ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର [caption id="attachment_6109" align="alignnone" width="300"] News by Padmalochan Mishra (Cuttack)[/caption] କଟକ (ଏନ୍‌.ଏମ୍‌.): ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ଅସନ୍ତୁଷ୍ଟ ହୋଇ ଅଭିନେତ୍ରୀ ପ୍ରକୃତି ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ତାଙ୍କ ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ପ୍ରକୃତି ହାଇକୋର୍ଟ ଯାଇଛନ୍ତି ।ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ହାଇକୋର୍ଟରେ ସେ ଅଭିଯୋଗ କରିଛନ୍ତି ।…

ସୁନାମୁହିଁ ଡ୍ୟାମରୁ ଧରାହେଲା ୧୧ କେଜି ଓଜନର ବିରଳ ମାଛ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସୁନାମୁହିଁ ଡ୍ୟାମରୁ ଧରାହେଲା ୧୧ କେଜି ଓଜନର ବିରଳ ମାଛ

ସୁନାମୁହିଁ ଡ୍ୟାମରୁ ଧରାହେଲା ୧୧ କେଜି ଓଜନର ବିରଳ ମାଛ [caption id="attachment_6103" align="alignnone" width="300"] News by Sambit Bhusan Senapati (Khandapada)[/caption] ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ସହରର ଉପକଣ୍ଠରେ ଅବସ୍ଥିତ ସୁନାମୁହିଁ ଡ୍ୟାମରୁ ମାଛ ଧରାବେଳେ ଏକ ୧୧ କେଜି ଓଜନର ଭାକୁର ମାଛ ଓ ୧୦ କେଜି ଓଜନର ମିର ମାଛ ଜାଲରେ ପଡିଥିଲା । ମାଛଟିକୁ ଦେଖିବା ପାଇଁ ସେଠାରେ ଜନସାଧାରଣଙ୍କ ଭିଡ ଜମିଥିଲା ।…

ଜଳସମ୍ପଦ ମନ୍ତ୍ରୀଙ୍କ ବନ୍ୟା ନିୟନ୍ତ୍ରଣ କକ୍ଷ ପରିଦର୍ଶନ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଜଳସମ୍ପଦ ମନ୍ତ୍ରୀଙ୍କ ବନ୍ୟା ନିୟନ୍ତ୍ରଣ କକ୍ଷ ପରିଦର୍ଶନ

ଜଳସମ୍ପଦ ମନ୍ତ୍ରୀଙ୍କ ବନ୍ୟା ନିୟନ୍ତ୍ରଣ କକ୍ଷ ପରିଦର୍ଶନ ସମୀକ୍ଷା ବୈଠକରେ ସ୍ଥିତି ଅନୁଧ୍ୟାନ : ଯୁଦ୍ଧକାଳୀନ ଭିତ୍ତିରେ ଘାଇ ମରାମତି କରିବାକୁ ନିର୍ଦ୍ଦେଶ [caption id="attachment_6100" align="alignnone" width="300"] News by Dillip Kumar Muduli (BBSR)[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ସେଚ ସଦନ ଠାରେ ରାଜ୍ୟର ବିଭିନ୍ନ ନଦୀ ଅବବାହିକାରେ ଥିବା ନଦୀ ଓ ଜଳଭଣ୍ଡାରର ଜଳସ୍ତର ସ୍ଥିତି…

ସ୍ବାମୀର କିଡନୀ ଅପରେସନ ପାଇଁ ସାହାଯ୍ୟ ଲୋଡିଲେ ପତ୍ନୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସ୍ବାମୀର କିଡନୀ ଅପରେସନ ପାଇଁ ସାହାଯ୍ୟ ଲୋଡିଲେ ପତ୍ନୀ

ସ୍ବାମୀର କିଡନୀ ଅପରେସନ ପାଇଁ ସାହାଯ୍ୟ ଲୋଡିଲେ ପତ୍ନୀ [caption id="attachment_6095" align="alignnone" width="300"] News by Biswajit Dalai (Salepur)[/caption] ସାଲେପୁର (ଏନ୍‌.ଏମ୍‌.): ସତରେ ଏହି ଦୁନିଆ ବହୁତ୍ ବିଚିତ୍ର,କିଏ ସୁନା ଥାଳିରେ ଭାତ ଖାଉଛି ତ କିଏ ଖପରା ଖଣ୍ଡେ ବି ପାଉନି, ଚାଳ ଛପର ଘର ସାଙ୍ଗକୁ ଭୋକିଲା ପେଟକୁ ଦାନା ଯୋଗାଡ଼ କରିବା କଷ୍ଟ,ସେଥିରେ ପୁଣି କିଡନୀ ରୋଗରେ ଶଯ୍ୟାଶାୟୀ ସ୍ବାମୀ,ଦୁଇ ଦୁଇଟି ଛୋଟ…

