କଟକରେ ଆଦିବାସୀଙ୍କ ପାଇଁ ‘ଦାମୋଦର’ଘାଟ କରିବେ ବୃନ୍ଦାବନ ଦାସ ଆଜାଦ
କଟକରେ ଆଦିବାସୀଙ୍କ ପାଇଁ 'ଦାମୋଦର'ଘାଟ କରିବେ ବୃନ୍ଦାବନ ଦାସ ଆଜାଦ [caption id="attachment_4222" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): ଅଖିଳ ଓଡିଶା ଆଦିବାସୀ ସଂସ୍କୃତି ସୁରକ୍ଷା ପରିଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପରିଷଦ ପକ୍ଷରୁ କଟକ ମହାନଗର ନିଗମରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ବିଶିଷ୍ଟ ବସ୍ତି ନେତା ତଥା ସମାଜସେବୀ ବୃନ୍ଦାବନ ଦାସ ଆଜାଦଙ୍କୁ ସମର୍ଥନ ଜ୍ଞାପନ…




















