ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମକୁ ନେଇ ତାତିଲେ ଅଞ୍ଚଳବାସୀ: ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମକୁ ନେଇ ତାତିଲେ ଅଞ୍ଚଳବାସୀ: ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କିଶନନଗର(ଏନ୍.ଏମ୍.): ଥାନାରେ ଅଭିଯୋଗ କରି ବାରମ୍ବାର ଦୌଡ଼ି ଦୌଡ଼ି ନ୍ୟାୟ ପାଇବାରୁ ବଞ୍ôଚତ ହେବା ପରେ ଜଣେ ବ୍ୟକ୍ତି ଥାନା ପରିସରରେ ଆତ୍ମାହୁତି ଉଦ୍ୟମ କରିବା ରାଜ୍ୟ ସରକାର ଓ ପ୍ରଶାସନର ଅବହେଳାକୁ ସ୍ପଷ୍ଟ କରୁଛି ବୋଲି ସ୍ଥାନୀୟ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ଏହି ଅଞ୍ଚଳରେ ପୁଲିସ ଅଧିକାରୀ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ରିମୋର୍ଟରେ କଣ୍ଟ୍ରୋଲ ହେଉଥିବା ଯୋଗୁଁ…