ପ୍ରଶାସନର ଅପହଞ୍ଚ ଇଲାକା ରାଧିକା ପାଟିକା : ବିଭିନ୍ନ ଦାବି ନେଇ ଆଠଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପ୍ରଶାସନର ଅପହଞ୍ଚ ଇଲାକା ରାଧିକା ପାଟିକା : ବିଭିନ୍ନ ଦାବି ନେଇ ଆଠଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପ୍ରଶାସନର ଅପହଞ୍ଚ ଇଲାକା ରାଧିକା ପାଟିକା ବିଭିନ୍ନ ଦାବି ନେଇ ଆଠଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ News by Maheswar Behera (Athagarh) ଆଠଗଡ (ଏନ୍‌.ଏମ୍‌.): ଆଠଗଡ଼ ସଦର ମହକୁମା ଠାରୁ ୨୦ କିଲୋମିଟର ଏବଂ ୫୫ ନଂ ଜାତୀୟ ରାଜପଥ ଠାରୁ ମାତ୍ର ୬ କିଲୋମିଟର ଦୂର ରାଧିକା ପାଟିକା ଏବେ ବି ପ୍ରଶାସନ ଆଉ ରାଜ ନେତା ମାନଙ୍କ ପାଇଁ ଅପହଞ୍ଚ ଇଲାକା। ସ୍ଵାଧୀନତା ର ଅମୃତ…

ବିପର୍ଯ୍ୟୟ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ଅଞ୍ଚଳବାସୀଙ୍କ ଦାବି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିପର୍ଯ୍ୟୟ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ଅଞ୍ଚଳବାସୀଙ୍କ ଦାବି

ବିପର୍ଯ୍ୟୟ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ଅଞ୍ଚଳବାସୀଙ୍କ ଦାବି [caption id="attachment_6087" align="alignnone" width="300"] News by Kanhu charan Panda (Jagatpur)[/caption] ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ମହାନଦୀ ଜିରୋ ପଏଣ୍ଟ ଠାରୁ ପୁରୁଣା ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ କେନ୍ଦ୍ରାପଡା କେନାଲ ରାସ୍ତା ଦୀର୍ଘ ବର୍ଷ ଧରି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି । ଏହି ରାସ୍ତା ଦେଇ ମୁଖ୍ୟତଃ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନିମପୁର…

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଜାରି ରହିଛି କଳା ବ୍ୟାଚ ପରିଧାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଜାରି ରହିଛି କଳା ବ୍ୟାଚ ପରିଧାନ

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଜାରି ରହିଛି କଳା ବ୍ୟାଚ ପରିଧାନ [caption id="attachment_6083" align="alignnone" width="300"] News by Dillip Kumar Muduli (Bhubaneswar)[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଓଡିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଅଗଷ୍ଟ ୧୬ ତାରିଖରୁ କଳାବ୍ୟାଚ ପରିଧାନ ସହିତ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ଏଥିରେ…

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା ଆଞ୍ଚଳିକ ବିକାଶ ପରିଷଦ
Slider କୃଷି କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା ଆଞ୍ଚଳିକ ବିକାଶ ପରିଷଦ

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା ଆଞ୍ଚଳିକ ବିକାଶ ପରିଷଦ [caption id="attachment_6080" align="alignnone" width="300"] News by Smrutiranjan Tripathy (Choudwar)[/caption] ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ସାରା ରାଜ୍ୟରେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି । କେଉଁଠି ଲୋକେ ଘରୁ ବାହାରି ପାରୁ ନଥିବେଳେ ତ କେଉଁଠି ଉଜୁଡ଼ି ଯାଇଛି କ୍ଷେତ, ବନ୍ୟା ଯୋଗୁଁ ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଥିବା ଦେଖିବାକୁ ମିଳିଛି । ବିଶେଷ କରି ମହାନଦୀରେ…

