ଚୌଦ୍ୱାରରେ ପ୍ରଥମ କରି ଚାନ୍ଦିମେଢରେ ପୂଜା ପାଇଲେ ଗଜାନନ
ଚୌଦ୍ୱାରରେ ପ୍ରଥମ କରି ଚାନ୍ଦିମେଢରେ ପୂଜା ପାଇଲେ ଗଜାନନ [caption id="attachment_10892" align="alignnone" width="267"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ପୌରପାଳିକା ଅନ୍ତଗର୍ତ ୫ ନମ୍ବର ୱାର୍ଡସ୍ଥିତ ବ୍ରାହ୍ମଣସାହିରେ ପ୍ରଥମ କରି ଚାନ୍ଦି ମେଢ଼ରେ ବିଘ୍ନରାଜ ଗଣପତିଙ୍କର ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଏହି ସାହିରେ ଗଣେଷ ଓ ମହାଲକ୍ଷ୍ମୀଙ୍କ ମେଢ ପ୍ରସ୍ତୁତ କରି ମହାସମାରୋହରେ ପୂଜାନୀତି କରିବା ସହ ବିଶାଳ…



















