୧୪ରେ ‘ନେତାଜୀ ସୁଭାଷ ସ୍ମୃତି ବାଖ୍ୟାନ ମାଳା ୨୦୨୩’ ପାଇଁ ପ୍ରସ୍ତୁତି
୧୪ରେ ‘ନେତାଜୀ ସୁଭାଷ ସ୍ମୃତି ବାଖ୍ୟାନ ମାଳା ୨୦୨୩’ ପାଇଁ ପ୍ରସ୍ତୁତି [caption id="attachment_7728" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍.ଏମ୍.): ନେତାଜୀଙ୍କ ଜନ୍ମସ୍ଥାନ କଟକକୁ ଆନ୍ତର୍ଜାତିକସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ କରାଯାଉଛି । ଏହି ଅବସରରେ ନେତାଜୀ ସୁଭାଷ ସ୍ମୃତି ସଂସଦ ପକ୍ଷରୁ ରାଷ୍ଟ୍ର ଭକ୍ତମାନଙ୍କୁ ଏକତ୍ରିତ କରାଇ "ନେତାଜୀ ସ୍ମାରକୀ ବାଖ୍ୟାନ ମାଳା’ ଅନୁଷ୍ଠିତ କରାଯାଉଛି । ଯାହା ଫଳରେ ନେତାଜୀଙ୍କ ଜନ୍ମ…




