ଏ.ଆଇ.ଡି.ଏସ୍‌.ଓ ଉଦ୍ୟୋଗରେ ୫ମ କଟକ ଜିଲ୍ଲା ଛାତ୍ର ସମ୍ମିଳନୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଏ.ଆଇ.ଡି.ଏସ୍‌.ଓ ଉଦ୍ୟୋଗରେ ୫ମ କଟକ ଜିଲ୍ଲା ଛାତ୍ର ସମ୍ମିଳନୀ

ଏ.ଆଇ.ଡି.ଏସ୍‌.ଓ ଉଦ୍ୟୋଗରେ ୫ମ କଟକ ଜିଲ୍ଲା ଛାତ୍ର ସମ୍ମିଳନୀ [caption id="attachment_6077" align="alignnone" width="300"] News by Padmalochan Mishra (Cuttack)[/caption] କଟକ (ଏନ୍‌.ଏମ୍‌.): ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ, ଫିସ ବୃଦ୍ଧି ବନ୍ଦ, ସରକାରୀ ବିଦ୍ୟାଳୟ ବନ୍ଦ ଅଥବା ମିଶ୍ରଣ ନୀତି ପ୍ରତ୍ୟାହାର କରି ସରକାରୀ ଶିକ୍ଷାନୁଷ୍ଠାନକୁ ସୁଦୃଢ଼ କରିବା, ସ୍ଥାୟୀ ଭିିତ୍ତିରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ନିଯୁକ୍ତି ପ୍ରଦାନ, ମେଡିକାଲ ଶିକ୍ଷାରେ ନେକ୍ସଟ…

୩୬ତମ ରାଜ୍ୟ ଯୁବ ବାସ୍କେଟବଲ ପ୍ରତିଯୋଗିତା ଉଦ୍‍ଘାଟିତ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

୩୬ତମ ରାଜ୍ୟ ଯୁବ ବାସ୍କେଟବଲ ପ୍ରତିଯୋଗିତା ଉଦ୍‍ଘାଟିତ

୩୬ତମ ରାଜ୍ୟ ଯୁବ ବାସ୍କେଟବଲ ପ୍ରତିଯୋଗିତା ଉଦ୍‍ଘାଟିତ ଖେଳୁଆଡ଼ ମନୋଭାବ ଏବଂ ଦଳଗତ ପ୍ରଚେଷ୍ଟା ହିଁ ସଫଳତା ଆଣିପାରିବ- ଜିଲ୍ଲାପାଳ [caption id="attachment_6074" align="alignnone" width="300"] News by Smruti Ranjan Tripathy (Cuttack)[/caption] କଟକ(ଏନ୍‍.ଏମ୍‍.): ଓଡ଼ିଶା ବାସ୍କେଟ୍ ବଲ ପ୍ରତିଯୋଗୀତା ଉଦ୍‍ଘାଟିତ ହୋଇଯାଇଛି । କେଶବ ଫାଉଣ୍ଡେସନ ଓ ନବ ଜାଗରଣ ଅନୁଷ୍ଠାନ ପ୍ରାୟୋଜିତ ୩୬ତମ ରାଜ୍ୟସ୍ତରୀୟ ଯୁବ ବାସ୍କେଟ୍ ବଲ ପ୍ରତିଯୋଗିତା ସ୍ଥାନୀୟ ଜାବାହାର ଲାଲ ନେହେରୁ…

ଏନସିସି ପକ୍ଷରୁ ମହାନଦୀ ବାଲିଯାତ୍ରା ପଡିଆ ଠାରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର କାର୍ଯ୍ୟକ୍ରମ ଉଦଘାଟିତ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଏନସିସି ପକ୍ଷରୁ ମହାନଦୀ ବାଲିଯାତ୍ରା ପଡିଆ ଠାରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର କାର୍ଯ୍ୟକ୍ରମ ଉଦଘାଟିତ

ଏନସିସି ପକ୍ଷରୁ ମହାନଦୀ ବାଲିଯାତ୍ରା ପଡିଆ ଠାରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର କାର୍ଯ୍ୟକ୍ରମ ଉଦଘାଟିତ [caption id="attachment_6071" align="alignnone" width="300"] News by Padmalochan Mishra (Cuttack)[/caption] କଟକ (ଏନ୍‍.ଏମ୍‍.): କଟକ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତଥା ଏନସିସି ପକ୍ଷରୁ ଆଜି ମହାନଦୀ ବାଲିଯାତ୍ରା ପଡିଆ ଠାରେ ସ୍ୱଚ୍ଛ ମହାନଦୀ ଅଭିଯାନ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି…

