ଜାନୁଆରୀ ପହିଲାରେ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ: ପ୍ରାକ୍ ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କଲେ ପାଣ୍ଡିଆନ୍
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜାନୁଆରୀ ପହିଲାରେ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ: ପ୍ରାକ୍ ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କଲେ ପାଣ୍ଡିଆନ୍

ଜାନୁଆରୀ ପହିଲାରେ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ: ପ୍ରାକ୍ ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କଲେ ପାଣ୍ଡିଆନ୍ କଟକ ନେଟାଜୀ ବସ୍ ଟର୍ମିନାଲକୁ ଅଚାନକ ପରିଦର୍ଶନ [caption id="attachment_11333" align="alignnone" width="300"] News by Padmalochan Mishra[/caption] #ଭୁବନେଶ୍ୱର/କଟକ (ଏନ୍‌.ଏମ୍‌.): ନୂଆବର୍ଷରେ ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ପୂର୍ବରୁ ଏହାର ପ୍ରାକ୍ ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ୫-ଟି ଓ…

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ବିପର୍ଯ୍ୟୟ ହ୍ରାସ ଦିବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ବିପର୍ଯ୍ୟୟ ହ୍ରାସ ଦିବସ

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ବିପର୍ଯ୍ୟୟ ହ୍ରାସ ଦିବସ [caption id="attachment_11329" align="alignnone" width="300"] News by Alok Sahoo (Navarang Pur)[/caption] #ନବରଙ୍ଗପୁର (ଏନ୍‌.ଏମ୍‌.): ନବରଙ୍ଗପୁର ଜିଲ୍ଲାର ସଦର ମହକୁମା ଠାରେ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନ ପଦଯାତ୍ରା ସ୍ଥାନୀୟ ଭଣ୍ଡାର ଘରଣୀ ମନ୍ଦିର ନିକଟରୁ ମିଶନ ଶକ୍ତି ସଭା ଗୃହ ପର୍ଯ୍ୟନ୍ତ…

ପୂର୍ବତନ ବିଧାୟକଙ୍କ ହସ୍ତକ୍ଷେପ ପରେ ଗଢ଼ି ଉଠିବ ପଞ୍ଚ ତାରକା ହୋଟେଲ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୂର୍ବତନ ବିଧାୟକଙ୍କ ହସ୍ତକ୍ଷେପ ପରେ ଗଢ଼ି ଉଠିବ ପଞ୍ଚ ତାରକା ହୋଟେଲ

ପୂର୍ବତନ ବିଧାୟକଙ୍କ ହସ୍ତକ୍ଷେପ ପରେ ଗଢ଼ି ଉଠିବ ପଞ୍ଚ ତାରକା ହୋଟେଲ [caption id="attachment_11326" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର କୟଳପଡ଼ା ପଞ୍ଚାୟତ ନୂଆପାଟଣା ଠାରେ ପ୍ରସ୍ତାବିତ ପଞ୍ଚ ତାରକା ହୋଟେଲ ନିର୍ମାଣ ପାଇଁ ବାଟ ଫିଟିଛି । ଦୀର୍ଘ ଦିନ ଧରି ପ୍ରକଳ୍ପ ନିର୍ମାଣ ହେବାକୁ ଥିବା ଜମିକୁ ନେଇ ବିବାଦର ଆପାତତଃ ସମାଧାନ ହୋଇଥିବା ଜଣାପଡ଼ିଛି । ପ୍ରକଳ୍ପ…

ମା’ ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡ଼ା ଚଳଚଞ୍ଚଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମା’ ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡ଼ା ଚଳଚଞ୍ଚଳ

ମା’ ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡ଼ା ଚଳଚଞ୍ଚଳ [caption id="attachment_11323" align="alignnone" width="300"] News by Allhad Kumar Mohanty (Kendrapada)[/caption] #କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): କେନ୍ଦ୍ରାପଡ଼ାର ଗଣପର୍ବ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆଜିଠୁ ଆରମ୍ଭ ହୋଇଛି । ଏଥିପାଇଁ କେନ୍ଦ୍ରାପଡ଼ା ସହର ଚଳଚଞ୍ଚଳ ହୋଇ ଉଠିଛି । କୁମାର ପୂର୍ଣ୍ଣିମାରୁ ଏହି ପୂଜା ଆରମ୍ଭ ହୋଇଛି । ଆଗାମୀ ୭ଦିନ ଧରି ସହରର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କର ପୂଜାର୍ଚ୍ଚନା ଚାଲିବ…

