ବିବାହ ବନ୍ଧନରେ ଛନ୍ଦିହେଲେ ଜାକଲିନ୍-ଅରବିନ୍ଦ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବିବାହ ବନ୍ଧନରେ ଛନ୍ଦିହେଲେ ଜାକଲିନ୍-ଅରବିନ୍ଦ

କଟକ,(ଏନ୍‌.ଏମ୍‌.) ଧାରାବାହିକର ଚର୍ଚ୍ଚିତ ଯୋଡ଼ି ଅଭିନେତ୍ରୀ ଜାକଲିନ୍ ପରିଡ଼ା ଏବଂ ଅଭିନେତା ଅରବିନ୍ଦ ମହାରଣାଙ୍କ ବିବାହ ସମ୍ପନ୍ନ ହୋଇଯାଇଛି । ଖାନ୍ନଗରସ୍ଥିତ ଜଗନ୍ନାଥ ମନ୍ଦିରରେ ଉଭୟଙ୍କ ଶୁଭ ପରିଣୟ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା । ଏଥିରେ କେବଳ ଉଭୟ ପରିବାର ଲୋକ ଉପସ୍ଥିତ ଥିଲେ । କୋଭିଡ୍…

ମହାନଦୀ ରେ ବୁଡି ୧୦ ବର୍ଷ ର ବାଳକ ମୃତ୍ୟୁ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମହାନଦୀ ରେ ବୁଡି ୧୦ ବର୍ଷ ର ବାଳକ ମୃତ୍ୟୁ

  ମହାନଦୀ ରେ ବୁଡି ୧୦ ବର୍ଷ ର ବାଳକ ମୃତ୍ୟ ଚୌଦ୍ବାର (ଏନ୍.ଏମ୍.) : ଗାଧୋଇବା କୁ ଯାଇ ଚାଲିଗଲା ନିରୀହ ଜୀବନ । ଏପରି ଘଟଣା ଘଟିଛି କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ନୂଆପଟଣା ଗ୍ରାମରେ । ଏହି ଗ୍ରାମର ତାହୀର ମେହେମୁଦ ଓ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୬ରେ ଛୁଇଁବ ଉପକୂଳ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୬ରେ ଛୁଇଁବ ଉପକୂଳ

ଭୁବନେଶ୍ୱର (ଏନ୍‌.ଏମ୍‌.): ବଙ୍ଗୋପ ସାଗରରେ ସମ୍ଭାବ୍ୟ ବାତ୍ୟା ‘ୟାସ’କୁ ନେଇ ଆଇଏମଡିର ପୂର୍ବ ଆକଳନ ଠିକ୍ ସାବ୍ୟସ୍ତ ହୋଇଛି । ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ରମେ ଘନୀଭୂତ ହୋଇ ଆସନ୍ତା୨୪ ତାରିଖରେ ବାତ୍ୟାରେ ପରିଣତ ହେବ…

ବାଇକରେ ବୁହା ହେଲା ଶବ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବାଇକରେ ବୁହା ହେଲା ଶବ

ମାଲାକାନାଗିରି (ଏନ୍.ଏମ୍): ବାଇକ ରେ ବୁହା ହେଲା ଆଦିମ ବଣ୍ଡା ଜନଜାତିର ଶବ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ।ସୂଚନା ନେଵାରୁ ଜଣାପଡିଛି ଉପାନ୍ତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ଗ୍ରାମର ଶୁକ୍ରା ସୀସା ନିଜ…

କରୋନା କଟକଣା ଉଲ୍ଲଙ୍ଘନ ମହଙ୍ଗା ପଡ଼ିଲା: ବିବାହ ଭୋଜିବେଳେ ପୁଲିସର ଚଢ଼ାଉ, ୨୦ହଜାର ଟଙ୍କା ଜୋରିମାନା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କରୋନା କଟକଣା ଉଲ୍ଲଙ୍ଘନ ମହଙ୍ଗା ପଡ଼ିଲା: ବିବାହ ଭୋଜିବେଳେ ପୁଲିସର ଚଢ଼ାଉ, ୨୦ହଜାର ଟଙ୍କା ଜୋରିମାନା