ସରକାର ବନ୍ୟାର ସ୍ଥିତି ସମ୍ପର୍କରେ ସଜାଗ ଅଛନ୍ତି- ମନ୍ତ୍ରୀ ପ୍ରମିଳା ମଲ୍ଲିକ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସରକାର ବନ୍ୟାର ସ୍ଥିତି ସମ୍ପର୍କରେ ସଜାଗ ଅଛନ୍ତି- ମନ୍ତ୍ରୀ ପ୍ରମିଳା ମଲ୍ଲିକ

ସରକାର ବନ୍ୟାର ସ୍ଥିତି ସମ୍ପର୍କରେ ସଜାଗ ଅଛନ୍ତି- ମନ୍ତ୍ରୀ ପ୍ରମିଳା ମଲ୍ଲିକ [caption id="attachment_6068" align="alignnone" width="297"] News by Dillip Kumar Muduli[/caption] ଭୁବନେଶ୍ୱର(ଏନ୍‍.ଏମ୍‍.): ବର୍ତ୍ତମାନର ବନ୍ୟା ପରିସ୍ଥିତି ସମ୍ପର୍କରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସମୀକ୍ଷା କରିଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଓ ଅନ୍ୟ ବରିଷ୍ଠ…

ଚୌଦ୍ୱାରରେ ବନ୍ୟା ବିତ୍ପାତ୍ତ: କୟଳପଡ଼ାରେ ସ୍ଥିତି ଯାଞ୍ଚ କଲେ ବିଧାୟକ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚୌଦ୍ୱାରରେ ବନ୍ୟା ବିତ୍ପାତ୍ତ: କୟଳପଡ଼ାରେ ସ୍ଥିତି ଯାଞ୍ଚ କଲେ ବିଧାୟକ

ଚୌଦ୍ୱାରରେ ବନ୍ୟା ବିତ୍ପାତ୍ତ: କୟଳପଡ଼ାରେ ସ୍ଥିତି ଯାଞ୍ଚ କଲେ ବିଧାୟକ [caption id="attachment_6065" align="alignnone" width="300"] News by Smrutiranjan Tripathy (Choudwar)[/caption] ଚୌଦ୍ୱାର (ଏନ୍‍.ଏମ୍‍.): ସମ୍ପ୍ରତି ସାରା ରାଜ୍ୟରେ ବନ୍ୟାର ବିଭିଷିକା । ମହାନଦୀ ସମେତ ସମସ୍ତ ନଦୀ ଏବେ ଉଛୁଳିବାରେ ଲାଗିଛି । କୂଳ ଲଙ୍ଘିବାରେ ଲାଗିପଡ଼ିଛି ବନ୍ୟାଜଳ । କେଉଁଠି ବନ୍ଧ ଡେଉଁଛି ତ ଆଉ କେଉଁଠି ଘଳିଆ ସୃଷ୍ଟି ହୋଇ ଆତଙ୍କ ସୃଷ୍ଟି କରିଛି…

ସଂଯୋଗ ଉତ୍କର୍ଷ ସମ୍ମାନ ୨୦୨୨: ୧୮୦ ପ୍ରତିଭାଧର ସମ୍ବର୍ଦ୍ଧିତ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସଂଯୋଗ ଉତ୍କର୍ଷ ସମ୍ମାନ ୨୦୨୨: ୧୮୦ ପ୍ରତିଭାଧର ସମ୍ବର୍ଦ୍ଧିତ

ସଂଯୋଗ ଉତ୍କର୍ଷ ସମ୍ମାନ ୨୦୨୨: ୧୮୦ ପ୍ରତିଭାଧର ସମ୍ବର୍ଦ୍ଧିତ [caption id="attachment_6061" align="alignnone" width="300"] News by Smrutiranjan Tripathy (Cuttack)[/caption] ବାରଙ୍ଗ(ଏନ୍‍.ଏମ୍‍.): ସାମାଜିକ ଗଣମାଧ୍ୟମ ଚାନେଲ ସଂଯୋଗ ଟୁଡେ ପକ୍ଷରୁ ପ୍ରଥମ ସଂଯୋଗ ଉତ୍କର୍ଷ ସମ୍ମାନ ପ୍ରଦାନ ଉତ୍ସବ ଭୁବନେଶ୍ୱର ନନ୍ଦନକାନନ ସ୍ଥିତ ତିଳୋତ୍ତମା ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି , ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ପରିପ୍ରେକ୍ଷୀରେ ସମ୍ମାନିତ କରାଯାଇଥିବା ବେଳେ…

