ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ: ଓଲଟପୁର ନିରତାର ଚିକିତ୍ସାକେନ୍ଦ୍ରର ଉନ୍ନତିକରଣ ହେବ
ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ: ଓଲଟପୁର ନିରତାର ଚିକିତ୍ସାକେନ୍ଦ୍ରର ଉନ୍ନତିକରଣ ହେବ [caption id="attachment_5430" align="alignnone" width="300"] News by Smrutiranjan Tripathy (Cuttack)[/caption] କଟକ(ଏନ୍.ଏମ୍.): କଟକ ଜିଲ୍ଲା ଓଲଟପୁର ସ୍ଥିତ ନିରତାର ଅସ୍ଥି ଚିକିତ୍ସା ପ୍ରତିଷ୍ଠାନର ଉନ୍ନତିକରଣ ହେବ । ସେଠାରେ ରୋଗୀମାନେ ଯେପରି ସୁବିଧାରେ ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବେ ସେ ନେଇ ରାଜ୍ୟସରକାର ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି…




















