ଭିଜିଲାନ୍ସ ୬୦ ଦିନ ଭିତରେ ଦାଖଲ କରିପାରିଲାନି ଚାର୍ଜସିଟ: ତ୍ରିନାଥ ମିଶ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଭିଜିଲାନ୍ସ ୬୦ ଦିନ ଭିତରେ ଦାଖଲ କରିପାରିଲାନି ଚାର୍ଜସିଟ: ତ୍ରିନାଥ ମିଶ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭିଜିଲାନ୍ସ ୬୦ ଦିନ ଭିତରେ ଦାଖଲ କରିପାରିଲାନି ଚାର୍ଜସିଟ: ତ୍ରିନାଥ ମିଶ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ କଟକ(ଏନ୍‌.ଏମ୍‌.): ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ କମିଶନ୍‌ରେଟ ପୁଲିସର ଅତିରିକ୍ତ ଏସ୍‌ପି ପଦରୁ ବାଧ୍ୟତାମୂଳକ ଅବସରପାଇଥିବା ତ୍ରିନାଥ ମିଶ୍ରଙ୍କୁ ଆଜି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ହୋଇନପାରିବାରୁ ତାଙ୍କୁ ଏହି ଜାମିନ ମିଳିଛି । ପ୍ରମାଣ ନଷ୍ଟ ନକରିବା…

କଟକ ଜିଲ୍ଲା କଲରାବାଙ୍କ ଠାରେ କିସ ଅନୁଷ୍ଠାନ ପକ୍ଷରୁ ଖୋଲିଲା ସ୍ୱତନ୍ତ୍ର ଶାଖା

କଟକ ଜିଲ୍ଲା କଲରାବାଙ୍କ ଠାରେ କିସ ଅନୁଷ୍ଠାନ ପକ୍ଷରୁ ଖୋଲିଲା ସ୍ୱତନ୍ତ୍ର ଶାଖା କଟକ (ଏନ୍‌.ଏମ୍‌.): କଲରାବାଙ୍କ ଠାରେ ମଧ୍ୟ ଭୁବନେଶ୍ୱର କିଟ, କିସ ଅନୁଷ୍ଠାନ ଭଳି ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନର ବ୍ୟବସ୍ଥା କରିଛନ୍ତି କିଟ୍‌ର ମୁଖ୍ୟ ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅନୁଷ୍ଠାନର ଶୁଭ ଉଦ୍‌ଘାଟନ କରିଛନ୍ତି ।

ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗିବ କେବେ ? : ମହାନଦୀ ବ୍ୟାରେଜ ଏବେ ପାଲଟିଛି ଆକ୍ସିଡେଣ୍ଟ ଜୋନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗିବ କେବେ ? : ମହାନଦୀ ବ୍ୟାରେଜ ଏବେ ପାଲଟିଛି ଆକ୍ସିଡେଣ୍ଟ ଜୋନ

ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗିବ କେବେ ?: ମହାନଦୀ ବ୍ୟାରେଜ ଏବେ ପାଲଟିଛି ଆକ୍ସିଡେଣ୍ଟ ଜୋନ [caption id="attachment_4548" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] କଟକ(ଏନ୍‌.ଏମ୍‌): ମହାନଦୀ ବ୍ୟାରେଜ ଏବେ ଆକ୍ସିଡେଣ୍ଟ ଜୋନ ପାଲଟିଛି । ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ତଥା ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହି ବ୍ୟାରେଜରାସ୍ତାରେ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଅଭିଯୋଗ ହୋଇଛି । ଏହି ବ୍ୟାରେଜ ଉପରେ ଯାଇଥିବା ସେତୁ ରାସ୍ତାଟି…

ଘରୋଇ ଡ୍ରାଇଭରମାନଙ୍କ ଦାବି ୩ମାସ ମଧ୍ୟରେ ପୂରଣ ହେବ: ମନ୍ତ୍ରୀ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଘରୋଇ ଡ୍ରାଇଭରମାନଙ୍କ ଦାବି ୩ମାସ ମଧ୍ୟରେ ପୂରଣ ହେବ: ମନ୍ତ୍ରୀ

