ଓଟିଇଟି ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ, ବୋର୍ଡ କାର୍ଯ୍ୟାଳୟ ସାମ୍ନାରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରତିବାଦ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଓଟିଇଟି ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ, ବୋର୍ଡ କାର୍ଯ୍ୟାଳୟ ସାମ୍ନାରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରତିବାଦ

ଓଟିଇଟି ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ, ବୋର୍ଡ କାର୍ଯ୍ୟାଳୟ ସାମ୍ନାରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରତିବାଦ [caption id="attachment_7755" align="alignnone" width="300"] News by Padmalochan Mishra (Cuttack)[/caption] #କଟକ (ଏନ୍‌.ଏମ୍‌.): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ଦ୍ୱାରା ପରିଚଳିତ ସ୍ପେଶାଲ ଓଡ଼ିଶା ଟିଚର ଇଲିଜିବିଟି (ଓଟିଇଟି) ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ ହୋଇଛି । ଓଟିଇଟି ପରୀକ୍ଷାର ଫଳ ଦୁଇ ଦିନ ତଳେ ପ୍ରକାଶ ପାଇଥିବା ବେଳେ ଏହି ପରୀକ୍ଷାରେ ଫେଲ…

କଟକ ବିଜେପିର ବନ୍ଧୁ ମିଳନ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକ ବିଜେପିର ବନ୍ଧୁ ମିଳନ ଉତ୍ସବ

କଟକ ବିଜେପିର ବନ୍ଧୁ ମିଳନ ଉତ୍ସବ [caption id="attachment_7751" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ସ୍ଥାନୀୟ କଟକ ଦେଉଳ ସାହି ସ୍ଥିତ ମୋନାଲିସା ପ୍ୟାଲେସରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଇଂରାଜୀ ନୂତନ ବର୍ଷ ଅବସରରେ କଟକ ବିଜେପିର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି । ବହୁ ସଂଖ୍ୟାରେ ନୂଆ, ପୁରୁଣା ଓ ଦଳୀୟ…

କଳ୍ପନା ଜଳ୍ପନାର ଅନ୍ତ: ବିକଳ୍ପ ରାସ୍ତା ଦେଇ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଧବଳେଶ୍ୱର ପୀଠ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଳ୍ପନା ଜଳ୍ପନାର ଅନ୍ତ: ବିକଳ୍ପ ରାସ୍ତା ଦେଇ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଧବଳେଶ୍ୱର ପୀଠ

କଳ୍ପନା ଜଳ୍ପନାର ଅନ୍ତ: ବିକଳ୍ପ ରାସ୍ତା ଦେଇ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଧବଳେଶ୍ୱର ପୀଠ [caption id="attachment_7747" align="alignnone" width="300"] News By Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ଦୀର୍ଘ ଦିନର କଳ୍ପନା ଜଳ୍ପନାକୁ ଅନ୍ତ କରି ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଧବଳେଶ୍ୱର ପୀଠ ଖୋଲିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ଧବଳେଶ୍ୱରଙ୍କ ପୀଠକୁ ଶ୍ରଦ୍ଧାଳୁଙ୍କ ଉପରେ କଟକଣା ଉଠିଯିବା ନେଇ…

ବାସୁଦେବପୁରରେ ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ସମାରୋହ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବାସୁଦେବପୁରରେ ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ସମାରୋହ

ବାସୁଦେବପୁରରେ ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ସମାରୋହ [caption id="attachment_7744" align="alignnone" width="300"] News by Ananda Prasad Rout (Bhadrak)[/caption] #ଭଦ୍ରକ(ଏନ୍‌.ଏମ୍‌.): ରାଜନୀତିରେ ପିତାମହ ଭିଷ୍ମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୫ବର୍ଷ ଧରି ବିଜେଡିକୁ ସଫଳତାର ପଥରେ ଆଗେଇ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଗୋଟିଏ ଶୃଙ୍ଖଳିତ ଦଳ ଭାବରେ କାର୍ଯ୍ୟକରି ୨୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ।…

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ୧୫ରୁ କଟିବ ଚାଲାଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ୧୫ରୁ କଟିବ ଚାଲାଣ

