ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ବାସୁଦେବପୁର ଗସ୍ତ
ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ବାସୁଦେବପୁର ଗସ୍ତ ବାସୁଦେବପୁର(ଏନ୍.ଏମ୍.): ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଦିନିକିଆ ଭଦ୍ରକ ଜିଲ୍ଲା ବାସୁଦେବପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଥମେ ମନ୍ତ୍ରୀ ସ୍ଥାନୀୟ ତାୱନ ହଲ୍ ପରିସରରେ କାବ୍ୟ ସମଗ୍ର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ସ୍ଥାନୀୟ ଚାରି ବାଟିଆକୁ ଯାଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୃତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ସାଧାରଣ ସଭାରେ ଯୋଗ ଦେଇଥିଲେ ।…