ଘରୋଇ ଡ୍ରାଇଭରମାନଙ୍କ ଦାବି ୩ମାସ ମଧ୍ୟରେ ପୂରଣ ହେବ: ମନ୍ତ୍ରୀ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ରାଜ୍ୟ ଘରୋଇ ଡ୍ରାଇଭର ମହାସଂଘ ତରଫରୁ ବିଭିନ୍ନ ଦାବି ନେଇ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ବିକ୍ଷୋଭ କରାଯାଇଛି । ରାଜ୍ୟର ୩୦ଟି ଜିଲ୍ଲାରୁ ଘରୋଇ ଡ୍ରାଇଭରମାନେ ବହୁସଂଖ୍ୟାରେ ଧାରଣାରେ ସାମିଲ ହୋଇଥିଲେ । ଡ୍ରାଇଭରମାନେ ସ୍ୱଳ୍ପ ଦରମାରେ କାର୍ଯ୍ୟ କରୁଥିବାବେଳେ ସେମାନଙ୍କ ଲାଗି ଜୀବନବୀମା କରାଇବା ଓ ଅବସର ପରେ ପେନ୍‌ସନ୍ ପ୍ରଦାନ କରିବା ସହିତ ବିଭିନ୍ନ…

ବର୍ଷୀୟାନ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଆଉ ନାହାନ୍ତି
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ବର୍ଷୀୟାନ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଆଉ ନାହାନ୍ତି

ବର୍ଷୀୟାନ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଆଉ ନାହାନ୍ତି ଭୁବନେଶ୍ୱର(ଏନ୍‌.ଏମ୍‌.): ପରଲୋକରେ ବର୍ଷୀୟାନ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର । ଗତ ରବିବାର ରାତିରେ ସତ୍ୟନଗରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଆଜି ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଛି । ସ୍ୱର୍ଗତ କର ଏକାଧାରରେ ଜଣେ ସଂଗୀତଜ୍ଞ,…

ଜଗତପୁରରେ ନାହିଁ ବସଷ୍ଟାଣ୍ଡ କି ଯାତ୍ରୀ ବିଶ୍ରାମାଗାର: ଅସହ୍ୟ ତାତିରେ ହନ୍ତସନ୍ତ ଲୋକେ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଜଗତପୁରରେ ନାହିଁ ବସଷ୍ଟାଣ୍ଡ କି ଯାତ୍ରୀ ବିଶ୍ରାମାଗାର: ଅସହ୍ୟ ତାତିରେ ହନ୍ତସନ୍ତ ଲୋକେ

ଜଗତପୁରରେ ନାହିଁ ବସଷ୍ଟାଣ୍ଡ କି ଯାତ୍ରୀ ବିଶ୍ରାମାଗାର: ଅସହ୍ୟ ତାତିରେ ହନ୍ତସନ୍ତ ଲୋକେ [caption id="attachment_4537" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): ଗୋଟିଏ ପଟେ ଗମନାଗମର ସୁବିଧା ପାଇଁ ରାଜ୍ୟସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ବିଭିନ୍ନ ରୁଟରେ ମୋ ବସ ସେବା ଚଳାଇଥିବାବେଳେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଛକ ବଜାର ତଥା ବସ ରହଣୀ ନିମନ୍ତେ ବସଷ୍ଟପ ବ୍ୟବସ୍ଥା କରାଇଛନ୍ତି ।…

ଚିଲିକାରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଚିଲିକାରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ

ଚିଲିକାରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ [caption id="attachment_4534" align="alignnone" width="300"] Photo By I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳ କ୍ଷେତ୍ର ପରିଦର୍ଶନରେ ଯାଇ ଉଭୟ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ…

ଜଗତପୁର ବିରୂପାନଦୀରେ ଶୁଦ୍ଧିଗୃହ ଓ ତୁଠ ନିର୍ମାଣକୁ ନେଇ କୁହୁଳୁଛି ଅସନ୍ତୋଷ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଜଗତପୁର ବିରୂପାନଦୀରେ ଶୁଦ୍ଧିଗୃହ ଓ ତୁଠ ନିର୍ମାଣକୁ ନେଇ କୁହୁଳୁଛି ଅସନ୍ତୋଷ

