ବିଏମସିର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଆଲୋଚନା: ଅଧା ରହିଥିବା କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିଏମସିର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଆଲୋଚନା: ଅଧା ରହିଥିବା କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ

ବିଏମସିର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଆଲୋଚନା: ଅଧା ରହିଥିବା କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ [caption id="attachment_10523" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ବର୍ଷା ପାଇଁ ଅଧା ରହିଥିବା କିମ୍ବା ବର୍ଷାରେ ଖରାପ ହୋଇଥିବା ରାସ୍ତା ଓ ଡ୍ରେନ କାମ ଆରମ୍ଭ କରିବାକୁ ନିର୍ଦେଶ । କେବଳ ରାସ୍ତା କି ଡ୍ରେନ କାମ ନୁହେଁ, ବିତ୍ୟୁତ୍ ମରାମତି କରିବାକୁ ମଧ୍ୟ ନିର୍ଦ୍ଦେଶ…

ରାଜ୍ୟ ବାର କାଉନସିଲ ନିର୍ବାଚନରେ ବିଭୁ ତ୍ରିପାଠୀ ନିର୍ବାଚିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ରାଜ୍ୟ ବାର କାଉନସିଲ ନିର୍ବାଚନରେ ବିଭୁ ତ୍ରିପାଠୀ ନିର୍ବାଚିତ

ରାଜ୍ୟ ବାର କାଉନସିଲ ନିର୍ବାଚନରେ ବିଭୁ ତ୍ରିପାଠୀ ନିର୍ବାଚିତ [caption id="attachment_10520" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟର ଜଣାଶୁଣା ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ଓଡ଼ିଶା ରାଜ୍ୟ ବାର କାଉନସିଲକୁ ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇଛନ୍ତି । ନିଆରା ଢଙ୍ଗରେ ବିନା ପୋଷ୍ଟର ବ୍ୟାନର ତଥା ଅର୍ଥ ବଳକୁ ବ୍ୟବହାର ନକରି ଚଳିତବର୍ଷ ରାଜ୍ୟ ବାର କାଉନସିଲ ନିର୍ବାଚନରେ ନିର୍ବାଚନ ଲଢ଼ି…

ଦ’ ବିଆଇପିଏଫ ସ୍କୁଲରେ ଗଣିତ ଓ ବିଜ୍ଞାନ ପ୍ରଦର୍ଶନୀ ମେଳା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଦ’ ବିଆଇପିଏଫ ସ୍କୁଲରେ ଗଣିତ ଓ ବିଜ୍ଞାନ ପ୍ରଦର୍ଶନୀ ମେଳା

ଦ’ ବିଆଇପିଏଫ ସ୍କୁଲରେ ଗଣିତ ଓ ବିଜ୍ଞାନ ପ୍ରଦର୍ଶନୀ ମେଳା [caption id="attachment_10517" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାରସ୍ଥିତ ଦ’ ବିଆଇପିଏଫ ସ୍କୁଲ ଆନୁକୂଲ୍ୟରେ ଗଣିତ ଓ ବିଜ୍ଞାନ ମେଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ସହ ଗଣିତ ଚାତୁରୀ ପ୍ରଦର୍ଶିତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ନିହାର ରଞ୍ଜନ ଭୂୟାଁ ଏହି…

ପୂର୍ବତନ ବିଧାୟକ କୁମର ବେହେରାଙ୍କ ପରଲୋକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୂର୍ବତନ ବିଧାୟକ କୁମର ବେହେରାଙ୍କ ପରଲୋକ

ପୂର୍ବତନ ବିଧାୟକ କୁମର ବେହେରାଙ୍କ ପରଲୋକ ବରଗଡ(ଏନ୍‌.ଏମ୍‌.): ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭଟିଲି ବିଧାନସଭାର ପୂର୍ବତନ ବିଧାୟକ କୁମର ବେହେରାଙ୍କ ପରଲୋକ ହୋଇଯାଇଛି । ଆଜି ସକାଳ ୫ଟା ସମୟରେ ତାଙ୍କ ଅତାବିରା ବାସଭବନରେ ପରଲୋକ ହୋଇଯାଇଛି । ମୁତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ତେବେ ସେ ୧୯୯୦ମସିହାରେ ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ । ସେ ଜନତା ଦଳରୁ ଟିକଟ ପାଇ…

