ବାସୁଦେବପୁରରେ ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ସମାରୋହ
ବାସୁଦେବପୁରରେ ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ସମାରୋହ [caption id="attachment_7744" align="alignnone" width="300"] News by Ananda Prasad Rout (Bhadrak)[/caption] #ଭଦ୍ରକ(ଏନ୍.ଏମ୍.): ରାଜନୀତିରେ ପିତାମହ ଭିଷ୍ମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୫ବର୍ଷ ଧରି ବିଜେଡିକୁ ସଫଳତାର ପଥରେ ଆଗେଇ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଗୋଟିଏ ଶୃଙ୍ଖଳିତ ଦଳ ଭାବରେ କାର୍ଯ୍ୟକରି ୨୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ।…




















