ବିଶ୍ୱାସ, ଅବିଶ୍ୱାସ ନା ଅନ୍ଧବିଶ୍ୱାସ : ସବାର ହୋଇ ପ୍ରେତାତ୍ମା କହୁଛି ନିଜ ମୃତ୍ୟୁର ଘଟଣା !
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିଶ୍ୱାସ, ଅବିଶ୍ୱାସ ନା ଅନ୍ଧବିଶ୍ୱାସ : ସବାର ହୋଇ ପ୍ରେତାତ୍ମା କହୁଛି ନିଜ ମୃତ୍ୟୁର ଘଟଣା !

ବିଶ୍ୱାସ, ଅବିଶ୍ୱାସ ନା ଅନ୍ଧବିଶ୍ୱାସ ସବାର ହୋଇ ପ୍ରେତାତ୍ମା କହୁଛି ନିଜ ମୃତ୍ୟୁର ଘଟଣା ! [caption id="attachment_6411" align="alignnone" width="300"] New by Biswajit Dalai (Salepur)[/caption] କଟକ (ଏନ୍‌.ଏମ୍‌.): ଅନ୍ୟ ଦେହରେ ସବାର ହୋଇ ୮ ମାସ ତଳର ହତ୍ୟାକାଣ୍ଡର ବୟାନ ଦେଉଛି ପ୍ରେତାତ୍ମା । ସେଦିନର ହତ୍ୟାକାଣ୍ଡର ଅନୁଭବ କେତେ ଥିଲା ହୃଦୟ ବିଦାରକ, ଲୋମଟାଙ୍କୁରା ଓ ନୃଶଂସ, ତାହା ୮ ମାସ ପରେ ବୟାନ…

ଦୁବାଇରେ ଭାରତ ମସଲାକୁ ମିଳିଲା ଜାଗରଣ ଆଚିଭର ଆୱାର୍ଡ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଦୁବାଇରେ ଭାରତ ମସଲାକୁ ମିଳିଲା ଜାଗରଣ ଆଚିଭର ଆୱାର୍ଡ

ଦୁବାଇରେ ଭାରତ ମସଲାକୁ ମିଳିଲା ଜାଗରଣ ଆଚିଭର ଆୱାର୍ଡ [caption id="attachment_6408" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): ମସଲା ଜଗତରେ ମାନ ଏବଂ ଗୁଣବତ୍ତାକୁ ଅକ୍ଷୁର୍ଣ୍ଣ ରଖି କ୍ଷୁଦ୍ର ମସଲା ଉତ୍ପାଦକାରୀ ସଂସ୍ଥା ଭାବେ ବିଶ୍ୱରେ ପହଞ୍ଚି ପାରିଥିବା ‘ଭାରତ ମସଲା’କୁ ଦୁବାଇରେ ସମ୍ମାନିତ ହୋଇଛି । ପୂର୍ବ ଭାରତରେ କ୍ରାଓଜୋନିକ ପଦ୍ଧତିରେ ମସଲା ଉତ୍ପାଦନ କରି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା…

ମା’ ରାମଚଣ୍ଡୀଙ୍କ ପୀଠରେ ଷୋଳପୂଜା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମା’ ରାମଚଣ୍ଡୀଙ୍କ ପୀଠରେ ଷୋଳପୂଜା

ମା’ ରାମଚଣ୍ଡୀଙ୍କ ପୀଠରେ ଷୋଳପୂଜା [caption id="attachment_6405" align="alignnone" width="300"] News by Ajit Kumar Mallick (Konark)[/caption] କୋଣାର୍କ (ଏନ୍‌.ଏମ୍‌.): ମା’ ଦୂର୍ଗାଙ୍କ ଶାରଦୀୟ ସ୍ୱତନ୍ତ୍ର ପୂଜା ପାଇଁ ସବୁ ଶକ୍ତିପୀଠ ହୋଇ ଉଠିଛି ପାର୍ବଣ ମୁଖରିତ । ଧରାପୃଷ୍ଠକୁ ମା’ଙ୍କ ଆଗମନ ଅବସରରେ ଆରମ୍ଭ ହୋଇଛି ଦେବୀ ପୀଠମାନଙ୍କରେ ଷୋଳପୂଜା । କୋଣାର୍କଠାରୁ ପୁରୀ ଆଡକୁ ୯ କିଲୋମିଟର ଦୂର ବେଳମାର୍ଗ କଡରେ ମା’ରାମଚଣ୍ଡୀଙ୍କ ପୀଠ ।…

ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ନିମନ୍ତେ ପ୍ରସ୍ତୁତି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ନିମନ୍ତେ ପ୍ରସ୍ତୁତି ବୈଠକ

ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ନିମନ୍ତେ ପ୍ରସ୍ତୁତି ବୈଠକ [caption id="attachment_6402" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ ବ୍ଲକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଚଳିତ ବର୍ଷ ବଡ଼ଓଷା ପାଳନ ନେଇ ପ୍ରଶାସନିକସ୍ତରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୨ବର୍ଷ ଧରି କରୋନା ଯୋଗୁଁ ସମସ୍ତ ପୂଜାପର୍ବ ଉପରେ ସରକାର ଓ ପ୍ରଶାସନ ଅଙ୍କୁଶ ଲଗାଇଥିଲେ ।…

କଟକରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଟକରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା

କଟକରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାକୁ କାର୍ଯ୍ୟକ୍ରମର ରୂପରେଖ ଦେଲେ ସଂସ୍କାର ଆସିବ’ [caption id="attachment_6399" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବାରବାଟୀ ପ୍ୟାଲେସ ଠାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ କଟକ ଜିଲ୍ଲାପାଳ ଡକ୍ଟର ଭବାନୀଶଙ୍କର ଚୟନୀ ଯୋଗଦେଇ ଦୂରଦୃଷ୍ଟିକୁ…

ସିଏମସିର ପୂଜା ପ୍ରସ୍ତୁତି ଧର୍ମକୁ ଆଖିଠାର: ୪୮ନମ୍ବର ୱାର୍ଡରେ ରାସ୍ତା ଉପରେ ଲହଡି ଖେଳୁଛି ନର୍ଦ୍ଦମା ପାଣି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସିଏମସିର ପୂଜା ପ୍ରସ୍ତୁତି ଧର୍ମକୁ ଆଖିଠାର: ୪୮ନମ୍ବର ୱାର୍ଡରେ ରାସ୍ତା ଉପରେ ଲହଡି ଖେଳୁଛି ନର୍ଦ୍ଦମା ପାଣି

ସିଏମସିର ପୂଜା ପ୍ରସ୍ତୁତି ଧର୍ମକୁ ଆଖିଠାର: ୪୮ନମ୍ବର ୱାର୍ଡରେ ରାସ୍ତା ଉପରେ ଲହଡି ଖେଳୁଛି ନର୍ଦ୍ଦମା ପାଣି [caption id="attachment_6396" align="alignnone" width="300"] News by Kanhucharan Panda (jagatpur)[/caption] କଟକ(ଏନ୍‌.ଏମ୍‌.): କଟକ ସହରରେ ଶାରଦୀୟ ଦୁର୍ଗାପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଶାସନିକସ୍ତରରୁ ଆରମ୍ଭ କରି ସାହି ମୁରବୀଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ୟସ୍ତ । କିଭଳି ସୁରୁଖୁରୁରେ ପାଳନ ହେବ ପାର୍ବଣ । ହେଲେ ସିଏମସି…

ସାହାରା ଜମାକାରୀଙ୍କ ପକ୍ଷରୁ ଥାନାରେ ଏତଲା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସାହାରା ଜମାକାରୀଙ୍କ ପକ୍ଷରୁ ଥାନାରେ ଏତଲା