ଭାରତରେ ୧୬୦ ବର୍ଷର ବ୍ରିଟିଶ ଆଇନରେ ହେବ ପରିବର୍ତ୍ତନ, ବଦଳିବ ଆଇପିସି, ସିଆରପିସି ଓ ଆଇଇଏ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭାରତରେ ୧୬୦ ବର୍ଷର ବ୍ରିଟିଶ ଆଇନରେ ହେବ ପରିବର୍ତ୍ତନ, ବଦଳିବ ଆଇପିସି, ସିଆରପିସି ଓ ଆଇଇଏ

ଭାରତରେ ୧୬୦ ବର୍ଷର ବ୍ରିଟିଶ ଆଇନରେ ହେବ ପରିବର୍ତ୍ତନ, ବଦଳିବ ଆଇପିସି, ସିଆରପିସି ଓ ଆଇଇଏ [caption id="attachment_10510" align="alignnone" width="300"] News by T.Kumar (New Delhi)[/caption] #ନୂଆଦିଲ୍ଲୀ(ଏଜେନ୍ସି): ଦେଶରେ ୧୬୦ ବର୍ଷର ବ୍ରିଟିଶ ଆଇନରେ ହେବ ଆମୁଳଚୂଳ ପରିବର୍ତ୍ତନ । ଏଥର ହଟିବ ଆଇପିସି, ସିଆରପିସି ଆଇଇଏ ଆଇନ । ଭାରତୀୟ ଦଣ୍ଡବିଧି ଆଇନର ସ୍ୱରୂପ ବଦଳିବ । ଆଜି ସଂସଦର ଶେଷ ଦିନରେ ପ୍ରବଳ ହଟ୍ଟଗୋଳ…

ବିହନ ପ୍ରଣାଳୀର ପାରମ୍ପାରିକ ମାଣ୍ଡିଆର ଭୂ-ପ୍ରଜାତି ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ: କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁ #odisha #millet #mission
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିହନ ପ୍ରଣାଳୀର ପାରମ୍ପାରିକ ମାଣ୍ଡିଆର ଭୂ-ପ୍ରଜାତି ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ: କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁ #odisha #millet #mission

ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ପାରମ୍ପାରିକ ମାଣ୍ଡିଆର ଚାରିଗୋଟି ମାଣ୍ଡିଆ ଭୂ-ପ୍ରଜାତି ଜାରି ବିହନ ପ୍ରଣାଳୀର ପାରମ୍ପାରିକ ମାଣ୍ଡିଆର ଭୂ-ପ୍ରଜାତି ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ: କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁ [caption id="attachment_10506" align="alignnone" width="300"] News by B.Mishra (BBSR)[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟର ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ମାଣ୍ଡିଆର ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ହାସଲ…

ସାରା ରାଜ୍ୟରେ ପିଇଓ ମାନଙ୍କ ଆନ୍ଦୋଳନ: କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କଲା ରସୁଲପୁର ପି.ଇ.ଓ. ସଂଘ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସାରା ରାଜ୍ୟରେ ପିଇଓ ମାନଙ୍କ ଆନ୍ଦୋଳନ: କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କଲା ରସୁଲପୁର ପି.ଇ.ଓ. ସଂଘ

ସାରା ରାଜ୍ୟରେ ପିଇଓ ମାନଙ୍କ ଆନ୍ଦୋଳନ: କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କଲା ରସୁଲପୁର ପି.ଇ.ଓ. ସଂଘ ଯାଜପୁର(ଏନ୍‌.ଏମ୍‌.): ନିଖିଳ ଉତ୍କଳ ଗ୍ରାମ ପଞ୍ଚାୟତସ୍ତରୀୟ ସଂଘର ଆନ୍ଦୋଳନ ଡାକରାରେ ସାମିଲ ହୋଇଛି ରସୁଲପୁର ପିଇଓ ସଂଘ । ସଂଘର କର୍ମକର୍ତ୍ତା ମାନେ ରସୁଲପୁର ବ୍ଲକ ପିଇଓ ସଂଘର ସଭାପତି ସୁଧିରୀ କୁମାର ମହାନ୍ତିଙ୍କ ନେତୃତ୍ୱରେ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିଛନ୍ତି । ସେମାନଙ୍କ କହିବା ମୁତାବକ ଜନ୍ମ ଠାରୁ…

ଆଦିବାସୀ ଗୌରବ ପର୍ବ ପାଳନ ନେଇ ପିସିସି ସଭାପତିଙ୍କ ମୟୁରଭଞ୍ଜ ଗସ୍ତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଆଦିବାସୀ ଗୌରବ ପର୍ବ ପାଳନ ନେଇ ପିସିସି ସଭାପତିଙ୍କ ମୟୁରଭଞ୍ଜ ଗସ୍ତ

ଆଦିବାସୀ ଗୌରବ ପର୍ବ ପାଳନ ନେଇ ପିସିସି ସଭାପତିଙ୍କ ମୟୁରଭଞ୍ଜ ଗସ୍ତ [caption id="attachment_10497" align="alignnone" width="300"] News by Akshya Biswal (RairangPur)[/caption] #ରାଇରଙ୍ଗପୁର (ଏନ୍‌.ଏମ୍‌.): ଅଖିଳ ଭାରତୀୟ କଂଗ୍ରେସ କମିଟି ରାଷ୍ଟ୍ରୀୟ ସଭାପତି ମଲିକାର୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶ କ୍ରମେ "ଆଦିବାସୀ ଗୌରବ ପର୍ବ’ପାଳନ ନିମନ୍ତେ ଓଡିଶା ରାଜ୍ୟ ସଭାପତି ଶରତ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କୁ…

ଆରପାରିରେ ସିଏମସିର ପ୍ରଥମ ମେୟର ନିବେଦିତା ପ୍ରଧାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଆରପାରିରେ ସିଏମସିର ପ୍ରଥମ ମେୟର ନିବେଦିତା ପ୍ରଧାନ

ଆରପାରିରେ ସିଏମସିର ପ୍ରଥମ ମେୟର ନିବେଦିତା ପ୍ରଧାନ କଟକ(ଏନ୍‌.ଏମ୍‌.): ବିଜେପିର ପ୍ରବୀଣା ନେତ୍ରୀ, ସଂଗଠକ ତଥା କଟକ ମହାନଗର ନିଗମର ପ୍ରଥମ ମେୟର ତଥା ପୂର୍ବତନ ବିଧାୟିକା ସୁଶ୍ରୀ ନିବେଦିତା ପ୍ରଧାନ(କୁନି ଅପା) ଆଉ ନାହାନ୍ତି । ୬୦ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥାଇ କଟକର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ । ସେ ନିମୋନିଆ ଏବଂ ସେପ୍ଟିସେମିୟାରେ…

ଆସିଷ୍ଟାଣ୍ଟ ଡିଭିଜିନାଲ ରେଳବାଇ ଯନ୍ତ୍ରୀଙ୍କୁ ବିଧାୟକ ମୋକିମ ଦେଲେ ସ୍ମାରକପତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆସିଷ୍ଟାଣ୍ଟ ଡିଭିଜିନାଲ ରେଳବାଇ ଯନ୍ତ୍ରୀଙ୍କୁ ବିଧାୟକ ମୋକିମ ଦେଲେ ସ୍ମାରକପତ୍ର

