ଦୀପାବଳିରେ ଅଘଟଣ: ୭ବଖରା ଭଷ୍ମିଭୂତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଦୀପାବଳିରେ ଅଘଟଣ: ୭ବଖରା ଭଷ୍ମିଭୂତ

ଦୀପାବଳିରେ ଅଘଟଣ: ୭ବଖରା ଭଷ୍ମିଭୂତ [caption id="attachment_6709" align="alignnone" width="300"] News by Maheswar Behera (Athagarh)[/caption] ତିଗିରିଆ(ଏନ୍‌.ଏମ୍‌.): ଆଲୋକର ପର୍ବ ଦୀପାବଳି ପାଳନରେ ସମ୍ପୂର୍ଣ୍ଣ ଗାଁ ମସଗୁଲ ଥିବାବେଳେ କିଏ ଜାଣିଥିଲା ଏହି ଗାଁର ଗୋଟିଏ ପରିବାର ଉପରେ ଚଡ଼କ ପଡ଼ିଯିବ । ଗାଁରେ ଘରେ ଘରେ ବଡ଼ବଡ଼ୁଆ ଡାକିବା ପାଇଁ ବ୍ୟସ୍ତ ଥିବାବେଳେ ହଠାତ ନିଆଁ ଲାଗି ୭ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୂତ…

ପ୍ରାୟ ଦେଢ଼ ଘଣ୍ଟା ଧରି ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ ସୂର୍ଯ୍ୟପରାଗ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପ୍ରାୟ ଦେଢ଼ ଘଣ୍ଟା ଧରି ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ ସୂର୍ଯ୍ୟପରାଗ

ପ୍ରାୟ ଦେଢ଼ ଘଣ୍ଟା ଧରି ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ ସୂର୍ଯ୍ୟପରାଗ [caption id="attachment_6705" align="alignnone" width="300"] News by Padmalochan Mishra (Cuttack)[/caption] ଭୁବନେଶ୍ୱର/କଟକ (ଏନ୍‌.ଏମ୍‌.): ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଦେଖିବା ପାଇଁ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ବ୍ୟାକୁଳ ହୋଇ ପଡ଼ିଛନ୍ତି । ବିଶେଷ କରି କଟକ ଭୁବନେଶ୍ୱର ଭଳି ଦ୍ୱୈତ ନଗରୀରେ ବହୁ ଲୋକ ଛାତ ଉପରେ ଏହି ମହାଜାଗତିକ ଦୃଶ୍ୟକୁ ଉପଭୋଗ କରିଥିଲେ…

ବିଜେପିର ଅଭିଯୋଗ ବିଜେଡ଼ି ଉଲ୍ଲଙ୍ଘନ କଲା ଆଦର୍ଶ ଆଚରଣ ବିଧି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେପିର ଅଭିଯୋଗ ବିଜେଡ଼ି ଉଲ୍ଲଙ୍ଘନ କଲା ଆଦର୍ଶ ଆଚରଣ ବିଧି

ବିଜେପିର ଅଭିଯୋଗ ବିଜେଡ଼ି ଉଲ୍ଲଙ୍ଘନ କଲା ଆଦର୍ଶ ଆଚରଣ ବିଧି [caption id="attachment_6701" align="alignnone" width="300"] News by Dillip Kumar Muduli (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜୁ ଜନତା ଦଳ ଖୋଲାଖୋଲି ଭାବେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ବିଜେପି ଅଭିଯୋଗ କରିଛି । ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ରାଜ୍ୟ ନିର୍ବାଚନ ଅଧିକାରୀ ବିଭିନ୍ନ ବେଆଇନ କାର୍ଯ୍ୟରେ ଶାସକ…

କଟକ ଜିଲ୍ଲା ଟାଟା ମେଜିକ ଅଟୋ ଆସୋସିଏସନ୍‌ର ଲୋଗୋ ଓ ଆଇକାର୍ଡର ଉନ୍ମୋଚନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଟକ ଜିଲ୍ଲା ଟାଟା ମେଜିକ ଅଟୋ ଆସୋସିଏସନ୍‌ର ଲୋଗୋ ଓ ଆଇକାର୍ଡର ଉନ୍ମୋଚନ