କଟକ(ଏନ୍.ଏମ୍.): ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ନିମନ୍ତେ ରାଜ୍ୟସରକାର ଲକଡାଉନ ଓ ସଟଡାଉନ ଭଳି କଠୋର ପଦକ୍ଷେପ ନିଆଯାଇଛି । ସଂକ୍ରମଣର ଚେନ୍କୁ ଭାଙ୍ଗିବା ତଥା ନିଜକୁ ସୁରକ୍ଷିତ ରଖିବା ଲାଗି ବାରମ୍ବାର ସଚେତନ ମଧ୍ୟ କରାଯାଉଛି । କରେନା ସଂକ୍ରମଣକୁ ରୋକିବା ପାଇଁ ସରକାର ଓ…

ଘୁଞ୍ଚିବ ମାଟି୍ରକ ପରୀକ୍ଷା ଫଳ ପ୍ରକାଶନ !
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଘୁଞ୍ଚିବ ମାଟି୍ରକ ପରୀକ୍ଷା ଫଳ ପ୍ରକାଶନ !

୨୮ ପର୍ଯ୍ୟନ୍ତ ଘୁଞ୍ଚିଲା ଟାବୁଲେସନ ଯାଞ୍ଚ: ଆସନ୍ତା ୨୯ରୁ ଜୁନ ୭ ମଧ୍ୟରେ ହେବ ମାର୍କ ଅପଲୋଡ କଟକ(ଏନ୍.ଏମ୍.): ଚଳିତ ବର୍ଷ ମେଟି୍ରକ ପରୀକ୍ଷା ଫଳକୁ କେତେକ କାରଣ ଯୋଗୁଁ ଘୁଞ୍ଚାଯାଇଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ସୂତ୍ରରୁ ଜଣାପଡ଼ିଛି । ସମ୍ପ୍ରତି କରୋନା ମହାମାରୀ ଏବଂ…

ଆରଡିସିଙ୍କ ତାଳଦଣ୍ଡା କେନାଲ ବନ୍ଧ ରାସ୍ତା ପରିଦର୍ଶନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆରଡିସିଙ୍କ ତାଳଦଣ୍ଡା କେନାଲ ବନ୍ଧ ରାସ୍ତା ପରିଦର୍ଶନ

କଟକ(ଏନ୍.ଏମ୍.): ତାଳଦଣ୍ଡା କେନାଲ ରାସ୍ତା କାମକୁ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ(ଆରଡିସି) ପରିଦର୍ଶନ କରିଛନ୍ତି । କଟକ ବଡ଼ମେଡ଼ିକାଲ ସମ୍ପ୍ରସାରଣ ପରିପ୍ରେକ୍ଷୀରେ ତାଳଦଣ୍ଡା ବର୍ଦ୍ଧିତ ରାସ୍ତା କାମକୁ ଆରଡିସି ଅନିଲ କୁମାର ସାମଲ ଅନୁଧ୍ୟାନ କରିବା ସହ ନିର୍ଦ୍ଦାରିତ ସମୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ…

ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ସନ୍ତ୍ରାସବାଦ ନିରୋଧ ଶପଥ ପାଠ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ସନ୍ତ୍ରାସବାଦ ନିରୋଧ ଶପଥ ପାଠ

କଟକ(ଏନ୍.ଏମ୍.): ସନ୍ତ୍ରାସବାଦ ନିରୋଧ ଦିବସ ଉପଲକ୍ଷେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ସନ୍ତ୍ରାସବାଦ ନିରୋଧ ଶପଥ ପାଠ କରାଯାଇଛି । ଏହି ଉପଲକ୍ଷେ ଦିନ ୧୧ ଘଟିକା ସମୟରେ ମୁଖ୍ୟ କାର୍ଯ୍ୟାଳୟପରିସରରେ ଅଧିକାରୀ/କର୍ମଚାରୀମାନେ ସାମାଜିକ ଦୂରତା ଓ ମାସ୍କ ପରିଧାନ କରି…

