ପାଲା ଗାୟକ ବୀରବର ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ପାଲା ଗାୟକ ବୀରବର ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି #ଚୌଦ୍ୱାର (ଏନ୍.ଏମ୍.): ପାଲା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଜୀବନବ୍ୟାପୀ ସାଧନା କରୁଥିବା ବିଶିଷ୍ଟ ପାଲା ଗାୟକ ବୀରବର ପାତ୍ର ଆଉ ନାହାନ୍ତି। ନିରବୀ ଯାଇଛି ତାଙ୍କର ସୁଲଳିତ କଣ୍ଠର ବିଭିନ୍ନ ପୁରାଣ ଶାସ୍ତ୍ରର ଉପମା ଆଉ ଅଳଙ୍କାର। ସେ ପାଲଟି…