କେନ୍ଦ୍ରାପଡ଼ାରେ ବନ୍ୟା: ୩ଟି ସ୍ଥାନରେ ଘଳିଆ, ଜନସାଧାରଣ ଆତଙ୍କିତ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କେନ୍ଦ୍ରାପଡ଼ାରେ ବନ୍ୟା: ୩ଟି ସ୍ଥାନରେ ଘଳିଆ, ଜନସାଧାରଣ ଆତଙ୍କିତ

କେନ୍ଦ୍ରାପଡ଼ାରେ ବନ୍ୟା: ୩ଟି ସ୍ଥାନରେ ଘଳିଆ, ଜନସାଧାରଣ ଆତଙ୍କିତ ମାର୍ଶାଘାଇ/ପାଟକୁରା/କେନ୍ଦ୍ରାପଡ଼ା (ଏନ୍‍.ଏମ୍‍.): ସମ୍ପ୍ରତି ମହାନଦୀରେ ବନ୍ୟାଜଳ ଆସିବା ଫଳରେ ସାରା ରାଜ୍ୟରେ ଏବେ ବନ୍ୟାର ବିଭିଷିକା ଦେଖିବାକୁ ମିଳିଛି । ମହାନଦୀ ସମେତ ଶାଖାନଦୀରେ ବନ୍ୟା ଦେଖିବାକୁ ମିଳିଛି । ଦୀର୍ଘ ୧୦ ବର୍ଷ ମଧ୍ୟରେ ଏଭଳି ବନ୍ୟା ଆସିନଥିବା ବେଳେ ଚଳିତ ବର୍ଷ ବନ୍ୟା ଆତଙ୍କ ସୃଷ୍ଟି କରିଛି । ଏଥି ଯୋଗୁ କେନ୍ଦ୍ରାପଡ଼ାରେ ପ୍ରବାହିତ ଏହି ନଦୀର…

ଛେଳି ଚରାଇବାକୁ ଯାଇ ଫସିଗଲେ ବାପ ପୁଅ; ମହାନଦୀରେ ବନ୍ୟା ଯୋଗୁଁ ଟାପୁରେ ଥିଲେ ୪ଦିନ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଛେଳି ଚରାଇବାକୁ ଯାଇ ଫସିଗଲେ ବାପ ପୁଅ; ମହାନଦୀରେ ବନ୍ୟା ଯୋଗୁଁ ଟାପୁରେ ଥିଲେ ୪ଦିନ

ଛେଳି ଚରାଇବାକୁ ଯାଇ ଫସିଗଲେ ବାପ ପୁଅ ମହାନଦୀରେ ବନ୍ୟା ଯୋଗୁଁ ଟାପୁରେ ଥିଲେ ୪ଦିନ [caption id="attachment_6055" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍‍.ଏମ୍‍.) : ମହାନଦୀରେ ବନ୍ୟା ବିଭିଷିକା ଦେଖିବାକୁ ମିଳିଛି । ମହାନଦୀ କୂଳ ଲଙ୍ଘିବା ସହ ବହୁ ଜନବସତିକୁ ଗ୍ରାସ କରି ସାରିଲାଣି । ନଦୀକୂଳିଆ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହିଛି । ତେବେ ଏହି ବନ୍ୟା ଯୋଗୁଁ…

ମୁଖ୍ୟ ଶାସନ ସଚିବଙ୍କ ବନ୍ୟା ସ୍ଥିତିର ସମୀକ୍ଷା : ତଳମୁଣ୍ଡରେ ବନ୍ୟାର ପ୍ରକୋପ କମାଇବାକୁ ହୀରାକୁଦର ୮ଟି ଗେଟ୍ ବନ୍ଦ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମୁଖ୍ୟ ଶାସନ ସଚିବଙ୍କ ବନ୍ୟା ସ୍ଥିତିର ସମୀକ୍ଷା : ତଳମୁଣ୍ଡରେ ବନ୍ୟାର ପ୍ରକୋପ କମାଇବାକୁ ହୀରାକୁଦର ୮ଟି ଗେଟ୍ ବନ୍ଦ