କଟକ ଜିଲ୍ଲା ଟାଟା ମେଜିକ ଅଟୋ ଆସୋସିଏସନ୍‌ର ଲୋଗୋ ଓ ଆଇକାର୍ଡର ଉନ୍ମୋଚନ [caption id="attachment_6698" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍‍.ଏମ୍‍.): କଟକ ସିଡିଏ ସେକ୍ଟର -୯ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଡ଼ିଆ ଠାରେ କଟକ ଜିଲ୍ଲା ଟାଟା ମେଜିକ ଅଟୋ ଆସୋସିଏସନ୍‌ର ଲୋଗ ଏବଂ ଆଇକାର୍ଡ଼(ପରିଚୟପତ୍ର) ଉନ୍ମୋଚନ ହୋଇଯାଇଛି । ସମ୍ପ୍ରତି ଟାଟା ମେଜିକ ଗାଡ଼ି ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ନେବା ଆଣିବାରେ…

ବେଆଇନ ବାଲି ଘାଟକୁ ନେଇ ବିବାଦ: ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଜଣେ ମୃତ ଜଣେ ଗୁରୁତର
Slider ଅପରାଧ କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବେଆଇନ ବାଲି ଘାଟକୁ ନେଇ ବିବାଦ: ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଜଣେ ମୃତ ଜଣେ ଗୁରୁତର

ବେଆଇନ ବାଲି ଘାଟକୁ ନେଇ ବିବାଦ: ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଜଣେ ମୃତ ଜଣେ ଗୁରୁତର [caption id="attachment_6695" align="alignnone" width="300"] News by Padmalochan Mishra (Cuttack)[/caption] ଟାଙ୍ଗୀ-ଚୌଦ୍ୱାର( ଏନ୍‍.ଏମ୍‍.): ବେଆଇନ ବାଲିଘାଟକୁ ନେଇ ଉଠିଛି ବିବାଦ । ଗୋଟିଏ ପଟେ ବାଲିଘାଟ ନିଲାମ ପ୍ରକ୍ରିୟାରେ ସ୍ୱଚ୍ଛତା ନଥିବା ତଥା ଜୋରଦାର ମୂଲକତାର ଚାଲୁଥିବା ଭଳି ଦେଖିବାକୁ ମିଳିଛି । ବେଆଇନଭାବେ ବାଲି ଚାଲଣ କରି ଲକ୍ଷାଧିକ…

ବାତ୍ୟା ‘ସିତ୍ରଙ୍ଗ୍‌’ରେ ପରିଣତ ହେଲା ଡିପ୍ ଡିପ୍ରେସନ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବାତ୍ୟା ‘ସିତ୍ରଙ୍ଗ୍‌’ରେ ପରିଣତ ହେଲା ଡିପ୍ ଡିପ୍ରେସନ

ବାତ୍ୟା ‘ସିତ୍ରଙ୍ଗ୍‌’ରେ ପରିଣତ ହେଲା ଡିପ୍ ଡିପ୍ରେସନ ଭୁବନେଶ୍ୱର(ଏନ୍‍.ଏମ୍‍.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ଼ ସିତ୍ରାଙ୍ଗ ଡିପ୍ ଡିପ୍ରେସନ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି । ରବିବାର ସଂଧ୍ୟାବେଳେ ଏହା ବାତ୍ୟା ରୂପ ନେଇଥିବା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ବାତ୍ୟା ସାଢେ ୫ଟା ସୁଦ୍ଧା ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପର ଦକ୍ଷିଣକୁ ୫୮୦କିଲୋମିଟର ଦୂରରେ ଓ ବାଙ୍ଗଲାଦେଶର…

ରେଭେନ୍ସାରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ରେଭେନ୍ସା ବିକାଶ ଅଭିଯାନର ଦାବି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରେଭେନ୍ସାରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ରେଭେନ୍ସା ବିକାଶ ଅଭିଯାନର ଦାବି