କାଠଯୋଡ଼ି ପୋଲ ଉପରେ ଅଚାନକ ଜଳି ଉଠିଲା ୨ଟି କାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କାଠଯୋଡ଼ି ପୋଲ ଉପରେ ଅଚାନକ ଜଳି ଉଠିଲା ୨ଟି କାର

କାଠଯୋଡ଼ି ପୋଲ ଉପରେ ଅଚାନକ ଜଳି ଉଠିଲା ୨ଟି କାର [caption id="attachment_11319" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ୧୬ନମ୍ବର ଜାତୀୟ ରାଜପଥ କାଠଯୋଡ଼ି ପୋଲ ଉପରେ ୧୦ ମିନିଟ ଅନ୍ତରରେ ୨ଟି କାର ଅଚାନକ ଜଳିଯିବା ଦେଖିବାକୁ ମିଳିଛି । ସୌଭାଗ୍ୟବସତଃ କୌଣସି କାରରେ ଜୀବନ ହାନୀ ହୋଇନଥିଲେ ମଧ୍ୟ କାର ଦ୍ୱୟ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ତେବେ…

ଆଉ ନାହାନ୍ତି ସଂଗୀତର ବିଶେଷ ରୂପକାର ସ୍ୱରୂପ ନାୟକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଆଉ ନାହାନ୍ତି ସଂଗୀତର ବିଶେଷ ରୂପକାର ସ୍ୱରୂପ ନାୟକ

ଆଉ ନାହାନ୍ତି ସଂଗୀତର ବିଶେଷ ରୂପକାର ସ୍ୱରୂପ ନାୟକ [caption id="attachment_11316" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କର ସଂଗୀତର ମୂର୍ଚ୍ଚନା ଆଜି ନିରବୀ ଯାଇଛି । ୭୬ବର୍ଷ ବୟସରେ ତାଙ୍କର ଆଜି ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ କ୍ୟାନସରରେ ପୀଡ଼ିତ ଥିଲେ । କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ…

ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ ବିଶ୍ୱାଳଙ୍କ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ ବିଶ୍ୱାଳଙ୍କ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ

ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ ବିଶ୍ୱାଳଙ୍କ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ #କନ୍ଧମାଳ(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ ବିଶ୍ୱାଳ ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କ ଠାରୁ ନିରାମୟ କେନ୍ଦ୍ର ସୁବିଧା ଓ ଅସୁବିଧା ସଂକ୍ରାନ୍ତରେ ପଚାରି ବୁଝିଛନ୍ତି । ଏହି ପରିପ୍ରେକ୍ଷୀରେ ଡକ୍ଟର ବିଶ୍ୱାଳ ଚିକିତ୍ସାଧୀନ ରୋଗୀଙ୍କ ନିକଟକୁ…

ରାଜ୍ୟସରକାରଙ୍କ ପକ୍ଷରୁ ପ୍ରଶାସନିକ ଅଧିକାରୀଙ୍କୁ ବଦଳି : କଟକ ଜିଲ୍ଲାପାଳ ଭାବେ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କ ସ୍ଥାନରେ ନରହରି ସେଠୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜ୍ୟସରକାରଙ୍କ ପକ୍ଷରୁ ପ୍ରଶାସନିକ ଅଧିକାରୀଙ୍କୁ ବଦଳି : କଟକ ଜିଲ୍ଲାପାଳ ଭାବେ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କ ସ୍ଥାନରେ ନରହରି ସେଠୀ