ସାହାରା ଜମାକାରୀଙ୍କ ପକ୍ଷରୁ ଥାନାରେ ଏତଲା [caption id="attachment_6393" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍‌.ଏମ୍‌.): ଖୁଣ୍ଟୁଣୀ ଅଞ୍ଚଳର ସାହାରା ଜମାକାରୀମାନେ ସେମାନଙ୍କ ଜମା ଅର୍ଥ ନପାଇବାରୁ ସାହାରା ଇଣ୍ଡିଆ ବିରୋଧରେ ଖୁଣ୍ଟୁଣୀ ଥାନାରେ ଏତଲା ଦେଇଛନ୍ତି । କ୍ଷତିଗ୍ରସ୍ତ ଜମାକାରୀମାନେ ସେମାନଙ୍କ ଏତଲାରେ ସାହାରା ଇଣ୍ଡିଆର ଖୁଣ୍ଟୁଣୀ ଶାଖାରେ ଏଜେଣ୍ଟମାନଙ୍କ ଜରିଆରେ କୋଟି କୋଟି ଟଙ୍କା ଜମା କରିଛନ୍ତି । ସେମାନଙ୍କ ଜମା ଅର୍ଥର…

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚରମ ଜନବିରୋଧି ନୀତି ପ୍ରତିବାଦରେ ୨୯ ସେପ୍ଟେମ୍ବର ରାଜ୍ୟସ୍ତରୀୟ ଗଣବିକ୍ଷୋଭ [caption id="attachment_6390" align="alignnone" width="300"] News by Padmalochan Mishra (Cuttack)[/caption] କଟକ (ଏନ୍‌.ଏମ୍‌.): କେନ୍ଦ୍ର ଓ ରାଜ୍ୟସରକାର ନିଜର ସ୍ୱାର୍ଥ ପାଇଁ ଜନସାଧାରଣଙ୍କ ଉପରେ ଟିକସ ବୋଝ ଲଦି ଦେଉଛନ୍ତି । ଗୋଟିଏ ପରେ ଗୋଟିଏ ସଂସ୍କାର ନାମରେ ଯାହା ପ୍ରଚଳନ କରୁଛନ୍ତି ସେଥିରେ ପ୍ରଭାବିତ ହେଉଛନ୍ତି ଦେଶର ଲକ୍ଷ ଲକ୍ଷ…

ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ୨ଟି ବିଶ୍ୱବିଦ୍ୟାଳୟ ଓ ୪ଟି ମହାବିଦ୍ୟାଳୟରେ ଗଠନ ହେଲା କ୍ୟାମ୍ପସ କମିଟି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ୨ଟି ବିଶ୍ୱବିଦ୍ୟାଳୟ ଓ ୪ଟି ମହାବିଦ୍ୟାଳୟରେ ଗଠନ ହେଲା କ୍ୟାମ୍ପସ କମିଟି

ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ୨ଟି ବିଶ୍ୱବିଦ୍ୟାଳୟ ଓ ୪ଟି ମହାବିଦ୍ୟାଳୟରେ ଗଠନ ହେଲା କ୍ୟାମ୍ପସ କମିଟି ଛାତ୍ରଛାତ୍ରୀମାନେ କଲେଜ ନିର୍ବାଚନକୁ ନେଇ ଭବିଷ୍ୟତକୁ ଅନ୍ଧାରକୁ ଠେଲିବା ଅପେକ୍ଷା ଅଧ୍ୟୟନ ଉପରେ ଗୁରୁତ୍ୱ ଦିଅ- ଦେବୀ [caption id="attachment_6387" align="alignnone" width="300"] News by Smruti Ranjan Tripathy (Cuttack)[/caption] କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ହେବ ନାହିଁ ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ । ନିବାର୍ଚନ ହେବା ଦ୍ୱାରା ବିଭିନ୍ନ…

ପାର୍ବଣ ପ୍ରସ୍ତୁତି ଲୋକଦେଖାଣିଆ: ରାସ୍ତା କଡରେ ପଡିରହିଛି କୁଢକୁଢ ଅଳିଆ ଆର୍ବଜନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପାର୍ବଣ ପ୍ରସ୍ତୁତି ଲୋକଦେଖାଣିଆ: ରାସ୍ତା କଡରେ ପଡିରହିଛି କୁଢକୁଢ ଅଳିଆ ଆର୍ବଜନା