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ୧୫ରୁ କଟିବ ଚାଲାଣ [caption id="attachment_7125" align="alignnone" width="277"] News by Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ଜାନୁଆରୀ ୧୫ ତାରିଖରୁ ଚାଲଣ କଟାଯିବ ବୋଲି ଆଜି ଅତିରିକ୍ତ ପରିବହନ (ଏନଫୋର୍ସମେଣ୍ଟ) ଲାଲମୋହନ ସେଠୀ ସୂଚନା ଦେଇଛନ୍ତି । ତେବେ ଏହି ଚାଲଣ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ କଟିବ ବୋଲି ସେ କହିଛନ୍ତି ।…

କଟକରେ ହକି ବିଶ୍ୱକପର ଉଦ୍‌ଘାଟନୀ ଉତ୍ସବ: ୧୧ଟି ସ୍ଥାନରେ ପାର୍କିଂ ସୁବିଧା
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକରେ ହକି ବିଶ୍ୱକପର ଉଦ୍‌ଘାଟନୀ ଉତ୍ସବ: ୧୧ଟି ସ୍ଥାନରେ ପାର୍କିଂ ସୁବିଧା

କଟକରେ ହକି ବିଶ୍ୱକପର ଉଦ୍‌ଘାଟନୀ ଉତ୍ସବ: ୧୧ଟି ସ୍ଥାନରେ ପାର୍କିଂ ସୁବିଧା [caption id="attachment_7738" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡ଼ିୟମରେ ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ବଲିଉଡ୍ ଓ ଓଡ଼ିଶାର ପ୍ରସିଦ୍ଧ କଳାକାରମାନେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏଥିପାଇଁ ପ୍ରଭଳ ଭିଡ ହେବାର ସମ୍ଭାବନା ରହିଛି । ଭିଡକୁ…

ମୟୂରଭଞ୍ଜ ସୁଲାଇପାଟରେ ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମୟୂରଭଞ୍ଜ ସୁଲାଇପାଟରେ ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ

ମୟୂରଭଞ୍ଜ ସୁଲାଇପାଟରେ ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ [caption id="attachment_7735" align="alignnone" width="300"] News by Akshya Kumar Biswal (RairangPur)[/caption] #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର କୁସୁମିତ ବ୍ଳକର ମୟୂରର ପଞ୍ଚାୟତର ସୁଲାଇପାଟ ଖେଳ ପଡ଼ିଆରେ ସାରସ୍ୱତ ନିର୍ବାଚନ ମଣ୍ଡଳୀସ୍ତରୀୟ ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜେଡିର ୨୬ ତମପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କୁସୁମିତ ବ୍ଳକ ୧୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ରାମଚନ୍ଦ୍ର…

ଜଗତପୁର ଅଞ୍ଚଳରେ ଚାଞ୍ଚଲ୍ୟ: ଟାଟା ଏସିରେ ଛୁଆ ଚୋରି, ଜଣେ ଉଦ୍ଧାର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତପୁର ଅଞ୍ଚଳରେ ଚାଞ୍ଚଲ୍ୟ: ଟାଟା ଏସିରେ ଛୁଆ ଚୋରି, ଜଣେ ଉଦ୍ଧାର

ଜଗତପୁର ଅଞ୍ଚଳରେ ଚାଞ୍ଚଲ୍ୟ: ଟାଟା ଏସିରେ ଛୁଆ ଚୋରି, ଜଣେ ଉଦ୍ଧାର [caption id="attachment_7732" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): କଟକ କମିଶନରେଟ ପୁଲିସ ଅଞ୍ଚଳରେ ଛୁଆ ଚୋରି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ୪ଜଣ କୁନିକୁନି ପିଲାଙ୍କୁ ଅପହରଣ କରାଯାଇଥିବାବେଳେ ଜଣେ ଛାତ୍ରୀ ଉଦ୍ଧାର ହୋଇଛି । ଏ ନେଇ ସମଗ୍ର ଜଗତପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯିବା ସହ…

୧୪ରେ ‘ନେତାଜୀ ସୁଭାଷ ସ୍ମୃତି ବାଖ୍ୟାନ ମାଳା ୨୦୨୩’ ପାଇଁ ପ୍ରସ୍ତୁତି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୧୪ରେ ‘ନେତାଜୀ ସୁଭାଷ ସ୍ମୃତି ବାଖ୍ୟାନ ମାଳା ୨୦୨୩’ ପାଇଁ ପ୍ରସ୍ତୁତି

