ଜଗତପୁର ନିମପୁର ଉଚ୍ଚ ବିଦ୍ୟାଳୟରେ ସରସ୍ୱତୀ ମହୋତ୍ସବ-୨୦୨୩
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜଗତପୁର ନିମପୁର ଉଚ୍ଚ ବିଦ୍ୟାଳୟରେ ସରସ୍ୱତୀ ମହୋତ୍ସବ-୨୦୨୩

ଜଗତପୁର ନିମପୁର ଉଚ୍ଚ ବିଦ୍ୟାଳୟରେ ସରସ୍ୱତୀ ମହୋତ୍ସବ-୨୦୨୩ [caption id="attachment_8082" align="alignnone" width="300"] News by Kanhucharan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ଜଗତପୁରସ୍ଥିତ ନିମପୁର ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ବିଦ୍ୟାଳୟ ଖେଳ ପଡିଆରେ ବହୁ ଆଡମ୍ବରରେ ସରସ୍ୱତୀ ମହୋତ୍ସବ ଅନୁଷ୍ଟିତ ହୋଇଯାଇଛି । ବିଦ୍ୟାଳୟ ପଡିଆରେ ୨୦୦୮ ଠାରୁ ୨୦୨୨ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀମାନେ ମୋଟ ୧୪ଗୋଟି ମଣ୍ଡପରେ ମା’ ସରସ୍ୱତୀଙ୍କ ପ୍ରତିମା ସ୍ଥାପନ କରି…

ପରଲୋକରେ ହୁସେନ ରବି ଗାନ୍ଧୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପରଲୋକରେ ହୁସେନ ରବି ଗାନ୍ଧୀ

ପରଲୋକରେ ହୁସେନ ରବି ଗାନ୍ଧୀ [caption id="attachment_8079" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ଆଜି ମଧ୍ୟାହ୍ନରେ ପରଲୋକ ହୋଇଛି । କଟକ ବଡ଼ମେଡ଼ିକାଲ (ଏସସିବି)ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଗତ କିଛି ଦିନ ଧରି ଅସୁସ୍ଥ ଥିଲେ…

ଫକୀରପୁର ଗୋପାଳଜୀଉଙ୍କର ଅଷ୍ଟପ୍ରହରୀ ନାମଯଜ୍ଞ ଓ ନଗର ପରିକ୍ରମା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଫକୀରପୁର ଗୋପାଳଜୀଉଙ୍କର ଅଷ୍ଟପ୍ରହରୀ ନାମଯଜ୍ଞ ଓ ନଗର ପରିକ୍ରମା

ଫକୀରପୁର ଗୋପାଳଜୀଉଙ୍କର ଅଷ୍ଟପ୍ରହରୀ ନାମଯଜ୍ଞ ଓ ନଗର ପରିକ୍ରମା [caption id="attachment_8075" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‍.ଏମ୍‍.): ଜଗତପୁରସ୍ଥିତ ଫକିରପୁର ପଣ୍ଡା ସାହି ଗ୍ରାମର ଆରାଧ୍ୟ ଦେବତା ଗୋପାଳ ଜୀଉଙ୍କ ବିଜେ ସ୍ଥଳୀରେ ପ୍ରଭୁଙ୍କର ଅଷ୍ଟପ୍ରହର ନାମଜଜ୍ଞ ଓ ନଗର ପରିକ୍ରମା ଅନୁଷ୍ଟିତ ହୋଇଯାଇଛି । ପବିତ୍ର ଶ୍ରୀ ପଞ୍ଚମୀ ସରସ୍ୱତୀ ପୂଜା ଦିନ ଏହି ଅଷ୍ଟପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିବାବେଳେ ଅହୋରାତ୍ର…

ପଞ୍ଚମୁଖି ହନୁମାନ ମନ୍ଦିରରେ ତ୍ରୟୋଦଶ ବାର୍ଷିକ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପଞ୍ଚମୁଖି ହନୁମାନ ମନ୍ଦିରରେ ତ୍ରୟୋଦଶ ବାର୍ଷିକ ଉତ୍ସବ

