ବିଶାଖାପାଟଣା ମେୟରଙ୍କ ଦ୍ୱାରା କଟକ ମେୟର ସୁବାସ ସିଂହ ସମ୍ବର୍ଦ୍ଧିତ
ବିଶାଖାପାଟଣା ମେୟରଙ୍କ ଦ୍ୱାରା କଟକ ମେୟର ସୁବାସ ସିଂହ ସମ୍ବର୍ଦ୍ଧିତ [caption id="attachment_8769" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍.ଏମ୍.): ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମହାନଗର ନିଗମ ମେୟର ଜି.ଭେଙ୍କେଟା କୁମାରୀ କଟକ ମେୟର ସୁବାସ ସିଂହଙ୍କୁ ବିଶାଖାପାଟଣା ମହାନଗର ନିଗମ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଛନ୍ତି । ୨୪ ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ ୬୨୦ ହଜାର ସ୍କୋୟାର କିଲୋମିଟର ବ୍ୟାପୀ ବିଶାଖାପାଟଣା ନଗର ନିଗମ ୧୧୭ କାଉନସିଲର…




















