ବସୁଧୈବ କୁଟୁମ୍ବକମ ମିଶନ ପକ୍ଷରୁ କଟକରେ ସର୍ବଧର୍ମ ସମନ୍ୱୟ ସମ୍ମିଳନୀ
ବସୁଧୈବ କୁଟୁମ୍ବକମ ମିଶନ ପକ୍ଷରୁ କଟକରେ ସର୍ବଧର୍ମ ସମନ୍ୱୟ ସମ୍ମିଳନୀ [caption id="attachment_5577" align="alignnone" width="300"] News From Smrutiranjan Tripathy(Ctc)[/caption] କଟକ(ଏନ୍.ଏମ୍.): ବସୁଧୈବ କୁଟୁମ୍ବକମ ମିଶନ ପକ୍ଷରୁ ସ୍ଥାନୀୟ ଲିଙ୍କରୋଡ଼ ସ୍ଥିତ ଲିଙ୍କ ଆଇ ହସ୍ପିଟାଲ ପରିସରରେ ଏକ ସର୍ବଧର୍ମ ସମନ୍ୱୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆମେରିକାର ସନ୍ଥ ସ୍ୱାମୀ ଅଦ୍ୟାନନ୍ଦ ସରସ୍ୱତୀ ଉଦ୍ଘାଟକ ଭାବେ ଯୋଗଦେଇ ସମସ୍ତ ଧର୍ମର ଜନସାଧାରଣ ନିଜ ନିଜ…




