ପଞ୍ଚମୁଖି ହନୁମାନ ମନ୍ଦିରରେ ତ୍ରୟୋଦଶ ବାର୍ଷିକ ଉତ୍ସବ [caption id="attachment_8072" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‍.ଏମ୍‍.): ଜଗତପୁର ଗୋଲେଇଛକ ପାଶ୍ୱର୍ ପଞ୍ଚମୁଖି ହନୁମାନ ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ ଓ ଯଜ୍ଞ ଚାରିଦିନ ବ୍ୟାପି ମହାସମାରୋହରେ ପାଳିତ ହୋଇଯାଇଛି । ଗତ ସୋମବାର ସକାଳୁ ହନୁମାନ ଚାଳିଶା ପାଠ, ଅଙ୍କୁରାରୋପଣ କରାଯାଇ ମଙ୍ଗଳବାର ଦିନ କଳସ ଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜା ଓ ପ୍ରଭୁ…

ରାଇରଙ୍ଗପୁର ଅଞ୍ଚଳରେ ଅବ୍ୟବସ୍ଥା: ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଇରଙ୍ଗପୁର ଅଞ୍ଚଳରେ ଅବ୍ୟବସ୍ଥା: ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ

ରାଇରଙ୍ଗପୁର ଅଞ୍ଚଳରେ ଅବ୍ୟବସ୍ଥା ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ [caption id="attachment_8068" align="alignnone" width="300"] News by Akshya Biswal (Rairangpur)[/caption] #ରାଇରଙ୍ଗପୁର (ଏନ୍‌.ଏମ୍‌.): ସରକାର ଜନସାଧାରଣଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ସେଗୁଡ଼ିକ ସଠିକ ଢଙ୍ଗରେ କାର୍ଯ୍ୟକାରୀ କରାଇବା ପାଇଁ ଫାଇପ-ଟି ଭଳି କଠୋର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଯାହାଦ୍ୱାରାକି ସରକାରଙ୍କ ସମସ୍ତ…

ବାଲିଯାତ୍ରାରେ ସାମ୍ବାଦିକଙ୍କୁ ପୁଲିସର ମାଡ ଘଟଣା:କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଥାନାରେ ମାମଲା ରୁଜୁ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବାଲିଯାତ୍ରାରେ ସାମ୍ବାଦିକଙ୍କୁ ପୁଲିସର ମାଡ ଘଟଣା:କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଥାନାରେ ମାମଲା ରୁଜୁ

ବାଲିଯାତ୍ରାରେ ସାମ୍ବାଦିକଙ୍କୁ ପୁଲିସର ମାଡ ଘଟଣା:କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଥାନାରେ ମାମଲା ରୁଜୁ [caption id="attachment_8049" align="alignnone" width="240"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଗତ ବାଲି ଯାତ୍ରା ସମୟରେ ଖବର ସଂଗ୍ରହ କରୁଥିବାବେଳେ ଜଣେ ସାମ୍ବାଦିକଙ୍କୁ ପୁଲିସ ମାଡ଼ମାରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବାବେଳେ ଏ ନେଇ ପୁଲିସ ଅଭିଯୋଗ ଗ୍ରହଣ କରିନଥିଲା । ତେବେ ଏ ନେଇ ସାମ୍ବାଦିକ ଜୟନ୍ତ କୁମାର ରାଉତରାୟ କୋର୍ଟରେ…

ଦେଇଥିବା କଥା ରଖିଲେ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଦେଇଥିବା କଥା ରଖିଲେ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ

ଦେଇଥିବା କଥା ରଖିଲେ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ [caption id="attachment_8046" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ତିଗିରିଆ ବ୍ଲକ ଗଦାଧରପୁର ପଞ୍ଚାୟତ ମାନପୁର ଗ୍ରାମର ବିଜୟ ଶତପଥି ଓ ସୁଜାତା ଶତପଥୀଙ୍କ ଏକମାତ୍ର ପୁଅର ଚିକିତ୍ସା କରାଇ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ ଅଞ୍ଚଳବାସୀଙ୍କ ପ୍ରୀୟ ଭାଜନ ହୋଇ ପାରିଛନ୍ତି । ଉକ୍ତ ଶତପଥି ଦମ୍ପତ୍ତିଙ୍କ ଏକ ମାତ୍ର ପୁତ୍ର ସନ୍ତାନ ହୋଇଥିବାରୁ ପରିବାର ତାକ…

ଏନଓସିପିଏଲରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଏନଓସିପିଏଲରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର

ଏନଓସିପିଏଲରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର [caption id="attachment_8041" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ଏନ୍‌ଓସିପିଏଲ ଆଠଗଡ ଶାଖାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ହାଇଟେକ୍ ମେଡିକାଲ୍ କଲେଜର ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏ ସମ୍ପର୍କରେ ଏନ୍‌ଓସିପିଏଲର ପୂର୍ବାଞ୍ଚଳ ମୁଖ୍ୟ ପ୍ରଦୀପ୍ତ ଦାସ ଯୋଗଦେଇ କହିଥିଲେ…

ମାଘମେଳାରେ ସ୍ୱେଚ୍ଛାସେବୀ ମୁତୟନ ପାଇଁ ସମନ୍ୱୟ ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମାଘମେଳାରେ ସ୍ୱେଚ୍ଛାସେବୀ ମୁତୟନ ପାଇଁ ସମନ୍ୱୟ ବୈଠକ

ମାଘମେଳାରେ ସ୍ୱେଚ୍ଛାସେବୀ ମୁତୟନ ପାଇଁ ସମନ୍ୱୟ ବୈଠକ [caption id="attachment_8038" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ (ଏନ୍‌.ଏମ୍‌.): ପୁରାଣ ପ୍ରସିଦ୍ଧ ମାଘ ମେଳା ପାଇଁ ଚଳିତ ମାସ ୨୭ ତାରିଖ ଅପରାହ୍ନରୁ ୨୮ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଚନ୍ଦ୍ରଭାଗା ଓ ସୂର୍ଯ୍ୟମନ୍ଦିର ସମେତ କୋଣାର୍କର ବଜାରର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିବ । ଚନ୍ଦ୍ରଭାଗାର ପବିତ୍ର ତୀର୍ଥ ପୂଷ୍କରଣୀରେ ବୁଡ଼…

ଜୀବଜନ୍ତୁ କଲ୍ୟାଣ ଦିବସ ଏବଂ ଜୀବଜନ୍ତୁ ମଙ୍ଗଳ ପକ୍ଷ ଅବସରରେ ରାଇରଙ୍ଗପୁର ଗୋଶାଳାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜୀବଜନ୍ତୁ କଲ୍ୟାଣ ଦିବସ ଏବଂ ଜୀବଜନ୍ତୁ ମଙ୍ଗଳ ପକ୍ଷ ଅବସରରେ ରାଇରଙ୍ଗପୁର ଗୋଶାଳାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର

ଜୀବଜନ୍ତୁ କଲ୍ୟାଣ ଦିବସ ଏବଂ ଜୀବଜନ୍ତୁ ମଙ୍ଗଳ ପକ୍ଷ ଅବସରରେ ରାଇରଙ୍ଗପୁର ଗୋଶାଳାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର [caption id="attachment_8035" align="alignnone" width="300"] News by Akshya Biswal (Rairangpur)[/caption] #ରାଇରଙ୍ଗପୁର (ଏନ୍‌.ଏମ୍‌.): ସାରା ଭାରତରେ ଜାନୁଆରୀ ୧୪ ରୁ ଜାନୁଆରୀ ୩୦ ତାରିଖ ଯାଏଁ ଯାହାକି ଜୀବଜନ୍ତୁ କଲ୍ୟାଣ ପକ୍ଷ ଭାବେ ପାଳନ କରାଯାଉଛି । ରାଜ୍ୟରେ ଜାନୁଆରୀ ୨୫ ତାରିଖ ଦିନ ଜୀବଜନ୍ତୁ କଲ୍ୟାଣ ଦିବସ…