ପାର୍ବଣ ପ୍ରସ୍ତୁତି ଲୋକଦେଖାଣିଆ: ରାସ୍ତା କଡରେ ପଡିରହିଛି କୁଢକୁଢ ଅଳିଆ ଆର୍ବଜନା [caption id="attachment_6382" align="alignnone" width="300"] News by Kanhu Charan Panda (Cuttack)[/caption] କଟକ(ଏନ୍‌.ଏମ୍‌.): ଶାରଦୀୟ ଦୁର୍ଗାପୂଜା ପାଇଁ କଟକ ସହର ବେଶ ଚଳ ଚଞ୍ଚଳ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ସିଏମସି ପକ୍ଷରୁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ହେଲେ ଏହା ଲୋକ ଦେଖାଣିଆ ବୋଲି ସାଧାରଣରେ ଅଭିଯୋଗ ଉଠିଛି । ସମ୍ପ୍ରତି ପାର୍ବଣ…

ସରକାରଙ୍କ ସ୍ୱଚ୍ଛତାକୁ ଫୁ… ମନରେଗା କାଯ୍ୟରେ ଦୁର୍ନୀତି ଅଭିଯୋଗ
Slider ଅପରାଧ କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସରକାରଙ୍କ ସ୍ୱଚ୍ଛତାକୁ ଫୁ… ମନରେଗା କାଯ୍ୟରେ ଦୁର୍ନୀତି ଅଭିଯୋଗ

ସରକାରଙ୍କ ସ୍ୱଚ୍ଛତାକୁ ଫୁ... ମନରେଗା କାଯ୍ୟରେ ଦୁର୍ନୀତି ଅଭିଯୋଗ [caption id="attachment_6379" align="alignnone" width="300"] News by Biswajit Dalai (Salepur)[/caption] ନିଶ୍ଚିନ୍ତକୋଇଲି (ଏନ୍‌.ଏମ୍‌.): ରାଜ୍ୟ ସରକାର ପ୍ରତ୍ୟେକ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପଦକ୍ଷେପ ନେଇଛନ୍ତି । ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ପାଇଁ ଫାଇପ-ଟି ବିଭାଗ ମଧ୍ୟ ଖୋଲାଯାଇଛି । ହେଲେ କିଛି ଦୁର୍ନୀତିଖୋର ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରଙ୍କ ଏଭଳି ବ୍ୟବସ୍ଥା ଧର୍ମକୁ…

ପୁଲିସ ହାତରୁ ଅପରାଧୀକୁ ଛଡ଼ାଇ ନେବାକୁ ଉଦ୍ୟମ: ପ୍ରତିକୂଳ ପରିସ୍ଥିତିରେ ଗିରଫ ହେଲା ଦୟା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୁଲିସ ହାତରୁ ଅପରାଧୀକୁ ଛଡ଼ାଇ ନେବାକୁ ଉଦ୍ୟମ: ପ୍ରତିକୂଳ ପରିସ୍ଥିତିରେ ଗିରଫ ହେଲା ଦୟା

ପୁଲିସ ହାତରୁ ଅପରାଧୀକୁ ଛଡ଼ାଇ ନେବାକୁ ଉଦ୍ୟମ: ପ୍ରତିକୂଳ ପରିସ୍ଥିତିରେ ଗିରଫ ହେଲା ଦୟା [caption id="attachment_6376" align="alignnone" width="300"] News by Biswajit Dalai (Salepur)[/caption] ମାହାଙ୍ଗା(ଏନ୍‌.ଏମ୍‌.): ଜଣେ ଆନ୍ତଜିଲ୍ଲା ଅପରାଧୀକୁ ଧରିବାକୁ ଯାଇ ପୁଲିସ ହଟ୍ଟହଟ୍ଟାର ସମ୍ମୁଖୀନ ହୋଇଛି । ତେବେ ବହୁ ବାଧାବିଘ୍ନକୁ ମୁକାବିଲା କରି ପୁଲିସ ପ୍ରତିକୂଳ ପରିସ୍ଥିତିରେ ଅପରାଧୀକୁ ଧରିବାକୁ ସଫଳ ହୋଇଥିବା ଦେଖିବାକୁ ମିଳିଛି । କଟକ ଜିଲ୍ଲା ମାହାଙ୍ଗା ଥାନା…

ଚୌଦ୍ୱାର ମହାବିଦ୍ୟାଳୟରେ ଏକାଡେମିକ ବ୍ଲକ ବିଲ୍‌ଡିଂର ଶିଳାନ୍ୟାସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ୱାର ମହାବିଦ୍ୟାଳୟରେ ଏକାଡେମିକ ବ୍ଲକ ବିଲ୍‌ଡିଂର ଶିଳାନ୍ୟାସ