୧୪ରେ ‘ନେତାଜୀ ସୁଭାଷ ସ୍ମୃତି ବାଖ୍ୟାନ ମାଳା ୨୦୨୩’ ପାଇଁ ପ୍ରସ୍ତୁତି [caption id="attachment_7728" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ନେତାଜୀଙ୍କ ଜନ୍ମସ୍ଥାନ କଟକକୁ ଆନ୍ତର୍ଜାତିକସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ କରାଯାଉଛି । ଏହି ଅବସରରେ ନେତାଜୀ ସୁଭାଷ ସ୍ମୃତି ସଂସଦ ପକ୍ଷରୁ ରାଷ୍ଟ୍ର ଭକ୍ତମାନଙ୍କୁ ଏକତ୍ରିତ କରାଇ "ନେତାଜୀ ସ୍ମାରକୀ ବାଖ୍ୟାନ ମାଳା’ ଅନୁଷ୍ଠିତ କରାଯାଉଛି । ଯାହା ଫଳରେ ନେତାଜୀଙ୍କ ଜନ୍ମ…

ହକି ବିଶ୍ୱକପକୁ ନେଇ ଛାତ୍ର କମଳଲୋଚନଙ୍କ ନିଆରା କଳାକୃତି
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ହକି ବିଶ୍ୱକପକୁ ନେଇ ଛାତ୍ର କମଳଲୋଚନଙ୍କ ନିଆରା କଳାକୃତି

ହକି ବିଶ୍ୱକପକୁ ନେଇ ଛାତ୍ର କମଳଲୋଚନଙ୍କ ନିଆରା କଳାକୃତି [caption id="attachment_7725" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକରେ ହକି ବିଶ୍ୱକପକୁ ନେଇ ଉତ୍ସାହ ସୃଷ୍ଟି ହୋଇଛି । ସହରର ଆବାଳ ବୃଦ୍ଧ ବନିତା ଏଥି ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । କିଏ ଝୋଡ଼ି ପ୍ରସ୍ତୁତି କରୁଛି ତ ଆଉ କିଏ ଚିତ୍ର କଳା । ଏହି ପ୍ରସ୍ତୁତି ମଧ୍ୟରେ ଆଗରେ…

ସର୍ବଭାରତୀୟ ବୈଜ୍ଞାନିକ ମଣ୍ଡଳୀର ଓୟୁଏଟି ଫଳ ଗବେଷଣା ପ୍ରକଳ୍ପ ପରିଦର୍ଶନ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସର୍ବଭାରତୀୟ ବୈଜ୍ଞାନିକ ମଣ୍ଡଳୀର ଓୟୁଏଟି ଫଳ ଗବେଷଣା ପ୍ରକଳ୍ପ ପରିଦର୍ଶନ

ସର୍ବଭାରତୀୟ ବୈଜ୍ଞାନିକ ମଣ୍ଡଳୀର ଓୟୁଏଟି ଫଳ ଗବେଷଣା ପ୍ରକଳ୍ପ ପରିଦର୍ଶନ [caption id="attachment_7722" align="alignnone" width="300"] News by I&PR Odisha[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ସର୍ବଭାରତୀୟ ବୈଜ୍ଞାନିକ ମଣ୍ଡଳୀର ବରିଷ୍ଟ ବୈଜ୍ଞାନିକମାନେ ଭୁବନେଶ୍ୱରର ଓୟୁଏଟିସ୍ଥିତ ଅଖିଳ ଭାରତୀୟ ଫଳ ଗବେଷଣା ପ୍ରକଳ୍ପର ଅନୁଧ୍ୟାନ ପାଇଁ ପରିଦର୍ଶନ କରିଛନ୍ତି । ଜାତୀୟ ଜୈବ ବିଜ୍ଞାନ ସଂସ୍ଥାର ଅଧ୍ୟକ୍ଷ ଡକ୍ଟର ଭି. ଏ. ପାର୍ଥସାରଥୀ, ଭାରତୀୟ ପନିପରିବା ଗବେଷଣା କେନ୍ଦ୍ର, ବାରଣାସୀର ପୂର୍ବତନ ପ୍ରମୁଖ…

ନବରଙ୍ଗପୁର ରାଜସ୍ୱ ଅମଲା ସଂଘର ବନ୍ଧୁ ମିଳନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନବରଙ୍ଗପୁର ରାଜସ୍ୱ ଅମଲା ସଂଘର ବନ୍ଧୁ ମିଳନ