ଜଗତପୁର ବିରୂପାନଦୀରେ ଶୁଦ୍ଧିଗୃହ ଓ ତୁଠ ନିର୍ମାଣକୁ ନେଇ କୁହୁଳୁଛି ଅସନ୍ତୋଷ [caption id="attachment_4530" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡ଼ ଜଗତପୁର ଅଞ୍ଚଳରେ ନିର୍ମାଣ ଚାଲିଥିବା ଶୁଦ୍ଧିଗୃହ ଓ ତୁଠ ନିର୍ମାଣ କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି । ଏହି ୱାର୍ଡର ଜନସାଧାରଣ ଶବ ସଂସ୍କାର ଓ ଶୁଦ୍ଧିକ୍ରିୟା ନିମନ୍ତେ ନିମପୁର ଗ୍ରାମ୍ୟ ଶ୍ମଶାନ ଉପରେ ନିର୍ଭର…

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି: ଶୋଚନୀୟ ଅବସ୍ଥାରେ କେନ୍ଦ୍ରାପଡ଼ା କେନାଲ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି: ଶୋଚନୀୟ ଅବସ୍ଥାରେ କେନ୍ଦ୍ରାପଡ଼ା କେନାଲ

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି: ଶୋଚନୀୟ ଅବସ୍ଥାରେ କେନ୍ଦ୍ରାପଡ଼ା କେନାଲ [caption id="attachment_4527" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] କଟକ(ଏନ୍‌.ଏମ୍‌.): ଜନସାଧାରଣଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ସରକାର ଅନେକ ଯୋଜନା କରୁଛନ୍ତି । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ସରକାରଙ୍କ ଦ୍ୱାରା ବ୍ୟୟ ହେଉଥିବା ଅର୍ଥ ପାଣିରେ…

ସଚିବାଳୟ ସେବା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସଚିବାଳୟ ସେବା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ସଚିବାଳୟ ସେବା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ [caption id="attachment_4523" align="alignnone" width="300"] Photo by I&PR Odisha[/caption] ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡିଶାର ଅଗ୍ରଣୀ କର୍ମଚାରୀ ସଂଗଠନ, ସଚିବାଳୟ ସେବା ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ଖାରବେଳ ନଗର ସ୍ଥିତ କାର୍ଯ୍ୟାଳୟ ଖାରବେଳନଗର କାର୍ଯ୍ୟାଳୟ ‘ଓସା ହାଉସ’ ରେ ଆୟୋଜିତ ଏହି ନିର୍ବାଚନରେ ସଭ୍ୟ ସଭ୍ୟାମାନେ ଅଂଶଗ୍ରହଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ…

ମାହାଙ୍ଗା ହତ୍ୟାକାଣ୍ଡ ମାମଲା: ଯମ ଦେଖାଇଲା ଡେମୋ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମାହାଙ୍ଗା ହତ୍ୟାକାଣ୍ଡ ମାମଲା: ଯମ ଦେଖାଇଲା ଡେମୋ

ମାହାଙ୍ଗା ହତ୍ୟାକାଣ୍ଡ ମାମଲା: ଯମ ଦେଖାଇଲା ଡେମୋ [caption id="attachment_4520" align="alignnone" width="300"] ଫଟୋ- ରମେଶ ଦାସ (ମାହାଙ୍ଗା)[/caption] ମାହାଙ୍ଗା(ଏନ୍‌.ଏମ୍‌.): ମାହାଙ୍ଗା, ବହୁ ଚର୍ଚ୍ଚିତ କୁସୁପୁର ଗଣହତ୍ୟା ଘଟଣା ସାରା ଓଡିଶାକୁ ଦୋହଲାଇଦେଇଥିବା ବେଳେ, କୁସୁପୁର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି । ସାମାନ୍ୟ ସମ୍ପତ୍ତି ପାଇଁ ହତ୍ୟାକାଣ୍ଡ । ଭାଇ, ଭାଉଜ, ପୁତୁରା, ଝିଆରୀ ସମେତ ୫ଜଣଙ୍କୁ ହତ୍ୟା କରି ଥାନରେ ଆତ୍ମ ସମର୍ପଣ କରିଛି ଅଭିଯୁକ୍ତ…

ମା’ ଶାରଳା ମହିଳା ସଂଗଠନ ପକ୍ଷରୁ ଜଳଛତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ମା’ ଶାରଳା ମହିଳା ସଂଗଠନ ପକ୍ଷରୁ ଜଳଛତ୍ର

ମା’ ଶାରଳା ମହିଳା ସଂଗଠନ ପକ୍ଷରୁ ଜଳଛତ୍ର [caption id="attachment_4516" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ପବିତ୍ର ପଣା ସଂକ୍ରାନ୍ତି ଠାରୁ ବୃଷ ସଂକ୍ରାନ୍ତି ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ । ତେଣୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଥିକମାନେ ତୃଷାର୍ତ୍ତ ରହିବା ସ୍ୱାଭାବିକ । ସେମାନଙ୍କୁ ଜଳମୁନ୍ଦାଏ ଯୋଗାଇ ତୃଷା ମେଣ୍ଟାଇ ପାରିଲେ ମାନବ ଧର୍ମ ସାର୍ଥକ ହେବ ବୋଲି ବିଶ୍ୱାସ…

ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ

ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ନିମପୁର ଶବର ସାହି ଅଞ୍ଚଳର ବହୁ ପୁରାତନ ଅଧିଷ୍ଠାତ୍ରୀ ଦେବୀ ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଗତକାଲି ଏକ କଳସ ଶୋଭାଯାତ୍ରା ମା’ଙ୍କ ପୀଠରୁ ବାହାରି ମହାନଦୀ ଘାଟରୁ ଜଳ ପୂର୍ଣ୍ଣ କଳସୀ ଅଣାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପ୍ରଦୀପ ଦେହୁରୀ ଓ ପୁଷ୍ପା ଦେହୁରୀ କର୍ତ୍ତା ଓ କର୍ତ୍ତିଭାବେ ସଂକଳ୍ପ ନେଇଥିଲେ…

ବିଦେଶୀ ମଦ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିଦେଶୀ ମଦ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବିଦେଶୀ ମଦ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ନୂଆସାହି-ପୋଡାବର ରାସ୍ତାରୁ ବିଦେଶୀ ମଦ ବୋଝେଇ ପିକଅପ ଗାଡିକୁ ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ସ୍ଥାନୀୟ ଚମ୍ପତି ଗ୍ରାମର ରାକା ଓରଫ ରାକେଶ ଭୋଇ(୩୦) ବୋଲି ଜଣାପଡ଼ିଛି । ପୁଲିସ ପୂର୍ବରୁ ଏହି ଲୁଟ ଘଟଣାରେ ପିକଅପ ଗାଡି ଡ୍ରାଇଭର ସମେତ…

ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ ଜଳଛତ୍ର କେନ୍ଦ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ ଜଳଛତ୍ର କେନ୍ଦ୍ର

ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ ଜଳଛତ୍ର କେନ୍ଦ୍ର କଟକ(ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ଅନୁଷ୍ଠାନ କଟକ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସ୍ଥାନୀୟ ନୂଆପଡ଼ା ଭାରତ ରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏଥି ସହିତ ପରିଷଦ ପକ୍ଷରୁ କଟକ-ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥ ବାଲିକୁଦାଛକ ନିକଟରେ ଉଦ୍‌ଘାଟିତ ଏହି ଜଳଛତ୍ର କେନ୍ଦ୍ର ଉଦ୍‌ଘାଟନ ହୋଇଥିଲା । ଜନସାଧାରଣଙ୍କୁ ଗ୍ରୀଷ୍ମ ପ୍ରଭାବରୁ ତୃଷ୍ଣା ମେଣ୍ଟାଇବା ଉଦ୍ଦେଶ୍ୟରେ ଏହି…

ଜଗତପୁରରେ ତାରାତାରିଣୀଙ୍କ ବାର୍ଷିକୋତ୍ସବ ଓ ଝାମୁଯାତ୍ରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଜଗତପୁରରେ ତାରାତାରିଣୀଙ୍କ ବାର୍ଷିକୋତ୍ସବ ଓ ଝାମୁଯାତ୍ରା

