ଆଠଗଡ଼ ତିଗିରିଆରେ କାଳୀ ମେଳଣ: ରଙ୍ଗିନ ଆଲୋକରେ ଝଲସିଲା ଅଞ୍ଚଳ
ଆଠଗଡ଼ ତିଗିରିଆରେ କାଳୀ ମେଳଣ: ରଙ୍ଗିନ ଆଲୋକରେ ଝଲସିଲା ଅଞ୍ଚଳ [caption id="attachment_6784" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଅଞ୍ଚଳରେ ଶ୍ୟାମା କାଳୀ ମେଳଣ ପାଇଁ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ତିଗିରିଆ ବ୍ଲକର ନିଜିଗଡ଼ ଗ୍ରାମ ଦୀପାବଳି ଠାରୁ ଉତ୍ସବମୟ ହୋଇ ଉଠିଥିବା ଦେଖିବାକୁ ମିଳିଛି । ଦୀପାବଳି ଠାରୁ ଗ୍ରାମରେ ୧୭ ଗୋଟି ପୂଜା…




