ଓଡିଶାରୁ ୩୧ଜଣିଆ ଜୁନିଅର କିରୋଗୀ ଓ ପୁଙ୍ଗସି ଟାଏକୋଣ୍ଡୋ ଟିମ ଉତ୍ତର ପ୍ରଦେଶର ବରେଲି ଗ୍ରସ୍ତ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଓଡିଶାରୁ ୩୧ଜଣିଆ ଜୁନିଅର କିରୋଗୀ ଓ ପୁଙ୍ଗସି ଟାଏକୋଣ୍ଡୋ ଟିମ ଉତ୍ତର ପ୍ରଦେଶର ବରେଲି ଗ୍ରସ୍ତ

ଓଡିଶାରୁ ୩୧ଜଣିଆ ଜୁନିଅର କିରୋଗୀ ଓ ପୁଙ୍ଗସି ଟାଏକୋଣ୍ଡୋ ଟିମ ଉତ୍ତର ପ୍ରଦେଶର ବରେଲି ଗ୍ରସ୍ତ [caption id="attachment_8032" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ/ ଭୁବନେଶ୍ୱର (ଏନ୍‌.ଏମ୍‌.): ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ, ଧନବାଦ ଓ ଉତ୍ତର ପ୍ରଦେଶ ଟାଏକୋଣ୍ଡା ସଙ୍ଘ ମିଳିତ ଆନୁକୂଲ୍ୟରେ ଚଳିତ ଜାନୁଆରୀ ମାସ ୨୭ ରୁ ୨୯ତାରିଖ ପର୍ଯନ୍ତ ଉତ୍ତର ପ୍ରଦେଶର ବରେଲି ଠାରେ ୩୯ତମ ଜାତୀୟ…

ଧାତକିଡିହି ଗ୍ରାମରେ ଯୁବତୀଙ୍କ ଆତ୍ମହତ୍ୟା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଧାତକିଡିହି ଗ୍ରାମରେ ଯୁବତୀଙ୍କ ଆତ୍ମହତ୍ୟା

ଧାତକିଡିହି ଗ୍ରାମରେ ଯୁବତୀଙ୍କ ଆତ୍ମହତ୍ୟା [caption id="attachment_8029" align="alignnone" width="300"] News by Akshya Biswal (Rairangpur)[/caption] #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୁରଭଞ୍ଜ ଜିଲ୍ଲା ତିରିଂ'ଥାନା ଅଧିନ ଝରାଡିହି ଫାଣ୍ଡି ଅନ୍ତର୍ଗତ ଧାତକିଡିହି ଗ୍ରାମର ରାସ ପାତ୍ର'ଙ୍କ ୨୪' ବର୍ଷିୟା ଝିଅ ସୁରେଖା ପାତ୍ର ଏକ ଗଛରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟାର ସଠିକ କାରଣ ଜଣା ପଡି ନଥିବାବେଳେ ସେ ମାନସିକ ବିକୃତ ଥିବା ନେଇ…

ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତଙ୍କ ପରଲୋକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତଙ୍କ ପରଲୋକ

ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତଙ୍କ ପରଲୋକ [caption id="attachment_8025" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ସ୍ୱର୍ଗତ ମିହିର ଦାସଙ୍କର ସାନପୁଅ ଅକ୍ଲାନ୍ତ ଦାସ(୨୬)ଙ୍କ ଆକସ୍ମିକ ମୃତ୍ୟୁ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ବାପାଙ୍କ ମୃତ୍ୟୁର ବର୍ଷକ ପରେ ସାନ ପୁଅର ମୃତ୍ୟୁକୁ ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଏ…

ଆଠଗଡ଼ ମେଘା ସେକ୍ଟରର ଅମ୍ଳାନ କାର୍ଯ୍ୟକ୍ରମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଆଠଗଡ଼ ମେଘା ସେକ୍ଟରର ଅମ୍ଳାନ କାର୍ଯ୍ୟକ୍ରମ

ଆଠଗଡ଼ ମେଘା ସେକ୍ଟରର ଅମ୍ଳାନ କାର୍ଯ୍ୟକ୍ରମ [caption id="attachment_8021" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼ (ଏନ୍‍.ଏମ୍‍.): ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକ୍ଷକ ଡ. ଦିଲ୍ଲିପ ଦାସଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମେଘା ସେକ୍ଟରର ୮ଗୋଟି ପଞ୍ଚାୟତର ୨୨ଗୋଟି ବିଦ୍ୟାଳୟରେ ଓ ୩୪ଗୋଟି ମମତା ଦିବସ ଶିବିରରେ ଅମ୍ଳାନ କାର୍ଯ୍ୟକ୍ରମ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍…

