ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ବିରୋଧରେ କଟକ ବିଜେଡିର ରଣ ହୁଙ୍କାର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ବିରୋଧରେ କଟକ ବିଜେଡିର ରଣ ହୁଙ୍କାର

ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ବିରୋଧରେ କଟକ ବିଜେଡିର ରଣ ହୁଙ୍କାର କଟକ(ଏନ୍‌.ଏମ୍‌.): ଦୀର୍ଘଦିନ ପରେ ବିଜୁ ଜନତା ଦଳ କେନ୍ଦ୍ରର ବିଜେପି ସରକାର ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି । ପେଟ୍ରୋଲ୍ ଡିଜେଲ୍ ସହ ରନ୍ଧନ ଗ୍ୟାସ ଦର ଅହେତୁକ ଭାବେ ବୃଦ୍ଧି ପାଇଥିବାରୁ କେନ୍ଦ୍ରର ବିଜେପି ନେତୃତ୍ୱାଧିନ ଏନଡିଏ ସରକାରଙ୍କୁ ଦାୟୀ କରି ବିଜେଡି ପ୍ରତିବାଦ ଆରମ୍ଭ କରିଛି । ଆଜିଠାରୁ ସମଗ୍ର ରାଜ୍ୟରେ ଯୁବ ବିଜେଡି,…

ମହଙ୍ଗା ହେଲା ମୋବାଇଲ୍ ରିଚାର୍ଜ, ପ୍ରିପେଡ୍ ଶୁଳ୍କ ୨୦ ରୁ ୨୫ ପ୍ରତିଶତକୁ ବୃଦ୍ଧି କଲା ଏୟାରଟେଲ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମହଙ୍ଗା ହେଲା ମୋବାଇଲ୍ ରିଚାର୍ଜ, ପ୍ରିପେଡ୍ ଶୁଳ୍କ ୨୦ ରୁ ୨୫ ପ୍ରତିଶତକୁ ବୃଦ୍ଧି କଲା ଏୟାରଟେଲ

ମହଙ୍ଗା ହେଲା ମୋବାଇଲ୍ ରିଚାର୍ଜ, ପ୍ରିପେଡ୍ ଶୁଳ୍କ ୨୦ ରୁ ୨୫ ପ୍ରତିଶତକୁ ବୃଦ୍ଧି କଲା ଏୟାରଟେଲ ନୂଆଦିଲ୍ଲୀ (ଏନ୍‌.ଏମ୍‌.):  ମୋବାଇଲରେ କଥାବାର୍ତ୍ତା କରି ନେଟ୍ ସର୍ଫିଂ ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ମୋବାଇଲ୍ ଫୋନ୍ ରିଚାର୍ଜ ବର୍ତ୍ତମାନ ମହଙ୍ଗା ହୋଇଛି । ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍ ମୋବାଇଲ୍ ଶୁଳ୍କକୁ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା…

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ଚୌଦ୍ୱାର(ଏନ୍‌.ଏମ୍‌.): ସମ୍ପ୍ରତି ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ରୋଷେଇ ଘରକୁ ସ୍ଥାଣୁ କରିଦେଇଛି । ବାରମ୍ବାର ଦରବୃଦ୍ଧି ଯୋଗୁଁ ମହିଳାମାନେ ପ୍ରଭାବିତ ହୋଇଛନ୍ତି । ତେବେ ଏହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଚୌଦ୍ୱାର-କଟକର ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ରନ୍ଧନ…

ଭିନ୍ନକ୍ଷମଙ୍କୁ ଦାଦାବଟି ମାଗି କ୍ୟାବିିନକୁ ଓଲଟାଇ ଦେଲେ ଦୁବୃର୍ତ୍ତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭିନ୍ନକ୍ଷମଙ୍କୁ ଦାଦାବଟି ମାଗି କ୍ୟାବିିନକୁ ଓଲଟାଇ ଦେଲେ ଦୁବୃର୍ତ୍ତ

ଭିନ୍ନକ୍ଷମଙ୍କୁ ଦାଦାବଟି ମାଗି କ୍ୟାବିିନକୁ ଓଲଟାଇ ଦେଲେ ଦୁବୃର୍ତ୍ତ ଜଗତପୁର(ଏନ୍‌.ଏମ୍‌.): କମିଶନରେଟ ପୁଲିସ ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି, ଲୁଟ, ଦାଦାବଟି ଓ ହତ୍ୟାକାଣ୍ଡ ଭଳି ଘଟଣା ବୃଦ୍ଧିପାଇ ପୁଲିସକୁ ଖୋଲା ଚାଲେଞ୍ଜ କରି ଚାଲିଛନ୍ତି ଦୁର୍ବୃତ୍ତ । ଅପରାଧ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୁଲିସ ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ ଦୁବୃର୍ତ୍ତମାନେ ଏହାକୁ ହଜମ କରି ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବିଶେଷ କରି…

ବେଆଇନ ବାଲି ଚାଲଣ ପ୍ରତିବାଦରେ ଟାଙ୍ଗୀ-ଚୌଦ୍ୱାର ତହସିଲ ସମ୍ମୁଖରେ ସିପିଆଇ(ଏମ୍‌) ପକ୍ଷରୁ ଗଣବିକ୍ଷୋଭ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବେଆଇନ ବାଲି ଚାଲଣ ପ୍ରତିବାଦରେ ଟାଙ୍ଗୀ-ଚୌଦ୍ୱାର ତହସିଲ ସମ୍ମୁଖରେ ସିପିଆଇ(ଏମ୍‌) ପକ୍ଷରୁ ଗଣବିକ୍ଷୋଭ

ବେଆଇନ ବାଲି ଚାଲଣ ପ୍ରତିବାଦରେ ଟାଙ୍ଗୀ-ଚୌଦ୍ୱାର ତହସିଲ ସମ୍ମୁଖରେ ସିପିଆଇ(ଏମ୍‌) ପକ୍ଷରୁ ଗଣବିକ୍ଷୋଭ କଟକ(ଏନ୍‌.ଏମ୍‌.): ବିରୂପା ନଦୀରୁ ବାଲି ମାଫିଆମାନେ ବେଆଇନ ଭାବେ ବାଲି ଚାଲଣ କରୁଥିବାବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପ୍ରଶାସନ । ବିଭାଗୀୟ ଅଧିକାରୀଙ୍କ ଗୋଚରରେ ପ୍ରତିଦିନ ଶହ ଶହ ଟ୍ରିପ ବାଲି ହେଉଛି ଚୋରା ଚାଲଣ । ଅନ୍ୟପକ୍ଷରେ ଦୁର୍ବଳ ନଦୀବନ୍ଧ ରାସ୍ତାରେ ଭାରିଯାନ ଚଳାଚଳ ପାଇଁ ସ୍ଥାନୀୟ ତହସିଲଦାର ନିଷେଧାଦେଶ ଦେଇଥିଲେ ମଧ୍ୟ ବାଲି…

ତିନିଦିନ ଧରି ଗାନ୍ଧୀ ଯୁବଶିବିର ପାଇଁ ପ୍ରସ୍ତୁତି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ତିନିଦିନ ଧରି ଗାନ୍ଧୀ ଯୁବଶିବିର ପାଇଁ ପ୍ରସ୍ତୁତି ବୈଠକ

ତିନିଦିନ ଧରି ଗାନ୍ଧୀ ଯୁବଶିବିର ପାଇଁ ପ୍ରସ୍ତୁତି ବୈଠକ ନିଆଳୀ(ଏନ୍‌.ଏମ୍‌.): ଓଡିଶାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ପରିବାର ତରଫରୁ ଆଗାମୀ ଦିନରେ ତ୍ରିଦିବସ ଗାନ୍ଧୀଯୁବ ଶିବିର ଆୟୋଜନ ହେବା ପାଇଁ ପ୍ରସ୍ତୁତି ବୈଠକ ବଢିଆସାହି ସ୍ଥିତ କାର୍ଯ୍ୟାଳୟ ତଥା ଏଲ.ଏଚ.ଏସ କୋଚିଂ ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଚେୟାରମ୍ୟାନ ଯୁବ ସମାଜସେବୀ ତଥା ଓଡିଶା ଗାନ୍ଧୀବାଦୀ ଫୋରମର ରାଜ୍ୟ ଯୁବ ସଭାପତି…

ସମଗ୍ର ଦେଶର ମତ୍ସ୍ୟ କ୍ଷେତ୍ରରେ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ ସାମୁଦ୍ରିକ ଜିଲ୍ଲା’ ଭାବେ ପୁରସ୍କୃତ ହେଲା ବାଲେଶ୍ୱର ଜିଲ୍ଲା
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ସମଗ୍ର ଦେଶର ମତ୍ସ୍ୟ କ୍ଷେତ୍ରରେ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ ସାମୁଦ୍ରିକ ଜିଲ୍ଲା’ ଭାବେ ପୁରସ୍କୃତ ହେଲା ବାଲେଶ୍ୱର ଜିଲ୍ଲା

ସମଗ୍ର ଦେଶର ମତ୍ସ୍ୟ କ୍ଷେତ୍ରରେ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ ସାମୁଦ୍ରିକ ଜିଲ୍ଲା’ ଭାବେ ପୁରସ୍କୃତ ହେଲା ବାଲେଶ୍ୱର ଜିଲ୍ଲା ଭୁବନେଶ୍ୱର/ବାଲେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱରଠାରେ ଭାରତ ସରକାରଙ୍କର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଗୋପାଳନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ମତ୍ସ୍ୟ ଦିବସ-୨୦୨୧ ପାଳନ ଅବସରରେ ବାଲେଶ୍ୱର ଜିଲ୍ଲାକୁ ଶ୍ରେଷ୍ଠ ସାମୁଦ୍ରିକ ଜିଲ୍ଲା ଭାବେ ସମ୍ମାନ ପ୍ରଦାନ କରାଯାଇଛି । ଏହା ଫଳରେ ଓଡ଼ିଶା ମତ୍ସ୍ୟକ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରି ଅନ୍ୟ…

କିଶୋରୀ ବାଳିକାମାନଙ୍କ ନିମନ୍ତେ ରାଜ୍ୟସ୍ତରୀୟ ‘ଅଦ୍ୱିକା’ ସମ୍ମିଳନୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

କିଶୋରୀ ବାଳିକାମାନଙ୍କ ନିମନ୍ତେ ରାଜ୍ୟସ୍ତରୀୟ ‘ଅଦ୍ୱିକା’ ସମ୍ମିଳନୀ

କିଶୋରୀ ବାଳିକାମାନଙ୍କ ନିମନ୍ତେ ରାଜ୍ୟସ୍ତରୀୟ ‘ଅଦ୍ୱିକା’ ସମ୍ମିଳନୀ ଭୁବନେଶ୍ୱର(ଏନ୍‌.ଏମ୍‌.): କିଶୋରୀ ବାଳିକାମାନଙ୍କ ସାମଗ୍ରିକ ବିକାଶ ଏବଂ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ୨୦୨୦ ମସିହା ଅକେଫାବର ୧୧ତାରିଖରେ ଆରମ୍ଭ ହୋଇଥିବା ‘ଅଦ୍ୱିକା’ କାର୍ଯ୍ୟକ୍ରମକୁ ଇତି ମଧ୍ୟରେ ଏକ ବର୍ଷ ପୂର୍ତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ଶିଶୁ ଅଧିକାର ସପ୍ତାହର ଶେଷ ଦିନରେ ମହିଳା ଓ ଶିଶୁ…

ମୋଦିଙ୍କୁ ଚିଠି ଲେଖିଲେ ନବୀନ: ‘ଆହୁରି ୮ ମାସ ମାଗଣା ରାସନ ଦିଅ’
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମୋଦିଙ୍କୁ ଚିଠି ଲେଖିଲେ ନବୀନ: ‘ଆହୁରି ୮ ମାସ ମାଗଣା ରାସନ ଦିଅ’

ମୋଦିଙ୍କୁ ଚିଠି ଲେଖିଲେ ନବୀନ: ‘ଆହୁରି ୮ ମାସ ମାଗଣା ରାସନ ଦିଅ’ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)କୁ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି । ପୂର୍ବ ଘୋଷଣା ମୁତାବକ ୭ ମାସ ମାଗଣା ରାସନ୍ ଦିଆଯାଇଥିବା ବେଳେ ଆହୁରି ୮ ମାସ ଏହାକୁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ସମ୍ପ୍ରତି ରାଜ୍ୟରେ…

ସାହାରା ଜମାକର୍ତ୍ତା ସୁରକ୍ଷା ମଞ୍ଚର ସମାବେଶ: ମ୍ୟାଚୁରିଟି ପ୍ରାପ୍ୟ ତୁରନ୍ତ ପାଇବା ପାଇଁ ଆଲୋଚନା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସାହାରା ଜମାକର୍ତ୍ତା ସୁରକ୍ଷା ମଞ୍ଚର ସମାବେଶ: ମ୍ୟାଚୁରିଟି ପ୍ରାପ୍ୟ ତୁରନ୍ତ ପାଇବା ପାଇଁ ଆଲୋଚନା

ସାହାରା ଜମାକର୍ତ୍ତା ସୁରକ୍ଷା ମଞ୍ଚର ସମାବେଶ: ମ୍ୟାଚୁରିଟି ପ୍ରାପ୍ୟ ତୁରନ୍ତ ପାଇବା ପାଇଁ ଆଲୋଚନା କଟକ(ଏନ୍‌.ଏମ୍‌.): ଦୀର୍ଘ ଦିନ ଧରି ସାହାରା ଇଣ୍ଡିଆ ବିଭିନ୍ନ କ୍ରେଡିଟ କୋଅପରେଟିଭ ସୋସାଇଟି ଅନ୍ତର୍ଗତ ଜମା ଯୋଜନାର ମ୍ୟାଚୁରିଟି ପ୍ରାପ୍ୟ ଜମାକର୍ତ୍ତାଙ୍କୁ ଫେରାଉନଥିବା ଅଭିଯୋଗ ହୋଇଛି । ଦୀର୍ଘ ଦିନ ଧରି ସେମାନଙ୍କ ପ୍ରାପ୍ୟ ପାଉନଥିବା ଯୋଗୁ ଅସନ୍ତୁଷ୍ଟ ଜମାକର୍ତ୍ତା ଓ କାର୍ଯ୍ୟକର୍ତ୍ତା ମାନଙ୍କର ଏକ ସମାବେଶ \"ସାହାରା ଜମାକର୍ତ୍ତା ସୁରକ୍ଷା ମଞ୍ଚ’ତରଫରୁ ସ୍ଥାନୀୟ…

ରାଜ୍ୟ ଆଇନ ସେବା ଭବନରେ ଖୋଲିଲା ମଧ୍ୟସ୍ଥତା କେନ୍ଦ୍ର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜ୍ୟ ଆଇନ ସେବା ଭବନରେ ଖୋଲିଲା ମଧ୍ୟସ୍ଥତା କେନ୍ଦ୍ର

ରାଜ୍ୟ ଆଇନ ସେବା ଭବନରେ ଖୋଲିଲା ମଧ୍ୟସ୍ଥତା କେନ୍ଦ୍ର #କଟକ(ଏନ୍‌.ଏମ୍‌.): ରାଜ୍ୟ ଆଇନ ସେବା ଭବନରେ ମଧ୍ୟସ୍ଥତା କେନ୍ଦ୍ର ଉଦଘାଟିତ ହୋଇଛି । ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ ଏମ ଖାନଉଇଲକର ଓ ଜଷ୍ଟିସ ଏ ଏସ ବୋପାନ୍ନାଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଯାଇଛି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ ମୁରଲୀଧର ମଧ୍ୟ ଉପସ୍ଥିତ ଥିଲେ । ଗତ ସେପ୍ଟେମ୍ବର ୨୫ରେ ସୁପ୍ରିମକୋର୍ଟର…

ମହାନଦୀରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମହାନଦୀରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ମହାନଦୀରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ #କଟକ(ଏନ୍‌.ଏମ୍‌.): ଆଜି ମହାନଦୀ ବ୍ୟାରେଜ ନିକଟରୁ ଏକ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି । ଯୋବ୍ରା ଆନିକୋଟ ବ୍ରିଜ ୮୪ ନମ୍ବର ଗେଟ୍‌ରେ ଶବ ଟିଏ ଲାଗି ଥିବାର ପ୍ରାତଃ ଭ୍ରମଣ କରୁଥିବା କିଛି ଲୋକ ଦେଖି ଜଗତପୁର ଥାନାକୁ ଖବର ଦେଇଥିଲେ । ଖବରପାଇ ଜଗତପୁର ଥାନା ଘଟଣାସ୍ଥଳରେ ପହଞ୍ôଚ ଅଗ୍ନିଶମ…

ପ୍ରକାଶ ପାଇଲା ସ୍ୱତନ୍ତ୍ର ଯୁକ୍ତ-୨ ପରୀକ୍ଷା ଫଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପ୍ରକାଶ ପାଇଲା ସ୍ୱତନ୍ତ୍ର ଯୁକ୍ତ-୨ ପରୀକ୍ଷା ଫଳ

ପ୍ରକାଶ ପାଇଲା ସ୍ୱତନ୍ତ୍ର ଯୁକ୍ତ-୨ ପରୀକ୍ଷା ଫଳ #ଭୁବନେଶ୍ୱର(ଏନ୍‌.ଏମ୍‌.): ଯୁକ୍ତ-୨ର ସ୍ୱତନ୍ତ୍ର ପରୀକ୍ଷା ଫଳ ଯଥା କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର ଦ୍ୱାରା ପ୍ରକାଶିତ ହୋଇଛି । ପୂନଃମୂଲ୍ୟାୟନ ନିମନ୍ତେ ରାଜ୍ୟରୁ ୧୨,୩୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ୮୪୬୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ପରୀକ୍ଷାରେ ପାସ ହାର…

ବିଶ୍ୱ ଶୌଚାଳୟ ଦିବସ ପାଳିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିଶ୍ୱ ଶୌଚାଳୟ ଦିବସ ପାଳିତ

ବିଶ୍ୱ ଶୌଚାଳୟ ଦିବସ ପାଳିତ କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଭଗବତୀ ମହାବିଦ୍ୟାଳୟ ପରିସରରେ ଓଡିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାର ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସ ଅବସରରେ ୟୁଥ୍‌ଫର୍ ୱଟର କାଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଅଧ୍ୟାପକ ଦୁର୍ଗା ଚରଣ ମୁରୁଡି, ସରୋଜ କୁମାର ଶତ୍‌ପଥୀ, ଲେପ୍ଟଟାଣ୍ଟ ବିନୟ ଭୂଷଣ ମହାନ୍ତି,ରେଡିଓ ନମସ୍କାର ସଂଯୋଜଜ ଅନ୍ଦାଜ ଆରନ୍‌, କାର୍ଯ୍ୟନିର୍ବାହୀ ଅଧିକାରୀ ରୋଜାଲିନ୍ ପ୍ରଧାନ ପ୍ରମୁଖ…

୫-ଟି ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ: ଖୋର୍ଦ୍ଧା ଜିଲ୍ଲାର ୩୮ଟି ସ୍କୁଲର ରୂପାନ୍ତରଣକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୫-ଟି ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ: ଖୋର୍ଦ୍ଧା ଜିଲ୍ଲାର ୩୮ଟି ସ୍କୁଲର ରୂପାନ୍ତରଣକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

୫-ଟି ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ: ଖୋର୍ଦ୍ଧା ଜିଲ୍ଲାର ୩୮ଟି ସ୍କୁଲର ରୂପାନ୍ତରଣକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମାଲକାନଗିରି, ଝାରସୁଗୁଡା, କଳାହାଣ୍ଡି, ମୟୂରଭଞ୍ଜର ଓ ଖୋର୍ଦ୍ଧା ଆଦି ୫ଟି ଜିଲ୍ଲାର ୧୫୮ଟି ହାଇସ୍କୁଲର ରୂପାନ୍ତରଣକୁ ଲୋକାର୍ପଣ କରିଛନ୍ତି । ସେଥି ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୩୮ଟି ସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଲୋକସେବା ଭବନରୁ ଆଭାସୀ ମାଧ୍ୟମରେ…

ଗ୍ରାମାଞ୍ଚଳ ଅର୍ଥନୀତିର ଉନ୍ନତି ସକାଶେ କୁକୁଡ଼ା ପାଳନ ଓ ମାଛଚାଷ ପ୍ରମୁଖ ବେଉସା ହୋଇପାରିବ : ଅସିତ ତ୍ରିପାଠୀ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଗ୍ରାମାଞ୍ଚଳ ଅର୍ଥନୀତିର ଉନ୍ନତି ସକାଶେ କୁକୁଡ଼ା ପାଳନ ଓ ମାଛଚାଷ ପ୍ରମୁଖ ବେଉସା ହୋଇପାରିବ : ଅସିତ ତ୍ରିପାଠୀ

ଗ୍ରାମାଞ୍ଚଳ ଅର୍ଥନୀତିର ଉନ୍ନତି ସକାଶେ କୁକୁଡ଼ା ପାଳନ ଓ ମାଛଚାଷ ପ୍ରମୁଖ ବେଉସା ହୋଇପାରିବ : ଅସିତ ତ୍ରିପାଠୀ ଭୁବନେଶ୍ୱର/ନୂଆପଡ଼ା(ଏନ୍‌.ଏମ୍‌.): ଗ୍ରାମାଞ୍ଚଳରେ ଅର୍ଥନୀତିର ଉନ୍ନତି ସକାଶେ କୁକୁଡ଼ା ପାଳନ ପ୍ରମୁଖ ବେଉସା ହୋଇପାରିବ ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ ପଶ୍ଚିମ ଓଡ଼ିଶା ଗସ୍ତରେ ନୂଆପଡ଼ା ଠାରେ ଏହା ପ୍ରକାଶ କରିଛନ୍ତି । ବିଶେଷ ଭାବେ ନୂଆପଡ଼ା ଜିଲ୍ଲା…

କୋଣାର୍କ ଥାନା ପକ୍ଷରୁ ‘ଆମ ପୁଲିସ’ କାର୍ଯ୍ୟକ୍ରମ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କୋଣାର୍କ ଥାନା ପକ୍ଷରୁ ‘ଆମ ପୁଲିସ’ କାର୍ଯ୍ୟକ୍ରମ

କୋଣାର୍କ ଥାନା ପକ୍ଷରୁ ‘ଆମ ପୁଲିସ’ କାର୍ଯ୍ୟକ୍ରମ କୋଣାର୍କ (ଏନ୍‌.ଏମ୍‌.): ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବା ନିମନ୍ତେ କୋଣାର୍କ ଥାନା ପକ୍ଷରୁ ‘ଆମ ପୁଲିସ’ କାର୍ଯ୍ୟକ୍ରମ ଥାନା ପରିସରରେ ଅନୁଷ୍ଠିତ ହୋଇ ଯାଇଛି । କୋଣାର୍କ ଥାନାଧିକାରୀ ରଞ୍ଜନ ମଲ୍ଲିକଙ୍କ ପୌରୋହିତ୍ୟରେ ଆୟୋଜିତ ‘ଆମ ପୁଲିସ’ କାର୍ଯ୍ୟକ୍ରମରେ , ଆମ ପୁଲିସର ସଂଯୋଜକ ରାମକୃଷ୍ଣ ମହାନ୍ତି, କୋଣାର୍କ ସୂରକ୍ଷା ସମିତିର ସଭାପତି ବାଦଲ…

ଧବଳେଶ୍ୱରଙ୍କ ମାହାତ୍ମା ଓ ବାବାଙ୍କର ଗଜଭୋଗ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଧବଳେଶ୍ୱରଙ୍କ ମାହାତ୍ମା ଓ ବାବାଙ୍କର ଗଜଭୋଗ

ଧବଳେଶ୍ୱରଙ୍କ ମାହାତ୍ମା ଓ ବାବାଙ୍କର ଗଜଭୋଗ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡରେ ପୂଜାପାଅନ୍ତି ପ୍ରଭୁ ଧବଳେଶ୍ୱର । ଆମ ରାଜ୍ୟରେ ଅନେକ ଶୈବ ପୀଠ ଅଛି କିନ୍ତୁ ଓଡିଶାର ଏକ ପ୍ରମୁଖ ଶୌବ ପୀଠ ହେଉଛି ଧବଳେଶ୍ୱର ପୀଠ । ଚଳିତ ବର୍ଷ କୋଭିଡ-୧୯ କଟକଣା ପାଇଁ ଧବଳେଶ୍ୱରରେ ପ୍ରଶାସନ ୧୪୪ ଧାରା ଜାରିକରିଛି ।ଗତ ବର୍ଷ ଓ ଚଳିତ ବର୍ଷ ଏହିି ଦୁଇ ବର୍ଷରେ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ…

ବଳିଦାନ ଦିବସ ଉପଲକ୍ଷେ ଲଜପତ୍ ରାୟଙ୍କୁ ଶ୍ରଦ୍ଧାଞ୍ଜଳି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବଳିଦାନ ଦିବସ ଉପଲକ୍ଷେ ଲଜପତ୍ ରାୟଙ୍କୁ ଶ୍ରଦ୍ଧାଞ୍ଜଳି

ବଳିଦାନ ଦିବସ ଉପଲକ୍ଷେ ଲଜପତ୍ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଗତପୁର(ଏନ୍‌.ଏମ୍‌.): ଲୋକସେବକ ଯୁବ ମଣ୍ଡଳ, କଟକ ପକ୍ଷରୁ ତ୍ରିନାଥ ସାହି ଆଦିବାସୀବସ୍ତିସ୍ଥିତ ଲୋକସେବକ ମଣ୍ଡଳ, କଟକ ଦ୍ୱାରା ପରିଚାଳିତ ଗୋପବନ୍ଧୁ ଶିକ୍ଷା କେନ୍ଦ୍ର ପରିସରରେ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଶ୍ରଦ୍ଧାଞ୍ଜଳି ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିକାଶ ସ୍ୱାଇଁଙ୍କ ସହଯୋଗରେ ଏକ ସାଇକେଲ ଶୋଭାଯାତ୍ରା ନିମପୁର ସ୍ପୋର୍ଟସ କ୍ଳବ୍ ନିକଟରୁ ବାହାରି ଗୋଲେଇ ଛକ ଦେଇ…

ଉଚ୍ଚତର ପ୍ରଶିକ୍ଷଣ ପାଇଁ ବେଙ୍ଗାଲୁରୁ ଗଲେ ୮୮ ଶିକ୍ଷକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଉଚ୍ଚତର ପ୍ରଶିକ୍ଷଣ ପାଇଁ ବେଙ୍ଗାଲୁରୁ ଗଲେ ୮୮ ଶିକ୍ଷକ

ଉଚ୍ଚତର ପ୍ରଶିକ୍ଷଣ ପାଇଁ ବେଙ୍ଗାଲୁରୁ ଗଲେ ୮୮ ଶିକ୍ଷକ ଭୁବନେଶ୍ୱର (ଏନ୍‌.ଏମ୍‌.): ବିଜ୍ଞାନ ଓ କାରିଗରୀ ବିଭାଗ ଆନୁକୂଲ୍ୟରେ ବିଜ୍ଞାନ ଓ ଗଣିତ ବିଷୟରେ ଉଚ୍ଚତର ପ୍ରଶିକ୍ଷଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୮୮ ଜଣ ଶିକ୍ଷକ ବେଙ୍ଗାଲୁରୁ ଯାଇଛନ୍ତି । ସେମାନେ ୨୯ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ଅଧୀନସ୍ଥ ପ୍ରତିଭା ବିକାଶ କେନ୍ଦ୍ରରେ ପ୍ରଶିକ୍ଷିତ ହେବେ । ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ…