କଟକରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଟକରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ

କଟକରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ [caption id="attachment_5168" align="alignnone" width="300"] News By Smrutiranjan Tripathy (Cuttack)[/caption] କଟକ(ଏନ୍‌.ଏମ୍‌.): କଟକ ସହରରେ କିନ୍ନରମାନେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସାବିତ୍ରୀ ବ୍ରତ ପାଳନ କରିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ସ୍ଥାନୀୟ ଶଙ୍କରପୁର ଡିହସାହିସ୍ଥିତ ସାମୁଲେଇ ମନ୍ଦିର ପ୍ରାଙ୍ଗଣରେ କିନ୍ନରମାନେ ନବ ବସ୍ତ୍ର ପରିଧାନ କରି ସାବିତ୍ରୀ ବ୍ରତ ନିମନ୍ତେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଶଙ୍ଖା,…

ପୁରୀ ଜିଲ୍ଲାରେ ୪ ପିତୃ ମାତୃ ହୀନ ପିଲାଙ୍କୁ ପିଏମ୍ କେୟାର୍ସରେ ସାମିଲ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ପୁରୀ ଜିଲ୍ଲାରେ ୪ ପିତୃ ମାତୃ ହୀନ ପିଲାଙ୍କୁ ପିଏମ୍ କେୟାର୍ସରେ ସାମିଲ

ପୁରୀ ଜିଲ୍ଲାରେ ୪ ପିତୃ ମାତୃ ହୀନ ପିଲାଙ୍କୁ ପିଏମ୍ କେୟାର୍ସରେ ସାମିଲ [caption id="attachment_5165" align="alignnone" width="300"] News by Ajit kumar Mallick[/caption] କୋଣାର୍କ (ଏନ୍‌.ଏମ୍‌.): କୋଭିଡ ସଂକ୍ରମଣ ଓ ତଦ୍ ଜନିତ ପ୍ରଭାବରୁ ପୁରୀ ଜିଲ୍ଲାରେ ୪ ଜଣ ନାବାଳକ ପିତୃ ମାତୃ ହୀନ ହୋଇଥିଲେ । ଏହି ପିଲାମାନଙ୍କୁ ଭାରତ ସରକାରଙ୍କ ପିଏମ୍ କେୟାର୍ସ କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତ କରାଯାଇଛି । ସେମାନଙ୍କ ଭବିଷ୍ୟତ…

ଆଠଗଡ଼ ଅଞ୍ଚଳରେ ଆଉ ଏକ ପେଟ୍ରୋଲ ପମ୍ପ ଉଦ୍‌ଘାଟନ କଲେ ଯୋଗାଣ ବିଭାଗ ମନ୍ତ୍ରୀ,
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆଠଗଡ଼ ଅଞ୍ଚଳରେ ଆଉ ଏକ ପେଟ୍ରୋଲ ପମ୍ପ ଉଦ୍‌ଘାଟନ କଲେ ଯୋଗାଣ ବିଭାଗ ମନ୍ତ୍ରୀ,

ଆଠଗଡ଼ ଅଞ୍ଚଳରେ ଆଉ ଏକ ପେଟ୍ରୋଲ ପମ୍ପ ଉଦ୍‌ଘାଟନ କଲେ ଯୋଗାଣ ବିଭାଗ ମନ୍ତ୍ରୀ [caption id="attachment_5162" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼ (ଏନ୍‌.ଏମ୍‌.): ଆଠଗଡ଼ ଅଞ୍ଚଳରେ ଜନସାଧାରଣ ବାଇକ ତଥା ଅନ୍ୟାନ୍ୟ ମୋଟରଗାଡ଼ିରେ ତେଲ ପକାଇବା ପାଇଁ ନାହିଁ ନଥିବା ହଇରାଣ ହେଉଥିବାବେଳେ ଆଜି ସ୍ଥାନୀୟ ବିଧାୟକ ତଥା ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି ।…

ମେଡିକାଲ କଲେଜରେ ଶିକ୍ଷାଦାନ ପାଇଁ ରାଜ୍ୟସରକାରଙ୍କ ତୁରନ୍ତ ପଦକ୍ଷେପ: ଏମ୍‌ବିବିଏସ୍ ସିଟ୍ ସଂଖ୍ୟା ୧୨୫୦ରୁ ୧୭୫୦କୁ ବୃଦ୍ଧି,
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ମେଡିକାଲ କଲେଜରେ ଶିକ୍ଷାଦାନ ପାଇଁ ରାଜ୍ୟସରକାରଙ୍କ ତୁରନ୍ତ ପଦକ୍ଷେପ: ଏମ୍‌ବିବିଏସ୍ ସିଟ୍ ସଂଖ୍ୟା ୧୨୫୦ରୁ ୧୭୫୦କୁ ବୃଦ୍ଧି,

ମେଡିକାଲ କଲେଜରେ ଶିକ୍ଷାଦାନ ପାଇଁ ରାଜ୍ୟସରକାରଙ୍କ ତୁରନ୍ତ ପଦକ୍ଷେପ: ଏମ୍‌ବିବିଏସ୍ ସିଟ୍ ସଂଖ୍ୟା ୧୨୫୦ରୁ ୧୭୫୦କୁ ବୃଦ୍ଧି [caption id="attachment_5159" align="alignnone" width="245"] News From I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ଶିକ୍ଷାର ଦୃଢ଼ ଅଭିବୃଦ୍ଧି ଲକ୍ଷ୍ୟ ରଖି ୨୦୧୭-୧୮ରୁ ପର୍ଯ୍ୟାୟ କ୍ରମେ ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା କରୁଛନ୍ତି । ଏହି କ୍ରମରେ ୨୦୧୭-୧୮ରେ କୋରାପୁଟ ଓ ବଲାଙ୍ଗୀରରେ ଓ ୨୦୧୮-୧୯ରେ ବାରିପଦା…

ମଙ୍କି ପକ୍ସ ପ୍ରତି ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ.
Slider ଦେଶ ବିଦେଶ ପପୁଲାର ନିଓଜ ରାଜ୍ୟ ସ୍ୱାସ୍ଥ୍ୟ

ମଙ୍କି ପକ୍ସ ପ୍ରତି ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ.

ମଙ୍କି ପକ୍ସ ପ୍ରତି ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ [caption id="attachment_5156" align="alignnone" width="300"] News by B.R.Mishra (BBSR)[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ୟୁରୋପ, ୟୁଏସ୍‌ଏ ଓ ଅନ୍ୟ ଦେଶରେ ମଙ୍କି ପକ୍ସ ଭାଇରସ୍ ଆତଙ୍କ ଖେଳାଇଥିବାବେଳେ ଆମ ଦେଶରେ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ଘଟଣା ଦେଖାଯାଇନାହିଁ । ତେବେ ଏ ଦିଗରେ ସଚେତନ ରହିବା ସହ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ଆଜି ରାଜ୍ୟ…

୪ର୍ଥ ବେଳାଭୂମି ସଂଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

୪ର୍ଥ ବେଳାଭୂମି ସଂଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ

୪ର୍ଥ ବେଳାଭୂମି ସଂଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ [caption id="attachment_5153" align="alignnone" width="300"] News From Ajit Kumar Mallick (Konark)[/caption] କୋଣାର୍କ(ଏନ୍‌.ଏମ୍‌.): ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସମୁଦ୍ର ଗୋଲଡେନ ବିଚ୍ ଠାରେ ବେଳାଭୂମି ସଂଯୋଗ ବା ବିଚ୍ କନେକ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋକନୃତ୍ୟ, ଲୋକ କଳା, ଯୋଗ, ସଡ଼କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, କୁଇଜ୍‌, ପିଲାମାନଙ୍କ ବିଭିନ୍ନ ଖେଳ, ଟଗ୍ ଅଫ୍ ୱାର, ମ୍ୟୁଜିକାଲ…

ଜଗତପୁରରେ ସାବିତ୍ରି ଓଷା ପାଇଁ ଫଳ ଦୋକାନରେ ଭିଡ : ଫଳ ଦର ଆକାଶ ଛୁଆଁ : ସତ୍ୟବାନଙ୍କ ପକେଟରେ ଲାଗିଛି ନିଆଁ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଜଗତପୁରରେ ସାବିତ୍ରି ଓଷା ପାଇଁ ଫଳ ଦୋକାନରେ ଭିଡ : ଫଳ ଦର ଆକାଶ ଛୁଆଁ : ସତ୍ୟବାନଙ୍କ ପକେଟରେ ଲାଗିଛି ନିଆଁ

ଜଗତପୁରରେ ସାବିତ୍ରି ଓଷା ପାଇଁ ଫଳ ଦୋକାନରେ ଭିଡ : ଫଳ ଦର ଆକାଶ ଛୁଆଁ : ସତ୍ୟବାନଙ୍କ ପକେଟରେ ଲାଗିଛି ନିଆଁ [caption id="attachment_5149" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): ହିନ୍ଦୁ ଧର୍ମର ପବିତ୍ର ସାବିତ୍ରୀ ବ୍ରତ ପାଇଁ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଏପରିକି ଫଳ ଦୋକାନ ଠାରୁ ଆରମ୍ଭ କରି ଶାଢ଼ୀ ଦୋକାନ ପର୍ଯ୍ୟନ୍ତ ଭିଡ ହିଁ ଭିଡ ।…

ଜଗତପୁର ବଲ ବ୍ୟାଡମିଣ୍ଟନ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତପୁର ବଲ ବ୍ୟାଡମିଣ୍ଟନ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ

ଜଗତପୁର ବଲ ବ୍ୟାଡମିଣ୍ଟନ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ ଜଗତପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ବଲ ବ୍ୟାଡମିଣ୍ଟନ ଆସୋସିଏସନ ଏବଂ ଜଗତପୁର ବଲ ବ୍ୟାଡମିଣ୍ଟନ କ୍ଲବ ମିଳିତ ଆନୁକୂଲ୍ୟରେ ଗ୍ରୀଷ୍ମ କାଳୀନ (ଦେୟମୁକ୍ତ) ବାଳକ/ବାଳିକା ବଲ ବ୍ୟାଡମିଣ୍ଟନ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଜଗତପୁର ଗ୍ରାମ ଖେଳ ପଡିଆରେ ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଉପ ଅଗ୍ନିଶମ ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକ, ମୁଖ୍ୟବକ୍ତା…

ଜଗତପୁର କେନାଲ ବନ୍ଧ ରାସ୍ତା ଉପରେ କୁଢକୁଢ ଆବର୍ଜନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଜଗତପୁର କେନାଲ ବନ୍ଧ ରାସ୍ତା ଉପରେ କୁଢକୁଢ ଆବର୍ଜନା

ଜଗତପୁର କେନାଲ ବନ୍ଧ ରାସ୍ତା ଉପରେ କୁଢକୁଢ ଆବର୍ଜନା [caption id="attachment_5142" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ଅନ୍ତର୍ଗତ ୪୮ ନମ୍ବର ୱାର୍ଡ଼ ଭୂବନପୁରସ୍ଥିତ କେନ୍ଦ୍ରାପଡା କେନାଲ ବନ୍ଧ ରାସ୍ତା ଉପରେ କୁଢ କୁଢ ଅଳିଆ ଆବର୍ଜନା ଗଦା ହୋଇଥିବା ଦେଖିବାକୁ ମିଳିଛି । ଏହି ୱାର୍ଡଟିକୁ ବର୍ଷାଦିନ ପୂର୍ବରୁ ଡ୍ରେନ ସଫା, ଅଳିଆ ଆବର୍ଜନା ଉଠାଇବା, ରାସ୍ତା କଡରୁ ଅନାବନା ଗଛ ଲତା…

ଓଡିଶା କମ୍ପୁଟର ଏକାଡେମୀ ପକ୍ଷରୁ ରକ୍ତଦାନ ଶିବିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଓଡିଶା କମ୍ପୁଟର ଏକାଡେମୀ ପକ୍ଷରୁ ରକ୍ତଦାନ ଶିବିର

ଓଡିଶା କମ୍ପୁଟର ଏକାଡେମୀ ପକ୍ଷରୁ ରକ୍ତଦାନ ଶିବିର କଟକ(ଏନ୍‌.ଏମ୍‌.): ରକ୍ତଦାନ ଜୀବନଦାନ । ଏବେ ଚିକିତ୍ସା କ୍ଷେତ୍ରରେ ରକ୍ତର ଅଭାବ ପରିଲକ୍ଷିତ ହେଉଥିବାବେଳେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ରାଜ୍ୟସରକାରଙ୍କ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ବିପୁଳ ରକ୍ତ ସଂଗ୍ରହ କରାଯାଉଛି । ତେଣୁ ରାଜ୍ୟରେ ଦେଖାଯାଉଥିବା ରକ୍ତ ଅଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନ ବିଭିନ୍ନ ସମୟରେ ରକ୍ତଦାନ ଭଳି ଏକ ମହତ କାର୍ଯ୍ୟ ଆୟୋଜନ କରିଥାନ୍ତି । ତେବେ…

ଫଳକ ମରା ରାଜନୀତିକୁ ନେଇ ତେଜୁଛି ବିବାଦ : ଗୋଟିଏ ପ୍ରକଳ୍ପ ପାଇଁ ଏକାଧିକ ଥର ଶିଳାନ୍ୟାସ, ବଡ ପୋଖରୀ ପୁନରୁଦ୍ଧାରକୁ ଫୁ…
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଫଳକ ମରା ରାଜନୀତିକୁ ନେଇ ତେଜୁଛି ବିବାଦ : ଗୋଟିଏ ପ୍ରକଳ୍ପ ପାଇଁ ଏକାଧିକ ଥର ଶିଳାନ୍ୟାସ, ବଡ ପୋଖରୀ ପୁନରୁଦ୍ଧାରକୁ ଫୁ…

ଫଳକ ମରା ରାଜନୀତିକୁ ନେଇ ତେଜୁଛି ବିବାଦ ଗୋଟିଏ ପ୍ରକଳ୍ପ ପାଇଁ ଏକାଧିକ ଥର ଶିଳାନ୍ୟାସ: ବଡ ପୋଖରୀ ପୁନରୁଦ୍ଧାରକୁ ଫୁ... [caption id="attachment_5133" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡର ବହୁ ପୁରାତନ ନିମପୁର ବଡ ପୋଖରୀ ଦୁଇ ଦୁଇ ଥର ଶିଳାନ୍ୟାସ ହୋଇସାରିଛି । କିନ୍ତୁ କାମର ଦେଖା ନାହିଁ । ଗତ ୨୦୧୯ ମସିହାରେ ବିଧାୟକ ସୌଭିକ…

ନିମପୁର ଶ୍ମଶାନରେ ଆଲୋକୀକରଣ ବ୍ୟବସ୍ଥା ଅଚଳ: ଅନ୍ଧାରରେ ଚାଲିଛି ଶବ ସତ୍କାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନିମପୁର ଶ୍ମଶାନରେ ଆଲୋକୀକରଣ ବ୍ୟବସ୍ଥା ଅଚଳ: ଅନ୍ଧାରରେ ଚାଲିଛି ଶବ ସତ୍କାର

ନିମପୁର ଶ୍ମଶାନରେ ଆଲୋକୀକରଣ ବ୍ୟବସ୍ଥା ଅଚଳ: ଅନ୍ଧାରରେ ଚାଲିଛି ଶବ ସତ୍କାର [caption id="attachment_5130" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ସମସ୍ତ ଶ୍ମଶାନର ଉନ୍ନତିକରଣ ନିମନ୍ତେ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ସିଏମସିର ଅପାରଗତା ଯୋଗୁଁ ସରକାରଙ୍କ ଯୋଜନା ଫଳପ୍ରଦ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ଏପରିକି କଟକ ମହାନଗର ନିଗମ ଅନ୍ତର୍ଗତ ସମସ୍ତ ଶ୍ମଶାନରେ ଶବଦାହ ଗୃହ, ଶବ…

କଟକ ଜଗତପୁରରୁ ପୁଣି ନକଲି ସାମଗ୍ରୀ ତିଆରି କାରଖାନା ଠାବ: ଚାଲିଥିଲା ବେଆଇନ ମୃଦୁପାନୀୟ ପ୍ରସ୍ତୁତି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କଟକ ଜଗତପୁରରୁ ପୁଣି ନକଲି ସାମଗ୍ରୀ ତିଆରି କାରଖାନା ଠାବ: ଚାଲିଥିଲା ବେଆଇନ ମୃଦୁପାନୀୟ ପ୍ରସ୍ତୁତି

କଟକ ଜଗତପୁରରୁ ପୁଣି ନକଲି ସାମଗ୍ରୀ ତିଆରି କାରଖାନା ଠାବ: ଚାଲିଥିଲା ବେଆଇନ ମୃଦୁପାନୀୟ ପ୍ରସ୍ତୁତି [caption id="attachment_5125" align="alignnone" width="300"] Photo By Smrutiranjan Tripathy[/caption] କଟକ(ଏନ୍‌.ଏମ୍‌.): କଟକ ସହର ତଥା ଏହାର ଉପକଣ୍ଠ ଅଞ୍ଚଳ ଏବେ ନକଲି ସାମଗ୍ରୀ ପ୍ରସ୍ତୁତର ପେଣ୍ଠସ୍ଥଳ ପାଲଟି ଯାଇଛି । କେତେବେଳେ ନକଲି ହଳଦୀଗୁଣ୍ଡ ଲଙ୍କାଗୁଣ୍ଡତ ଆଉ କେତେବେଳେ ଘିଅ, ଡିଟରଜେଣ୍ଟ ଗୁଣ୍ଡ ପୁଣି ସସ । କେବଳ ସେତିକି ନୁହେଁ…

କଳାତାଲିକା ଭୁକ୍ତ ସଂସ୍ଥାକୁ ସିଏମସି ଇ-ଟେଣ୍ଡରରୁ ବାଦ ଦେବାକୁ ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଳାତାଲିକା ଭୁକ୍ତ ସଂସ୍ଥାକୁ ସିଏମସି ଇ-ଟେଣ୍ଡରରୁ ବାଦ ଦେବାକୁ ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର

କଳାତାଲିକା ଭୁକ୍ତ ସଂସ୍ଥାକୁ ସିଏମସି ଇ-ଟେଣ୍ଡରରୁ ବାଦ ଦେବାକୁ ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର କଟକ(ଏନ୍‌.ଏମ୍‌.): କଟକ ସହରରେ ସଫେଇ କାର୍ଯ୍ୟ ନିମନ୍ତେ ସିଏମସି ପକ୍ଷରୁ କରାଯାଇଥିବା ଇ-ଟେଣ୍ଡର ପ୍ରକିୟାରେ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି । ଆଜି ଏ ନେଇ ପରିଷଦ ପକ୍ଷରୁ ଆଜି ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଏକ…

ସାଲେପୁର ଅଞ୍ଚଳରେ ଜଣେ ବ୍ୟକ୍ତି ଭୁଲରେ ଅନ୍ୟଜଣେ ମହିଳାଙ୍କୁ ମେସେଜ ପଠାଇଥିବା ଅଭିଯୋଗରେ ମରଣାନ୍ତକ ଆକ୍ରମଣଣ

ସାଲେପୁର ଅଞ୍ଚଳରେ ଜଣେ ବ୍ୟକ୍ତି ଭୁଲରେ ଅନ୍ୟଜଣେ ମହିଳାଙ୍କୁ ମେସେଜ ପଠାଇଥିବା ଅଭିଯୋଗରେ ମରଣାନ୍ତକ ଆକ୍ରମଣ ଦେଖନ୍ତୁ ଏହି ଭିଡ଼ିଓ ...

ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ତିଗିରିଆର କୁନି ଝିଅ ସ୍ତୁତିପ୍ରିୟା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ତିଗିରିଆର କୁନି ଝିଅ ସ୍ତୁତିପ୍ରିୟା

ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ତିଗିରିଆର କୁନି ଝିଅ ସ୍ତୁତିପ୍ରିୟା ତିଗିରିଆ(ଏନ୍‌.ଏମ୍‌.): ଭାରତର କୋଣଅନୁକୋଣରୁ ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ କରୁଥିବା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ଆଠଗଡ଼ ଉପଖଣ୍ଡ ତିଗିରିଆ ବ୍ଲକ୍‌ର ଭୋଗଡ଼ା ପଞ୍ଚାୟତର ଜଣେ ସାଢ଼େ ତିନିବର୍ଷର ଶିଶୁକନ୍ୟା । ଭୋଗଡ଼ା ଗ୍ରାମର ବିଜୟ କୁମାର ଦାଶ ଓ ପୁନମ ପ୍ରତ୍ୟାଶ ଦାଶଙ୍କ ଝିଅ ସ୍ତୁତିପ୍ରିୟା ଦାଶ ଗତ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ଆଠଗଡ଼(ଏମ୍‌.ଏମ୍‌.): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଠଗଡ଼ ବେଣ୍ଟପଦା ପଞ୍ଚାୟତ କେନ୍ଦୁଟୋକଲି ଶବରସାହି ଗ୍ରାମରେ ଗଣ୍ଡଗୋଳ । ଅଭିଯୁକ୍ତଙ୍କ ମରଣାନ୍ତକ ଆକ୍ରମଣ ଫଳରେ ୩ ମହିଳା ଗୁରୁତର ଆହତ ହୋଇଥିବା ବେଳେ ଏ ନେଇ ଆଠଗଡ଼ ଥାନାରେ ମାମଲା ହୋଇଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତ୍ରିରେ ସେହି ଗ୍ରାମର ପ୍ରମୋଦ ବେହେରା ଅକ୍ଷୟ ବେହେରା ସଞ୍ଜୟ ବେହେରା…

ସିଏମସି ୪୮ନମ୍ବର ୱାର୍ଡରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତିଙ୍କୁ ଅଭିନନ୍ଦନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମସି ୪୮ନମ୍ବର ୱାର୍ଡରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତିଙ୍କୁ ଅଭିନନ୍ଦନ

ସିଏମସି ୪୮ନମ୍ବର ୱାର୍ଡରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତିଙ୍କୁ ଅଭିନନ୍ଦନ ଜଗତପୁର(ଏନ୍‌.ଏମ୍‌.): ବହୁ ପ୍ରତିକ୍ଷାର ଅନ୍ତ ପରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ହାଇକମାଣ୍ଡ ନିଯୁକ୍ତ ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ପୂର୍ବରୁ ରାଜ୍ୟ ଯୁବକଂଗ୍ରେସ ସଭାପତି, ଦୁଇ ଥର ସାଂସଦ, ପିସିସି ସଭାପତି, ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ପରି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବ୍ୟାରେଜ କାମ ତଦାରଖ କଲେ ୪୮ନମ୍ବର ୱାର୍ଡ଼ କର୍ପୋରେଟର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବ୍ୟାରେଜ କାମ ତଦାରଖ କଲେ ୪୮ନମ୍ବର ୱାର୍ଡ଼ କର୍ପୋରେଟର

ବ୍ୟାରେଜ କାମ ତଦାରଖ କଲେ ୪୮ନମ୍ବର ୱାର୍ଡ଼ କର୍ପୋରେଟର [caption id="attachment_5102" align="alignnone" width="269"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): ମହାନଦୀ ବ୍ୟାରେଜ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ସିଏମସି ୪୮ନମ୍ବର ୱାର୍ଡ଼ କର୍ପୋରେଟର ନଳିନୀ ବେହେରା କାର୍ଯ୍ୟ ତଦାରଖ କରିଛନ୍ତି । ବ୍ୟାରେଜ ରାସ୍ତାଟି ଦୀର୍ଘ ଦିନ ଧରି ଖାତଖମାରେ ପରିଣତ ହୋଇଥିବାରୁ ଅଞ୍ଚଳରେ ଅସନ୍ତୋଷ ତେଜିଥିଲା । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ…

ସଚେତନତା ସତ୍ତ୍ୱେ ସରକାରୀ ନିୟମକୁ ଫୁ… :  ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଶିଶୁ ଶ୍ରମିକ ଉଦ୍ଧାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସଚେତନତା ସତ୍ତ୍ୱେ ସରକାରୀ ନିୟମକୁ ଫୁ… : ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଶିଶୁ ଶ୍ରମିକ ଉଦ୍ଧାର

ସଚେତନତା ସତ୍ତ୍ୱେ ସରକାରୀ ନିୟମକୁ ଫୁ... ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଶିଶୁ ଶ୍ରମିକ ଉଦ୍ଧାର ସାଲେପୁର(ଏନ୍‌.ଏମ୍‌.): ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ କରିବା ନିମନ୍ତେ ଏହାକୁ ଏକ ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚନା କରାଯାଉଛି । ଶିଶୁ ଶ୍ରମିକ ନରଖିବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା କରାଯିବା ସହ ଚଢ଼ାଉ ମଧ୍ୟ ଜାରି ରହିଚି । ତଥାପି କିଛି ଅଞ୍ଚଳରେ ଏବେ ବି ଶିଶୁ ଶ୍ରମିକ କାର୍ଯ୍ୟକରୁଥିବା…