ଶେଷ ହେଲା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା
ଶେଷ ହେଲା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା [caption id="attachment_7680" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ଶରୀରର କୌଣସି ଅଙ୍ଗ ପ୍ରତ୍ୟେଙ୍ଗ ଅଚଳ ହୋଇଗଲେ ସାରା ଜୀବନ ଅଚଳ ହୋଇଯିବ ସେଭଳି ହୀନ ମାନସିକତାକୁ ଦୂର କରିବା ତଥା ଅକ୍ଷମ ବ୍ୟକ୍ତିଙ୍କ ମନରେ ନୂତନ ଆଶା ସଞ୍ଚାର କରାଇ ସମାଜରେ ସକ୍ଷମ କରାଇବା ଉଦ୍ଦେଶ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ଏକ କ୍ରୀଡ଼ା ପ୍ରତିଯୋଗିତା…




















