ଚିତ୍ରଶିଳ୍ପୀ ବିଭୁତି କାନୁନ୍ଗୋଙ୍କ ରଜ୍ୟସ୍ତରୀୟ ଜନ୍ମ ଶତବାର୍ଷିକ
ଚିତ୍ରଶିଳ୍ପୀ ବିଭୁତି କାନୁନ୍ଗୋଙ୍କ ରଜ୍ୟସ୍ତରୀୟ ଜନ୍ମ ଶତବାର୍ଷିକ [caption id="attachment_7238" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍.ଏମ୍.): ବିଶିଷ୍ଟ ଚିତ୍ରଶିଳ୍ପୀ ବିଭୁତି କାନୁନଗୋଙ୍କ ଶତବାର୍ଷିକ ଜୟନ୍ତୀ ପାଳିତ ହୋଇଯାଇଛି । ଓଡ଼ିଶା ଲଳିତକଳା ଏକାଡେମୀ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା କ୍ରିଏଟିଭ୍ ଆର୍ଟିଷ୍ଟ ଗ୍ରୁପର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଆୟୋଜିତ ଏହି ଉତ୍ସବରେ ସ୍ୱର୍ଗତ କାନୁନଗୋଙ୍କ…




