ରେଭେନ୍ସାରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ରେଭେନ୍ସା ବିକାଶ ଅଭିଯାନର ଦାବି [caption id="attachment_6686" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): ରେଭେନ୍ସା, ଓଡିଶାର ଜ୍ଞାନ କେନ୍ଦ୍ର ଓ ମାତୃକଳ୍ପ ଶିକ୍ଷାନୁଷ୍ଠାନ ସ୍ୱୀକୃତି ମିଳିଥିଲେ ମଧ୍ୟ ଧାରାବାହିକ ଭାବେ ଅବହେଳା ଅବିଚାରର ଶିକାର ହୋଇ ଚାଲିଛି । ବିଶେଷ କରି ୨୦୦୬ ମସିହାରେ ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟକୁ ରୁପାନ୍ତରିତ ପରଠାରୁ ରେଭେନ୍ସା ସ୍ଥିତି ଆହୁରି ଦୟନୀୟ…

କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ସ୍ୱତନ୍ତ୍ର ଦୀପାବଳି ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ସ୍ୱତନ୍ତ୍ର ଦୀପାବଳି ଉତ୍ସବ

କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ସ୍ୱତନ୍ତ୍ର ଦୀପାବଳି ଉତ୍ସବ [caption id="attachment_6682" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): ପବିତ୍ର ଦୀପାବଳି ଅବସରରେ ସ୍ମାର୍ଟ ଭିଲେଜ କଲରାବାଙ୍କ ଠାରେ ଅବସ୍ଥିତ କଳିଙ୍ଗ ଇଂଲିଶ ମିଡ଼ିୟମ ସ୍କୁଲଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲ ପରିସରରେ ଅଭିଭାବକ ମାନଙ୍କ ମଧ୍ୟରେ ଏକ ରଙ୍ଗୋଲି ପ୍ରତିଯୋଗିତା ହେବା ସହ ଦୀପୋତ୍ସବ ପାଳନ କରାଯାଇଥିଲା…

ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ମହାସଂଘର ଅଭିଯୋଗ: ରାଜ୍ୟ ସରକାରଙ୍କ ଠିକା ନିଯୁକ୍ତିର ଯୁଗ ଶେଷ ଘୋଷଣା ଏକ ଧୂଆଁବାଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ମହାସଂଘର ଅଭିଯୋଗ: ରାଜ୍ୟ ସରକାରଙ୍କ ଠିକା ନିଯୁକ୍ତିର ଯୁଗ ଶେଷ ଘୋଷଣା ଏକ ଧୂଆଁବାଣ

ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ମହାସଂଘର ଅଭିଯୋଗ ରାଜ୍ୟ ସରକାରଙ୍କ ଠିକା ନିଯୁକ୍ତିର ଯୁଗ ଶେଷ ଘୋଷଣା ଏକ ଧୂଆଁବାଣ [caption id="attachment_6676" align="alignnone" width="300"] News by Dillip Kumar Muduli (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାର ଠିକା ନିଯୁକ୍ତିର ଯୁଗ ଶେଷ ବୋଲି ଯେଉଁ ଘୋଷଣା କରିଥିଲେ ତାହା ସମ୍ପୂର୍ଣ୍ଣ ଧୁଆଁବାଣ ବୋଲି ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସି ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି…

ବିନା ପ୍ରତିଦ୍ୱନ୍ଦ୍ୱିତାରେ ହେବ ଓସିଏ ନିର୍ବାଚନ : ପ୍ରଣବ ପ୍ରକାଶ ସଭାପତି, ସଞ୍ଜୟ ସମ୍ପାଦକ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ବିନା ପ୍ରତିଦ୍ୱନ୍ଦ୍ୱିତାରେ ହେବ ଓସିଏ ନିର୍ବାଚନ : ପ୍ରଣବ ପ୍ରକାଶ ସଭାପତି, ସଞ୍ଜୟ ସମ୍ପାଦକ