କୋଭିସିଲ୍ଡ ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ବଢ଼ିବା ରହସ୍ୟ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କୋଭିସିଲ୍ଡ ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ବଢ଼ିବା ରହସ୍ୟ

ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ କରୋନା ମାହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି । କରୋନା ନିୟନ୍ତ୍ରଣ ପାଇଁ ଟିକାକୁ ମୁଖ୍ୟ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି । କିନ୍ତୁ ଆଜିବି ଜନସାଧାରଣଙ୍କ ମନରେ ଟିକାକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି । ବିଶେଷକରି କୋଭିସିଲ୍ଡ ଟିକାର ଦୁଇ ଡୋଜ୍ ମଧ୍ୟରେ…

ସାମୁଦ୍ରିକ ଝଡ଼ ୟାସକୁ ନେଇ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସାମୁଦ୍ରିକ ଝଡ଼ ୟାସକୁ ନେଇ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

କଟକ(ଏନ୍.ଏମ୍): ଆଗକୁ ଆସୁଥିବା ସାମୁଦ୍ରିକ ଝଡ଼ ୟାସକୁ ମୁକାବିଲା କରିବା ସମ୍ପର୍କରେ ଆଜି ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈକଠ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରାକୁତିକ ବିପର୍ଯ୍ୟୟ କମିଟି ବୈଠକ ଭର୍ଚ୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିଲା । ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ମନ୍ତ୍ରୀ,…

ଚୋରା ଚାଲାଣ ବେଳେ ଧରାପଡିଲା ଖଣିଜ ପଦାର୍ଥ : ୫୦ କ୍ୱିଣ୍ଟାଲ କ୍ରୋମାଇଟ ଜବତ, ୩ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଚୋରା ଚାଲାଣ ବେଳେ ଧରାପଡିଲା ଖଣିଜ ପଦାର୍ଥ : ୫୦ କ୍ୱିଣ୍ଟାଲ କ୍ରୋମାଇଟ ଜବତ, ୩ ଗିରଫ

କଟକ(ଏନ୍.ଏମ୍.) ଖଣିଜ ପଦାର୍ଥ ଚୋରା ଚାଲାଣ କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ମାଲଗୋଦାମ ଥାନା ପୋଲିସ ଗିରଫ କରିଛି । ସେମାନେ ହେଲେ ଶିଖରପୁର ଉପର ସାହିର ବିକାଶ ଗୁପ୍ତା(୨୬), ଉତ୍ତରପ୍ରଦେଶର ରାମନୟନ ୟାଦବ(୫୫), ମଙ୍ଗୁଳି ଅଞ୍ଚଳରେ ରହୁଥିବା କଲିକତାର ଲାଲେ ସ(୫୩) । ଏମାନଙ୍କ ଠାରୁ ଗୋଟିଏ…

କରୋନା କଟକଣା ବାଟବଣା: ରାସ୍ତାରେ ଜଗିଛି ପୋଲିସ, ଗଳିକନ୍ଦିରେ ଜମୁଛି ଆସର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କରୋନା କଟକଣା ବାଟବଣା: ରାସ୍ତାରେ ଜଗିଛି ପୋଲିସ, ଗଳିକନ୍ଦିରେ ଜମୁଛି ଆସର

କୋର୍ଡ ୱାର୍ଡରେ ବିକି୍ର ହେଉଛି ମଦ, ଗଞ୍ଜେଇ ଓ ଭାଙ୍ଗ କଟକ(ଏନ୍.ଏମ୍.): ସମ୍ପ୍ରତ୍ତି ରାଜ୍ୟରେ କରୋନା ମହାମାରୀର ଦ୍ରୁତ ସଂକ୍ରମଣ ଦ୍ରୁତ ହେଉଛି । ଦୈନିକ ୧୦ ହଜାର ଉପରେ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏପରି ସ୍ଥିତିରେ ମହାମାରୀକୁ ରୋକିବା ଲାଗି ରାଜ୍ୟ ସରକାର ଆସନ୍ତା…

ସିଏମସି କର୍ମଚାରୀଙ୍କ କରୋନା କଟକଣାକୁ ଫୁ….
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସିଏମସି କର୍ମଚାରୀଙ୍କ କରୋନା କଟକଣାକୁ ଫୁ….