ଚୌଦ୍ୱାର ମହାବିଦ୍ୟାଳୟରେ ଏକାଡେମିକ ବ୍ଲକ ବିଲ୍‌ଡିଂର ଶିଳାନ୍ୟାସ [caption id="attachment_6373" align="alignnone" width="300"] News by Smruti Ranjan Tripathy (Choudwar)[/caption] ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ମହାବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ରାଜ୍ୟସରକାର ପଦକ୍ଷେପ ନେଇଛନ୍ତି । ଏହି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଉନ୍ନତ ଶିକ୍ଷାଦାନ ନିମନ୍ତେ ଏହାର ଭିତ୍ତିଭୂମିର ବିକାଶ ନିମନ୍ତେ ରାଜ୍ୟସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଆଜି ଏକାଡେମିକ ବିଲ୍ଡିଂର ଶିଳାନ୍ୟାସ କରାଯାଇଛି । କାର୍ଯ୍ୟକ୍ରମରେ…

ଚଳିତ ଦୁର୍ଗାପୂଜା ନେଇ ଆଠଗଡ଼ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚଳିତ ଦୁର୍ଗାପୂଜା ନେଇ ଆଠଗଡ଼ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ଚଳିତ ଦୁର୍ଗାପୂଜା ନେଇ ଆଠଗଡ଼ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ [caption id="attachment_6370" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍‌.ଏମ୍‌.): ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଆସନ୍ତା ୩ ତାରିଖରେ ଅନୁଷ୍ଠିତ ହେବ । ଏହି ଅବସରରେ ଆଠଗଡ଼ ପ୍ରଶାସନ ତରଫରୁ ସ୍ଥାନୀୟ ବ୍ଲକ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତକୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ…

ଶିଖରପୁର ଟ୍ରାଫିକ ଛକ ପାଲଟିଛି ଦୁର୍ଘଟଣାସ୍ଥଳ: ଅଳ୍ପକେ ବର୍ତ୍ତିଗଲେ ବ୍ଲକ ଶିକ୍ଷାଅଧିକାରୀ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଶିଖରପୁର ଟ୍ରାଫିକ ଛକ ପାଲଟିଛି ଦୁର୍ଘଟଣାସ୍ଥଳ: ଅଳ୍ପକେ ବର୍ତ୍ତିଗଲେ ବ୍ଲକ ଶିକ୍ଷାଅଧିକାରୀ

ଶିଖରପୁର ଟ୍ରାଫିକ ଛକ ପାଲଟିଛି ଦୁର୍ଘଟଣାସ୍ଥଳ: ଅଳ୍ପକେ ବର୍ତ୍ତିଗଲେ ବ୍ଲକ ଶିକ୍ଷାଅଧିକାରୀ [caption id="attachment_6366" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): ଆଜି ପୂର୍ବାହ୍ନରେ କଟକ ଖାନନଗର ହାଇସ୍କୁଲର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବାବେଳେ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ସ୍ଥାନୀୟ ଖାନନଗର ସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟରେ ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଚାଲିଛି । ତେବେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିଶ୍ଚିନ୍ତକୋଇଲି ମଣ୍ଡଳ…

କଟକରୁ ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକରୁ ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ

କଟକରୁ ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ [caption id="attachment_6362" align="alignnone" width="300"] News by Smruti Ranjan Tripathy (Cuttack)[/caption] କଟକ(ଏନ୍‌.ଏମ୍‌.): କଟକ ବିଭିନ୍ନ ସମୟରେ ନକଲି ସାମଗ୍ରୀ ପ୍ରସ୍ତୁତ କରିବାରେ ସ୍ୱତନ୍ତ୍ରସ୍ଥାନରେ ଥିବାବେଳେ ନକଲି ମେଡ଼ିସିନ କାରବାରର ପେଣ୍ଠସ୍ଥଳ ପାଲଟି ଯାଇଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଜଗତପୁର, ମାଲଗୋଦାମ, ଚୌଦ୍ୱାର, ବୟାଳିଶମୌଜା, ବମ୍ଫକୁଦ ଆଦି ଅଞ୍ଚଳରେ ବ୍ୟାପକ ନକଲି ସାମଗ୍ରୀ…

