ଟେଟ୍ରାହେଡ୍ରନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ : ସେବକ ଆଶ୍ରମର ଉନ୍ନତି ପାଇଁ ୧ଲକ୍ଷଟଙ୍କା ସହାୟତା ଦେଲେ ତ୍ରିଦେବ ବେହେରା
ଟେଟ୍ରାହେଡ୍ରନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ସେବକ ଆଶ୍ରମର ଉନ୍ନତି ପାଇଁ ୧ଲକ୍ଷଟଙ୍କା ସହାୟତା ଦେଲେ ତ୍ରିଦେବ ବେହେରା #ଚୌଦ୍ୱାର(ଏନ୍.ଏମ୍.): ଦେଶବ୍ୟାପୀ ପାଳନ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମ ଦିବସ। ଦୃଢ଼ ନେତୃତ୍ୱ, ଦେଶପ୍ରେମ, ନିଷ୍ଠାପର ସେବା ଭାରତ ବିକାଶ ଯାତ୍ରାକୁ ନୂତନ ଦିଗ ଦେଇଛି।…