ନବରଙ୍ଗପୁର ରାଜସ୍ୱ ଅମଲା ସଂଘର ବନ୍ଧୁ ମିଳନ [caption id="attachment_7719" align="alignnone" width="300"] News by Alok Sahu (Nabarang Pur)[/caption] #ନବରଙ୍ଗପୁର(ଏନ୍‌.ଏମ୍‌.): ନବରଙ୍ଗପୁର ସହରର ମଧ୍ୟ ଭାଗରେ ଥିବା ପର୍ଯ୍ୟଟନ ସ୍ଥଳୀ ହୀର୍ଲି ଡଙ୍ଗର ଠାରେ ଓଡିଶା ରାଜସ୍ୱ ଅମଲା ସଂଘ ଜିଲ୍ଲା ଶାଖା ନବରଙ୍ଗପୁରର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବନ୍ଧୁ ମିଳନ ପ୍ରାରମ୍ଭରେ ଦିବଙ୍ଗତ ସହକର୍ମୀ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରିଥିଲେ ।…

ହକି ବିଶ୍ୱକପ୍ ଉଦ୍‌ଘାଟନୀ ପର୍ବ ପାଇଁ ବାରବାଟୀ ପ୍ରସ୍ତୁତ: ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ହକି ବିଶ୍ୱକପ୍ ଉଦ୍‌ଘାଟନୀ ପର୍ବ ପାଇଁ ବାରବାଟୀ ପ୍ରସ୍ତୁତ: ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ

ହକି ବିଶ୍ୱକପ୍ ଉଦ୍‌ଘାଟନୀ ପର୍ବ ପାଇଁ ବାରବାଟୀ ପ୍ରସ୍ତୁତ: ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ [caption id="attachment_7716" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): କଟକ ସହରରେ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ହକି ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବର ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ବାରବାଟୀ ଷ୍ଟାଡିୟମ ଭିତର ପ୍ରସ୍ତୁତିକୁ ଆଜି ୫-ଟି ସଚିବ ଭିକେ ପାଣ୍ଡିୟାନ୍ ଅନୁଧ୍ୟାନ…

ଟାଙ୍ଗୀ-ଚୌଦ୍ୱାର ଇନ୍ଦ୍ରାଣୀପାଟଣା ଠାରେ ଧାନ ମଣ୍ଡିର ଶୁଭ ଉଦ୍ଘାଟନ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଟାଙ୍ଗୀ-ଚୌଦ୍ୱାର ଇନ୍ଦ୍ରାଣୀପାଟଣା ଠାରେ ଧାନ ମଣ୍ଡିର ଶୁଭ ଉଦ୍ଘାଟନ

ଟାଙ୍ଗୀ-ଚୌଦ୍ୱାର ଇନ୍ଦ୍ରାଣୀପାଟଣା ଠାରେ ଧାନ ମଣ୍ଡିର ଶୁଭ ଉଦ୍ଘାଟନ [caption id="attachment_7713" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାଣୀପାଟଣା ପଞ୍ଚାୟତ ଜେନିପୁର ଠାରେ ଇନ୍ଦ୍ରାଣୀପାଟଣା ସେବା ସମବାୟ ସମିତି ପକ୍ଷରୁ ଚଳିତ ବର୍ଷର ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ମୂଖ୍ୟଅତିଥି ଭାବେ ଯୋଗଦେଇ…

ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପାଠ୍ୟ ପୁସ୍ତକ ବିତରଣ କାର୍ଯ୍ୟ ଉଦ୍‌ଘାଟିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପାଠ୍ୟ ପୁସ୍ତକ ବିତରଣ କାର୍ଯ୍ୟ ଉଦ୍‌ଘାଟିତ

ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପାଠ୍ୟ ପୁସ୍ତକ ବିତରଣ କାର୍ଯ୍ୟ ଉଦ୍‌ଘାଟିତ [caption id="attachment_7710" align="alignnone" width="300"] News by I&PR Odisha[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ କରକମଳରେ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଆଗାମୀ ଶିକ୍ଷାବର୍ଷ ୨୦୨୩-୨୪ର ପାଠ୍ୟପୁସ୍ତକ ରାଜ୍ୟର ୩୧୪ ବ୍ଲକ୍‌କୁ ଯୋଗାଣ କାର୍ଯ୍ୟ ୨୦୨୩ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ…

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ବିଜେଡିର ଦଳୀୟ ସମାବେଶ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ବିଜେଡିର ଦଳୀୟ ସମାବେଶ

