ନଗର ଉନ୍ନୟନ ମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ନଗର ଉନ୍ନୟନ ମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକ

ନଗର ଉନ୍ନୟନ ମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକ ଯାତ୍ରୀମାନଙ୍କର ସୁବିଧା ପାଇଁ ଖୋଲିବ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବା ପାଇଁ ଗୁରୁତ୍ୱ [caption id="attachment_5608" align="alignnone" width="300"] News by I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଊଷା ଦେବୀଙ୍କ ଅଧ୍ୟକ୍ଷତାରେ ଆଜି ପୁରୀର ପୂର୍ତ୍ତ ଅତିଥି ନିବାସଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ରଥଯାତ୍ରା ପରିପ୍ରେକ୍ଷୀରେ ଜନସାଧାରଣ ସୁବିଧାକୁ…

ଭୁବନେଶ୍ୱର ୟୁନିଟ ୪ରେ କ୍ୱାଟର୍ସ ପାଇଁ ଗଛକଟା ମାମଲା: ପ୍ରତି ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭୁବନେଶ୍ୱର ୟୁନିଟ ୪ରେ କ୍ୱାଟର୍ସ ପାଇଁ ଗଛକଟା ମାମଲା: ପ୍ରତି ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ୟୁନିଟ ୪ରେ କ୍ୱାଟର୍ସ ପାଇଁ ଗଛକଟା ମାମଲା: ପ୍ରତି ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କଟକ(ଏନ୍‌.ଏମ୍‌.): ବିଧାୟକମାନଙ୍କ ପାଇଁ ଭୁବନେଶ୍ୱର ୟୁନିଟ୍ ୪ ଅଞ୍ଚଳରେ ବହୁତଳ କ୍ୱାଟର୍ସ ପାଇଁ ଗଛକଟା ନେଇ ହୋଇଥିବା ମାମଲାରେ ଆବଦନକାରୀଙ୍କୁ ପ୍ରତି ଜବାବ ଦେବାଲାଗି ଆଜି ହାଇକୋର୍ଟ ନୋଟିସ୍ ଦେଇଛନ୍ତି । ବିଚାରପତି ସଙ୍ଗମ ସାହୁ ଓ ବିଚାରପତି ବିରଜା ପ୍ରସନ୍ନ ଶତପଥିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।…

ଥାନାରେ ନ୍ୟାୟ ନପାଇ ଆତ୍ମାହୁତି ଘଟଣା: ଆଇଆଇସି ନିଲମ୍ବିତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଥାନାରେ ନ୍ୟାୟ ନପାଇ ଆତ୍ମାହୁତି ଘଟଣା: ଆଇଆଇସି ନିଲମ୍ବିତ

ଥାନାରେ ନ୍ୟାୟ ନପାଇ ଆତ୍ମାହୁତି ଘଟଣା: ଆଇଆଇସି ନିଲମ୍ବିତ [caption id="attachment_5601" align="alignnone" width="290"] News by Biswajit Dalai (Salepur)[/caption] କିଶନନଗର(ଏନ୍‌.ଏମ୍‌.): ଥାନାରୁ ନ୍ୟାୟ ନପାଇ ଆତ୍ମାହୁତି ଉଦ୍ୟମ କରିବା ଏବଂ ଚିକିତ୍ସାସମୟରେ ମୃତ୍ୟୁବରଣ କରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଏହି ଘଟଣା ଦିନକୁ ଦିନ ବିବାଦୀୟ ମୋଡ଼ ନେବା ପରେ ଆଜି ଡିଜିପି କିଶନର ନଗର ଥାନା ଆଇଆଇସିଙ୍କୁ ନିଲମ୍ବିତ…

ସାଲେପୁରରେ ସବୁଜ ବଳୟ ପାଇଁ ବୃକ୍ଷରୋପଣ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସାଲେପୁରରେ ସବୁଜ ବଳୟ ପାଇଁ ବୃକ୍ଷରୋପଣ

