ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାସିକ ଋତୁସ୍ରାବ ସ୍ୱଚ୍ଛତା ନିମନ୍ତେ ସଚେତନତା
ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାସିକ ଋତୁସ୍ରାବ ସ୍ୱଚ୍ଛତା ନିମନ୍ତେ ସଚେତନତା [caption id="attachment_11255" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼ (ଏନ୍.ଏମ୍.): ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ଆନୁକୁଲ୍ୟରେ ମାସିକ ଋତୁସ୍ରାବ ସ୍ୱଚ୍ଛତା ନିମନ୍ତେ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡକ୍ରସ ଉପଦେଷ୍ଟା ପୁଷ୍ପମଞ୍ଜରୀ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି…




















