ସିଏମସିର ଅପାରଗତା: ଜଗତପୁର ୪୮ନମ୍ବର ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ବନ୍ଦ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ସିଏମସିର ଅପାରଗତା: ଜଗତପୁର ୪୮ନମ୍ବର ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ବନ୍ଦ

ସିଏମସିର ଅପାରଗତା: ଜଗତପୁର ୪୮ନମ୍ବର ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ବନ୍ଦ ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୪୮ନମ୍ବର ୱାର୍ଡ଼ ଜଗତପୁର ଅଞ୍ଚଳରେ ଡ୍ରେନେଜ ସମସ୍ୟା ଯୋଗୁଁ ଅଞ୍ଚଳବାସୀ ନାହିଁ ନଥିବା ହଇରାଣ ହେଉଛନ୍ତି । ଏହି ଅଞ୍ଚଳରେ ନାଳନଦ୍ଦର୍ମା ଅବସ୍ଥା ବେହାଲ ହୋଇପଡ଼ିଥିବାବେଳେ ଏହାକୁ ମରାମତି କିମ୍ବା ପୁନରୁଦ୍ଧାର କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି । ସମ୍ପ୍ରତି ସରକାର କଟକ ସହରକୁ ରାଜ୍ୟର ଏକନମ୍ବର କରିବା…

ବୈକୁଣ୍ଠ ବିହାର ମୁଖ୍ୟ ରାସ୍ତାରେ ମୁକୁଳା ଟ୍ରାନ୍ସଫର୍ମର : ପଦାରେ ପଡିଲା ଟିପିସିଓଡିଏଲର ପାରିବା ପଣିଆ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବୈକୁଣ୍ଠ ବିହାର ମୁଖ୍ୟ ରାସ୍ତାରେ ମୁକୁଳା ଟ୍ରାନ୍ସଫର୍ମର : ପଦାରେ ପଡିଲା ଟିପିସିଓଡିଏଲର ପାରିବା ପଣିଆ

ବୈକୁଣ୍ଠ ବିହାର ମୁଖ୍ୟ ରାସ୍ତାରେ ମୁକୁଳା ଟ୍ରାନ୍ସଫର୍ମର : ପଦାରେ ପଡିଲା ଟିପିସିଓଡିଏଲର ପାରିବା ପଣିଆ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଟ୍ରାନ୍ସଫର୍ମର ଗୁଡିକୁ ଆବଦ୍ଧ କରାଯାଇଥିବାବେଳେ ଆଉ କେତେକ ସ୍ଥାନରେ ବିପଦସଙ୍କୁଳ ଭାବେ ମୁକୁଳା ହୋଇପଡିଥିବା ଦେଖାଯାଇଛି । ଏଥିପାଇଁ ବୁଲା ଗୋରୁଗାଇଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ପୂର୍ଣ୍ଣ ହୋଇପଡିଛି । ଏଭଳି ଏକ ଦୃଶ୍ୟ ସିଏମସି ୪୮ନମ୍ବର…

ସୁନା ଅଳଙ୍କାର ଲୁଟ୍ ଘଟଣାରେ ଘରୋଇ ମହିଳା କର୍ମୀ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସୁନା ଅଳଙ୍କାର ଲୁଟ୍ ଘଟଣାରେ ଘରୋଇ ମହିଳା କର୍ମୀ ଗିରଫ

ସୁନା ଅଳଙ୍କାର ଲୁଟ୍ ଘଟଣାରେ ଘରୋଇ ମହିଳା କର୍ମୀ ଗିରଫ ଜଗତପୁର(ଏନ୍‌.ଏମ୍‌.): ଘରକାମ କରିବା ପାଇଁ ରହି ମାଲିକଙ୍କ ବିଶ୍ୱାସ ଭାଜନ ହୋଇ ଘରୁ କଳାକନା ବୁଲାଇବା ଘଟଣାରେ ଆଜି ଜଣେ ଯୁବତୀଙ୍କୁ ପୁଲିସ ଗିରଫ କରିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତପୁର ଥାନା ଫକୀରପୁର ପଣ୍ଡାସାହି ଅଞ୍ଚଳରେ । ଘରୋଇ ମହିଳା କର୍ମୀ ଭାବେ ଦୀର୍ଘ ଦିନ ଧରି ଘରେ ରହି କାମ…