ଶ୍ରୀରଙ୍ଗପୁର ଠାରେ ଜାତୀୟ କନ୍ୟା ସନ୍ତାନ ଦିବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଶ୍ରୀରଙ୍ଗପୁର ଠାରେ ଜାତୀୟ କନ୍ୟା ସନ୍ତାନ ଦିବସ

ଶ୍ରୀରଙ୍ଗପୁର ଠାରେ ଜାତୀୟ କନ୍ୟା ସନ୍ତାନ ଦିବସ [caption id="attachment_8017" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‍.ଏମ୍‍.): ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମେଘା ସେକ୍ଟରର ଅନନ୍ତପୁର ପଞ୍ଚାୟତର ଶ୍ରୀରଙ୍ଗପୁର ଠାରେ ମେଘା ସେକ୍ଟରର ସମୂହ ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଜାତୀୟ କନ୍ୟା ସନ୍ତାନ ଦିବସ ଅନୁଷ୍ଠିତ ହୋଇଯାଇଛି । ମେଘା ସେକ୍ଟରର ବରିଷ୍ଠ ବହୁମୂଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍‌ଲମ୍‌ଙ୍କ ସଂଯୋଜନାରେ ବ୍ରହ୍ମପୁର…

‘ଲୋକ ସ୍ୱରାଜ ଓଡ଼ିଶା’ ଗଠନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

‘ଲୋକ ସ୍ୱରାଜ ଓଡ଼ିଶା’ ଗଠନ

‘ଲୋକ ସ୍ୱରାଜ ଓଡ଼ିଶା’ ଗଠନ [caption id="attachment_8014" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୬ତମ ଜନ୍ମ ଜୟନ୍ତୀ ଅବସରରେ ଏକ ସଂଗଠନ ଜନ୍ମନେଇଛି । ଲୋକ ସ୍ୱରାଜ ଓଡ଼ିଶା ନାମରେ ଏହି ସଂଗଠନ ସମାଜର ବିଭିନ୍ନ ଦିଗରେ କାର୍ଯ୍ୟକରିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ମହାନଦୀ ବିହାର ସ୍ଥିତ ଅରବିଟାଲ୍ ହାଉସ ସମ୍ମିଳନୀ କକ୍ଷରେ…

ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟର ସାହିତ୍ୟ ଓ ନାଟ୍ୟ ସଂସଦର ବାର୍ଷିକ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟର ସାହିତ୍ୟ ଓ ନାଟ୍ୟ ସଂସଦର ବାର୍ଷିକ ଉତ୍ସବ

ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟର ସାହିତ୍ୟ ଓ ନାଟ୍ୟ ସଂସଦର ବାର୍ଷିକ ଉତ୍ସବ [caption id="attachment_8011" align="alignnone" width="300"] News by Kanhucharan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ଜଗତପୁରସ୍ଥିତ ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟର ସାହିତ୍ୟ ସଂସଦ ଓ ନାଟ୍ୟ ସଂସଦର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମହା ବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସସ୍ମିତା ପଟ୍ଟନାୟକ ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ।…

ପୁରାଣପ୍ରସିଦ୍ଧ ମାଘମେଳା ପାଇଁ ପ୍ରସ୍ତୁତି ଜୋରଦାର: ଶ୍ରଦ୍ଧାଳୁଙ୍କ ଅପେକ୍ଷାରେ ଚନ୍ଦ୍ରଭାଗା ମେଳାପଡ଼ିଆ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପୁରାଣପ୍ରସିଦ୍ଧ ମାଘମେଳା ପାଇଁ ପ୍ରସ୍ତୁତି ଜୋରଦାର: ଶ୍ରଦ୍ଧାଳୁଙ୍କ ଅପେକ୍ଷାରେ ଚନ୍ଦ୍ରଭାଗା ମେଳାପଡ଼ିଆ

