ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ନୂଆଖାଇ ପର୍ବ
ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ନୂଆଖାଇ ପର୍ବ ଚୌଦ୍ୱାର(ଏନ୍.ଏମ୍.): ଚଳିତ ବର୍ଷର ନୂଆ ଅମଳ ଫସଲ ପୂଜାକରି ଖାଇବାର ଅନ୍ୟନାମ ନୂଆଖାଇ ପର୍ବ। ଏହି ନୂଆଖାଇ ପ୍ରଶ୍ଚିମ ଓଡ଼ିଶାର ଏକ ଆନନ୍ଦ ଉଲ୍ଲାସର ପର୍ବ ହୋଇଥିଲେ ମଧ୍ୟ ଏବେ ସାରା ରାଜ୍ୟରେ ପାଳନ କରାଯାଉଛି। ଏହି ପରିପେକ୍ଷରୀରେ ସ୍ଥାନୀୟ ଚୌଦ୍ୱାର…