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବିରୁଦ୍ଧରେ ବିକ୍ଷୋଭ ଧାରଣା
Slider ଅପରାଧ କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବିରୁଦ୍ଧରେ ବିକ୍ଷୋଭ ଧାରଣା

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବିରୁଦ୍ଧରେ ବିକ୍ଷୋଭ ଧାରଣା [caption id="attachment_4613" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବିରୋଧରେ ଆଜି ଭାରତୀୟ ମଜଦୁର ସଂଘ ଆନୁକୂଲ୍ୟରେ ଏନଆରଆରଆଇ କଣ୍ଟ୍ରାକ୍ଟ େଽର ୟୁନିୟନର ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍ଥାନୀୟ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଠିକା ଶ୍ରମିକ ଶୋଷଣ ଦିନକୁ ଦିନ ବଢ଼ି…

କଟକ ସଦର ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କୁ ଅଭିଯୋଗ କଲେ ବରିଷ୍ଠ ମହିଳା ନାଗରିକ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ସଦର ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କୁ ଅଭିଯୋଗ କଲେ ବରିଷ୍ଠ ମହିଳା ନାଗରିକ

କଟକ ସଦର ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କୁ ଅଭିଯୋଗ କଲେ ବରିଷ୍ଠ ମହିଳା ନାଗରିକ [caption id="attachment_4610" align="alignnone" width="267"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟିକ ତଥା ଶୃଙ୍ଖଳାଗତ ସେବା ଯୋଗାଇଦେବା ନିମନ୍ତେ କମିଶନରେଟନ ପୁଲିସ ଅନେକ ପଦକ୍ଷେପ ନେଉଛି । ଯାହା ଫଳରେ ଜନସାଧାରଣଙ୍କ ଶ୍ରଦ୍ଧା ଓ ବିଶ୍ୱାସ ଭାଜନ ହେବାରେ ଲାଗିଛି । ଏଥି ସହିତ ବହୁ ସମସ୍ୟାର ସମାଧାନ ନିମନ୍ତେ କମିଶନରେଟ…

ଜଗତପୁର ମାର୍କେଟ କମ୍ପେ୍ଲକ୍ସ ଅଞ୍ଚଳରେ ଚାଲିଛି ବେଆଇନ ତେଲ କାରବାର: ବିଦ୍ୟୁତ ବିଭାଗ ନାଁରେ ତେଲ ଚୋରି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତପୁର ମାର୍କେଟ କମ୍ପେ୍ଲକ୍ସ ଅଞ୍ଚଳରେ ଚାଲିଛି ବେଆଇନ ତେଲ କାରବାର: ବିଦ୍ୟୁତ ବିଭାଗ ନାଁରେ ତେଲ ଚୋରି

ଜଗତପୁର ମାର୍କେଟ କମ୍ପେ୍ଲକ୍ସ ଅଞ୍ଚଳରେ ଚାଲିଛି ବେଆଇନ ତେଲ କାରବାର: ବିଦ୍ୟୁତ ବିଭାଗ ନାଁରେ ତେଲ ଚୋରି ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଗୋଲେଇଛକ ଠାରୁ କିଛି ଦୂରରେ ମହାନଦୀ କୂଳରେ ଥିବା ବିରାଟ ମାର୍କେଟ କମ୍ପେ୍ଲକ୍ସ ଏବେ ଅସାମାଜିକ ବ୍ୟକ୍ତିଙ୍କ ଭୂସ୍ୱର୍ଗ ପାଲଟି ଗଲାଣି । କେବେବେଳେ ମଦମାଫିଆତ ଆଉ କେତେବେଳେ ଧଳାଜହର କାରବାରର ପେଣ୍ଠସ୍ଥଳ ପାଲଟି ଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ସେଠାରେ…

କଟକ ସଦର ଫକୀରପଡା ପଞ୍ଚାୟତରେ ବିଶ୍ୱଶାନ୍ତି ମହାଯଜ୍ଞ, ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଟକ ସଦର ଫକୀରପଡା ପଞ୍ଚାୟତରେ ବିଶ୍ୱଶାନ୍ତି ମହାଯଜ୍ଞ, ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା

କଟକ ସଦର ଫକୀରପଡା ପଞ୍ଚାୟତରେ ବିଶ୍ୱଶାନ୍ତି ମହାଯଜ୍ଞ, ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା [caption id="attachment_4600" align="alignnone" width="300"] ଫଟୋ-ରିପୋର୍ଟ: ବିଭୁପ୍ରସାଦ ସ୍ୱାଇଁ[/caption] କଟକ ସଦର(ଏନ୍‌.ଏମ୍‌.): କଟକ ସଦର ବ୍ଲକ ଫକୀରପଡା ପଞ୍ଚାୟତରେ ବିଶ୍ୱଶାନ୍ତି ମହାଯଜ୍ଞ, ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି । ବିଶ୍ୱ ଶାନ୍ତି ଯଜ୍ଞର ପ୍ରଥମ ଦିନ ୧୭ ତାରିଖରେ ଶୁଭ ଅଙ୍କୁରାରୋପଣ, ୧୮ ତାରିଖରେ କଳସ ଶୋଭାଯାତ୍ରା, ସୁର୍ଯ୍ୟ…

ରବୀନ୍ଦ୍ର ମଣ୍ଡପ ପରିସରରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ରବୀନ୍ଦ୍ର ମଣ୍ଡପ ପରିସରରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧ ଉତ୍ସବ

ରବୀନ୍ଦ୍ର ମଣ୍ଡପ ପରିସରରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧ ଉତ୍ସବ [caption id="attachment_4597" align="alignnone" width="300"] ଫଟୋ: ରମେଶ ଦାସ (ମାହାଙ୍ଗା)[/caption] ଯାଜପୁର(ଏନ୍‌.ଏମ୍‌.): ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ସ୍ଥିତ ‘ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ସଂସଦ' ଆନୁକୂଲ୍ୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ତଥା ବିଶିଷ୍ଟ ଜନନାୟକ ଓ ସାରସ୍ୱତ ସାଧକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ରବୀନ୍ଦ୍ର ମଣ୍ଡପ…

ଜଗତପୁର ଟ୍ରକ ମାଲିକ ସଂଘ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଜଗତପୁର ଟ୍ରକ ମାଲିକ ସଂଘ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଜଗତପୁର ଟ୍ରକ ମାଲିକ ସଂଘ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର [caption id="attachment_4594" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଟ୍ରକ ମାଲିକ ସଂଘ ପକ୍ଷରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଦିଲ୍ଲୀପ କୁମାର ଜେନାଙ୍କ ପୌରହିତ୍ୟରେ ଏହି ଶିବିରକୁ ୪୯ନଂ ୱାର୍ଡ କର୍ପୋରେଟର ତଥା କଟକ ମହାନଗର ଡେପୁଟି-ମେୟର ଦମୟନ୍ତୀ ମାଝି…

ଏସସିବି ମେଡିକାଲ ଗାଡି ଚୋରି ଘଟଣାର ଖୋଲିଲା ଗୁମର, ରହିଥିଲା ସିକ୍ୟୁରିଟି ଗାର୍ଡ଼ର ହାତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଏସସିବି ମେଡିକାଲ ଗାଡି ଚୋରି ଘଟଣାର ଖୋଲିଲା ଗୁମର, ରହିଥିଲା ସିକ୍ୟୁରିଟି ଗାର୍ଡ଼ର ହାତ

ଏସସିବି ମେଡିକାଲ ଗାଡି ଚୋରି ଘଟଣାର ଖୋଲିଲା ଗୁମର, ରହିଥିଲା ସିକ୍ୟୁରିଟି ଗାର୍ଡ଼ର ହାତ କଟକ(ଏନ୍‌.ଏମ୍‌.): ଏସସିବି ମେଡିକାଲ ପରିସରରେ ଗାଡି ଚୋରି ଘଟଣାରେ ପୁଲିସକୁ ବଡ ସଫଳତା ମିଳିଛି । ଏକ ଚୋରି ଗ୍ୟାଙ୍ଗର ୩ ଜଣଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଧରିବାରେ ସଫଳ ହୋଇଛି । ଏପରିକି ଏହି ଚୋରି ଘଟଣା ପଛରେ ଜଣେ ସିକ୍ୟୁରିଟି ଗାର୍ଡ଼ର ହାତ ଥିବା ପୁଲିସ ଜାଣିବାକୁ ପାଇଛି । ଏମାନେ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବଙ୍କ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବଙ୍କ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବଙ୍କ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ ‘୭ ଦିନ ମଧ୍ୟରେ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ଯୋଜନା ପ୍ରସ୍ତୁତ ହେବ’ [caption id="attachment_4587" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ପ୍ରାତଃ ୫ ଘଟିକା ସମୟରେ ୫ଟି ସଚିବ ଭି.କେ ପଣ୍ଡିଆନ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତିକରଣ ଉପରେ ସମୀକ୍ଷା କରିଛନ୍ତି । ପରିଦର୍ଶନ ସମୟରେ…