ବିନା ପ୍ରତିଦ୍ୱନ୍ଦ୍ୱିତାରେ ହେବ ଓସିଏ ନିର୍ବାଚନ : ପ୍ରଣବ ପ୍ରକାଶ ସଭାପତି, ସଞ୍ଜୟ ସମ୍ପାଦକ ପ୍ରାର୍ଥୀପତ୍ର ଦାଖଲ ଓ ଯାଞ୍ଚ ଶେଷ, ବିପକ୍ଷ କଲେ ନାହିଁ ପ୍ରତିଦ୍ୱନ୍ଦ୍ୱିତା [caption id="attachment_6671" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ନିର୍ବାଚନ ବିନା ଲଢେଇରେ ଶେଷ ହେବ ବୋଲି ଜଣାପଡ଼ିଛି । କାରଣ ସମସ୍ତ ପଦବୀ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ…

ଜଗତପୁର ଅଞ୍ଚଳରେ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନା କାର୍ଯ୍ୟକ୍ରମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜଗତପୁର ଅଞ୍ଚଳରେ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନା କାର୍ଯ୍ୟକ୍ରମ

ଜଗତପୁର ଅଞ୍ଚଳରେ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନା କାର୍ଯ୍ୟକ୍ରମ [caption id="attachment_6667" align="alignnone" width="300"] News by Kanhuchran Panda (Jagatpur)[/caption] ଜଗତପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେଶରେ ଜନସାଧାରଣଙ୍କୁ ମାଗଣାରେ ଆଇନ ସେବା ଯୋଗାଇଦେବା ପାଇଁ ୧୯୮୭ ମସିହାରେ ଏକ ନିୟମ ପ୍ରଣୟନ ହେବା ସହ ତାଲୁକସ୍ତରରୁ ଆରମ୍ଭ କରି ଜାତୀୟସ୍ତର ପର୍ଯ୍ୟନ୍ତ ଆଇନସେବା…

ଦେବଗଡ଼ରେ ୬୩ ତମ ଓଡିଶା ପୁଲିସ ସହିଦ ଦିବସ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଦେବଗଡ଼ରେ ୬୩ ତମ ଓଡିଶା ପୁଲିସ ସହିଦ ଦିବସ

ଦେବଗଡ଼ରେ ୬୩ ତମ ଓଡିଶା ପୁଲିସ ସହିଦ ଦିବସ [caption id="attachment_6664" align="alignnone" width="300"] News by A. Nanda (Deogarh)[/caption] #ଦେବଗଡ଼(ଏନ୍‌.ଏମ୍‌.): ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ୬୩ତମ ଓଡ଼ିଶା ପୁଲିସ ସହିଦ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ପୁଲିସ ରିଜର୍ଭ ପଡିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସପି ପ୍ରମୋଦ କୁମାର ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ସହିଦ ସ୍ମୃତି ପ୍ୟାରେଡର ଅଭିବାଦନ ଗ୍ରହଣ କରିବା…

ସାଲେପୁର ଅଞ୍ଚଳରେ ଟର୍କୀ ପ୍ରଜାତିର କୁକୁଡା ପାଳନ କରି ଯୁଗ ବର୍ଗଙ୍କ ପାଇଁ ପ୍ରେରଣା ପାଲଟିଲେ ସୁଧାଂଶୁ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସାଲେପୁର ଅଞ୍ଚଳରେ ଟର୍କୀ ପ୍ରଜାତିର କୁକୁଡା ପାଳନ କରି ଯୁଗ ବର୍ଗଙ୍କ ପାଇଁ ପ୍ରେରଣା ପାଲଟିଲେ ସୁଧାଂଶୁ