ଚାଲିଥିଲା ମଦ ମାଂସର ଆସର: ଚଢ଼ାଉ କଲା ପୁଲିସ୍ କଟକ (ଏନ୍.ଏମ୍.): କଟକ ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି । ତେବେ କଟକ ସହରରେ କରୋନା ମୁକାବିଲା ନିମନ୍ତେ କଟକରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ଏହି ପରିପ୍ରେକ୍ଷୀରେ ସାରା…

ଆସ୍କାକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ମାମଲା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆସ୍କାକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ମାମଲା

କଟକ(ଏନ୍.ଏମ୍): ଆସ୍କାକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଆବେଦନକାରୀ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି । ମାମଲାରେ ଦର୍ଶାଯାଇଛି ଯେ ଆସ୍କା, ଧରାକୋଟ, ଶେରଗଡ, ବୁଗୁଡା, ପୋଲସରା, କବିସୂର୍ଯ୍ୟନଗର, ହିଞ୍ଜିଳିକାଟୁ ଆଦି…

କରୋନା କାର୍ଯ୍ୟରେ ନିୟୋଜିତ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ପ୍ରୋତ୍ସାହନ ରାଶି ସହ ବୀମାଭୁକ୍ତ କରିବାପାଇଁ ଦାବି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

କରୋନା କାର୍ଯ୍ୟରେ ନିୟୋଜିତ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ପ୍ରୋତ୍ସାହନ ରାଶି ସହ ବୀମାଭୁକ୍ତ କରିବାପାଇଁ ଦାବି

କଟକ(ଏନ୍.ଏମ୍.): ସମ୍ପ୍ରତି ମହାମାରୀ କରୋନାର ଭୟାବହତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ଦମନ କରିବା ପାଇଁ ଆସନ୍ତା ୨୪ତାରିଖ ଦିନଠାରୁ ଘରକୁ ଘର ବୁଲି କରୋନା ରୋଗୀ ଚିହ୍ନଟ ସର୍ଭେକ୍ଷଣ କରିବାପାଇଁ ଆଶାକର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅଙ୍ଗନୱାଡ଼ି କର୍ମୀମାନେ ସହଯୋଗ କରିବାପାଇଁ ସରକାର ନିଷ୍ପତ୍ତି…

ବଙ୍ଗୋପ ସାଗରରେ ସମ୍ଭାବ୍ୟ ବାତ୍ୟା ‘ୟାସ୍’ ଭୀଷଣ ବା ଅତିଭୀଷଣ ହୋଇପାରେ : ଆଇଏମଡି
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବଙ୍ଗୋପ ସାଗରରେ ସମ୍ଭାବ୍ୟ ବାତ୍ୟା ‘ୟାସ୍’ ଭୀଷଣ ବା ଅତିଭୀଷଣ ହୋଇପାରେ : ଆଇଏମଡି

ଭୁବନେଶ୍ୱର(ଏନ୍.ଏମ୍.): ବଙ୍ଗୋପସାଗରରେ ଆସିବାକୁ ଥିବା ସମ୍ଭାବ୍ୟ ବାତ୍ୟାର ନାମ ରହିବ ‘ୟାସ୍’ । ଓମାନ୍ ପକ୍ଷରୁ ଏହି ବାତ୍ୟାର ନାମ କରଣ କରାଯାଇଛି । ୟାସ୍ ଅର୍ଥ ହେଉଛି ‘ନିରାଶ’ । ଏହା ଭୀଷଣ ବା ଅତିଭୀଷଣ ଆକାରର ହୋଇପାରେ । ଆଇଏମଡିର ସାଇକ୍ଲୋନ୍ ୱାର୍ଣ୍ଣିଂ ସେଣ୍ଟରର ମୂଖ୍ୟ…