ଏସସିବି ସମ୍ପ୍ରସାରଣ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଫାଇପ-ଟି ସଚିବ ଭି.କେ. ପାଣ୍ଡିଆନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଏସସିବି ସମ୍ପ୍ରସାରଣ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଫାଇପ-ଟି ସଚିବ ଭି.କେ. ପାଣ୍ଡିଆନ

ଏସସିବି ସମ୍ପ୍ରସାରଣ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଫାଇପ-ଟି ସଚିବ ଭି.କେ. ପାଣ୍ଡିଆନ [caption id="attachment_6359" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): କଟକରେ ୫ଟି ସଚିବ ଭିକେ ପାଣ୍ଡିଆନ । ସୋମବାର ଭୋରୁ କଟକ ଗସ୍ତ କରି ଏସସିବି ମେଡିକାଲ ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ କାର୍ଯ୍ୟ ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ଏସସିବି…

ଆଠଗଡ଼ ଅଞ୍ଚଳରେ ଏକାଧିକ ଦୁର୍ଘଟଣା ୨ଗୁରୁତର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଆଠଗଡ଼ ଅଞ୍ଚଳରେ ଏକାଧିକ ଦୁର୍ଘଟଣା ୨ଗୁରୁତର

ଆଠଗଡ଼ ଅଞ୍ଚଳରେ ଏକାଧିକ ଦୁର୍ଘଟଣା ୨ଗୁରୁତର [caption id="attachment_6356" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼ (ଏନ୍‌.ଏମ୍‌.): ଆଠଗଡ଼ ଅଞ୍ଚଳରେ ଆଜି ଭିନ୍ନଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିବା ସହ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା କାନାରା ବ୍ୟାଙ୍କ…

ଜଗତପୁର ଗଣେଷ ମେଲଣ: ବର୍ଷାକୁ ଖାତିର ନାହିଁ; ଭିଜିଭିଜି ନାଚିଲେ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଜଗତପୁର ଗଣେଷ ମେଲଣ: ବର୍ଷାକୁ ଖାତିର ନାହିଁ; ଭିଜିଭିଜି ନାଚିଲେ

ଜଗତପୁର ଗଣେଷ ମେଲଣ: ବର୍ଷାକୁ ଖାତିର ନାହିଁ; ଭିଜିଭିଜି ନାଚିଲେ [caption id="attachment_6353" align="alignnone" width="300"] News From Kanhu Charan Panda (Jagatpur)[/caption] ଜଗତପୁର(ଏନ୍‌.ଏମ୍‌.): ଜଗତପୁରରେ ଗଣେଶ ମେଲଣ ବେଶ ଧୁମଧାମରେ ପାଳିତ ହୋଇ ଯାଇଛି । ବାଜା, ବାଣ, ରୋଷଣି ସହିତ ବଭିନ୍ନ ରଙ୍ଗ ବେରଙ୍ଗ ଫୋକ୍ସ ଲାଇଟରେ ଶାନ୍ତି ଶୃଙ୍ଖଳାର ସହିତ ଏହି ଭଷାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବର୍ଷା କାରଣରୁ ରାସ୍ତା ଘାଟ…

ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତିର କାର୍ଯ୍ୟକାରିଣୀ ବୈଠକ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତିର କାର୍ଯ୍ୟକାରିଣୀ ବୈଠକ

ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତିର କାର୍ଯ୍ୟକାରିଣୀ ବୈଠକ [caption id="attachment_6347" align="alignnone" width="300"] News by Smruti Ranjan Tripathy (Choudwar)[/caption] କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ଆଗ୍ରାହାଟସ୍ଥିତ ବୈଦେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ସଭାରେ ବ୍ରାହ୍ମଣ ସମାଜ କିଭଳି ଏକଜୁଟ ହୋଇ ନିଜର କର୍ତ୍ତବ୍ୟ ଓ କାର୍ଯ୍ୟ ଉପରେ…