ମାହାଙ୍ଗାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ମାହାଙ୍ଗାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା

ମାହାଙ୍ଗାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା [caption id="attachment_4584" align="alignnone" width="300"] ଫଟୋ- ରମେଶ ଦାସ (ମାହାଙ୍ଗା)[/caption] ମାହାଙ୍ଗା(ଏନ୍‌.ଏମ୍‌.): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ହଳଦିଆ ପଞ୍ଚାୟତସ୍ଥିତ ଦୁର୍ଗାଚରଣ ନାୟକ ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆୟୋଜିତ ହୋଇଯାଇଛି । ମାହାଙ୍ଗା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏହି ସ୍ୱାସ୍ଥ୍ୟ ମେଳାର ଅନୁଷ୍ଠିତ କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାୟକ ତଥା…

ଭୟରପୁରରେ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଭୟରପୁରରେ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳା

ଭୟରପୁରରେ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳା [caption id="attachment_4580" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଏକ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ମୁତାରିଫା ପଞ୍ଚାୟତସ୍ଥିତ ଭୟରପୁର ଯାତ୍ରା ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ କୁମାର ପ୍ରଧାନଙ୍କ ପୌରହିତରେ ମୁଖ୍ୟଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଅନୁଷ୍ଠିତ ସ୍ୱାସ୍ଥ୍ୟ ମେଳାକୁ ଉଦଘାଟନ କରିଥିଲେ ।ଏହି…

ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରକଳ୍ପ ମାମଲା: ଜବାବ ଦାଖଲ କଲେନି ରାଜ୍ୟ ସରକାର ଓ ଏଏସଆଇ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରକଳ୍ପ ମାମଲା: ଜବାବ ଦାଖଲ କଲେନି ରାଜ୍ୟ ସରକାର ଓ ଏଏସଆଇ

ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରକଳ୍ପ ମାମଲା: ଜବାବ ଦାଖଲ କଲେନି ରାଜ୍ୟ ସରକାର ଓ ଏଏସଆଇ କଟକ(ଏନ୍‌.ଏମ୍‌.): ଶ୍ରୀମନ୍ଦିର ପ୍ରକଳ୍ପ ମାମଲା ଏବେ ହାଇକୋର୍ଟରେ ଥିବାବେଳେ କୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟସରକାର ଓ ଏଏସଆଇ ପାଳନ କରି ପାରିନାହାନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗର ବିସ୍ତୃତ ତଥ୍ୟ ହାଇକୋର୍ଟରେ ପ୍ରଦାନ କରାଯାଇ ପାରିନାହିଁ । ଏଥିନିମନ୍ତେ ଆଜି ଆଫିଡେଭିଟ ଦାଖଲ କରି ବିସ୍ତୃତ…

ଯୁବ ବ୍ୟବସାୟୀଙ୍କ ପରଲୋକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଯୁବ ବ୍ୟବସାୟୀଙ୍କ ପରଲୋକ

ଯୁବ ବ୍ୟବସାୟୀଙ୍କ ପରଲୋକ କନ୍ଦରପୁର (ଏନ୍‍.ଏମ୍‍.): କଟକ ସଦର ବ୍ଲକ ଅନ୍ତର୍ଗତ ନିମେଇଶାପୁର ପଞ୍ଚାୟତର ନାହାଭଙ୍ଗା ଗ୍ରାମର ସ୍ୱର୍ଗତ ଇନ୍ଦ୍ରମଣି ବେହେରା ଓ ମାତା ବିଳାସ ମଞ୍ଜରୀ ବେହେରାଙ୍କ ପୁତ୍ର ତଥା ସଫଳତା ବ୍ୟବସାୟୀ ଶୁକଦେବ ବେହେରାଙ୍କ ସାନଭାଇ ବସନ୍ତ ବେହେରା (ଟୁଟୁ)ଙ୍କ ମାତ୍ର ୪୫ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ବିରିବାଟିସ୍ଥିତ ରତ୍ନାକର ବିଦ୍ୟାମନ୍ଦିରରୁ ସଫଳତାର ସହିତ ପାସ କଲାପରେ ସେ ବ୍ୟବସାୟରେ ମନୋନିବେଶ କରି ଏକ…

ଫନିରେ ଭାଙ୍ଗିଲା ବାସଗୃହ : ପ୍ରଶାସନ ସହାୟତାକୁ ଅପେକ୍ଷା, ଭଙ୍ଗା କୁଡିଆରେ ପାଲ ତଳେବିତୁଛି ଜୀବନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଫନିରେ ଭାଙ୍ଗିଲା ବାସଗୃହ : ପ୍ରଶାସନ ସହାୟତାକୁ ଅପେକ୍ଷା, ଭଙ୍ଗା କୁଡିଆରେ ପାଲ ତଳେବିତୁଛି ଜୀବନ

ଫନିରେ ଭାଙ୍ଗିଲା ବାସଗୃହ : ପ୍ରଶାସନ ସହାୟତାକୁ ଅପେକ୍ଷା ଭଙ୍ଗା କୁଡିଆରେ ପାଲ ତଳେବିତୁଛି ଜୀବନ [caption id="attachment_4570" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର (ଏନ.ଏମ୍‍.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଉନ୍ନତି ଓ ବିକାଶ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ମାତ୍ର ଏହି ଯୋଜନା ବିଭିନ୍ନ ସମୟରେ ଦିଗହରା ହୋଇଥିବା ବେଳେ ପ୍ରକୃତ ହିତାଧିକାରୀ ଯୋଜନାର ସୁଫଳ ପାଇବାରୁ…

ଅବହେଳିତ ବଟେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟ,  ଟିପିସିଓଡିଏଲର ବିଚିତ୍ର ନୀତି: ଗୋଟିଏ ମାସର ୧୩ ୟୁନିଟ ବିଦ୍ୟୁତକୁ ୬୨ହଜାର ଟଙ୍କାର ବିଲ୍‌
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଅବହେଳିତ ବଟେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟ, ଟିପିସିଓଡିଏଲର ବିଚିତ୍ର ନୀତି: ଗୋଟିଏ ମାସର ୧୩ ୟୁନିଟ ବିଦ୍ୟୁତକୁ ୬୨ହଜାର ଟଙ୍କାର ବିଲ୍‌

ଅବହେଳିତ ବଟେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟ ଟିପିସିଓଡିଏଲର ବିଚିତ୍ର ନୀତି: ଗୋଟିଏ ମାସର ୧୩ ୟୁନିଟ ବିଦ୍ୟୁତକୁ ୬୨ହଜାର ଟଙ୍କାର ବିଲ୍‌ [caption id="attachment_4567" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର (ଏନ୍‌.ଏମ୍‌.): ଜଗତପୁରସ୍ଥିତ ବଟେଶ୍ୱର ସରକାରୀ ପ୍ରାଥମିକ ଦିଦ୍ୟାଳୟରେ (ଟିପିସିଓଡିଏଲ) ବିଦ୍ୟୁତ ବିଭାଗର ମାସକର ମାତ୍ର ୧୩ ୟୁନିଟକୁ ୬୧ ହଜାର ୮୦୫ଟଙ୍କା ବିଲ୍ ମିଳିଛି । ଆଉ ଏପଟେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର…

ନକଲି ଡିଟରଜେଣ୍ଟ କାରଖାନା ଠାବ: ବିପୁଳ ପରିମାଣର ଡିଟରଜେଣ୍ଟ ସାମଗ୍ରୀ ଓ ଦାମୀ କମ୍ପାନୀର ଷ୍ଟିକର ଜବତ, ଜଣେ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ନକଲି ଡିଟରଜେଣ୍ଟ କାରଖାନା ଠାବ: ବିପୁଳ ପରିମାଣର ଡିଟରଜେଣ୍ଟ ସାମଗ୍ରୀ ଓ ଦାମୀ କମ୍ପାନୀର ଷ୍ଟିକର ଜବତ, ଜଣେ ଗିରଫ

ନକଲି ଡିଟରଜେଣ୍ଟ କାରଖାନା ଠାବ: ବିପୁଳ ପରିମାଣର ଡିଟରଜେଣ୍ଟ ସାମଗ୍ରୀ ଓ ଦାମୀ କମ୍ପାନୀର ଷ୍ଟିକର ଜବତ, ଜଣେ ଗିରଫ [caption id="attachment_4564" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକ ସହର ତଥା ଉପକଣ୍ଠ ଅଞ୍ଚଳ ଏବେ ନକଲି ସାମଗ୍ରୀ ପ୍ରସ୍ତୁତିର ଭୂସ୍ୱର୍ଗ ପାଲଟିଛି । ବିଭିନ୍ନ ସମୟରେ ସହର ତଥା ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ ନକଲି ସାମଗ୍ରୀ ତିଆରି ହେଉଥିବା ଧରାପଡ଼ିଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ…

କୋଣାର୍କରେ ବିଶ୍ୱଐତିହ୍ୟ ଦିବସ : ‘ଐତିହ୍ୟ ସୁରକ୍ଷାରେ ସ୍ଥାନୀୟବାସିନ୍ଦାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୋଣାର୍କରେ ବିଶ୍ୱଐତିହ୍ୟ ଦିବସ : ‘ଐତିହ୍ୟ ସୁରକ୍ଷାରେ ସ୍ଥାନୀୟବାସିନ୍ଦାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

କୋଣାର୍କରେ ବିଶ୍ୱଐତିହ୍ୟ ଦିବସ ‘ଐତିହ୍ୟ ସୁରକ୍ଷାରେ ସ୍ଥାନୀୟବାସିନ୍ଦାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’ [caption id="attachment_4560" align="alignnone" width="300"] ଫଟୋ- ଅଜିତ କୁମାର ମଲ୍ଲିକ[/caption] କୋଣାର୍କ(ଏନ୍‌.ଏମ୍‌.): ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ପକ୍ଷରୁ ସମଗ୍ର ବିଶ୍ୱରେ ଥିବା ଐତିହ୍ୟ ପୀଠଗୁଡ଼ିକର ସୁରକ୍ଷା ଓ ଜନସଚେତନ ସୃଷ୍ଟି କରିବା ନିମନ୍ତେ ପ୍ରତ୍ୟକ ବର୍ଷ ଅପ୍ରେଲ ମାସ ୧୮ ତାରିଖ ଦିନଟିକୁ ବିଶ୍ୱ ଐତିହ୍ୟ ଦିବସ ରୂପେ ପାଳନ କରାଯାଇଥାଏ । କୋଣାର୍କର ସୂର୍ଯ୍ୟମନ୍ଦିର ୧୯୮୪…

ଏସ୍‌ଟି କମିଶନରେ ଜିଲ୍ଲାପାଳ ହାଜର ହେବା ମାମଲା: ହାଇକୋର୍ଟଙ୍କ ରହିତାଦେଶ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଏସ୍‌ଟି କମିଶନରେ ଜିଲ୍ଲାପାଳ ହାଜର ହେବା ମାମଲା: ହାଇକୋର୍ଟଙ୍କ ରହିତାଦେଶ

ଏସ୍‌ଟି କମିଶନରେ ଜିଲ୍ଲାପାଳ ହାଜର ହେବା ମାମଲା: ହାଇକୋର୍ଟଙ୍କ ରହିତାଦେଶ [caption id="attachment_3450" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କେନ୍ଦୁଝର ଜିଲ୍ଲାପାଳଙ୍କୁ ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର ପାଇଁ ହୋଇଥିବା ନିର୍ଦ୍ଦେଶ ଉପରେ ଆଜି ମାନ୍ୟବର ହାଇକୋର୍ଟ ରହିତା ଦେଶ ଜାରି କରିଛନ୍ତି । ଜିଲ୍ଲାପାଳ ପ୍ରତିନିଧିଙ୍କ ଉପସ୍ଥିତିରେ କମିଶନ ମାମଲା ଶୁଣାଣି କରିପାରିବେ ବୋଲି ହାଇକୋର୍ଟ ଆଦେଶ ଦେବା ସହ ୬ ସପ୍ତାହ ପରେ…