ଟାର୍ଗେଟରେ ଏବେ ପୁରୁଣା ମୂର୍ତ୍ତି: ସାଲେପୁର ବିଶ୍ୱେଶ୍ୱର ମନ୍ଦିରରୁ ଚୋରି
ଟାର୍ଗେଟରେ ଏବେ ପୁରୁଣା ମୂର୍ତ୍ତି: ସାଲେପୁର ବିଶ୍ୱେଶ୍ୱର ମନ୍ଦିରରୁ ଚୋରି [caption id="attachment_7041" align="alignnone" width="300"] News by Biswajit Dalai (Salepur)[/caption] ସାଲେପୁର(ଏନ୍.ଏମ୍.): ବିନା ପରିଶ୍ରମ ବା ସ୍ୱଳ୍ପ ପରିଶ୍ରମରେ କୋଟିପତି ହେବାର ନିଶା ବଢ଼ିଚାଲିଛି । ଫଳରେ ସମାଜରେ ବୃଦ୍ଧି ପାଇଛି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ । ଚୋରି, ରାହାଜାନୀ, ଲୁଟ ଆଦି ଅପରାଧିକ କାର୍ଯ୍ୟ ସହିତ ବେଆଇନ ଭାବେ ନିଶାକାରବାର ମଧ୍ୟ ବୃଦ୍ଧି ପାଉଥିବା ଜଣାପଡ଼ିଛି…



