ରାଜ୍ୟସରକାରଙ୍କ ପକ୍ଷରୁ ପ୍ରଶାସନିକ ଅଧିକାରୀଙ୍କୁ ବଦଳି : କଟକ ଜିଲ୍ଲାପାଳ ଭାବେ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କ ସ୍ଥାନରେ ନରହରି ସେଠୀ [caption id="attachment_11308" align="alignnone" width="276"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ରାଜ୍ୟସରକାର ପକ୍ଷରୁ ବରିଷ୍ଠ ଓଏଏସ ତଥା ପଦୋନ୍ନତି ଆଇଏଏସସ୍ତରରେ କିଛି ଅଧିକାରୀଙ୍କୁ ଅଦଳ ବଦଳ କରାଯାଇଥିବା ଜଣାପଡ଼ିଛି । ଏ ନେଇ ରାଜ୍ୟସରକାରଙ୍କ ଜି.ଏ. ଆଣ୍ଡ ପି.ଜି. ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା…

ପୂଜା ଛୁଟି ହେଲା ଜୀବନ ଛୁଟି: ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ଟାଣିନେଲା ଲହଡ଼ି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ପୂଜା ଛୁଟି ହେଲା ଜୀବନ ଛୁଟି: ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ଟାଣିନେଲା ଲହଡ଼ି

ପୂଜା ଛୁଟି ହେଲା ଜୀବନ ଛୁଟି: ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ଟାଣିନେଲା ଲହଡ଼ି ପୁରୀ (ଏନ୍‍.ଏମ୍‍.): ପୂଜା ଛୁଟିରେ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ । ହେଲେ କିଏ ଜାଣିଥିଲା ପୂଜା ଛୁଟି ହିଁ ତାଙ୍କ ଜୀବନର ଛୁଟି କରିଦେବ । ତେବେ ଜଣେ ପର୍ଯ୍ୟଟକ ପୂଜାଛୁଟିରେ ପୁରୀ ଆସି ସମୁଦ୍ରରେ ଗାଧୋଇଲା ବେଳେ ଟାଣିନେଲା ଲହଡ଼ି, ଆଉ ଚାଲିଗଲା ଜୀବନ । ପୁରୀ ଲାଇଟ ହାଉସ…

ଆଗକୁ ବିପର୍ଯୟ ସମୟରେ ସମସ୍ତଙ୍କ ମୋବାଇଲକୁ ମିଳିବ ସୂଚନା
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆଗକୁ ବିପର୍ଯୟ ସମୟରେ ସମସ୍ତଙ୍କ ମୋବାଇଲକୁ ମିଳିବ ସୂଚନା

ଆଗକୁ ବିପର୍ଯୟ ସମୟରେ ସମସ୍ତଙ୍କ ମୋବାଇଲକୁ ମିଳିବ ସୂଚନା ପରୀକ୍ଷାତ୍ମକ ଭାବେ ଆସୁଛି ଏମରଜେନ୍ସି ଆଲଟ କଟକ(ଏନ୍‍.ଏମ୍‍.): ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ । ତେବେ ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି । ହଠାତ୍‍ ଏହି ମେସେଜ ଆସିବା ପରେ ଲୋକଙ୍କ ପଢ଼ିବା ପାଇଁ ଧର୍ଯ୍ୟ ଧରୁନାହାନ୍ତି । ଅଯଥାରେ ଛାନିଆ ହୋଇ ପଡ଼ୁଛନ୍ତି । କିନ୍ତୁ ଏହି ମେସେଜ ମୋବାଇଲ ଧାରୀଙ୍କ ପାଇଁ କୌଣସି ସମସ୍ୟା…

ବରିଷ୍ଠ ଆଇଏଏସ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ଫାଇପ-ଟି ସଚିବଙ୍କ ସ୍ୱେଚ୍ଛାକୃତ ଅବସରକୁ ସ୍ୱୀକୃତି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବରିଷ୍ଠ ଆଇଏଏସ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ଫାଇପ-ଟି ସଚିବଙ୍କ ସ୍ୱେଚ୍ଛାକୃତ ଅବସରକୁ ସ୍ୱୀକୃତି

