ଚିତ୍ରକଳା ଓ ହସ୍ତଶିଳ୍ପ କର୍ମଶାଳା ଉଦ୍ଘାଟିତ
ଚିତ୍ରକଳା ଓ ହସ୍ତଶିଳ୍ପ କର୍ମଶାଳା ଉଦ୍ଘାଟିତ [caption id="attachment_5351" align="alignnone" width="300"] News by Sambitbhusan senapati (Khandapada)[/caption] ଖଣ୍ଡପଡା(ଏନ୍.ଏମ୍.): ଖଣ୍ଡପଡା ମହିଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ତପସ୍ୟା ଆର୍ଟ ଆଣ୍ଡ ମ୍ୟୁଜିକ ବିଦ୍ୟାଳୟ ପକ୍ଷରୁ ଗ୍ରୀଷ୍ମକାଳିନ ଚିତ୍ରକଳା ଓ ହସ୍ତଶିଳ୍ପ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡିଶାର ସୁନାମଧ୍ୟନ୍ୟ ବିଶିଷ୍ଟ ଚିତ୍ରଶିଳ୍ପୀ ଲଡୁକିଶୋର ସିଂହସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି କର୍ମଶାଳାକୁ ଉଦ୍ଘାଟନ କରିଥିଲେ…




