ଶ୍ୟାମଳ ସୁବର୍ଣ୍ଣର ତୃତୀୟ ସ୍ୱନକ୍ଷତ୍ର ବିଶେଷାଙ୍କ ପାଠକାର୍ପିତ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଶ୍ୟାମଳ ସୁବର୍ଣ୍ଣର ତୃତୀୟ ସ୍ୱନକ୍ଷତ୍ର ବିଶେଷାଙ୍କ ପାଠକାର୍ପିତ

କଟକ(ଏନ୍.ଏମ୍.): ଓଡ଼ିଶାର ପ୍ରଥମ କୃଷି ବିଜ୍ଞାନୀ ଛାତ୍ରଛାତ୍ରୀ ସମ୍ପାଦିତ କୃଷିଭିତ୍ତିକ ତ୍ରୟମାସିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣର ତୃତୀୟ ସ୍ୱନକ୍ଷତ୍ର ବିଶେଷଙ୍କ ଲୋକାର୍ପିତ ହୋଇ ସାରା ଓଡ଼ିଶାରେ ଖୁବ ପାଠକୀୟ ସ୍ୱୀକୃତି ଲାଭକରିଛି । ୨୦୧୮ ସାଲରୁ ପ୍ରକାଶିତ ଏହି ପତ୍ରିକା କୃଷକ ମାନଙ୍କ ନିମନ୍ତେ ଉପାଦେୟ ତଥ୍ୟ, ରୋଗପୋକ…

କଟକ ସହରରୁ ଜଳନିଷ୍କାସନ ନେଇ ସିଏମସି କମିଶନରଙ୍କ ସହ ସାଂସଦଙ୍କ ଆଲୋଚନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକ ସହରରୁ ଜଳନିଷ୍କାସନ ନେଇ ସିଏମସି କମିଶନରଙ୍କ ସହ ସାଂସଦଙ୍କ ଆଲୋଚନା

କଟକ(ଏନ୍.ଏମ୍.): କଟକ ସହରରେ ଠିକ୍ଭାବେ ନାଳନର୍ଦ୍ଦମା ସଫେଇ ତଥା ପଙ୍କୋଦ୍ଧାର ନହେଉଥିବା ଯୋଗୁଁ ସହରବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆସନ୍ତା ୨୬ ତାରିଖ ବେଳକୁ ପ୍ରବଳ ବର୍ଷା ହେବା ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ଦିଆଯିବା ପରେ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି…

ଜିଲ୍ଲାରେ କୋଭିଡ ପରିଚାଳନା ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମୀକ୍ଷା
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜିଲ୍ଲାରେ କୋଭିଡ ପରିଚାଳନା ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମୀକ୍ଷା

କଟକ(ଏନ୍.ଏମ୍.): କଟକ ଜିଲ୍ଲାରେ କୋଭିଡ ପରିଚାଳନା ନିମନ୍ତେ ତଥା ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି ସହ ପଦକ୍ଷେପ ସ୍ୱରୂପ ଆଜି ସାଂସଦ ଭତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଭର୍ଚ୍ଚୁଆଲ ମୋଡ଼ରେ ଏକ ସମୀକ୍ଷା ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ କୋଭିଡ ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ରଣନୀତି ଅବଲମ୍ବନ…

ଆଇଏମଡିର ସୂଚନା: ବଙ୍ଗୋପସାଗରରେ ଆସୁଛି ବାତ୍ୟା, ୨୫ରୁ ଓଡ଼ିଶାରେ ବର୍ଷା
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆଇଏମଡିର ସୂଚନା: ବଙ୍ଗୋପସାଗରରେ ଆସୁଛି ବାତ୍ୟା, ୨୫ରୁ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର (ଏନ୍.ଏମ୍.): ଚଳିତ ମେ ମାସ ୨୬ତାରିଖ ବେଳକୁ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ପୁଣି ଏକ ବାତ୍ୟା ଆସିବାର ସମ୍ଭାବନା ରହିଛି । ଏ ନେଇ ଆଇଏମଡି ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ସମ୍ପର୍କରେ ସୂଚନା ଦିଆଯାଇଛି । ଏବେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ ବୋଲି ବିଭାଗ ପକ୍ଷରୁ…