ପୁରାଣପ୍ରସିଦ୍ଧ ମାଘମେଳା ପାଇଁ ପ୍ରସ୍ତୁତି ଜୋରଦାର ଶ୍ରଦ୍ଧାଳୁଙ୍କ ଅପେକ୍ଷାରେ ଚନ୍ଦ୍ରଭାଗା ମେଳାପଡ଼ିଆ [caption id="attachment_8008" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ (ଏନ୍‌.ଏମ୍‌.): ପୁରାଣ ପ୍ରସିଦ୍ଧ ମାଘ ମେଳା ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ଓ କୋଣାର୍କ ଏନଏସି ପକ୍ଷରୁ କୋଣାର୍କ ଓ ଚନ୍ଦ୍ରଭାଗାଠାରେ ବ୍ୟାପକ ପ୍ରସ୍ତୁତି ଜାରିରହିଛି । ଚଳିତ ବର୍ଷ ଚନ୍ଦ୍ରଭାଗା ତୀର୍ଥ ପୂଷ୍କରଣୀରେ ୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ଚନ୍ଦ୍ରଭାଗା…

ପ୍ରଧାନମନ୍ତ୍ରୀ ଆବାସ ଯୋଜନରୁ ବଞ୍ଚିତ ହିତାଧିକାରୀଙ୍କ ଖଣ୍ଡପଡା ବ୍ଳକ ସମ୍ମୁଖରେ ବିକ୍ଷୋଭ
Slider ଦେଶ ବିଦେଶ ପପୁଲାର ନିଓଜ ରାଜନୀତି ରାଜ୍ୟ

ପ୍ରଧାନମନ୍ତ୍ରୀ ଆବାସ ଯୋଜନରୁ ବଞ୍ଚିତ ହିତାଧିକାରୀଙ୍କ ଖଣ୍ଡପଡା ବ୍ଳକ ସମ୍ମୁଖରେ ବିକ୍ଷୋଭ

ପ୍ରଧାନମନ୍ତ୍ରୀ ଆବାସ ଯୋଜନରୁ ବଞ୍ଚିତ ହିତାଧିକାରୀଙ୍କ ଖଣ୍ଡପଡା ବ୍ଳକ ସମ୍ମୁଖରେ ବିକ୍ଷୋଭ [caption id="attachment_8005" align="alignnone" width="300"] News by Sambitbhusan Senapati (Khandapada)[/caption] #ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ବ୍ଳକ ଅଧିନ ୨୨ଟି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ତାଲିକାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାମ ପ୍ରକାଶିତ ତାଲିକାରେ ନଥିବା ଜଣାଯାଇଛି । ଥିଲାବାଲା ଏକରଏକର ଜମିବାଡିର ମାଲିକ,…

କଟକରେ ସେକ୍ସ ର‌୍ୟାକେଟ ଠାବ: ରାଣୀ ମହୁମାଛି ସମେତ ୫ଯୁବତୀ ଏବେ ପୁଲିସ କବ୍‌ଜାରେ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକରେ ସେକ୍ସ ର‌୍ୟାକେଟ ଠାବ: ରାଣୀ ମହୁମାଛି ସମେତ ୫ଯୁବତୀ ଏବେ ପୁଲିସ କବ୍‌ଜାରେ

କଟକରେ ସେକ୍ସ ର‌୍ୟାକେଟ ଠାବ: ରାଣୀ ମହୁମାଛି ସମେତ ୫ଯୁବତୀ ଏବେ ପୁଲିସ କବ୍‌ଜାରେ [caption id="attachment_8001" align="alignnone" width="300"] News from Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକରେ ସେକ୍ସ ର‌୍ୟାକେଟ ଠାବ ହୋଇଥିବା ଜଣାପଡ଼ିଛି । ବାଦାମବାଡ଼ି ଥାନା ଅଞ୍ଚଳରେ ଦେହ ବ୍ୟବସାୟ ଚାଲିଥିବାବେଳେ ପୁଲିସକୁ ମିଳିଥିଲା ସୁରାକ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଦାମବାଡ଼ି ଥାନାର ଏକ ଟିମ ଅଚାନକ ଚଢ଼ାଉ କରିଥିଲେ ।…