ଜବତ [caption id="attachment_7142" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ ଅଞ୍ଚଳରେ ବେଆଇନ ନିଶାକାରବାର ବେଧଡକରେ ଚାଲିଛି । ଫଳରେ ସ୍ଥାନୀୟ ଥାନା ଠାରୁ ଆରମ୍ଭ କରି ଅବକାରୀ ବିଭାଗ ପର୍ଯ୍ୟନ୍ତ ଅଧିକାରୀଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି । ତେବେ ବେଆଇନ ମଦକାରବାରକୁ ରୋକିବା ନିମନ୍ତେ ବିଭାଗୀୟ ଅଧିକାରୀ ଯେତେ ଯାହା କଲେବି ଚୋରା ନିଶାବେପାରୀଙ୍କୁ ଲଗାମ…

ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨

ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨ ଓଡ଼ିଶାରେ ଶିଳ୍ପ ବିକାଶ ସହିତ ମହିଳା ଉଦ୍ୟୋଗୀ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ [caption id="attachment_7139" align="alignnone" width="300"] News by Dillip Kumar Muduli (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌).: ରାଜ୍ୟରେ ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ତୃତୀୟ ସଂସ୍କରଣ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୫ଦିନିଆ କନକ୍ଲେଭକୁ ଆନୁଷ୍ଠାନିକ ଭାବେ…

ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରତିଯୋଗିତାରେ ସାମିଲ ହେଲା ଢେଙ୍କାନାଳର ‘ମଗଜ ଲଡୁ’
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରତିଯୋଗିତାରେ ସାମିଲ ହେଲା ଢେଙ୍କାନାଳର ‘ମଗଜ ଲଡୁ’

ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରତିଯୋଗିତାରେ ସାମିଲ ହେଲା ଢେଙ୍କାନାଳର ‘ମଗଜ ଲଡୁ’ ଢେଙ୍କାନାଳ(ଏନ୍‌.ଏମ୍‌.): ଢେଙ୍କାନାଳର ସ୍ୱତନ୍ତ୍ର ମିଠା ‘ମଗଜି ଲଡୁ’ର ସ୍ୱାଦ ନିଆରା । ଆଉ ଏହି ସ୍ୱାଦିଷ୍ଟ ମିଠା ଏବେ ଜିଆଇ ଟ୍ୟାଗ ମାନ୍ୟତା ପ୍ରତିଯୋଗିତାକୁ ଓହ୍ଲାଇଛି । ଏଥିପାଇଁ ପ୍ରାଥମିକ ପରୀକ୍ଷଣ ଓ ନିରୂପଣ ବି ସରିଛି । ଶହ ଶହ ବର୍ଷ ପୂର୍ବରୁ ମଇଁଷି କ୍ଷୀର ଛେନାରୁ ନିର୍ମିତ ଏହି ମଗଜି ଲଡୁ ଜିଆଇ ଟ୍ୟାଗ…