ଶ୍ରୀଶ୍ରୀ ଜଗନ୍ନାଥ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ
ଶ୍ରୀଶ୍ରୀ ଜଗନ୍ନାଥ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ [caption id="attachment_10598" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍.ଏମ୍.): ସ୍ଥାନୀୟ ତୁଳସୀପୁର ମଠସାହି ସ୍ଥିତ ବହୁ ପୁରାତ ଶ୍ରୀଶ୍ରୀ ଜଗନ୍ନାଥ କ୍ଲବର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଅଜିତ କୁମାର ବେହେରା ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ସମ୍ପାଦକ ଭାବେ ଭରତ ସାହୁ, କ୍ରୀଡ଼ା ସମ୍ପାଦକ ଜଗନ୍ନାଥ ସେଠୀ ନିର୍ବାଚିତ ହୋଇଛନ୍ତି…




















