ବାଙ୍କୀ ମହାବିଦ୍ୟାଳୟ ଷ୍ଟାଡ଼ିୟମ: ନିର୍ମାଣ ହେବାକୁ ଲାଗିଲା ୧୩ ବର୍ଷ, ଉଦଘାଟନର ସପ୍ତାହେ ପରେ ଭୁଶୁଡ଼ି ଗଲା
ବାଙ୍କୀ ମହାବିଦ୍ୟାଳୟ ଷ୍ଟାଡ଼ିୟମ: ନିର୍ମାଣ ହେବାକୁ ଲାଗିଲା ୧୩ ବର୍ଷ, ଉଦଘାଟନର ସପ୍ତାହେ ପରେ ଭୁଶୁଡ଼ି ଗଲା [caption id="attachment_8907" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲା ବାଙ୍କୀ କଲେଜ ଖେଳପଡ଼ିଆ ଠାରେ ତରବରିଆ ଭାବେ ନିର୍ମାଣ ହୋଇଥିବା ଗ୍ୟାଲେରୀ ଚଳିତ କାଳବୈଶାଖିରେ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଏହି ଷ୍ଟାଡ଼ିୟମ ନିର୍ମାଣ କେତେ ମଜଭୁତ ଥିଲା ତାହା ଜଳ…




