ମୁଖ୍ୟ ଶାସନ ସଚିବଙ୍କ ବନ୍ୟା ସ୍ଥିତିର ସମୀକ୍ଷା ତଳମୁଣ୍ଡରେ ବନ୍ୟାର ପ୍ରକୋପ କମାଇବାକୁ ହୀରାକୁଦର ୮ଟି ଗେଟ୍ ବନ୍ଦ [caption id="attachment_6051" align="alignnone" width="277"] News by I&PR Odisha[/caption] ଭୁବନେଶ୍ୱର, (ଏନ୍‍.ଏମ୍‍.): ମହାନଦୀର ତଳମୁଣ୍ଡରେ ଥିବା ଜିଲ୍ଲାମାନଙ୍କର ସମ୍ଭାବ୍ୟ ବନ୍ୟାର ପ୍ରକୋପ କମାଇବା ପାଇଁ ହୀରାକୁଦ ବନ୍ଧର ୮ଟି ଗେଟ୍ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ମୁଖ୍ୟ ଶାସନ ସଚିବ…

ବନ୍ୟା ଜଳରେ ଫୁଲିଲା ମହାନଦୀ: ଜଳମଗ୍ନ ମା’ ଭଟ୍ଟାରିକାଙ୍କ ପୀଠ
କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବନ୍ୟା ଜଳରେ ଫୁଲିଲା ମହାନଦୀ: ଜଳମଗ୍ନ ମା’ ଭଟ୍ଟାରିକାଙ୍କ ପୀଠ

ବନ୍ୟା ଜଳରେ ଫୁଲିଲା ମହାନଦୀ: ଜଳମଗ୍ନ ମା’ ଭଟ୍ଟାରିକାଙ୍କ ପୀଠ [caption id="attachment_6047" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍‍.ଏମ୍‍.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟସାରା ଜଳମଗ୍ନ ହୋଇଛି । ଛତିଶଗଡ଼ରେ ଅଧିକ ବର୍ଷା ହେବା ଫଳରେ ଏବେ ମହାନଦୀ ଫୁଲିବାରେ ଲାଗିଛି । ଏହା ଦ୍ୱାରା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ଉଦ୍‍ବୁଦ୍ଦ ଜଳ ନିଷ୍କାସନ ନିମନ୍ତେ ହୀରାକୁଦ…

ଜେଏମଟି ପକ୍ଷରୁ ଆଜାଦୀକି ଅମୃତ ମହୋତ୍ସବ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଜେଏମଟି ପକ୍ଷରୁ ଆଜାଦୀକି ଅମୃତ ମହୋତ୍ସବ

ଜେଏମଟି ପକ୍ଷରୁ ଆଜାଦୀକି ଅମୃତ ମହୋତ୍ସବ ଭୁବନେଶ୍ୱର(ଏନ୍‍.ଏମ୍‍.): ସ୍ଥାନୀୟ ରବିଟକିଜ ସ୍ଥିତ ଜେଏମଟି ଅନୁଷ୍ଠାନ ପକ୍ଷରୁ ଆଜାଦୀ କି ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ମହୋତ୍ସବରେ ସଂସ୍ଥାର ମୁଖ୍ୟ ଅମିତ କୁମାର ମିଶ୍ର ଓ ନିର୍ଦ୍ଦେଶକ ଶ୍ରୀପ୍ରିୟା ମିଶ୍ରଙ୍କ ସହ ବହୁ ସାମାଜିକ କର୍ମୀ ଯୋଗ ଦେଇଥିଲେ । ଦେଶ…

ଓଡ଼ିଶା ହାଇକୋର୍ଟରେ ଦୁଇ ନୂତନ ବିଚାରପତିଙ୍କ ଶପଥ ଗ୍ରହଣ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଓଡ଼ିଶା ହାଇକୋର୍ଟରେ ଦୁଇ ନୂତନ ବିଚାରପତିଙ୍କ ଶପଥ ଗ୍ରହଣ

ଓଡ଼ିଶା ହାଇକୋର୍ଟରେ ଦୁଇ ନୂତନ ବିଚାରପତିଙ୍କ ଶପଥ ଗ୍ରହଣ [caption id="attachment_6036" align="alignnone" width="300"] News by Smrutiranjan Tripathy (Cuttack)[/caption] କଟକ (ଏନ୍‌.ଏମ୍‌.) : ଓଡ଼ିଶା ହାଇକୋର୍ଟରେ ଆଜି ଆଉ ୨ଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ଦୁଇ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୪ରେ ପହଞ୍ଚିଛି । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ…