ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ; ପିନାକ ମିଶ୍ର ହେବେ କଟକ ଓ ପ୍ରତୀକ ସିଂହ ହେବେ ଭୁବନେଶ୍ୱର ଡିସିପି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ; ପିନାକ ମିଶ୍ର ହେବେ କଟକ ଓ ପ୍ରତୀକ ସିଂହ ହେବେ ଭୁବନେଶ୍ୱର ଡିସିପି

ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ; ପିନାକ ମିଶ୍ର ହେବେ କଟକ ଓ ପ୍ରତୀକ ସିଂହ ହେବେ ଭୁବନେଶ୍ୱର ଡିସିପି ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଏହି ଅଦଳବଦଳ ପ୍ରକ୍ରିୟାରେ କଟକ ଓ ଭୁବନେଶ୍ୱର ଡିସିପି ବଦଳିଛନ୍ତି । କଟକ ଡିସିପି ଥିବା ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତ କରାଯାଇଥିବାବେଳେ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ କଟକ ଡିସିପି…

ନିମପୁର ଉଚ୍ଚ ବିଦ୍ୟାଳୟର ୧୯୮୪ ମସିହା ବ୍ୟାଚ୍ ପକ୍ଷରୁ ଜଳଛତ୍ର କେନ୍ଦ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ନିମପୁର ଉଚ୍ଚ ବିଦ୍ୟାଳୟର ୧୯୮୪ ମସିହା ବ୍ୟାଚ୍ ପକ୍ଷରୁ ଜଳଛତ୍ର କେନ୍ଦ୍ର

ନିମପୁର ଉଚ୍ଚ ବିଦ୍ୟାଳୟର ୧୯୮୪ ମସିହା ବ୍ୟାଚ୍ ପକ୍ଷରୁ ଜଳଛତ୍ର କେନ୍ଦ୍ର ଜଗତପୁର(ଏନ୍‌.ଏମ୍‌.): ଜଗତପୁର ନିମପୁର ଉଚ୍ଚ ବିଦ୍ୟାଳୟର ୧୯୮୪ ମସିହା ବ୍ୟାଚର ପୁରାତନ ଛାତ୍ରଙ୍କ ଦ୍ୱାରା ସ୍ଥାନୀୟ ନଜରପୁର ଗୟାନା ଛକରେ ଏକ ଜଳଛତ୍ର କେନ୍ଦ୍ର ଖୋଲାଯାଇଛି । ବ୍ୟାଚ୍ ସଭାପତି ଅଲେଖ ଚନ୍ଦ୍ର ବେହେରା, ନୃସିଂହ ଚନ୍ଦ୍ର ପରିଡା, ଉମାଶଙ୍କର ସାମଲ, ଦେବେନ୍ଦ୍ର ଦାସ, ଧନେଶ୍ୱର ମହାନ୍ତି, ଫଗୁ ଚରଣ ସାହୁ, ଦେବେନ୍ଦ୍ର ପଣ୍ଡା, ବିଭୁତି ଭୁଷଣ…

କଟକରେ ମଧୁବାବୁଙ୍କ ଜୟନ୍ତୀ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକରେ ମଧୁବାବୁଙ୍କ ଜୟନ୍ତୀ ଉତ୍ସବ

କଟକରେ ମଧୁବାବୁଙ୍କ ଜୟନ୍ତୀ ଉତ୍ସବ କଟକ(ଏନ୍‌.ଏମ୍‌.): କୁଳବୃଦ୍ଧ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ଉପଲକ୍ଷେ କଟକର ବିଭିନ୍ନ ସ୍ଥାନରେ ମଧୁଜୟନ୍ତୀ ପାଳିତ ହୋଇଯାଇଛି । ମଧୁ ସ୍ମୃତି ସୁରକ୍ଷା ସଂସ୍ଥାନ ପକ୍ଷରୁ ମଧୁ ଜୟନ୍ତୀ ଉତ୍ସବ କଟକସ୍ଥିତ ତାଙ୍କ ବାସଭବନ ମଧୁସୂଦନ ସଂଗ୍ରହାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ଅତିଥିମାନେ ମଧୁବାବୁଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା ।…

ଜଗତପୁର ତୁଳା କାରଖାନାରେ ଆକସ୍ମିକ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମିଭୂତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତପୁର ତୁଳା କାରଖାନାରେ ଆକସ୍ମିକ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମିଭୂତ

ଜଗତପୁର ତୁଳା କାରଖାନାରେ ଆକସ୍ମିକ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମିଭୂତ ଜଗତପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ଜଗତପୁର ନୂତନ ଶିଳ୍ପାଞ୍ଚଳ ସ୍ଥିତ ଫେଜ-୨ ପରିସରରେ ଥିବା ଏକ ରଙ୍ଗିନ ତୁଳା ପ୍ରସ୍ତୁତି କାରଖାନାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି । ଆଜି ପୂର୍ବାହ୍ନ ସାଢେ ୯ଟା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ଥିବାବେଳେ କାରଖାନାରେ ମହଜୁଦ ଥିବା ବିପୁଳ ପରିମାଣର ରଙ୍ଗିନ ତୁଳା ଓ ବହୁ ଦାମୀ ମେସିନ ସମେତ ଅନ୍ୟାନ୍ୟ…

ପଦ୍ମଭୂଷଣ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଓ ୧୦୮ ଦୀପଦାନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପଦ୍ମଭୂଷଣ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଓ ୧୦୮ ଦୀପଦାନ

ପଦ୍ମଭୂଷଣ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଓ ୧୦୮ ଦୀପଦାନ [caption id="attachment_4688" align="alignnone" width="300"] ଫଟୋ- ଅଜିତ କୁମାର ମଲ୍ଲିକ[/caption] କୋଣାର୍କ(ଏନ୍‌.ଏମ୍‌.): ମହାନ ସାରସ୍ୱତସାଧକ ପଦ୍ମଭୂଷଣ ସ୍ୱର୍ଗତ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସର ପୁଣ୍ୟତିଥିରେ ‘ମନୋଜ ଦାସ ଫ୍ୟାନ୍ସ ଫେସବୁକ ଗୃପ୍‌’ ପକ୍ଷରୁ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଓ ମହୋଦଧିର ସଙ୍ଗମ ସ୍ଥଳରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ୧୦୮ ଦୀପଦାନ କରାଯାଇଛି…

ଭାରତ ହେଉଛି ସନ୍ଥଙ୍କ ଦେଶ ଏବଂ ଆଗାମୀ ସମୟରେ ଭାରତ ବିଶ୍ୱଗୁରୁ ରୂପେ ଉଭା ହେବ- ରାଜ୍ୟପାଳ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଭାରତ ହେଉଛି ସନ୍ଥଙ୍କ ଦେଶ ଏବଂ ଆଗାମୀ ସମୟରେ ଭାରତ ବିଶ୍ୱଗୁରୁ ରୂପେ ଉଭା ହେବ- ରାଜ୍ୟପାଳ

ଏକାମ୍ର ସାରସ୍ୱତ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଭାରତ ହେଉଛି ସନ୍ଥଙ୍କ ଦେଶ ଏବଂ ଆଗାମୀ ସମୟରେ ଭାରତ ବିଶ୍ୱଗୁରୁ ରୂପେ ଉଭା ହେବ- ରାଜ୍ୟପାଳ [caption id="attachment_4685" align="alignnone" width="296"] Photo From I&PR Odisha[/caption] ଭୁବନେଶ୍ୱର (ଏନ୍‌.ଏମ୍‌.):ସନାତନ ଧର୍ମର ମୂଳ ଭାବ ହେଉଛି ଶାଶ୍ୱତ ସହ ସଂଯୋଗ । ଆମେ ଯେଉଁ ଉତ୍ସରୁ ଆସିଛେ, ସେହି ଉତ୍ସ ସହ ସଂଯୁକ୍ତ ହୋଇ ରହିବା ହେଉଛି ଧର୍ମର ସାରବତ୍ତା…

ଉତ୍କଳ ଗୌରବଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଉତ୍କଳ ଗୌରବଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ

ଉତ୍କଳ ଗୌରବଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡ଼ିଶାର ନିର୍ମାତା ଉତ୍କଳ ଗୌରବ ମଧୂସୁଧନ ଦାସଙ୍କ  ( ମଧୁବାବୁ)  ୧୭୪ ପୁଣ୍ୟ ଜୟନ୍ତୀ ଅବସରରେ ମଧୁବାବୁଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ପୂର୍ବକ ଓଡିଶା ବାସୀଙ୍କ ତରଫରୁ କୋଟି କୋଟି ପ୍ରଣାମ ଜଣେଇ ଛାଡ଼ି  ଯାଇଥିବା ଅଧୁରା କାର୍ଯ୍ୟକୁ ପୁରଣ କରିବା ପାଇଁ ଭାଷା ଆନ୍ଦୋଳନ , ଓଡ଼ିଶାର ଭାଷା ଯୋଦ୍ଧା ମାନେ ରାଜ୍ୟପାଳ ଭବନ ନିକଟ ମଧୁବାବୁଙ୍କ ପ୍ରତିମୁର୍ତିସ୍ଥଳ "ଭାଷା ତୀର୍ଥ"ରେ  ପଣ…

ବିଜେପି ନେତା ବିଜୟ ଦଳ ବେହେରାଙ୍କୁ ଜାମିନ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେପି ନେତା ବିଜୟ ଦଳ ବେହେରାଙ୍କୁ ଜାମିନ

ବିଜେପି ନେତା ବିଜୟ ଦଳ ବେହେରାଙ୍କୁ ଜାମିନ ଜେଲରୁ ଫେରିବାବେଳେ କ’ଣ କହୁଛନ୍ତି ବିଜୟ ଦଳବେହେରା...  ଦେଖନ୍ତୁ ଭିଡିଓ... ବଡ଼ମ୍ବା(ଏନ୍‍.ଏମ୍‍.): ଦୀର୍ଘ ଦିନ ପ୍ରତୀକ୍ଷାର ଆଜି ଅନ୍ତ ଘଟିଛି । ବିଜେପି ନେତା ବିଜୟ ଦଳବେହେରା ଜାମିନ ପାଇବା ପରେ ଆଜି କାରାଗାରରୁ ମୁକ୍ତ ହୋଇଛନ୍ତି । ତେବେ ସେ ଜେଲରୁ ବାହାରିବା ପରେ ଶହ ଶହ ସମର୍ଥକ ଜେଲ ଫାଟକ ନିକଟରେ ଶ୍ରୀ ଦଳବେହେରାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା…

ବିଧାୟକଙ୍କ ଦ୍ୱାରା ଚୌଦ୍ୱାର ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ବିଧାୟକଙ୍କ ଦ୍ୱାରା ଚୌଦ୍ୱାର ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ

ବିଧାୟକଙ୍କ ଦ୍ୱାରା ଚୌଦ୍ୱାର ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ [caption id="attachment_4674" align="alignnone" width="300"] ଫଟୋ- ସ୍ମୃତିରଞ୍ଜନ ତ୍ରିପାଠୀ[/caption] ଟାଙ୍ଗୀ-ଚୌଦ୍ୱାର(ଏନ୍‍.ଏମ୍‍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଞ୍ଜୁର କରାଯାଇଥିବା ରୋଡ୍ ଇନ୍‌ଫ୍ରା ଓ ମୁକ୍ତା ଯୋଜନାରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକର ଶିଳାନ୍ୟାସ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକର ମାନ୍ୟବର ବିଧାୟକ ସୌଭିକ ବିଶ୍ୱାଳ ଯୋଗ ଦେଇ ଶିଳାନ୍ୟାସ କରିଥିଲେ । କାର୍ଯ୍ୟକ୍ରମରେ ଚୌଦ୍ୱାର ପୌରପାଳିକାର ନଗରପାଳ…

କାମରେ ଲାଗୁନି ବସୁଧା ଯୋଜନା : ଗୁଜରପୁର ପଞ୍ଚାୟତରେ ଜଳକଷ୍ଟ ସମସ୍ୟା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କାମରେ ଲାଗୁନି ବସୁଧା ଯୋଜନା : ଗୁଜରପୁର ପଞ୍ଚାୟତରେ ଜଳକଷ୍ଟ ସମସ୍ୟା

କାମରେ ଲାଗୁନି ବସୁଧା ଯୋଜନା : ଗୁଜରପୁର ପଞ୍ଚାୟତରେ ଜଳକଷ୍ଟ ସମସ୍ୟା କଟକ(ଏନ୍‌.ଏମ୍‌.): ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କାର ଅର୍ଥ ବିନିଯୋଗ କରୁଥିବାବେଳେ ଏ ସବୁ ଜନସାଧାରଣଙ୍କ କାମରେ ଲାଗୁନଥିବା ଅଭିଯୋଗ ହୋଇଛି । ଏପରିକି ବ୍ଲକସ୍ତରରେ ବିଭିନ୍ନ ପଞ୍ଚାୟତ ଗୁଡିକରେ ବସୁଧା ଯୋଜନା ମାଧ୍ୟମରେ ଉଚ୍ଚ ସମ୍ପନ୍ନ ପାନୀୟ ଜଳ ଟାଙ୍କି ନିର୍ମାଣ କରାଯାଇଛି ।…

ଓପୋ ମୋବାଇଲ କମ୍ପାନୀକୁ ବିରୋଧ କରି ବିକ୍ଷୋଭ

ଓପୋ ମୋବାଇଲ କମ୍ପାନୀକୁ ବିରୋଧ କରି ବିକ୍ଷୋଭ କଟକ(ଏନ୍‌.ଏମ୍‌.): ଅଲ୍ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ୍ ପକ୍ଷରୁ ଓପୋ କମ୍ପାନୀକୁ ବିରୋଧ କରି କଟକରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବାଦାମବାଡ଼ି ଭରତିଆ ଟାୱାର ସାମ୍ନାରେ କଟକ ମୋବାଇଲ ରିଟେଲରମାନେ ବ୍ୟାନର ଧରି ପ୍ରତିବାଦ କରିଥିଲେ । ପ୍ରତିବାଦକାରୀଙ୍କ ଅଭିଯୋଗ ଅନୁଯାୟୀ, ଓପୋ ମୋବାଇଲ ନିର୍ମାତା କମ୍ପାନୀ ନୂଆ କରି ଏବେ ବଜାରକୁ ଛାଡିଥିବା କେ…

ବିଶ୍ୱ ଯୋଗ ଦିବସର କାଉଣ୍ଟଡାଉନ: ସୂର୍ଯ୍ୟମନ୍ଦିର ସମ୍ମୁଖରେ ଯୋଗାଭ୍ୟାସ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ବିଶ୍ୱ ଯୋଗ ଦିବସର କାଉଣ୍ଟଡାଉନ: ସୂର୍ଯ୍ୟମନ୍ଦିର ସମ୍ମୁଖରେ ଯୋଗାଭ୍ୟାସ

ବିଶ୍ୱ ଯୋଗ ଦିବସର କାଉଣ୍ଟଡାଉନ: ସୂର୍ଯ୍ୟମନ୍ଦିର ସମ୍ମୁଖରେ ଯୋଗାଭ୍ୟାସ [caption id="attachment_4663" align="alignnone" width="300"] ଫଟୋ- ଅଜିତ କୁମାର ମଲ୍ଲିକ[/caption] କୋଣାର୍କ(ଏନ୍‌.ଏମ୍‌.): ଆସନ୍ତା ଜୁନ୍ ୨୧ ତାରିଖ ବିଶ୍ୱ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ଡାକ ବିଭାଗ ପୁରୀ ମଣ୍ଡଳ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ଏହି ଅବସରରେ ଡାକ ବିଭାଗ ପକ୍ଷରୁ ପୂର୍ବାହ୍ନରେ ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ…

ରାଜ୍ୟସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ: ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆର ପ୍ରକୋପ ହ୍ରାସ କରି ଜୀବନରକ୍ଷା କରିବା
Slider ଦେଶ ବିଦେଶ ପପୁଲାର ନିଓଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ: ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆର ପ୍ରକୋପ ହ୍ରାସ କରି ଜୀବନରକ୍ଷା କରିବା

ରାଜ୍ୟସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ: ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆର ପ୍ରକୋପ ହ୍ରାସ କରି ଜୀବନରକ୍ଷା କରିବା [caption id="attachment_4659" align="alignnone" width="300"] Photo By I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ୨୦୩୦ ମସିହା ସୁଦ୍ଧା ଦେଶକୁ ମ୍ୟାଲେରିଆ ମୁକ୍ତ କରିବା ଲକ୍ଷ୍ୟକୁ ସାକାର କରିବା ପାଇଁ ଆମ ରାଜ୍ୟରେ ମ୍ୟାଲେରିଆ ରୋଗର ପ୍ରକୋପ, ରୋଗର ଗତିବିଧି, ନିରାକରଣ ପନ୍ଥା ଓ ଅନ୍ତର୍ବିଭାଗୀୟ ସହଭାଗିତା ଆଦି ସମ୍ପର୍କରେ ତର୍ଜମା କରିବା…

ରାଜ୍ୟରେ ମଡେଲ ମଣ୍ଡି ନିର୍ମାଣ କରାଯିବ, ଚାଷୀମାନେ ସୁବିଧାରେ କୃଷିଜାତ ଦ୍ରବ୍ୟ ବିକ୍ରି କରିପାରିବେ- ଯୋଗାଣ ମନ୍ତ୍ରୀ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ରାଜ୍ୟରେ ମଡେଲ ମଣ୍ଡି ନିର୍ମାଣ କରାଯିବ, ଚାଷୀମାନେ ସୁବିଧାରେ କୃଷିଜାତ ଦ୍ରବ୍ୟ ବିକ୍ରି କରିପାରିବେ- ଯୋଗାଣ ମନ୍ତ୍ରୀ

ରାଜ୍ୟରେ ମଡେଲ ମଣ୍ଡି ନିର୍ମାଣ କରାଯିବ, ଚାଷୀମାନେ ସୁବିଧାରେ କୃଷିଜାତ ଦ୍ରବ୍ୟ ବିକ୍ରି କରିପାରିବେ- ଯୋଗାଣ ମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ୫୨ଟି ମଡେଲ ମଣ୍ଡି ନିର୍ମାଣ କରାଯିବ ପ୍ୟାକ୍ସ/ଲ୍ୟାମ୍ପସ୍‌ରେ ପ୍ରଥମ ପର୍ଯ୍ୟାୟରେ ୧୨୮ଟି ବହୁମୁଖୀ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ [caption id="attachment_4655" align="alignnone" width="300"] Photo From I&PR Odisha[/caption] ଭୁବନେଶ୍ୱର(ଏନ.ଏମ୍‌.): କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ସେମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର…

୪୦ ଡିଗ୍ରୀ ଉପରେ ତାତି: ସିଏମସି ପକ୍ଷରୁ ଜଳଛତ୍ର ଖୋଲିବ କେବେ?
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

୪୦ ଡିଗ୍ରୀ ଉପରେ ତାତି: ସିଏମସି ପକ୍ଷରୁ ଜଳଛତ୍ର ଖୋଲିବ କେବେ?

୪୦ ଡିଗ୍ରୀ ଉପରେ ତାତି: ସିଏମସି ପକ୍ଷରୁ ଜଳଛତ୍ର ଖୋଲିବ କେବେ? କଟକ(ଏନ୍‌.ଏମ୍‌.): କଟକ ସହର ତଥା ଜିଲ୍ଲାରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ପ୍ରାୟ ୪୦ଡିଗ୍ରୀ ଉପରେ ତାପମାତ୍ରା ଅନୁଭୂତ ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି । ତେବେ ଜିଲ୍ଲାପ୍ରଶାସନ ପକ୍ଷରୁ ଗ୍ରୀଷ୍ମତାପ ମୁକାବିଲା ନେଇ ହୋଇଥିବା ବୈଠକରେ ଜିଲ୍ଲାପାଳ ନିରବଚ୍ଛିନ୍ନ ବିଦ୍ୟୁତ ସେବା, ଜଳ ଯୋଗାଣ, ବିଭିନ୍ନ ସ୍ଥାନରେ ଜଳଛତ୍ର…

ବିଦ୍ୟୁତ ସମସ୍ୟାକୁ ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଦ୍ୟୁତ ସମସ୍ୟାକୁ ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ବିଦ୍ୟୁତ ସମସ୍ୟାକୁ ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର [caption id="attachment_4648" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): ସମ୍ପ୍ରତି କଟକ ଜିଲ୍ଲା ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବିଦ୍ୟୁତ ବିଭାଗର ବେପରୁଆ ତଥା ଶୋଷଣ ନୀତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଘରୋଇ ସଂସ୍ଥାମାନଙ୍କ ହାତରେ ରାଷ୍ଟ୍ରାୟତ ସଂସ୍ଥାଗୁଡ଼ିକୁ ଟେକି ଦେଇ ସରକାର ପରୋକ୍ଷରେ ଜନସାଧାରଣଙ୍କୁ ଶୋଷଣ କରୁଥିବା ଭଳି…

ଜମି ଚିହ୍ନଟରେ ଅଟକି ଯାଇଛି ଅଙ୍ଗନୱାଡ଼ି କେନ୍ଦ୍ର ; ନିମପୁର ନୂତନ ବସ୍ତିରେ ଶିଶୁଙ୍କ ଶିକ୍ଷାସେବା ବିପର୍ଯ୍ୟସ୍ତ : ଗୋଷ୍ଠୀକେନ୍ଦ୍ରରେ ଗଢାଯାଉଛି ଭବିଷ୍ୟତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଜମି ଚିହ୍ନଟରେ ଅଟକି ଯାଇଛି ଅଙ୍ଗନୱାଡ଼ି କେନ୍ଦ୍ର ; ନିମପୁର ନୂତନ ବସ୍ତିରେ ଶିଶୁଙ୍କ ଶିକ୍ଷାସେବା ବିପର୍ଯ୍ୟସ୍ତ : ଗୋଷ୍ଠୀକେନ୍ଦ୍ରରେ ଗଢାଯାଉଛି ଭବିଷ୍ୟତ

ଜମି ଚିହ୍ନଟରେ ଅଟକି ଯାଇଛି ଅଙ୍ଗନୱାଡ଼ି କେନ୍ଦ୍ର ନିମପୁର ନୂତନ ବସ୍ତିରେ ଶିଶୁଙ୍କ ଶିକ୍ଷାସେବା ବିପର୍ଯ୍ୟସ୍ତ : ଗୋଷ୍ଠୀକେନ୍ଦ୍ରରେ ଗଢାଯାଉଛି ଭବିଷ୍ୟତ [caption id="attachment_4643" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): ସରକାର ମହିଳା ଓ ଶିଶୁମାନଙ୍କ ସାମଗ୍ରିକ ବିକାଶ ଯୋଜନା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ବିଶେଷ କରି ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ଶିଶୁମାନଙ୍କ ଯତ୍ନ…

ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଗ୍ରୀଷ୍ଣକାଳୀନ ସହାୟତା: ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀଙ୍କୁ ପ୍ରସୂତିକାଳୀନ ଛୁଟି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଗ୍ରୀଷ୍ଣକାଳୀନ ସହାୟତା: ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀଙ୍କୁ ପ୍ରସୂତିକାଳୀନ ଛୁଟି

ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଗ୍ରୀଷ୍ଣକାଳୀନ ସହାୟତା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀଙ୍କୁ ପ୍ରସୂତିକାଳୀନ ଛୁଟି ଭୁବନେଶ୍ୱର(ଏନ୍‌.ଏମ୍‌.): ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀମାନଙ୍କୁ ଗ୍ରୀଷ୍ଣକାଳୀନ ସହାୟତା (ସମର ଆଲାଉନ୍ସ) ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଉପରୋକ୍ତ ମର୍ମରେ ନିଷ୍ପତ୍ତି ନିଆଯାଇ ସବୁ ହିତାଧିକାରୀଙ୍କୁ ଗ୍ରୀଷ୍ଣକାଳୀନ ସହାୟତା ବାବଦରେ ପ୍ରତ୍ୟେକଙ୍କୁ ୧୦୦ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି ।…

ପବିତ୍ର ଇଦ ଉଲ ଫିତର ପରିପ୍ରେକ୍ଷୀରେ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପବିତ୍ର ଇଦ ଉଲ ଫିତର ପରିପ୍ରେକ୍ଷୀରେ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ

ପବିତ୍ର ଇଦ ଉଲ ଫିତର ପରିପ୍ରେକ୍ଷୀରେ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ କଟକ(ଏନ୍‌.ଏମ୍‌.): ମୁସଲିମ ସମ୍ପ୍ରଦାୟର ପବିତ୍ର ଇଦଉଲ ଫିତର ପର୍ବ ପାଳନ ନେଇ କଟକ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଲାଲବାଗ ଥାନା ଅନ୍ତର୍ଗତ ରୟାଲ ଗାର୍ଡେନ ଠାରେ ଆୟୋଜିତ ଏହି ବୈଠକରେ ଡିସିପି ପ୍ରତୀକ ସିଂହ ଅଧ୍ୟକ୍ଷତା କରିଥିଲେ । ଏଥିରେ ସହରର ସବୁ ମସଜିଦ କମିଟିର କର୍ମକର୍ତ୍ତା,…

ଆଉ ନାହାନ୍ତି ପଦ୍ମଶ୍ରୀ ବୀଣାପାଣି ମହାନ୍ତି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଉ ନାହାନ୍ତି ପଦ୍ମଶ୍ରୀ ବୀଣାପାଣି ମହାନ୍ତି

ଆଉ ନାହାନ୍ତି ପଦ୍ମଶ୍ରୀ ବୀଣାପାଣି ମହାନ୍ତି କଟକ(ଏନ୍‌.ଏମ୍‌.): ଆରପାରିରେ ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି । ତାଙ୍କର ଆଜି ରାତି ୯ଘଟିକା ସମୟରେ କଟକ ବାଦାମବାଡ଼ି ଗ୍ଲାସ ପ୍ୟାଲେସ ଲେନ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ପଦ୍ମଶ୍ରୀ ସହ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ଓ ଶାରଳା ସମ୍ମାନରେ ସମ୍ମାନିତ ହୋଇଥିଲେ । ପାଟଦେଈ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ପୁସ୍ତକ…