ବରିଷ୍ଠ ଆଇଏଏସ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ଫାଇପ-ଟି ସଚିବଙ୍କ ସ୍ୱେଚ୍ଛାକୃତ ଅବସରକୁ ସ୍ୱୀକୃତି ବିରୋଧୀଙ୍କ ମହଲରେ ଭାଳେଣୀ ଆରମ୍ଭ #ଭୁବନେଶ୍ୱର(ଏନ୍‍.ଏମ୍‍.): ସ୍ୱେଚ୍ଛାକୃତ ଅବସର ନେବା ପାଇଁ ବରିଷ୍ଠ ଆଇଏଏସ୍ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ଫାଇପ-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଅନୁମତି ମିଳିଛି । ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଭି .କେ. ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବେ । ସେ ଗତ ୨୦ତାରିଖରେ…

କଳକୀ ସେନା ପକ୍ଷରୁ ଶାରଦୀୟ ସନାତନ ବନ୍ଧୁମିଳନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଳକୀ ସେନା ପକ୍ଷରୁ ଶାରଦୀୟ ସନାତନ ବନ୍ଧୁମିଳନ

କଳକୀ ସେନା ପକ୍ଷରୁ ଶାରଦୀୟ ସନାତନ ବନ୍ଧୁମିଳନ [caption id="attachment_11290" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ବିଶ୍ୱ ସତ୍ୟ -ସନାତନ-ଧର୍ମ ପ୍ରଚାରିଣୀ ମହାସଂଘ କଳକୀ ସେନା ପକ୍ଷରୁ ଶାରଦୀୟ ସନାତନ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ସିଡିଏ ସେକ୍ଟର -୬ ସ୍ଥିତ ସିଦ୍ଧ ମହାବୀର ମନ୍ଦିର ପରିସରରେ ସେନାର କଟକ ମହାନଗର ସଭାପତି କଳକୀରତ୍ନ ଲଷ୍ମୀଧର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ବନ୍ଧୁମିଳନକୁ…

ଚୌଦ୍ୱାର ଅଞ୍ଚଳରେ ଶାରଦୀୟ ଦୂର୍ଗାପୂଜା: ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ଅଞ୍ଚଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚୌଦ୍ୱାର ଅଞ୍ଚଳରେ ଶାରଦୀୟ ଦୂର୍ଗାପୂଜା: ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ଅଞ୍ଚଳ

ଚୌଦ୍ୱାର ଅଞ୍ଚଳରେ ଶାରଦୀୟ ଦୂର୍ଗାପୂଜା: ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ଅଞ୍ଚଳ [caption id="attachment_11287" align="alignnone" width="268"] News by Smrutiranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍.ଏମ.): ପବିତ୍ର ଷଷ୍ଠୀତିଥିରୁ ଚୌଦ୍ୱାରରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା ଉତ୍ସବ । ଅଞ୍ଚଳର ବିଭିନ୍ନ ମଣ୍ଡପରେ ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାକୁ ଯଥା ବିଧି ପୂଜାର୍ଚ୍ଚନା କରାଯାଉଥିବାବେଳେ ଅଞ୍ଚଳର ବିଭିନ୍ନ ପୀଠ ମାନଙ୍କରେ ମଧ୍ୟ ମା’ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିଛି । ପଣ୍ଡିତଙ୍କ ମନ୍ତ୍ର…

କଟକରେ ଦଶହରା ବୁଲିଲେ ସଂସ୍କୃତି ମନ୍ତ୍ରୀ: ସ୍ୱାଗତ କଲେ ସିଏମସି ମେୟର ଓ ନିରାମୟ ଉପଦେଷ୍ଟା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଟକରେ ଦଶହରା ବୁଲିଲେ ସଂସ୍କୃତି ମନ୍ତ୍ରୀ: ସ୍ୱାଗତ କଲେ ସିଏମସି ମେୟର ଓ ନିରାମୟ ଉପଦେଷ୍ଟା

