ବାସ୍ତବରେ ଓଡିଶା ହେଉଛି ଭାରତର ବେଷ୍ଟ୍ କେପଫ୍ ସିକ୍ରେଟ୍
ବାସ୍ତବରେ ଓଡିଶା ହେଉଛି ଭାରତର ବେଷ୍ଟ୍ କେପଫ୍ ସିକ୍ରେଟ୍ [caption id="attachment_8301" align="alignnone" width="300"] News by I&PR (Odisha)[/caption] #ଭୁବନେଶ୍ୱର(ଏନ୍.ଏମ୍.): ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ତରଫରୁ ଭାରତକୁ ଜାଣ କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶରେ ଅବସ୍ଥାନ କରୁଥିବା ମୂଳ ଭାରତୀୟ ବଂଶୋଦ୍ଭବ ଯୁବଗୋଷ୍ଠୀ, ଭାରତୀୟ ଜୀବନ ଶୈଳୀ ସଂସ୍କୃତି, ଐତିହ୍ୟ, ଅର୍ଥନୀତି, ଶିଳ୍ପ, ଶିକ୍ଷା, ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ଅବଗତ ହେବା ସହ ଦେଶର ବିଭିନ୍ନ କ୍ଷେତ୍ରରେ…




