ଆସିଷ୍ଟାଣ୍ଟ ଡିଭିଜିନାଲ ରେଳବାଇ ଯନ୍ତ୍ରୀଙ୍କୁ ବିଧାୟକ ମୋକିମ ଦେଲେ ସ୍ମାରକପତ୍ର [caption id="attachment_10489" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ଏକ ପ୍ରତିନିଧି ମଣ୍ଡଳୀଙ୍କ ସହ ଆସିଷ୍ଟାଣ୍ଟ ଡିଭିଜିନାଲ ରେଳବାଇ ଯନ୍ତ୍ରୀ-୧ଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଶିଖରପୁର, ଯୋବ୍ରା, ଷ୍ଟେସନ ବଜାର ଓ କଲେଜ ଛକ ଅଞ୍ଚଳର ବିଭିନ୍ନ ସମସ୍ୟା ଏବଂ ଜନହିତକର କାର୍ଯ୍ୟ ସମ୍ପର୍କରେ…

ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମୋ ଗାଁ ମୋ ସମ୍ମାନ ଅଭିଯାନରେ ଜଳବିଶୋଧନ କାର୍ଯ୍ୟକ୍ରମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମୋ ଗାଁ ମୋ ସମ୍ମାନ ଅଭିଯାନରେ ଜଳବିଶୋଧନ କାର୍ଯ୍ୟକ୍ରମ

ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମୋ ଗାଁ ମୋ ସମ୍ମାନ ଅଭିଯାନରେ ଜଳବିଶୋଧନ କାର୍ଯ୍ୟକ୍ରମ ଢେଙ୍କାନାଳ(ଏନ୍‌.ଏମ୍‌.): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ସ୍ୱେଚ୍ଛାସେବୀ ସଂଗଠନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ "ଜନ ମଙ୍ଗଳ’ ରାସୋଳ ଆନୁକୂଲ୍ୟରେ "ମୋ ଗାଁ ମୋ ସମ୍ମାନ’ ଅଭିଯାନର ଶୁଭାରମ୍ଭ ଅବସରରେ ୩ ଦିନ ଧରି ରାସୋଳ ଓ ମାଧପୁର ଗ୍ରାମ ପଞ୍ଚାୟତର ୫୨ଟି ସର୍ବସାଧାରଣ କୂପରେ ବ୍ଲିଚିଂ ପାଉଡର ପକାଇ ଜଳବିଶୋଧନ କରିବା ସହିତ ଜନସାଧାରଣଙ୍କୁ…

ବାସୁଦେବପୁର ଦେଉଳି ଗ୍ରାମରୁ ନକଲି ଦେଶୀ ମଦ କାରଖାନା ଉପରେ ଚଢ଼ାଉ, ୨ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବାସୁଦେବପୁର ଦେଉଳି ଗ୍ରାମରୁ ନକଲି ଦେଶୀ ମଦ କାରଖାନା ଉପରେ ଚଢ଼ାଉ, ୨ଗିରଫ

ବାସୁଦେବପୁର ଦେଉଳି ଗ୍ରାମରୁ ନକଲି ଦେଶୀ ମଦ କାରଖାନା ଉପରେ ଚଢ଼ାଉ, ୨ଗିରଫ [caption id="attachment_10482" align="alignnone" width="300"] News by Ananda Prasad Rout (Bhadrak)[/caption] ଭଦ୍ରକ(ଏନ୍‌.ଏମ୍‌.): ନିଶାନିବାରଣ ପାଇଁ ସରକାରୀ ତଥା ବେସରକାରୀ ସଂସ୍ଥା ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି । ନିଶାମୁକ୍ତ ଓଡ଼ିଶା ପାଇଁ ଅନେକ ଅନୁଷ୍ଠାନ ଯୁଦ୍ଧଂଦେହୀ ଡାକରା ମଧ୍ୟ ଦେଉଛନ୍ତି । ହେଲେ ମଦ ମାଫିଆମାନଙ୍କୁ ରୋକିବା ସତେ ଯେମିତି ଏକପ୍ରକାର ଚାଲେଞ୍ଜ…

