କାଳୀ ଭସାଣିରେ ମନ ମୋହିଲା ପାରମ୍ପରିକ ବାଦ୍ୟ ସାଙ୍ଗକୁ ଅଘୋରୀ ବାବାଙ୍କ ନୃତ୍ୟ
କାଳୀ ଭସାଣିରେ ମନ ମୋହିଲା ପାରମ୍ପରିକ ବାଦ୍ୟ ସାଙ୍ଗକୁ ଅଘୋରୀ ବାବାଙ୍କ ନୃତ୍ୟ [caption id="attachment_6757" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍.ଏମ୍.): ଚଳିତ ବର୍ଷ କଟକ କାଳୀ ଭସାଣିରେ ପାରମ୍ପରିକ ବାଦ୍ୟ ସାଙ୍ଗକୁ ଅଘୋରୀ ବାବାଙ୍କ ନୃତ୍ୟ ବେଶ ଆକର୍ଷଣ ସୃଷ୍ଟି କରିଛି । ବିଭିନ୍ନ ବାଦ୍ୟର ତାଳେ ତାଳେ ଦୁଲୁକୁଛି କଟକ ସହର । ଘଣ୍ଟ, ଶଙ୍ଖ, ମହୁରୀ, ଦୁଲୁଦୁଲି ସହିତ ବ୍ରାସବ୍ୟାଣ୍ଡର…




