କଟକରେ ଦଶହରା ବୁଲିଲେ ସଂସ୍କୃତି ମନ୍ତ୍ରୀ: ସ୍ୱାଗତ କଲେ ସିଏମସି ମେୟର ଓ ନିରାମୟ ଉପଦେଷ୍ଟା [caption id="attachment_11280" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): କଳା ସଂସ୍କୃତିର ସହର କଟକ ଆଜି ଉତ୍ସବ ମୁଖର । ଶକ୍ତି ଆରଧନାର ପ୍ରମୁଖସ୍ଥଳ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଟକ କେବଳ ରାଜ୍ୟ କାହିଁକି ରାଜ୍ୟ ବାହାରୁ ମଧ୍ୟ ଲୋକଙ୍କୁ ଆକୃଷ୍ଟ କରିଥାଏ । ସୁନା…

ଇତିହାସ ପୃଷ୍ଠାରେ ଆଉଏକ ଫର୍ଦ୍ଧ ଯୋଡ଼ିଲା ଇସ୍ରୋ; ଗଗନଯାନ ପରୀକ୍ଷଣ ସଫଳ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ଇତିହାସ ପୃଷ୍ଠାରେ ଆଉଏକ ଫର୍ଦ୍ଧ ଯୋଡ଼ିଲା ଇସ୍ରୋ; ଗଗନଯାନ ପରୀକ୍ଷଣ ସଫଳ

ଇତିହାସ ପୃଷ୍ଠାରେ ଆଉଏକ ଫର୍ଦ୍ଧ ଯୋଡ଼ିଲା ଇସ୍ରୋ; ଗଗନଯାନ ପରୀକ୍ଷଣ ସଫଳ #ନୂଆଦିଲ୍ଲୀ(ଏଜେନ୍ସି): ଚଳିତ ବର୍ଷ ଇସ୍ରୋ ଗୋଟିଏ ପଟେ ଗୋଟିଏ ଫଳତାର ପାହାଚ ଚଢ଼ିବା ସହ ଇତିହାସ ସୃଷ୍ଟି କରିବାରେ ଲାଗିଛି । ବିଭିନ୍ନ ବାଧା, ବିଘ୍ନକୁ ଅତିକ୍ରମ କରି ଇସ୍ରୋ ଆଜି ପୁଣି ଥରେ ଇତିହାସ ସୃଷ୍ଟି କରିଛି । ପ୍ରତିକୂଳ ପାଗ ସହ ବୈଷୟିକ ତ୍ରୁଟି ଯୋଗୁ ସ୍ଥଗିତ ରଖାଯାଇଥିବା ଗଗନଯାନକୁ ଆଜି ସଫଳତା ପୂର୍ବକ…

ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ

ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ନୂଆଦିଲ୍ଲୀ(ଏଜେନ୍ସି): ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମିଳିଛି ନୂଆ ଦାୟିତ୍ୱ । ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତ କରିଛନ୍ତି । ଓଡ଼ିଶାର ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟ କରୁଥିଲେ । ତାଙ୍କ ସ୍ଥାନ ଏବେ ରଘୁବର ନେଇଛନ୍ତି । ପ୍ରଫେସର ଶ୍ରୀ ଲାଲ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ…

ଚୌଦ୍ୱାର କୁମାରୋତ୍ସବ ଓ ରୂପଯାତ୍ରା ନେଇ ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚୌଦ୍ୱାର କୁମାରୋତ୍ସବ ଓ ରୂପଯାତ୍ରା ନେଇ ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ

ଚୌଦ୍ୱାର କୁମାରୋତ୍ସବ ଓ ରୂପଯାତ୍ରା ନେଇ ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ [caption id="attachment_11269" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାରର ପ୍ରସିଦ୍ଧ କୁମାରୋତ୍ସବ ଓ ରୂପଯାତ୍ରା ଆୟୋଜନ ପାଇଁ ପୌରପାଳିକା, ରୂପଯାତ୍ରା କମିଟି, କମିଶନରେଟ ପୁଲିସଙ୍କ ସମେତ ବିଭିନ୍ନ ସେବା ଯୋଗାଉଥିବା ସମସ୍ତ ସରକାରୀ ବିଭାଗ ଅଧିକାରୀଙ୍କୁ ନେଇ ଏକ ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।…