ସାଲେପୁରରେ ସବୁଜ ବଳୟ ପାଇଁ ବୃକ୍ଷରୋପଣ [caption id="attachment_5598" align="alignnone" width="300"] News by Biswajit dalai (Salepur)[/caption] ସାଲେପୁର(ଏନ୍‌.ଏମ୍‌.): ବୃକ୍ଷ ହିଁ ଜୀବନ । ଏବେ ବୃକ୍ଷ ବିନା ସମଗ୍ର ବିଶ୍ୱ ସଂକଟ ଦେଇ ଗତି କରୁଛି । ବିଶ୍ୱତାପାୟନରେ ବି ବିଭ୍ରାଟ ସୃଷ୍ଟି ହେଉଛି । ବିଶ୍ୱରୁ ଅମ୍ଳଜାନ ହ୍ରାସ ପାଉଥିବାବେଳେ ଅଙ୍ଗାରକାମ୍ଳ ବୃଦ୍ଧି ପାଉଛି; ଫଳରେ ପରିବେଶ ପ୍ରଦୂଷିତ ହେବା ସହ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର…

ବଡମ୍ବା ରୁ ହାତୀ କଙ୍କାଳ ମିଳିବା ଘଟଣାରେ ଏସଆଇଟି ଟିମର ତଦନ୍ତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବଡମ୍ବା ରୁ ହାତୀ କଙ୍କାଳ ମିଳିବା ଘଟଣାରେ ଏସଆଇଟି ଟିମର ତଦନ୍ତ

ବଡମ୍ବା ରୁ ହାତୀ କଙ୍କାଳ ମିଳିବା ଘଟଣାରେ ଏସଆଇଟି ଟିମର ତଦନ୍ତ [caption id="attachment_5594" align="alignnone" width="300"] News by Maheswar behera (Athagarh)[/caption] ଆଠଗଡ଼(ଏନ୍‌.ଏମ୍‌.): କଟକ ବଡମ୍ବା ରେଞ୍ଜର ଚନ୍ଦ୍ରଗିରି ଓ ଖାରୋଡ଼ ସଂରକ୍ଷିତ ଜଙ୍ଗଲରୁ ୩ଟି ହାତୀ ମୃତ୍ୟୁର ତଦନ୍ତ ଆରମ୍ଭ କରିଛି ସ୍ୱତନ୍ତ୍ର ଇନଭେଷ୍ଟିଗେସ ଟିମ(ଏସଆଇଟି) । ତେବେ ମାସେ ଭିତରେ ରିପୋର୍ଟ ହେବା ନେଇ ସୂଚନା ଦେଇଛି ଏସଆଇଟି । କେନ୍ଦ୍ର ସରକାରଙ୍କ ତାଗିଦ…

ଖୁଣ୍ଟକଟା ଗୁଳିକାଣ୍ଡ ଘଟଣା: ୧ଗିରଫ, ବନ୍ଧୁକ ଓ ଛୁରୀ ଜବତ, ଅନ୍ୟଜଣେ ଫେରାର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଖୁଣ୍ଟକଟା ଗୁଳିକାଣ୍ଡ ଘଟଣା: ୧ଗିରଫ, ବନ୍ଧୁକ ଓ ଛୁରୀ ଜବତ, ଅନ୍ୟଜଣେ ଫେରାର

ଖୁଣ୍ଟକଟା ଗୁଳିକାଣ୍ଡ ଘଟଣା: ୧ଗିରଫ, ବନ୍ଧୁକ ଓ ଛୁରୀ ଜବତ, ଅନ୍ୟଜଣେ ଫେରାର [caption id="attachment_5589" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ(ଏନ୍‍.ଏମ୍‍.): ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା ଗ୍ରାମରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏଥି ସହିତ ଅନ୍ୟ ଜଣେ ଅଭିଯୁକ୍ତଫେରାର ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଖୁଣ୍ଟକଟା ଗ୍ରାମର ବିଷ୍ଣୁ ପ୍ରସାଦ…

ରଥଯାତ୍ରାରେ ସିଙ୍ଗଲ ୟୁଜ ସାମଗ୍ରୀ ବ୍ୟବହାର ଦିଗରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ଆହ୍ୱାନରେ ଯୋଡ଼ିହେଲା ‘ଆମେ ଓଡ଼ିଆ’ ସଂଗଠନ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ରଥଯାତ୍ରାରେ ସିଙ୍ଗଲ ୟୁଜ ସାମଗ୍ରୀ ବ୍ୟବହାର ଦିଗରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ଆହ୍ୱାନରେ ଯୋଡ଼ିହେଲା ‘ଆମେ ଓଡ଼ିଆ’ ସଂଗଠନ

ରଥଯାତ୍ରାରେ ସିଙ୍ଗଲ ୟୁଜ ସାମଗ୍ରୀ ବ୍ୟବହାର ଦିଗରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ଆହ୍ୱାନରେ ଯୋଡ଼ିହେଲା ‘ଆମେ ଓଡ଼ିଆ’ ସଂଗଠନ [caption id="attachment_5584" align="alignnone" width="300"] News by Dillip Kumar Muduli[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ ଆମ ଓଡ଼ିଆ ଜାତିର ଅସ୍ମିତାର ପରିଚୟ । ବିଶ୍ୱବ୍ୟାପୀ ଶ୍ରୀଜଗନ୍ନାଥ ସଂସ୍କୃତିର ପରମ୍ପରା ଗଣପର୍ବ ‘ରଥଯାତ୍ରା’ରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ଭିଡ଼ିବା ପାଇଁ ଲକ୍ଷାଧିକ…

କଟକ ଜିଲ୍ଲାପାଳଙ୍କ ନାମରେ ଜାଲ ହ୍ୱାଟସ ଆପ ଆକାଉଣ୍ଟ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଟକ ଜିଲ୍ଲାପାଳଙ୍କ ନାମରେ ଜାଲ ହ୍ୱାଟସ ଆପ ଆକାଉଣ୍ଟ

କଟକ ଜିଲ୍ଲାପାଳଙ୍କ ନାମରେ ଜାଲ ହ୍ୱାଟସ ଆପ ଆକାଉଣ୍ଟ [caption id="attachment_5580" align="alignnone" width="140"] News by Padmalochan Mishra (CTC)[/caption] କଟକ(ଏନ୍‌.ଏମ୍‌.): ସମାଜରେ ଏବେ ସାଇବର ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟଙ୍କା ଲୁଟିବା ତ ଆଉ କେତେବେଳେ ବଦନାମ କରିବା ଭଳି ଅପରାଧ ଘଟାଇବା ପାଇଁ ସାଇବର ଅପରାଧୀମାନେ ସକ୍ରିୟ ହୋଇ ଉଠିଛନ୍ତି । ଏପରିକି ସୁପ୍ରିମ କୋର୍ଟ ବିଚାରପତିଙ୍କୁ ମଧ୍ୟ ସାଇବର ଅପରାଧୀମାନେ…

ବସୁଧୈବ କୁଟୁମ୍ବକମ ମିଶନ ପକ୍ଷରୁ କଟକରେ ସର୍ବଧର୍ମ ସମନ୍ୱୟ ସମ୍ମିଳନୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବସୁଧୈବ କୁଟୁମ୍ବକମ ମିଶନ ପକ୍ଷରୁ କଟକରେ ସର୍ବଧର୍ମ ସମନ୍ୱୟ ସମ୍ମିଳନୀ

ବସୁଧୈବ କୁଟୁମ୍ବକମ ମିଶନ ପକ୍ଷରୁ କଟକରେ ସର୍ବଧର୍ମ ସମନ୍ୱୟ ସମ୍ମିଳନୀ [caption id="attachment_5577" align="alignnone" width="300"] News From Smrutiranjan Tripathy(Ctc)[/caption] କଟକ(ଏନ୍‌.ଏମ୍‌.): ବସୁଧୈବ କୁଟୁମ୍ବକମ ମିଶନ ପକ୍ଷରୁ ସ୍ଥାନୀୟ ଲିଙ୍କରୋଡ଼ ସ୍ଥିତ ଲିଙ୍କ ଆଇ ହସ୍ପିଟାଲ ପରିସରରେ ଏକ ସର୍ବଧର୍ମ ସମନ୍ୱୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆମେରିକାର ସନ୍ଥ ସ୍ୱାମୀ ଅଦ୍ୟାନନ୍ଦ ସରସ୍ୱତୀ ଉଦ୍‌ଘାଟକ ଭାବେ ଯୋଗଦେଇ ସମସ୍ତ ଧର୍ମର ଜନସାଧାରଣ ନିଜ ନିଜ…

ଶ୍ରୀ ଜୀଉଙ୍କ ପାଇଁ ନୂଆପାଟଣାରୁ ଖଣ୍ଡୁଆପାଟ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶ୍ରୀ ଜୀଉଙ୍କ ପାଇଁ ନୂଆପାଟଣାରୁ ଖଣ୍ଡୁଆପାଟ

ଶ୍ରୀ ଜୀଉଙ୍କ ପାଇଁ ନୂଆପାଟଣାରୁ ଖଣ୍ଡୁଆପାଟ [caption id="attachment_5572" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼ (ଏନ୍‌.ଏମ୍‌.): କଟକ ଜିଲ୍ଲା ତିଗିରିଆ ନୂଆପାଟଣାରୁ ଖଣ୍ଡୁଆପାଟ ଶ୍ରୀଜୀଉଙ୍କୁ ଲାଗି ହେବ । ଏହାକୁ ପିନ୍ଧି ପ୍ରଭୁ ଜଗନ୍ନାଥ ଯିବେ ମାଉମା ଘରକୁ । ଏଥିରେ ବୁଣାକାର ଆଖିରେ ନିଦ ହଜିଯାଇଛି । ସପରିବାରେ ଲାଗିପଡ଼ିଛନ୍ତି ଶ୍ରୀଜୀଉଙ୍କ ଖଣ୍ଡୁଆପାଟ ପ୍ରସ୍ତୁତିରେ । ଗୀତଗୋବିନ୍ଦ ଖଣ୍ଡୁଆପାଟ ସହ ବଡ ଠାକୁରଙ୍କ…

ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମକଡ୍ରିଲ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମକଡ୍ରିଲ

ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମକଡ୍ରିଲ [caption id="attachment_5569" align="alignnone" width="300"] News by Ajit Kumar Mallick (Puri)[/caption] ପୁରୀ(ଏନ୍‌.ଏମ୍‌.): ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପର୍ଣ୍ଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟର ଏକ ମକ ଡ୍ରିଲ ଟାଉନ ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଚଳିତ ରଥଯାତ୍ରା…

ଅଶାନ୍ତ ମାହାଙ୍ଗା: ପୁଲିସ ଅଧିକାରୀଙ୍କ ଘରୁ ଚୋରି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅଶାନ୍ତ ମାହାଙ୍ଗା: ପୁଲିସ ଅଧିକାରୀଙ୍କ ଘରୁ ଚୋରି

ଅଶାନ୍ତ ମାହାଙ୍ଗା: ପୁଲିସ ଅଧିକାରୀଙ୍କ ଘରୁ ଚୋରି [caption id="attachment_5565" align="alignnone" width="300"] News by Ramesh Das (Mahanga)[/caption] ମାହାଙ୍ଗା(ଏନ୍‌.ଏମ୍‌.): ମାହାଙ୍ଗା ଅଞ୍ଚଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହେବାରେ ଲାଗିଛି । ଲୁଟ, ଛିନତାଇ, ଡକେୟତି ଏବଂ ଚୋରି ଭଳି ଅପରାଧ ପ୍ରତିଦିନ ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ହେଲେ ଆଜି ଜଣେ ପୁଲିସ ଅଧିକାରୀଙ୍କ ଘରୁ ଚୋରି ହେବା ଘଟଣା ଅଞ୍ଚଳବାସୀଙ୍କୁ ବିସ୍ମିତ…

ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ

ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ [caption id="attachment_5562" align="alignnone" width="300"] News by Ajit Kumar Mallick (Konark)[/caption] ପୁରୀ/କୋଣାର୍କ (ଏନ୍‌.ଏମ୍‌.): ସ୍ୱଳ୍ପ ସମୟର କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ସଡକ ସୁରକ୍ଷା ର ସୁନ୍ଦର ବାର୍ତ୍ତା ସମସ୍ତ ଙ୍କୁ ସଚେତନ କରିବା ସହ ଦୁର୍ଘଟଣା କୁ ହ୍ରାସ କରି ବାରେ ସହାୟକ ହେବ ବୋଲି ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଡଃ ଜଷ୍ଟିସ ଏସ୍ ମୁରଲୀଧର…

ଅଣସର ଦ୍ୱାଦଶୀରେ ରାଜପ୍ରାସାଦ ବିଜେ : ସୁସ୍ଥ ହେଲେ ମହାପ୍ରଭୁ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଅଣସର ଦ୍ୱାଦଶୀରେ ରାଜପ୍ରାସାଦ ବିଜେ : ସୁସ୍ଥ ହେଲେ ମହାପ୍ରଭୁ

ଅଣସର ଦ୍ୱାଦଶୀରେ ରାଜପ୍ରାସାଦ ବିଜେ : ସୁସ୍ଥ ହେଲେ ମହାପ୍ରଭୁ ପୁରୀ(ଏନ୍‌.ଏମ୍‌.): ଅଣସର ଦ୍ୱାଦଶୀ, ଭୋଗ ମଣ୍ଡପ ନୀତି ସରିବା ପରେ ଭଣ୍ଡାର ଘରୁ ରୂପା ଥାଳି ନେଇ ଦକ୍ଷିଣ ଦ୍ୱାର ଲଣ୍ଡାବର୍ତ୍ତ ଉପରେ ଆସ୍ଥାନ ପ୍ରତିହାରୀ ପକାଇଥିବା ପାହାଡ଼ା ଉପରେ ରଖାଯାଇଥାଏ । ଚାଙ୍ଗଡ଼ା ମେକାପ ଯୋଗାଇଥିବା ପାଟକନା ସେହି ରୁପା ଥାଳି ମାନଙ୍କ ଉପରେ ପକାଇ ଦଇତା ପତି ସେବକ ମାନେ ଅଣସର ପିଣ୍ଡିରୁ ଶ୍ରୀ ଅଙ୍ଗଚନ୍ଦନ…

ବନ୍ ଭି-ଭିଭା ଟେକ୍ନେଲୋଜି ୨୦୨୨ରେ ଆରଏମ ୦୦୧ ନିର୍ମାଣ ହୋଇଛି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବନ୍ ଭି-ଭିଭା ଟେକ୍ନେଲୋଜି ୨୦୨୨ରେ ଆରଏମ ୦୦୧ ନିର୍ମାଣ ହୋଇଛି

ବନ୍ ଭି-ଭିଭା ଟେକ୍ନେଲୋଜି ୨୦୨୨ରେ ଆରଏମ ୦୦୧ ନିର୍ମାଣ ହୋଇଛି [caption id="attachment_5556" align="alignnone" width="300"] News by B. Mishra (BBSR)[/caption] ଭୁବନେଶ୍ୱର (ଏନ୍‌.ଏମ୍‌.): ଭାରତୀୟ ଏରିଏଲ୍ ମୋବିଲିଟି ଷ୍ଟାର୍ଟଅପ୍ ବନ୍ ଭି, ପ୍ୟାରିସ ଠାରେ ଅନୁଷ୍ଠିତ ଭିଭାଟେକ୍ ୨୦୨୨ରେ ଏହାର କାର୍ଗୋ ଲଜିଷ୍ଟିକ୍ସ କନସେପ୍ଟ ପ୍ଲାଟଫର୍ମ (ଫ୍ଲାଇଂ) ବିଷୟରେ ଘୋଷଣା କରିଛି । ଆଇଆଇଟି ମଣ୍ଡିର ପ୍ରୋତ୍ସାହନ ଏବଂ ଏଆଇସି ସିଭି ରମଣ ଓ ଭୁବନେଶ୍ୱର ଇଞ୍ଜିନିୟରିଂ…

ଆସନ୍ତା ବଜେଟ୍ ଅଧିବେଶନ ନେଇ ସର୍ବଦଳୀୟ ବୈଠକ ଜୁନ ୨୯ରେ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଆସନ୍ତା ବଜେଟ୍ ଅଧିବେଶନ ନେଇ ସର୍ବଦଳୀୟ ବୈଠକ ଜୁନ ୨୯ରେ

ଆସନ୍ତା ବଜେଟ୍ ଅଧିବେଶନ ନେଇ ସର୍ବଦଳୀୟ ବୈଠକ ଜୁନ ୨୯ରେ ଗୃହ ପରିଚାଳନା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କଲେ ବାଚସ୍ପତି [caption id="attachment_5552" align="alignnone" width="227"] News by I&PR Odisha[/caption] ଭୁବନେଶ୍ୱର(ଏନ୍‍.ଏମ୍‍.): ଆସନ୍ତା ଜୁଲାଇ ୨ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନର ସୁପରିଚାଳନା ପାଇଁ ଚଳିତ ମାସ ୨୯ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ…

ସ୍ଥାଣୁ ପାଲଟିଛି ଜଗତପୁର ପୋଷ୍ଟ ଅଫିସ !
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସ୍ଥାଣୁ ପାଲଟିଛି ଜଗତପୁର ପୋଷ୍ଟ ଅଫିସ !

ସ୍ଥାଣୁ ପାଲଟିଛି ଜଗତପୁର ପୋଷ୍ଟ ଅଫିସ ! [caption id="attachment_5546" align="alignnone" width="300"] News by Kanhu charan Panda (Jagatpur)[/caption] ଜଗତପୁର(ଏନ୍‌.ଏମ୍‌.): ନାହିଁ ନାହିଁରେ ଚାଲିଛି ଜଗତପୁର ଗୋଲେଇଛକରେ ଥିବା ଜଗତପୁର ଶାଖା ଡାକ କାର୍ଯ୍ୟାଳୟ । ଏଠାରେ ଦୀର୍ଘ ଦିନ ଧରି ବିଭିନ୍ନ ସମସ୍ୟା ଦେଖାଦେଇଥିବାବେଳେ ଏହାର ପ୍ରତିକାର ପାଇଁ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଅଞ୍ଚଳବାସୀଙ୍କୁ ଅତିଷ୍ଠ କରି ପକାଇଛି । ଗୋଟିଏ ପଟେ ଡିଜିଟାଲ ଯୁଗରେ…

ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ନିରାକରଣ ନେଇ ସିଏମସି ମେୟରଙ୍କ ସମୀକ୍ଷା ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ନିରାକରଣ ନେଇ ସିଏମସି ମେୟରଙ୍କ ସମୀକ୍ଷା ବୈଠକ

ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ନିରାକରଣ ନେଇ ସିଏମସି ମେୟରଙ୍କ ସମୀକ୍ଷା ବୈଠକ [caption id="attachment_5543" align="alignnone" width="300"] News from Padmalochan Mishra (Ctc)[/caption] କଟକ(ଏନ୍‌.ଏମ୍‌.): କଟକ ସହରରେ ପୂର୍ବରୁ ବହୁ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେବା ସହ କିଛି ବ୍ୟକ୍ତି ମଧ୍ୟ ମୃତ୍ୟୁବରଣ କରିଛନ୍ତି । ତେବେ କଟକ ସହରକୁ ଡେଙ୍ଗୁ ମୁକ୍ତ ରଖିବା ପାଇଁ ସିଏମସି ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ…

ଆଠଗଡ଼ରେ ବଢ଼ୁଛି ଅପରାଧ: ଅଚିହ୍ନା ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆଠଗଡ଼ରେ ବଢ଼ୁଛି ଅପରାଧ: ଅଚିହ୍ନା ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆଠଗଡ଼ରେ ବଢ଼ୁଛି ଅପରାଧ: ଅଚିହ୍ନା ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ [caption id="attachment_5539" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ଅଞ୍ଚଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବିଶେଷ କରି ଏହି ଅଞ୍ଚଳ ଏବେ ଅପରାଧ ପ୍ରବଣ ହେଉଥିବା କୁହାଯାଉଛି । ଅତୀତରେ ଅନେକ ଲୋମଟାଙ୍କୁରା ଅପରାଧ ଘଟିଥିବାବେଳେ ଆଜି ଜଣେ ଅଚିହ୍ନା…

ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମକୁ ନେଇ ତାତିଲେ ଅଞ୍ଚଳବାସୀ: ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମକୁ ନେଇ ତାତିଲେ ଅଞ୍ଚଳବାସୀ: ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମକୁ ନେଇ ତାତିଲେ ଅଞ୍ଚଳବାସୀ: ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି [caption id="attachment_5533" align="alignnone" width="300"] News by Basanta Rath[/caption] କିଶନନଗର(ଏନ୍‌.ଏମ୍‌.): ଥାନାରେ ଅଭିଯୋଗ କରି ବାରମ୍ବାର ଦୌଡ଼ି ଦୌଡ଼ି ନ୍ୟାୟ ପାଇବାରୁ ବଞ୍ôଚତ ହେବା ପରେ ଜଣେ ବ୍ୟକ୍ତି ଥାନା ପରିସରରେ ଆତ୍ମାହୁତି ଉଦ୍ୟମ କରିବା ରାଜ୍ୟ ସରକାର ଓ ପ୍ରଶାସନର ଅବହେଳାକୁ ସ୍ପଷ୍ଟ କରୁଛି ବୋଲି ସ୍ଥାନୀୟ କଂଗ୍ରେସ ପକ୍ଷରୁ ଅଭିଯୋଗ…