ଜଗତପୁରରେ ତାରାତାରିଣୀଙ୍କ ବାର୍ଷିକୋତ୍ସବ ଓ ଝାମୁଯାତ୍ରା [caption id="attachment_4503" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଆଇ.ବି ରୋଡ ସ୍ଥିତ ନିମପୁର ନୂତନ ବସ୍ତିରେ ମା ତାରାତାରିଣୀଙ୍କ ବାର୍ଷିକୋତ୍ସବ ଉପଲକ୍ଷେ ପବିତ୍ର ଝାମୁଯାତ୍ରା ବହୁ ନୀତିକାନ୍ତିରେ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଯାଇଛି । ମା’ଙ୍କ ମୁଖ୍ୟ ଦେହୁରୀ କୃଷ୍ଣ ନାୟକଙ୍କ ଦ୍ୱାରା ଏହି ଯାତ୍ରା ପରିଚାଳନା କରାଯାଇଥିଲା । ଦୀର୍ଘ ୧୫ ବର୍ଷଧରି ମାଙ୍କ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ…

ଲକ୍ଷ୍ମୀ ନାରାୟଣ ସାହୁ କଲେଜ ନୂତନ ଗୃହର ଶିଳାନ୍ୟାସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଲକ୍ଷ୍ମୀ ନାରାୟଣ ସାହୁ କଲେଜ ନୂତନ ଗୃହର ଶିଳାନ୍ୟାସ

ଲକ୍ଷ୍ମୀ ନାରାୟଣ ସାହୁ କଲେଜ ନୂତନ ଗୃହର ଶିଳାନ୍ୟାସ ଜଗତପୁର(ଏନ୍‍.ଏମ୍‍.): ଜଗତପୁରସ୍ଥିତ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟର ୨ଗୋଟି ଶ୍ରେଣୀ ଗୃହ ପାଇଁ ଶିଳାନ୍ୟାସ ହୋଇଯାଇଛି । କଲେଜ ଅଧ୍ୟକ୍ଷା ପ୍ରଫେସର ସସ୍ମିତା ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ୫୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ଦୁଇଗୋଟି ଶ୍ରେଣୀଗୃହର ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ନାନିତ ଅତିଥିଭାବେ ସିଏମସି…

ମହାନଦୀ ଟ୍ରାଜେଡି: ମହାନଦୀରେ ୩ ଦିନରେ ୩ ମୃତ ଦେହ ଉଦ୍ଧାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ମହାନଦୀ ଟ୍ରାଜେଡି: ମହାନଦୀରେ ୩ ଦିନରେ ୩ ମୃତ ଦେହ ଉଦ୍ଧାର

ମହାନଦୀ ଟ୍ରାଜେଡି: ମହାନଦୀରେ ୩ ଦିନରେ ୩ ମୃତ ଦେହ ଉଦ୍ଧାର [caption id="attachment_4497" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] କଟକ (ଏନ୍‍.ଏମ୍‍.): ମହାନଦୀରେ ଭାସି ଯାଇଥିବା ୩ଜଣ ପିଲାଙ୍କ ମଧ୍ୟରୁ ୨ଜଣଙ୍କ ମୃତଦେହ ପୂର୍ବରୁ ମିଳିଥିବାବେଳେ ଆଜି ଆଉ ଜଣେ ପିଲାର ମୃତଦେହକୁ ଓଡ୍ରାଫ ଟିମ ଉଦ୍ଧାର କରିଛି । ତେବେ ମହାନଦୀର ବ୍ୟାରେଜ ପାର୍କ ନିକଟରେ ଗାଧୋଉଥିବାବେଳେ ୩ଜଣ ଯାକ ସାଙ୍ଗ ଭାସି ଯାଇଥିଲେ ।…

ଅର୍ଥାଭାବ ଯୋଗୁଁ ଅଧାପନ୍ତରିଆ ଅବସ୍ଥାରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଅର୍ଥାଭାବ ଯୋଗୁଁ ଅଧାପନ୍ତରିଆ ଅବସ୍ଥାରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର

ଅର୍ଥାଭାବ ଯୋଗୁଁ ଅଧାପନ୍ତରିଆ ଅବସ୍ଥାରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର [caption id="attachment_4490" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): ଅର୍ଥାଭାବ ଯୋଗୁଁ ଅଧାପନ୍ତରିଆ ଭାବେ ପଡ଼ିରହିଛି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର । କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଜଗତପୁର ନିମପୁର ଠାରେ ୨୦୧୨ ମସିହାରେ ଏକ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିପାଇଁ ୪ ଲକ୍ଷ ୨୫ ହଜାର ଟଙ୍କା…