ଗାଁସାଥୀ (ମେଟ୍‌)ଙ୍କ ପ୍ରତିଶ୍ରୁତି ପୂରଣରେ ଟାଳଟୁଳ ନୀତି: ଧାରଣାସ୍ଥଳରେ ଅଭିନବ ଶୈଳୀରେ ପ୍ରତିବାଦ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଗାଁସାଥୀ (ମେଟ୍‌)ଙ୍କ ପ୍ରତିଶ୍ରୁତି ପୂରଣରେ ଟାଳଟୁଳ ନୀତି: ଧାରଣାସ୍ଥଳରେ ଅଭିନବ ଶୈଳୀରେ ପ୍ରତିବାଦ

ଗାଁସାଥୀ (ମେଟ୍‌)ଙ୍କ ପ୍ରତିଶ୍ରୁତି ପୂରଣରେ ଟାଳଟୁଳ ନୀତି: ଧାରଣାସ୍ଥଳରେ ଅଭିନବ ଶୈଳୀରେ ପ୍ରତିବାଦ [caption id="attachment_11266" align="alignnone" width="300"] News by B.Mishra (Cuttack)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଗାଁସାଥୀ (ମେଟ୍‌)ଙ୍କ ଦାବି ପୂରଣ ପ୍ରସଙ୍ଗରେ କଥା ଦେଇ କଥା ରଖୁ ନାହାଁନ୍ତି ସରକାର । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଗାଁସାଥୀଙ୍କୁ ବିଧିବଦ୍ଧ ସରକାରୀ ମିଳିତ ବୈଠକରେ ମାସିକ ୮ ହଜାର ଟଙ୍କାର ପ୍ରତିଶ୍ରୁତି ଦେଇ ଶେଷଯାଏ କଥା ରଖିପାରି ନଥିଲେ…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ବର୍ଷ ବର୍ଷର ଜମିଜମା ସମସ୍ୟାର ତୁରନ୍ତ ସମାଧାନ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ବର୍ଷ ବର୍ଷର ଜମିଜମା ସମସ୍ୟାର ତୁରନ୍ତ ସମାଧାନ

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ବର୍ଷ ବର୍ଷର ଜମିଜମା ସମସ୍ୟାର ତୁରନ୍ତ ସମାଧାନ ରେଙ୍ଗାଲୀ ତହସିଲର ହୀରାକୁଦ ବାସଚ୍ୟୁତ ଲୋକମାନଙ୍କ ଜମି ସମସ୍ୟାର ହେବ ସମାଧାନ, ହାଇଟେକ୍ ସର୍ଭେ ପାଇଁ ନିର୍ଦ୍ଦେଶ ପୂର୍ବରୁ ଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ୍‌, ପୁରୀ ପୌରପାଳିକାରେ ଜମିଜମା ସମସ୍ୟାର ସମାଧାନ ପାଇଁ ହୋଇଥିଲା ନୀତିଗତ ନିଷ୍ପତ୍ତି [caption id="attachment_11263" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଶାରଳା ସଂଗୀତ କଳା କେନ୍ଦ୍ର ଫାଉଣ୍ଡେସନ ପକ୍ଷରୁ ସାରସ୍ୱତ ସମାରୋହ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶାରଳା ସଂଗୀତ କଳା କେନ୍ଦ୍ର ଫାଉଣ୍ଡେସନ ପକ୍ଷରୁ ସାରସ୍ୱତ ସମାରୋହ

ଶାରଳା ସଂଗୀତ କଳା କେନ୍ଦ୍ର ଫାଉଣ୍ଡେସନ ପକ୍ଷରୁ ସାରସ୍ୱତ ସମାରୋହ [caption id="attachment_11258" align="alignnone" width="300"] News From Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ଓଡ଼ିଶା ସଂଗୀତ ଅନୁଷ୍ଠାନ ଶାରଳା ସଂଗୀତ କଳା କେନ୍ଦ୍ର ଫାଉଣ୍ଡେସନ ପକ୍ଷରୁ ଏକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶାରଳା ଭବନରେ ହେମନ୍ତ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ଅରୂପ ଲାଲ…