ସାଲେପୁର ଅଞ୍ଚଳରେ ଟର୍କୀ ପ୍ରଜାତିର କୁକୁଡା ପାଳନ କରି ଯୁଗ ବର୍ଗଙ୍କ ପାଇଁ ପ୍ରେରଣା ପାଲଟିଲେ ସୁଧାଂଶୁ [caption id="attachment_6661" align="alignnone" width="300"] News by Biswajit Dalai (Salepur)[/caption] #ସାଲେପୁର(ଏନ୍‌.ଏମ୍‌.): କିଛି କରି ଦେଖାଇବା ତଥା ଆତ୍ମନିର୍ଭରଶୀଳ ହୋଇ ଅନ୍ୟପାଇଁ ପ୍ରେରଣା ସାଜିବାକୁ ଉଦ୍ୟମ କରିଛନ୍ତି ସାଲେପୁର ବ୍ଲକ ଅନ୍ତର୍ଗତ ବାରଗୋଡ଼ିଆ ଗ୍ରାମର ସୁଧାଂଶୁ ଶେଖର ଭୂୟାଁ । ସମ୍ପ୍ରତି ସମାଜରେ କର୍ମନିଯୁକ୍ତିର ଯେଉଁ ସମସ୍ୟା ଦେଖା ଦେଉଛି…

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀମୟୀ ମିଶ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀମୟୀ ମିଶ୍ର

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀମୟୀ ମିଶ୍ର [caption id="attachment_6658" align="alignnone" width="300"] News by Dillip Kumar Muduli (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ଶ୍ରୀମୟୀ ମିଶ୍ର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ…

ଓଡ଼ିଶାରୁ ଟଳିଲା ସିତ୍ରାଙ୍ଗ ଭୟ, ମୁହାଇଁବ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ !
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଓଡ଼ିଶାରୁ ଟଳିଲା ସିତ୍ରାଙ୍ଗ ଭୟ, ମୁହାଇଁବ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ !

ଓଡ଼ିଶାରୁ ଟଳିଲା ସିତ୍ରାଙ୍ଗ ଭୟ, ମୁହାଇଁବ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ! [caption id="attachment_6655" align="alignnone" width="300"] News by Dillip Kumar Muduli (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଅକ୍ଟୋବରରେ ବାତ୍ୟାକୁ ନେଇ ଓଡ଼ିଶାବାସୀ ଭୟଭୀତ ହୋଇପଡ଼ିଥିବା ଏବେ ଆଶ୍ୱସ୍ତିମୂଳକ ଖବର ମିଳିଛି । ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ବାତ୍ୟା ସୃଷ୍ଟି ହେବା ସ୍ପଷ୍ଟ ହୋଇଛି । ଥାଇଲ୍ୟାଣ୍ଡର ନାମକରଣ…

କଟକରେ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟ ତୁରନ୍ତ ଶେଷ କରିବା ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଟକରେ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟ ତୁରନ୍ତ ଶେଷ କରିବା ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର

କଟକରେ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟ ତୁରନ୍ତ ଶେଷ କରିବା ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର [caption id="attachment_6649" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍‍.ଏମ୍‍.): କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ କଟକ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ ନୂଆପାଟଣା ଠାରେ ୨୦୧୦ ମସିହାରୁ ନିର୍ମାଣ ଚାଲିଥିବା କେନ୍ଦ୍ରୀୟ ବିଦ୍ୟାଳୟ-୨ର କାର୍ଯ୍ୟ ମନ୍ଥର…

ଜଗତପୁର ଥାନାର ଚଢ଼ାଉ: ବିପୁଳ ପରିମାଣର ବେଆଇନ ବାଣ ଜବତ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତପୁର ଥାନାର ଚଢ଼ାଉ: ବିପୁଳ ପରିମାଣର ବେଆଇନ ବାଣ ଜବତ

ଜଗତପୁର ଥାନାର ଚଢ଼ାଉ: ବିପୁଳ ପରିମାଣର ବେଆଇନ ବାଣ ଜବତ [caption id="attachment_6646" align="alignnone" width="300"] News by Biswajit Dalai (Salepur)[/caption] ଜଗତପୁର (ଏନ୍‍.ଏମ୍‍.): ପବିତ୍ର ଦିପାବଳୀକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଏବେ ପ୍ରସ୍ତୁତି ଜୋରଦାର ଚାଲିଛି । କେଉଁଠି ଦୀପ ପ୍ରସ୍ତୁତି ଚାଲିଛି ତ ଆଉ କେଉଁଠି ବାଣ । ତେବେ ବାଣ ବିକ୍ରି ଉପରେ କଟକଣା ରହିଥିବାବେଳେ କେବଳ ପୁଲିସ ପ୍ରଶାସନର ଅନୁମତି ନେଇ…

