ମାତୃଭାଷା, ସଂସ୍କୃତି, ପରମ୍ପରା ହିଁ ଜାତିର ନିର୍ଦ୍ଦିଷ୍ଟ ଜାତିର ପରିଚୟ : ଡବର
ମାତୃଭାଷା, ସଂସ୍କୃତି, ପରମ୍ପରା ହିଁ ଜାତିର ନିର୍ଦ୍ଦିଷ୍ଟ ଜାତିର ପରିଚୟ : ଡବର [caption id="attachment_8633" align="alignnone" width="300"] News by Akhsya Biswal (Rairangpur)[/caption] #ରାଇରଙ୍ଗପୁର(ଏନ୍.ଏମ୍.): ନିଜସ୍ୱ ମାତୃଭାଷା, ସଂସ୍କୃତି, ପରମ୍ପରା ନିର୍ଦ୍ଦିଷ୍ଠ ଜାତିର ପରିଚୟ ବହନ କରିଥାଏ । ତେଣୁ ପ୍ରତ୍ୟେକ ଆଦିବାସୀ ନିଜ ନିଜର ମାତୃଭାଷା, ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିବାକୁ ଯତ୍ନବାନ ହେବାକୁ ପ୍ରଖ୍ୟାତ ହୋ ଭାଷା ସାହିତ୍ୟିକ ଡବର ବୁଲିଉଲି ଆହ୍ୱାନ କରିଛନ୍ତି…




