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ବିଜେଡିର ଦଳୀୟ ସମାବେଶ [caption id="attachment_7707" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଜଗତପୁର ୪୮ନମ୍ବର ୱାର୍ଡରେ ବିଜୁ ଜନତା ଦଳର ୨୫ତମ ପୂର୍ତ୍ତି ଉପଲକ୍ଷେ ଦଳୀୟ ସମାବେଶ ଅନୁଷ୍ଟିତ ହୋଇଯାଇଛି । ସ୍ଥାନୀୟ ନଜରପୁର ମେଲୋଡ଼ି ପଡ଼ିଆ ଠାରେ ଆୟୋଜିତ ଏହି ଉତ୍ସବରେ ଉଦଘାଟକ ଭାବେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ…

ବିଶ୍ୱକପ ହକି: କଟକ ବାରବାଟୀର ସ୍ଥିତି ଯାଞ୍ଚ କଲେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିଶ୍ୱକପ ହକି: କଟକ ବାରବାଟୀର ସ୍ଥିତି ଯାଞ୍ଚ କଲେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା

ବିଶ୍ୱକପ ହକି: କଟକ ବାରବାଟୀର ସ୍ଥିତି ଯାଞ୍ଚ କଲେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା [caption id="attachment_7703" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଆସନ୍ତା ୧୩ତାରିଖରେ ହକି ମ୍ୟାଚ ଆରମ୍ଭ ହେବାକୁ ଥିବାବେଳେ ୧୧ତାରିଖରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । କଟକ ସହରକୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବାବେଳେ ସହରର ଆବାଳବୃଦ୍ଧବନିତା ଉତ୍ସାହିତ ହୋଇ ପଡ଼ିଛନ୍ତି । ବାରବାଟୀ ଷ୍ଟାଡ଼ିୟମରେ ହକି…

ଦଳିତଙ୍କ ଉପରେ ଆକ୍ରମଣ ମାମଲା: ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ଦ୍ୱାରସ୍ଥ ଗ୍ରାମବାସୀ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଦଳିତଙ୍କ ଉପରେ ଆକ୍ରମଣ ମାମଲା: ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ଦ୍ୱାରସ୍ଥ ଗ୍ରାମବାସୀ

ଦଳିତଙ୍କ ଉପରେ ଆକ୍ରମଣ ମାମଲା: ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ଦ୍ୱାରସ୍ଥ ଗ୍ରାମବାସୀ [caption id="attachment_7700" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ସବର୍ଣ୍ଣମାନଙ୍କ ଭୟରେ ସଦର ଥାନା ଉତ୍ତମାପୁର ତୋଟାସାହିର ଦଳିତ ମହିଳାମାନେ ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତ ୬ ତାରିଖରେ ଏହି ଗ୍ରାମରେ ସବର୍ଣ୍ଣ ଅସବର୍ଣ୍ଣଙ୍କ ମଧ୍ୟରେ ସୃଷ୍ଟ ଗଣ୍ଡଗୋଳରେ ଦଳିତ ମହିଳାମାନଙ୍କୁ ଜାତିଗତ…

ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର [caption id="attachment_7697" align="alignnone" width="300"] News by Kanhu charan Panda(Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ ପାରିବାରିକ କଳହକୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋଙ୍କ ଠାରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ, ଜଗତପୁର ଥାନା ଅନ୍ତର୍ଗତ ପୀର ବଜାର ଅଣ୍ଡେଇ ସାହିର କିଶୋର ବିଶ୍ୱାସ (୬୧)…

ବିବାହର ପ୍ରତିଶ୍ରୁତି ଦେଇ ସହମତିରେ ଶାରିରୀକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିବାହର ପ୍ରତିଶ୍ରୁତି ଦେଇ ସହମତିରେ ଶାରିରୀକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ

ବିବାହର ପ୍ରତିଶ୍ରୁତି ଦେଇ ସହମତିରେ ଶାରିରୀକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ [caption id="attachment_6588" align="alignnone" width="300"] News by Padmalochan Mishra (Cuttack)[/caption] #କଟକ (ଏନ୍‌.ଏମ୍‌.): ବିବାହର ପ୍ରତିଶ୍ରୁତି ଦେଇ ଜଣେ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ସହମତିରେ ଶାରିରୀକ ସମ୍ପର୍କ ରଖିଲେ ଏହାକୁ ଦୁଷ୍କର୍ମ ବୋଲି ଧରାଯିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ରାୟ ଦେଇଛନ୍ତି । ନ୍ୟାୟମୂର୍ତ୍ତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ…