ଆଉ ଶୁଣିବାକୁ ମିଳିବନି ଲତାଙ୍କ ସ୍ୱର: ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଆଉ ଶୁଣିବାକୁ ମିଳିବନି ଲତାଙ୍କ ସ୍ୱର: ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର

ଆଉ ଶୁଣିବାକୁ ମିଳିବନି ଲତାଙ୍କ ସ୍ୱର: ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର ମୁମ୍ବାଇ(ଏଜେନ୍ସି): ଆଉ ଶୁଣିବାକୁ ମିଳିବନି ଲତା ମଙ୍ଗେସକରଙ୍କ ମଧୁର ସ୍ୱରର ଝଙ୍କାର । ସବୁଦିନ ପାଇଁ ନୀରବି ଯାଇଛି ତାଙ୍କ କଣ୍ଠର ଯାଦୁ । ୯୨ ବର୍ଷରେ ସମସ୍ତଙ୍କୁ ଛାଡ଼ି ଚାଲିଗଲେ ପ୍ରିୟ ଲତା ଦିଦି । ତାଙ୍କୁ ଆଜି ଝୁରୁଛି ପୂରା ଦେଶ । ଓଡ଼ିଶା ବି ଏଥିରୁ ବାଦ୍…

ପଞ୍ଚାୟତ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ପାଇଁ ଜଗତପୁର ପୁଲିସର ଫ୍ଲାଗ ମାର୍ଚ୍ଚ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପଞ୍ଚାୟତ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ପାଇଁ ଜଗତପୁର ପୁଲିସର ଫ୍ଲାଗ ମାର୍ଚ୍ଚ

ପଞ୍ଚାୟତ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ପାଇଁ ଜଗତପୁର ପୁଲିସର ଫ୍ଲାଗ ମାର୍ଚ୍ଚ [caption id="attachment_3817" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜାରି କରାଯାଇଥିବା ଆଦର୍ଶ ଆଚରଣ ବିଧିର ସୁରକ୍ଷା ତଥା ଶାନ୍ତିଶୃଙ୍ଖଳାର ସହ ନିର୍ବାଚନରେ ମତଦାନ କରିବା ନିମନ୍ତେ କମିଶନରେଟ ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପଞ୍ଚାୟତ ଅଞ୍ଚଳରେ…

ଅନ୍ଦରପୁର ସରକାରୀ ଗୃହ ବେଆଇନ ବିକ୍ରି ଘଟଣା: ୧୪ଲକ୍ଷ ୯୦ହଜାର ଟଙ୍କା ଜବତ ଜଣେ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅନ୍ଦରପୁର ସରକାରୀ ଗୃହ ବେଆଇନ ବିକ୍ରି ଘଟଣା: ୧୪ଲକ୍ଷ ୯୦ହଜାର ଟଙ୍କା ଜବତ ଜଣେ ଗିରଫ

ଅନ୍ଦରପୁର ସରକାରୀ ଗୃହ ବେଆଇନ ବିକ୍ରି ଘଟଣା: ୧୪ଲକ୍ଷ ୯୦ହଜାର ଟଙ୍କା ଜବତ ଜଣେ ଗିରଫ [caption id="attachment_3813" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ (ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୫୩ ନମ୍ବର ୱାର୍ଡ଼ରେ ଗରିବ ବସ୍ତିବାସିନ୍ଦାଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିର୍ମାଣ ହୋଇଥିବା ଘରକୁ ବେଆଇନ ଭାବେ ବିକ୍ରି କରିବା ଘଟଣା ସହରରେ ଚର୍ଚ୍ଚା ହୋଇଥିବାବେଳେ ଠକାମୀର ଶିକାର ହୋଇଥିବା ବ୍ୟକ୍ତିମାନେ ଏହି ଘଟଣାକୁ…

ସାବଧାନ! ବିରୁପା ନଦୀରେ ବୁଲୁଛି କୁମ୍ଭୀର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସାବଧାନ! ବିରୁପା ନଦୀରେ ବୁଲୁଛି କୁମ୍ଭୀର

ସାବଧାନ! ବିରୁପା ନଦୀରେ ବୁଲୁଛି କୁମ୍ଭୀର [caption id="attachment_3810" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ବିରୂପା ନଦୀର ଜଗତପୁରସ୍ଥିତ ନିମପୁର ବସ୍ତି ନିକଟରେ ଏକ ଥଣ୍ଟିଆ କୁମ୍ଭୀର ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଦୀର୍ଘ ସମୟ ଧରି କୁମ୍ଭୀରଟି କୂଳରେ ପହଁରୁ ଥିବାର ଦେଖି ସ୍ଥାନୀୟ ବସ୍ତି ବାସିନ୍ଦା ଏକତ୍ରିତ ହୋଇଥିଲେ । ଗତ ମାସ ୩୦ ତାରିଖରେ ଧବଳେଶ୍ୱର ନିକଟବର୍ତ୍ତି ମହାନଦୀରୁ…

ସେନା ପୋଷାକ ପିନ୍ଧି ଅଡ଼ୁଆରେ ପ୍ରଧାନମନ୍ତ୍ରୀ ମୋଦି, ପିଏମଓକୁ ଗଲା କୋର୍ଟ ନୋଟିସ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି

ସେନା ପୋଷାକ ପିନ୍ଧି ଅଡ଼ୁଆରେ ପ୍ରଧାନମନ୍ତ୍ରୀ ମୋଦି, ପିଏମଓକୁ ଗଲା କୋର୍ଟ ନୋଟିସ

ସେନା ପୋଷାକ ପିନ୍ଧି ଅଡ଼ୁଆରେ ପ୍ରଧାନମନ୍ତ୍ରୀ ମୋଦି, ପିଏମଓକୁ ଗଲା କୋର୍ଟ ନୋଟିସ ଲକ୍ଷ୍ନୌ(ଏଜେନ୍ସି): ଭାରତୀୟ ସେନାର ପୋଷାକ ପିନ୍ଧି ବିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତବର୍ଷ କଶ୍ମୀର ଯିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ସେନା ପୋଷାକ ପିନ୍ଧିଥିଲେ । ତେବେ ଏହା ବିରୋଧରେ ଆଗତ ଆବେଦନର ଶୁଣାଣି କରି ଉତ୍ତର ପ୍ରଦେଶର ଗୋଟିଏ ଜିଲ୍ଲା କୋର୍ଟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ)କୁ ନୋଟିସ କରିଛନ୍ତି। ଆବେଦନକାରୀ ଶୁଣାଣି ବେଳେ ଏପରି…

ଶୋଇଥିବାବେଳେ ବାପପୁଅଙ୍କୁ ଦଳିଦେଲା ଦନ୍ତା: ବାପ ଗୁରୁତର ପୁଅ ମୃତ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଶୋଇଥିବାବେଳେ ବାପପୁଅଙ୍କୁ ଦଳିଦେଲା ଦନ୍ତା: ବାପ ଗୁରୁତର ପୁଅ ମୃତ

ଶୋଇଥିବାବେଳେ ବାପପୁଅଙ୍କୁ ଦଳିଦେଲା ଦନ୍ତା: ବାପ ଗୁରୁତର ପୁଅ ମୃତ [caption id="attachment_3803" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କାମାକ୍ଷାନଗର(ଏନ.ଏମ୍‌.): ଦିନକୁ ଦିନ ହାତୀମାନେ ଗ୍ରାମାଭିମୁଖୀ ହେବା ସହ ବହୁ ଧନଜୀବନ କ୍ଷତି କରୁଛନ୍ତି । ଏପରିକି ଅନ୍ଧାର ରାତିରେ ତାଣ୍ଡବ ସୃଷ୍ଟି କରିବା ଯୋଗୁଁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି । ଏପରିକି କାମାକ୍ଷାନଗର ଅଞ୍ଚଳରେ ବାପପୁଆ ହାତୀ ଆକ୍ରମଣର ଶିକାର ହୋଇ ପୁଅର ମୃତ୍ୟୁ ହୋଇଥିବାବେଳେ ବାପ…

ଏମାର ମଠରୁ ଆହୁରି ମିଳିପାରେ ଗୁପ୍ତଧନ: ପୁଣି ଖୋଳା ଆରମ୍ଭ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଏମାର ମଠରୁ ଆହୁରି ମିଳିପାରେ ଗୁପ୍ତଧନ: ପୁଣି ଖୋଳା ଆରମ୍ଭ

ଏମାର ମଠରୁ ଆହୁରି ମିଳିପାରେ ଗୁପ୍ତଧନ: ପୁଣି ଖୋଳା ଆରମ୍ଭ [caption id="attachment_3798" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ପୁରୀ(ଏନ୍‌.ଏମ୍‌.): ଏମାର ମଠରୁ ବହୁ ମୂଲ୍ୟବାନ ସାମଗ୍ରୀ ଉଦ୍ଧାର ହେବା ପରେ ସେଠାରେ ଆହୁରି ଗୁପ୍ତଧନ ରହିଥିବା ଅନୁମାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ପୁରୀର ବହୁ ପୁରାତନ ତଥା ଧନୀ ମଠରୁ ଅନ୍ୟତମ ଏମାର ମଠ ଖୋଳା କାର୍ଯ୍ୟ ଆରମ୍ଭ ହୋଇଛି । ମାଟିତଳେ…

ସହରରେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ମୁକୁଳା ଡ୍ରେନ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସହରରେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ମୁକୁଳା ଡ୍ରେନ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ସହରରେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ମୁକୁଳା ଡ୍ରେନ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର [caption id="attachment_3795" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକ ସହରରେ ଖୋଲା ଓ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ଛୋଟ ବଡ଼ ଡ୍ରେନ୍ ଗୁଡ଼ିକର ମରାମତି ଏବଂ ଡ୍ରେନକଡ଼ରେ ତାର ବାଡ଼ ବୁଲାଇବା ଦାବିରେ ହିନ୍ଦୁସେନା ନେତୃତ୍ୱରେ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ, ସ୍ଥାନୀୟ…

ନିର୍ବାଚନ ମଇଦାନରେ ଚମ୍ପତ୍ତି ପଞ୍ଚାୟତରେ ବିଜେଡି ସର୍ମଥିତ ପ୍ରାର୍ଥୀଙ୍କର ପ୍ରଚାର ଜୋରଦାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ନିର୍ବାଚନ ମଇଦାନରେ ଚମ୍ପତ୍ତି ପଞ୍ଚାୟତରେ ବିଜେଡି ସର୍ମଥିତ ପ୍ରାର୍ଥୀଙ୍କର ପ୍ରଚାର ଜୋରଦାର

ନିର୍ବାଚନ ମଇଦାନରେ ଚମ୍ପତ୍ତି ପଞ୍ଚାୟତରେ ବିଜେଡି ସର୍ମଥିତ ପ୍ରାର୍ଥୀଙ୍କର ପ୍ରଚାର ଜୋରଦାର [caption id="attachment_3792" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଏବେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ବିଭିନ୍ନ ପ୍ରାର୍ଥୀମାନଙ୍କର ପ୍ରଚାର ଜୋରଦାର ଆରମ୍ବ ହୋଇଛି । କରୋନା କଟକଣା ଯୋଗୁ ପ୍ରାର୍ଥିମାନେ ସେମାନଙ୍କ ସିମିତ ସଂଖ୍ୟକ ସମର୍ଥକ ଓ ସହଯୋଗୀମାନଙ୍କୁ ସାଙ୍ଗରେ ଧରି ଦ୍ୱାର ଦ୍ୱାର ବୁଲି ଭୋଟ ଭିକ୍ଷା କରିବା ସହି ପ୍ରଚାର ପତ୍ର…

ସୂଚନା ଓ ଲୋକସମ୍ପର୍କ ବିଭାଗର ହେମନ୍ତ କୁମାର ନାୟକଙ୍କୁ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସୂଚନା ଓ ଲୋକସମ୍ପର୍କ ବିଭାଗର ହେମନ୍ତ କୁମାର ନାୟକଙ୍କୁ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ

ସୂଚନା ଓ ଲୋକସମ୍ପର୍କ ବିଭାଗର ହେମନ୍ତ କୁମାର ନାୟକଙ୍କୁ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ [caption id="attachment_3789" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ (ଏନ୍‌.ଏମ୍‌.): ଓଡିଶା ସୂଚନା ସେବାର ବରିଷ୍ଠ ଅଧିକାରୀ ତଥା ଉପନିର୍ଦ୍ଦେଶକ ହେମନ୍ତ କୁମାର ନାୟକଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରକାଶଥାଉକି ଶ୍ରୀ ନାୟକ କେନ୍ଦ୍ରାପଡା ଜିଲ୍ଲା ସୂଚନା ଓ…

ବିଦେଶୀ ମଦ ବୋଝେଇ ପିକପ୍ ଭ୍ୟାନ୍ ଲୁଟ୍ ଘଟଣାରେ ୫ ଗିରଫ, ୧୨ଲକ୍ଷ ଟଙ୍କାର ମଦ ସହ ୩ ଗାଡି ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିଦେଶୀ ମଦ ବୋଝେଇ ପିକପ୍ ଭ୍ୟାନ୍ ଲୁଟ୍ ଘଟଣାରେ ୫ ଗିରଫ, ୧୨ଲକ୍ଷ ଟଙ୍କାର ମଦ ସହ ୩ ଗାଡି ଜବତ

ବିଦେଶୀ ମଦ ବୋଝେଇ ପିକପ୍ ଭ୍ୟାନ୍ ଲୁଟ୍ ଘଟଣାରେ ୫ ଗିରଫ, ୧୨ଲକ୍ଷ ଟଙ୍କାର ମଦ ସହ ୩ ଗାଡି ଜବତ [caption id="attachment_3786" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ବିରୂପାନଦୀ ବନ୍ଧ ପାର୍ଶ୍ୱ ନୂଆସାହି ରାସ୍ତାରେ ଗତ ୨୭ ତାରିଖରେ ଏକ ବିଦେଶୀ ମଦ ବୋଝେଇ ପିକପ୍ ଭ୍ୟାନକୁ ଲୁଟ୍ କରି ନେଇଥିବା ଘଟଣାରେ ଜଗତପୁର ପୁଲିସ୍ ଆଜି ୫ ଜଣଙ୍କୁ ଗିରଫ କରିଛି ।…

ବନ୍ଧାହେଲେ ୨ ଆନ୍ତଃଜିଲ୍ଲା ଡକାୟତ, ବନ୍ଧୁକ ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବନ୍ଧାହେଲେ ୨ ଆନ୍ତଃଜିଲ୍ଲା ଡକାୟତ, ବନ୍ଧୁକ ଜବତ

ବନ୍ଧାହେଲେ ୨ ଆନ୍ତଃଜିଲ୍ଲା ଡକାୟତ, ବନ୍ଧୁକ ଜବତ [caption id="attachment_3782" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡକାୟତି କରୁଥିବା ଗ୍ୟାଙ୍ଗକୁ କଟକ କମିଶନରେଟ୍ ପୁଲିସ ଧରିବାରେ ସଫଳ ହୋଇଛି । ଏହି ଗ୍ୟାଙ୍ଗ ବନ୍ଧୁକ ମୁନରେ ଚଳାଇଥିଲେ ଆତଙ୍କ ରାଜ । କଟକରେ ଅପରାଧ ଘଟାଇବା ବେଳେ ୨ଜଣ ଧରାପଡ଼ିଥିବାବେଳେ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଧରାପଡ଼ିଥିବା ୨ଜଣଙ୍କ ମଧ୍ୟରେ…

ଏସବିଆଇ କ୍ୟାସ ଇନଚାର୍ଯ୍ୟ ଅଧିକାରୀ ପିୟୁଷ ରଞ୍ଜନ ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଏସବିଆଇ କ୍ୟାସ ଇନଚାର୍ଯ୍ୟ ଅଧିକାରୀ ପିୟୁଷ ରଞ୍ଜନ ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଏସବିଆଇ କ୍ୟାସ ଇନଚାର୍ଯ୍ୟ ଅଧିକାରୀ ପିୟୁଷ ରଞ୍ଜନ ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା [caption id="attachment_3779" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଝାଞ୍ଜିରୀମଙ୍ଗଳାସ୍ଥିତ ଏସବିଆଇ ବ୍ୟାଙ୍କରେ କାର୍ଯ୍ୟରତ କ୍ୟାସ ଇନ ଚାର୍ଜ ଅଧିକାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ବ୍ରାଞ୍ଚରେ ଦୀର୍ଘ ବର୍ଷ ଧରି ଗ୍ରାହକଙ୍କ ସେବାରେ ନିଜକୁ ବ୍ରତୀ ରଖିଥିବା ଅଧିକାରୀ ପିୟୁଷ ରଞ୍ଜନ ମହାପାତ୍ରଙ୍କ ଗତକାଲି କାର୍ଯ୍ୟର ଶେଷ ଦିବସ ଥିଲା…

ବ୍ରିଗେଡିୟର୍ ଭିଗ୍ନେଶ ମହାନ୍ତିଙ୍କ ଛତିଶଗଡ ଏବଂ ଓଡିଶା ସବ୍ ଏରିଆ କମାଣ୍ଡର ଭାବେ ଦାୟିତ୍ୱ ଗ୍ରହଣ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବ୍ରିଗେଡିୟର୍ ଭିଗ୍ନେଶ ମହାନ୍ତିଙ୍କ ଛତିଶଗଡ ଏବଂ ଓଡିଶା ସବ୍ ଏରିଆ କମାଣ୍ଡର ଭାବେ ଦାୟିତ୍ୱ ଗ୍ରହଣ

ବ୍ରିଗେଡିୟର୍ ଭିଗ୍ନେଶ ମହାନ୍ତିଙ୍କ ଛତିଶଗଡ ଏବଂ ଓଡିଶା ସବ୍ ଏରିଆ କମାଣ୍ଡର ଭାବେ ଦାୟିତ୍ୱ ଗ୍ରହଣ [caption id="attachment_3776" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ବ୍ରିଗେଡିୟର୍ ଭିଗ୍ନେଶ ମହାନ୍ତି, ସେନା ପଦକ, ଛତିଶଗଡ ଏବଂ ଓଡିଶା ସବ୍ ଏରିଆ (ସିଓଏସଏ)ର କମାଣ୍ଡର ଭାବରେ ବ୍ରିଗେଡିୟର୍ ପ୍ରଶାନ୍ତ ଚୌହାନ୍‌, ସେନା ପଦକଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ସବ୍ ଏରିଆ କମାଣ୍ଡର ବ୍ରିଗେଡିୟର୍ ଚୌହାନ୍ ରାଜ୍ୟ…

ସୂଚନା ଓ ଲୋକସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକ ଅଶୋକ କୁମାର ଷଢଙ୍ଗୀଙ୍କ ଅବସର ଗ୍ରହଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସୂଚନା ଓ ଲୋକସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକ ଅଶୋକ କୁମାର ଷଢଙ୍ଗୀଙ୍କ ଅବସର ଗ୍ରହଣ

ସୂଚନା ଓ ଲୋକସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକ ଅଶୋକ କୁମାର ଷଢଙ୍ଗୀଙ୍କ ଅବସର ଗ୍ରହଣ [caption id="attachment_3772" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ସୂଚନା ଓ ଲୋକସମ୍ପର୍କ ବିଭାଗର କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକ ଅଶୋକ କୁମାର ଷଢଙ୍ଗୀ ଆଜି ଅବସର ଗ୍ରହଣ କରିଛନ୍ତି । ଶ୍ରୀ ଷଢଙ୍ଗୀ ନିଷ୍ଠାପରତାର ସହ ସରକାରୀ ସେବାରେ ନିଜକୁ ନିୟୋଜିତ କରି ବହୁ ପ୍ରଶଂସା ପାଇଛନ୍ତି । ବିଶେଷ କରି…

ସଫେଇ କର୍ମଚାରୀଙ୍କ ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସଫେଇ କର୍ମଚାରୀଙ୍କ ବୈଠକ

ସଫେଇ କର୍ମଚାରୀଙ୍କ ବୈଠକ ଭୁବନେଶ୍ୱର (ଏନ୍‌.ଏମ୍‌.): କେଦାରପଲ୍ଲୀ ବାପୁଜିନଗର ସଫେଇ କର୍ମଚାରୀଙ୍କ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛ । ଏହି ବୈଠକରେ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଆଲୋଚନା କରାଯିବା ସହିତ ଆଶୁ ସମାଧାନ ପାଇଁ ପ୍ରୟାସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ସର୍ବସମତିକ୍ରମେ ବିଦ୍ୟାଧର ଦେହୁରୀଙ୍କୁ ସଭାପତି ଭାବେ ଉପସ୍ଥାପିତ କରାଗଲା । ସେହିପରି ପ୍ରକାଶ ଚନ୍ଦ୍ର ନାୟକ, ଗୌତମ ଗୋପାଳ, ସୁରେଶ ଚନ୍ଦ୍ର ନାୟକ,…

ଓଡ଼ିଶା ହାଇକୋର୍ଟରେ ଯୋଗଦେବେ ୪ଜଣ ନୂତନ ବିଚାରପତି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଓଡ଼ିଶା ହାଇକୋର୍ଟରେ ଯୋଗଦେବେ ୪ଜଣ ନୂତନ ବିଚାରପତି

ଓଡ଼ିଶା ହାଇକୋର୍ଟରେ ଯୋଗଦେବେ ୪ଜଣ ନୂତନ ବିଚାରପତି କଟକ(ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟରେ ଯୋଗଦେବେ ୪ଜଣ ନୂତନ ବିଚାରପତି । ଏ ନେଇ ଆଜି ସୁପ୍ରିମକୋର୍ଟଙ୍କ କଲେଜିୟମ ପକ୍ଷରୁ ଘୋଷଣା କରାଯାଇଛି । ୪ଜଣ ବରିଷ୍ଠ ଆଇନଜୀବୀଙ୍କୁ ବିଚାପତି ଭାବେ ନିଯୁକ୍ତି ଦିଆଯିବା ପାଇଁ ଯାଇଥିବା ପ୍ରସ୍ତାବକୁ କଲେଜିୟମରୁ ଅନୁମୋଦନ ମିଳିଛି । ତେବେ ପ୍ରକାଶିତ ୪ଜଣଙ୍କ ନାମ ମଧ୍ୟରେ ଭି. ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ,…

ଏସସିବି କୋଭିଡ ୱାର୍ଡରେ ଖଟିଆରୁ ଖସିପଡି ବୃଦ୍ଧ ଗୁରୁତର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଏସସିବି କୋଭିଡ ୱାର୍ଡରେ ଖଟିଆରୁ ଖସିପଡି ବୃଦ୍ଧ ଗୁରୁତର

ଏସସିବି କୋଭିଡ ୱାର୍ଡରେ ଖଟିଆରୁ ଖସିପଡି ବୃଦ୍ଧ ଗୁରୁତର [caption id="attachment_3583" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଏସସିବି ମେଡିକାଲର କୋଭିଡ ୱାର୍ଡରେ ଚିକିତ୍ସାଧୀନ ଜଣେ ବୃଦ୍ଧ ଖଟିଆରୁ ଖସି ପଡି ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣା ପାଇଁ ମେଡିକାଲ କର୍ମଚାରୀଙ୍କୁ ଦାୟୀ କରି ରୋଗୀ ସମ୍ପର୍କୀୟମାନେ ହୋହାଲ୍ଲା କରିଥିଲେ । ଖବର ପାଇ ମେଡିକାଲ ଫାଣ୍ଡି ପୁଲିସ ପହଞ୍ôଚ ବୁଝାସୁଝା ପରେ…

ଚୌଦ୍ୱାରରେ ଚକ୍ଷୁଚିକିତ୍ସା ଶିବିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଚୌଦ୍ୱାରରେ ଚକ୍ଷୁଚିକିତ୍ସା ଶିବିର

ଚୌଦ୍ୱାରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ବଡ଼ବଜାର ସ୍ଥିତ ଶ୍ରୀ ଶ୍ରୀ ସତ୍ୟନାରାୟଣ ପାଲାମଣ୍ଡପ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଲିଗାଲ ଏଡ୍ ୱାର୍କସ ଏବଂ ଚଣ୍ଡିଖୋଲସ୍ଥିତ ସାଇ ନେତ୍ର ମନ୍ଦିର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୁଲ୍ୟରେ ଏହି ଶିବିର ଆୟୋଜନ ହୋଇଥିଲା । ଏହି ଶିବିରରେ ଶତାଧିକ ଅସହାୟ ବୃଦ୍ଧ ଏବଂ ବୃଦ୍ଧାମାନଙ୍କର ମାଗଣା ଚକ୍ଷୁ ପରୀକ୍ଷା ସହ…

ଯୁବ ସାମ୍ୱାଦିକ ଚନ୍ଦନ ମଲ୍ଲିକଙ୍କୁ ଉତ୍କଳ ସାମ୍ବାଦିକ ଗୌରବ ସମ୍ମାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଯୁବ ସାମ୍ୱାଦିକ ଚନ୍ଦନ ମଲ୍ଲିକଙ୍କୁ ଉତ୍କଳ ସାମ୍ବାଦିକ ଗୌରବ ସମ୍ମାନ

ଯୁବ ସାମ୍ୱାଦିକ ଚନ୍ଦନ ମଲ୍ଲିକଙ୍କୁ ଉତ୍କଳ ସାମ୍ବାଦିକ ଗୌରବ ସମ୍ମାନ [caption id="attachment_3749" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଯୁବ ସାମ୍ବାଦିକ ଚନ୍ଦନ ମଲ୍ଲିକଙ୍କୁ ତାଙ୍କ ଉଲ୍ଲେଖନୀୟ କୃତିତ୍ୱ ନେଇ କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସାମ୍ବାଦିକ ଗୌରବ ସମ୍ମାନ - ୨୦୨୨ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଚନ୍ଦନ ମଲ୍ଲିକ କଟକ ଜିଲ୍ଲାର ବରିଷ୍ଠ ଫଟୋ ସାମ୍ବାଦିକ…