ରୂପାନ୍ତରିତ ନିମନ୍ତେ ଚୌଦ୍ୱାର ମହାବିଦ୍ୟାଳୟକୁ ୧କୋଟି ୨୫ ଲକ୍ଷ ସରକାରୀ ଅନୁଦାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରୂପାନ୍ତରିତ ନିମନ୍ତେ ଚୌଦ୍ୱାର ମହାବିଦ୍ୟାଳୟକୁ ୧କୋଟି ୨୫ ଲକ୍ଷ ସରକାରୀ ଅନୁଦାନ

ରୂପାନ୍ତରିତ ନିମନ୍ତେ ଚୌଦ୍ୱାର ମହାବିଦ୍ୟାଳୟକୁ ୧କୋଟି ୨୫ ଲକ୍ଷ ସରକାରୀ ଅନୁଦାନ [caption id="attachment_10478" align="alignnone" width="300"] News by Smruti Ranjan Tripathy (Choudwar)[/caption] ଚୌଦ୍ୱାର(ଏନ୍‌.ଏମ୍‌.): ଉଚ୍ଚଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଗୁଡ଼ିକର ବିଭିନ୍ନ ବିକାଶ ପାଇଁ ଅନୁଦାନ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ୨୦୨୩ ଅଗଷ୍ଟ ୭ ତାରିଖ ଚିଠି ନମ୍ବର୍ ୧୪୫୭୪, ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ…

ମହାନଦୀରେ ବୁଡି ଦୁଇ ଜଣ କଲେଜ ଛାତ୍ର ନିଖୋଜ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମହାନଦୀରେ ବୁଡି ଦୁଇ ଜଣ କଲେଜ ଛାତ୍ର ନିଖୋଜ

ମହାନଦୀରେ ବୁଡି ଦୁଇ ଜଣ କଲେଜ ଛାତ୍ର ନିଖୋଜ [caption id="attachment_10475" align="alignnone" width="300"] News by Aditya Kumar Paital (Baranga)[/caption] #ବାରଙ୍ଗ(ଏନ୍‌.ଏମ୍‌.): ବାରଙ୍ଗ ବ୍ଲକ ଅନ୍ତର୍ଗତ ତଳଗଡ ଠାରେ ମହାନଦୀରେ ପୂର୍ବାହ୍ନ ୧୨ଘଟିକାରେ ଦୁଇଜଣ କଲେଜ ଛାତ୍ର ଗାଧୋଇବାକୁ ଆସି ଗଭୀର ପାଣିରେ ନିଖୋଜ ହୋଇଛନ୍ତି । ଖବର ପ୍ରକାଶ ଯେ, ଆଜି ପୂର୍ବାହ୍ନରେ କଟକରୁ ଆଠଜଣ ଛାତ୍ର ମହାନଦୀ ବନ୍ତ ନିକଟରେ ଗାଧୋଇବାକୁ ଆସିଥିଲେ ।…

ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପ୍ରତିହାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପ୍ରତିହାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପ୍ରତିହାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା   [caption id="attachment_10468" align="alignnone" width="300"] News by Saroj Kumar Muduli (Khordha)[/caption] #ଖୋର୍ଦ୍ଧା (ଏନ୍‌.ଏମ୍‌.): ପରିଚ୍ଛଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପ୍ରତିହାରୀଙ୍କୁ ଏକ ଭାବବିହ୍ୱଳ ଓ ଅଶ୍ରୁଳ ପରିବେଶରେ ସ୍ଥାନୀୟ ଶିକ୍ଷକ ଗଣ, ସମସ୍ତ ଛାତ୍ରଛାତ୍ରୀ, ଜନ ପ୍ରତିନିଧି, ଗ୍ରାମର ଭଦ୍ର ମଣ୍ଡଳୀ ଏବଂ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଅନୁଷ୍ଠାନର ପ୍ରଶାସନିକ ସଚିବ…

ସରକାରୀ ଯୋଜନାରେ ଦୁର୍ନୀତି ପ୍ରତିବାଦରେ ଗ୍ରାମବାସୀଙ୍କ ଗଣଧାରଣା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସରକାରୀ ଯୋଜନାରେ ଦୁର୍ନୀତି ପ୍ରତିବାଦରେ ଗ୍ରାମବାସୀଙ୍କ ଗଣଧାରଣା

ସରକାରୀ ଯୋଜନାରେ ଦୁର୍ନୀତି ପ୍ରତିବାଦରେ ଗ୍ରାମବାସୀଙ୍କ ଗଣଧାରଣା [caption id="attachment_10460" align="alignnone" width="300"] News by Anand Pradad Rout (Bhadrak)[/caption] #ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଞ୍ଚଳରେ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି । ଗୋଟିଏ ପରେ ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନା ପ୍ରଚଳନ କରୁଥିବାବେଳେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଯୋଗୁଁ ଏସବୁ ଯୋଜନା ବାଟମାରଣା ହେବା ସହ ହିତାଧିକାରୀଙ୍କ ପାଇଁ ଅପହଞ୍ଚ…

ଫାଇପ-ଟି ସଚିବଙ୍କ କଟକ ଗସ୍ତ: ଚୌଦ୍ୱାରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଘୋଷଣା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଫାଇପ-ଟି ସଚିବଙ୍କ କଟକ ଗସ୍ତ: ଚୌଦ୍ୱାରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଘୋଷଣା

ଫାଇପ-ଟି ସଚିବଙ୍କ କଟକ ଗସ୍ତ: ଚୌଦ୍ୱାରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଘୋଷଣା କେଉଁଠି ଉଚ୍ଛତ୍ସିତ ସମ୍ବର୍ଦ୍ଧନା ତ ଆଉ କେଉଁଠି ତିରସ୍କାର [caption id="attachment_10457" align="alignnone" width="300"] News by Smruti & Maheswar[/caption] #କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟ ପ୍ରଶାସନ କ୍ଷେତ୍ରରେ ମଙ୍ଗ ଧରିଥିବା ବିଶିଷ୍ଟ ପ୍ରଶାସକ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇପ-ଟି ସଚିବଙ୍କ କଟକଗସ୍ତ ଆରମ୍ଭ ହୋଇଛି । ରାଜ୍ୟର ବହୁ ଜିଲ୍ଲା ଗସ୍ତ କରି ବିଭିନ୍ନ…

ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର

ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର [caption id="attachment_10454" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଶପଥପାଠ କରାଇଛନ୍ତି । ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ତାଳପତ୍ରଙ୍କୁ ନିଯୁକ୍ତି…

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ [caption id="attachment_4032" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ମାଟ୍ରିକ ରେଗୁଲାର ସପ୍ଲିମେଣ୍ଟାରୀ ପରୀକ୍ଷାରେ ୧୩୧୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୩୩ ପିଲା କୃତକାର୍ଯ୍ୟ ହୋଇଛନ୍ତି । ୩୬୦ ଜଣ…

ତରିକୁନ୍ଦ ଉତ୍ତରେଶ୍ୱର ମହାଦେବ ମନ୍ଦିରରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ସଭା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ତରିକୁନ୍ଦ ଉତ୍ତରେଶ୍ୱର ମହାଦେବ ମନ୍ଦିରରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ସଭା

ତରିକୁନ୍ଦ ଉତ୍ତରେଶ୍ୱର ମହାଦେବ ମନ୍ଦିରରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ସଭା [caption id="attachment_10447" align="alignnone" width="300"] News by Basanta Rath (Jagatsingh Pur)[/caption] ଜଗତସିଂହପୁର(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକ ଅଧିନସ୍ଥ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ତରିକୁନ୍ଦ ପଞ୍ଚାୟତ ଅନ୍ତର୍ଗତ ଉତ୍ତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ପ୍ରତିଭାଧାରୀ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟଅତିଥି ଭାବେ ବରିଷ୍ଠ…