ଓଡିଶା ଘରୋଇ ହୋମିଓପାଥିକ୍ ଚିକିତ୍ସକ ସଂଘର ୭ମ ସାଧାରଣ ବାର୍ଷିକ ସମ୍ମିଳନୀ
ଓଡିଶା ଘରୋଇ ହୋମିଓପାଥିକ୍ ଚିକିତ୍ସକ ସଂଘର ୭ମ ସାଧାରଣ ବାର୍ଷିକ ସମ୍ମିଳନୀ [caption id="attachment_4456" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): ହୋମିଓପାଥିକର ଜନକ ପୂଣ୍ୟାତ୍ମା ସାମୁଏଲ ହ୍ୟାନିମାନ୍ଙ୍କ ୨୬୮ତମ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ସହିଦ୍ ଭବନଠାରେ ଓଡିଶା ଘରୋଇ ହୋମିଓପାଥିକ୍ ଚିକିତ୍ସକ ସଂଘର ୭ମ ବାର୍ଷିକୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡାକ୍ତର ପ୍ରଦୀପ ରାଓ ମୁଖ୍ୟଅତିଥି, ବରିଷ୍ଠ ଆଇନଜୀବୀ ରମଣୀକାନ୍ତ ପଟ୍ଟନାୟକ…




