ସିଏମସି ପକ୍ଷରୁ ଫାଇପ-ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ନେଇ ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସିଏମସି ପକ୍ଷରୁ ଫାଇପ-ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ନେଇ ବୈଠକ

ସିଏମସି ପକ୍ଷରୁ ଫାଇପ-ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ନେଇ ବୈଠକ [caption id="attachment_6642" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): ଫାଇପ-ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ କଟକ ସହରରେ ଆହୁରି୨୦ଟି ହାଇସ୍କୁଲର ରୂପାନ୍ତରଣ କରାଯିବା ନିମନ୍ତେ ନିଷ୍ପତି ନିଆଯାଇଛି । ପ୍ରତେକ ବିଦ୍ୟାଳୟ ପାଇଁ ୪୫ଲକ୍ଷ ଟଙ୍କା ହିସାବରେ ମୋଟ ୯କୋଟି ଟଙ୍କା ବ୍ୟୟ କରାଯିବ । ସୂଚନା ଯୋଗ୍ୟ ଯେ, ଏହି ଯୋଜନାରେ ପୂର୍ବରୁ ଦୁଇଟି…

ଖୁଣ୍ଟୁଣୀ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଏସ୍‌ପିିଙ୍କୁ ସ୍ମାରକପତ୍ର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଖୁଣ୍ଟୁଣୀ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଏସ୍‌ପିିଙ୍କୁ ସ୍ମାରକପତ୍ର

ଖୁଣ୍ଟୁଣୀ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଏସ୍‌ପିିଙ୍କୁ ସ୍ମାରକପତ୍ର [caption id="attachment_6639" align="alignnone" width="300"] News by Maheswar Behera (Athagarh)[/caption] କଟକ(ଏନ୍‌.ଏମ୍‌.): ରାଜନୈତିକ ଶତୃତାକୁ ନେଇ ଶାସକ ଦଳର ଚାପରେ ଖୁଟୁଂଣୀ ଥାନା ଅଧିକାରୀ କାର୍ଯ୍ୟକରିବା ଏବଂ ବିନା ଦୋଷରେ ଗ୍ରାମବାସୀଙ୍କ ନାମରେ ମିଥ୍ୟା ମୋକଦମା ଦାୟର କରିବା ଆଦି ଅଭିଯୋଗକୁ ନେଇ ଅବସରପ୍ରାପ୍ତ ସେନା ଅଧିକାରୀ ଅଭୟ ବାରିକଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ କଟକ ଗ୍ରାମଞ୍ଚଳ ଏସ୍‌ପିଙ୍କୁ ଏକ…

କରୋନା କାଳରେ ଆମ୍ବୁଲାନ୍ସ ନାଁରେ ଅର୍ଥ ଲୁଟ୍ ଅଭିଯୋଗ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କରୋନା କାଳରେ ଆମ୍ବୁଲାନ୍ସ ନାଁରେ ଅର୍ଥ ଲୁଟ୍ ଅଭିଯୋଗ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କରୋନା କାଳରେ ଆମ୍ବୁଲାନ୍ସ ନାଁରେ ଅର୍ଥ ଲୁଟ୍ ଅଭିଯୋଗ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ [caption id="attachment_6636" align="alignnone" width="300"] News by Smruti Ranjan Tripathy (Cuttack)[/caption] କଟକ(ଏନ୍‌.ଏମ୍‌.): ଭୟାବହ କରୋନା ମହାମାରୀ ସମୟରେ ଆମ୍ବୁଲାନ୍ସ ନାମରେ କୋଟି କୋଟି ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଲକ୍ଷ ଲକ୍ଷ ଜନସାଧାରଣ କୋଭିଡ୍ ପଞ୍ଝାରେ ପଡି ଜୀବନ ହରାଇଥିବା ବେଳେ କିଛି ଲୋକ ଏହାର ସୁଯୋଗ ଦେଇ…