ନିସ୍ ଶିକ୍ଷାନୁଷ୍ଠାନରେ ଜାତୀୟ ସେମିନାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନିସ୍ ଶିକ୍ଷାନୁଷ୍ଠାନରେ ଜାତୀୟ ସେମିନାର

ନିସ୍ ଶିକ୍ଷାନୁଷ୍ଠାନରେ ଜାତୀୟ ସେମିନାର ଭୁବନେଶ୍ୱର(ଏନ୍‌.ଏମ୍‌.) : ଭୁବନେଶ୍ୱର ମଦନପୁର ସ୍ଥିତ ନିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ ପରିସରରେ ଜାତୀୟ ସେମିନାର ଅନୁଷ୍ଠିତ ହୋଇଛି । ଏହାର ଶୀର୍ଷକ ରହିଛି ‘୪ର୍ଥ ଶିଳ୍ପ ବିପ୍ଳବ ଏବଂ ଏହି ଦିଗରେ ବାଣିଜ୍ୟ ଜଗତର କ୍ରମବର୍ଦ୍ଧିତ ଉନ୍ନତି’ । ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସେମିନାରକୁ ଉଦଘାଟନ କରିଥିଲେ ।…

ବିଚ୍ କନେକ୍ଟ କାର୍ଯ୍ୟକ୍ରମ: ମନ ମୋହିଲା ଜୁମ୍ବା ନୃତ୍ୟ, ନିମ୍ବୁରେସ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିଚ୍ କନେକ୍ଟ କାର୍ଯ୍ୟକ୍ରମ: ମନ ମୋହିଲା ଜୁମ୍ବା ନୃତ୍ୟ, ନିମ୍ବୁରେସ

ବିଚ୍ କନେକ୍ଟ କାର୍ଯ୍ୟକ୍ରମ: ମନ ମୋହିଲା ଜୁମ୍ବା ନୃତ୍ୟ, ନିମ୍ବୁରେସ [caption id="attachment_4928" align="alignnone" width="300"] News & Photo From Ajit Kumar Mallick[/caption] କୋଣାର୍କ (ଏନ୍‌.ଏମ୍‌.): କୋଣାର୍କ ସମୁଦ୍ର କୂଳରେ ଅନୁଷ୍ଠିତ ହୋଇଯାଇଛି ବିଚ କନେକ୍ଟ (ସଂଯୋଗ:ସ୍ୱର୍ଣ୍ଣାଭ ବେଳାଭୂମି) କାର୍ଯ୍ୟକ୍ରମ । ଏହି ଅବସରରେ ଆଜି ସକାଳ ୬ ଘଟିକା ସମୟରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହ ଜୁମ୍ବା ନୃତ୍ୟ, ନିମ୍ବୁ ରେସ,…

ମରଣଯନ୍ତା ପାଲଟିଛି ଜଗତପୁର ଆଇବି ରୋଡ: ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ?
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ମରଣଯନ୍ତା ପାଲଟିଛି ଜଗତପୁର ଆଇବି ରୋଡ: ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ?

ମରଣଯନ୍ତା ପାଲଟିଛି ଜଗତପୁର ଆଇବି ରୋଡ: ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ? [caption id="attachment_4925" align="alignnone" width="300"] News & Photo From Kanhu Charan Panda, Jagatpur[/caption] ଜଗତପୁର(ଏନ୍‌.ଏମ୍‌.): କଟକ ସହରକୁ ଏକ ନୂଆ ରୂପ ଦେବା ପାଇଁ ରାଜ୍ୟସରକାର ଏକକାଳୀନ ବହୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏସସିବି ମେଡ଼ିକାଲକୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ର, କଟକ ନେତାଜୀ ବସ ଟର୍ମିନାଲକୁ ମଧ୍ୟ ବିଶ୍ୱସ୍ତରୀୟ କରିବା…

ପ୍ରବାସୀ ଭାରତୀୟ ପରିଷଦ ପକ୍ଷରୁ କୁଏତରେ ସଂଗୀତ ସମାରୋହ କାର୍ଯ୍ୟକ୍ରମ: ଏରିଆ ସଭାପତି ବିଶ୍ୱରଞ୍ଜନ ସମ୍ବର୍ଦ୍ଧିତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପ୍ରବାସୀ ଭାରତୀୟ ପରିଷଦ ପକ୍ଷରୁ କୁଏତରେ ସଂଗୀତ ସମାରୋହ କାର୍ଯ୍ୟକ୍ରମ: ଏରିଆ ସଭାପତି ବିଶ୍ୱରଞ୍ଜନ ସମ୍ବର୍ଦ୍ଧିତ

ପ୍ରବାସୀ ଭାରତୀୟ ପରିଷଦ ପକ୍ଷରୁ କୁଏତରେ ସଂଗୀତ ସମାରୋହ କାର୍ଯ୍ୟକ୍ରମ: ଏରିଆ ସଭାପତି ବିଶ୍ୱରଞ୍ଜନ ସମ୍ବର୍ଦ୍ଧିତ ଦେଖନ୍ତୁ କୁଏତରୁ ମନଛୁଆଁ କାର୍ଯ୍ୟକ୍ରମର ବିରଳ ଭିଡିଓ ... କୁଏତ(ଏଜେନ୍ସି): ପ୍ରବାସୀ ଭାରତୀୟ ପରିଷଦ ପକ୍ଷରୁ ଏକ ମନୋଜ୍ଞ ପରିବେଶ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଏତର ଆବୁ ହଲିଫାର ଦୁମ ହଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟମାନଙ୍କ ସହୃଦୟତା, ସରଳତା, ପରୋପକାରୀ ଭଳି ସଂସ୍କାରକୁ ନେଇ ବିଶ୍ୱଗୁରୁର…

ଜଗତପୁର କେନାଲବନ୍ଧ ରାସ୍ତା ପାଲଟିଛି ମରଣଯନ୍ତା: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତପୁର କେନାଲବନ୍ଧ ରାସ୍ତା ପାଲଟିଛି ମରଣଯନ୍ତା: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ

ଜଗତପୁର କେନାଲବନ୍ଧ ରାସ୍ତା ପାଲଟିଛି ମରଣଯନ୍ତା: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଜଗତପୁର ୪୮ନମ୍ବର ୱାର୍ଡ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ହାଇଲେବୁଲ କେନାଲର ଜିରୋପଏଣ୍ଟ ଠାରୁ ପୁରୁଣା ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏଥିଯୋଗୁ ଯାତୟାତରେ ସମସ୍ୟା ହେଉଥିବା ବେଳେ ଅନେକ ସମୟରେ ଛୋଟ ମୋଟ ଦୁର୍ଘଟଣାମାନ ଘଟୁଛି । ପ୍ରତିିଦିନ ବହୁ ସଂଖ୍ୟକ ଲୋକ ଜଗତପୁର ପୁରୁଣା ଶିଳ୍ପାଞ୍ଚଳ, ନିମପୁର…

ୱାର୍ଡ଼ ସମସ୍ୟା ତଦାରଖ କଲେ ସିଏମସି ଡେପୁଟି ମେୟର ଦମୟନ୍ତି ମାଝୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ୱାର୍ଡ଼ ସମସ୍ୟା ତଦାରଖ କଲେ ସିଏମସି ଡେପୁଟି ମେୟର ଦମୟନ୍ତି ମାଝୀ

ୱାର୍ଡ଼ ସମସ୍ୟା ତଦାରଖ କଲେ ସିଏମସି ଡେପୁଟି ମେୟର ଦମୟନ୍ତି ମାଝୀ ଜଗତପୁର(ଏନ୍‌.ଏମ୍‌.): ସିଏମସି ୪୮ନମ୍ବର ୱାର୍ଡ ପୁରୁଣା ଜଗତପୁର ଅଞ୍ଚଳରେ କଟକ ଡେପୁଟି ମେୟର ଦମୟନ୍ତୀ ମାଝି ଆଜି ଅପରାହ୍ନରେ ୱାର୍ଡବାସୀଙ୍କ ସମସ୍ୟା ତଦାରଖ କରିଛନ୍ତି । ଉକ୍ତ ୱାର୍ଡ଼ରେ ସ୍ଥାନୀୟ କର୍ପୋରେଟର ନଳିନୀ ବେହୋରାଙ୍କ ସହିତ ୱାର୍ଡ ବିଜେଡି କର୍ମକର୍ତ୍ତା ମାନେ ପୁରୁଣା ଜଗତପୁର ଶନିଶ୍ଚର ମନ୍ଦିର ପାଖରୁ ଖର୍ଦ୍ଧା ସାହି, ଠାକୁର ସାହି, ତେଲି ସାହି,…

ଓଡ଼ିଶାର ଡାଇରେକ୍ଟ ସେଲିଂ ଶିଳ୍ପରେ ୧୩.୩% ଅଭିବୃଦ୍ଧି, ୨୦୨୦-୨୧ରେ ୧୦୩୪ କୋଟି ଟଙ୍କାରେ ପହଞ୍ଚିଛି: ସର୍ଭେ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଓଡ଼ିଶାର ଡାଇରେକ୍ଟ ସେଲିଂ ଶିଳ୍ପରେ ୧୩.୩% ଅଭିବୃଦ୍ଧି, ୨୦୨୦-୨୧ରେ ୧୦୩୪ କୋଟି ଟଙ୍କାରେ ପହଞ୍ଚିଛି: ସର୍ଭେ

ଓଡ଼ିଶାର ଡାଇରେକ୍ଟ ସେଲିଂ ଶିଳ୍ପରେ ୧୩.୩% ଅଭିବୃଦ୍ଧି, ୨୦୨୦-୨୧ରେ ୧୦୩୪ କୋଟି ଟଙ୍କାରେ ପହଞ୍ଚିଛି: ସର୍ଭେ ଭୁବନେଶ୍ୱର(ଏନ୍‌.ଏମ୍‌.) : ଓଡ଼ିଶାରେ ଡାଇରେକ୍ଟ ସେଲିଂ (ପ୍ରତ୍ୟକ୍ଷ ବିକ୍ରୟ) ଶିଳ୍ପ କୋଭିଡ୧୯ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରତିକୂଳ ବ୍ୟବସାୟ ପରିବେଶ ସତ୍ତ୍ୱେ ୧୩.୩% ଅଭିବୃଦ୍ଧି ହାର ହାସଲ କରିବା ସହିତ ୨୦୨୦-୨୧ ଆର୍ଥିକ ବର୍ଷରେ ସର୍ବକାଳୀନ ସର୍ବୋଚ୍ଚ ସ୍ତର ୧୦୩୪ କୋଟି ଟଙ୍କାରେ ପହଞ୍ଚିଥିବା ଇଣ୍ଡିଆନ ଡାଇରେକ୍ଟ ସେଲିଂ ଆସୋସିଏସନ୍‍ (ଆଇଡିଏସ୍‍ଏ)…

ମାହାଙ୍ଗା ଆଇଆଇସ ନିହାର ରଞ୍ଜନ ମହାନ୍ତିଙ୍କ ପତ୍ନୀ ନୀନା ଏବେ ଭିଜିଲାନ୍ସ ଜାଲରେ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମାହାଙ୍ଗା ଆଇଆଇସ ନିହାର ରଞ୍ଜନ ମହାନ୍ତିଙ୍କ ପତ୍ନୀ ନୀନା ଏବେ ଭିଜିଲାନ୍ସ ଜାଲରେ

ମାହାଙ୍ଗା ଆଇଆଇସ ନିହାର ରଞ୍ଜନ ମହାନ୍ତିଙ୍କ ପତ୍ନୀ ନୀନା ଏବେ ଭିଜିଲାନ୍ସ ଜାଲରେ ମାହାଙ୍ଗା(ଏନ୍‌.ଏମ୍‌.): ଭିଜିଲାନ୍ସ ଜାଲରେ ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ପତ୍ନୀ ନିନା ବେଉରା । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ନୀନାଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ନୀନା ରାୟଗଡା ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ ଥିଲେ । ତେବେ ଗତ କାଲି ବିଳମ୍ବିତ ରାତିରେ…

ବାରହା ଆକ୍ରମଣରେ ମହିଳା ଗୁରୁତର
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବାରହା ଆକ୍ରମଣରେ ମହିଳା ଗୁରୁତର

ବାରହା ଆକ୍ରମଣରେ ମହିଳା ଗୁରୁତର [caption id="attachment_4904" align="alignnone" width="300"] News & Photo From Maheswar Behera (Athagarh)[/caption] ଆଠଗଡ଼ (ଏନ୍‌.ଏମ୍‌.): ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ବେଳେ ବାରାହା ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଆହତ ମହିଳା ଜଣଙ୍କ ହେଲେ ଚାରିମା ଗଡସରା (୫୫)ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳ ଗୁରୁଡିଝାଟିଆ ପଞ୍ଚାୟତ ଡେରା ଗ୍ରାମର ଡୁକା ଗଡସରାଙ୍କ ସ୍ତ୍ରୀ ଚାରିମା ଗଡସରା…

ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ଚଳିତ ମଇ ୨୫ ତାରିଖ ସୁଦ୍ଧା ‘ଜୱାଦ’ ବାତ୍ୟାରେ କ୍ଷତିଗ୍ରସ୍ତ ଅବଶିଷ୍ଟ ଚାଷୀଙ୍କୁ କ୍ଷତିପୂରଣ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ଚଳିତ ମଇ ୨୫ ତାରିଖ ସୁଦ୍ଧା ‘ଜୱାଦ’ ବାତ୍ୟାରେ କ୍ଷତିଗ୍ରସ୍ତ ଅବଶିଷ୍ଟ ଚାଷୀଙ୍କୁ କ୍ଷତିପୂରଣ

ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ଚଳିତ ମଇ ୨୫ ତାରିଖ ସୁଦ୍ଧା ‘ଜୱାଦ’ ବାତ୍ୟାରେ କ୍ଷତିଗ୍ରସ୍ତ ଅବଶିଷ୍ଟ ଚାଷୀଙ୍କୁ କ୍ଷତିପୂରଣ [caption id="attachment_4901" align="alignnone" width="300"] Photo From I&PR Odisha[/caption] ଖୋର୍ଦ୍ଧ(ଏନ୍‌.ଏମ୍‌.): ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ…

ଅବହେଳିତ ନିମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ: ୬୫୦ ଜଣରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କ ପାଇଁ ୧୦ ଶିକ୍ଷକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଅବହେଳିତ ନିମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ: ୬୫୦ ଜଣରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କ ପାଇଁ ୧୦ ଶିକ୍ଷକ

ଅବହେଳିତ ନିମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ: ୬୫୦ ଜଣରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କ ପାଇଁ ୧୦ ଶିକ୍ଷକ ଜଗତପୁର(ଏନ୍‌.ଏମ୍‌.): ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହା ଏକ ପ୍ରହସନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବିଶେଷ କରି ସର୍ବଶିକ୍ଷା ଅଭିଯାନ, ମୋ ସ୍କୁଲ ଯୋଜନା, ମିଶନ ଜିରୋ ଏଫ ଭଳି ଅନେକ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଚାଲିଥିବାବେଳେ…

ଜରାଜୀର୍ଣ୍ଣ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଜରାଜୀର୍ଣ୍ଣ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳ

ଜରାଜୀର୍ଣ୍ଣ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳ ଆଠଗଡ଼(ଏନ୍‌.ଏମ୍‌.): ବାତ୍ୟା ଆସିଲେ ପ୍ରଥମେ ଖୋଜା ପଡେ ବାତ୍ୟା ଆଶ୍ରୟସ୍ଥଳ । ସରକାର ହୁଅନ୍ତୁ ବା ଜନସାଧାରଣ ପ୍ରଥମେ ବାତ୍ୟା ଆଶ୍ରୟସ୍ଥଳକୁ ଖୋଜିଥାନ୍ତି । ବିଶେଷ କରି କଚ୍ଚା ଘରେ ବସବାସ କରୁଥିବା ଜନସାଧାରଣ ବାତ୍ୟା ଯୋଗୁଁ ଅଧିକ ପ୍ରଭାବିତ ହୋଇଥାନ୍ତି । ଘର ଛପର ଉଡ଼ିଯିବା ସହ ଜୀବନ ପ୍ରତି ମଧ୍ୟ ବିପଦ ଆଶଙ୍କା ଥାଏ । ଏଥି ପାଇଁ ସରକାରଙ୍କ ପକ୍ଷରୁ…

ବ୍ରଜରାଜନଗର ଉପନିର୍ବାଚନ: ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବ୍ରଜରାଜନଗର ଉପନିର୍ବାଚନ: ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ବ୍ରଜରାଜନଗର ଉପନିର୍ବାଚନ: ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ବ୍ରଜରାଜନଗର (ଏନ୍‌.ଏମ୍‌.): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ୧୧ତାରିଖରେ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ପରେ ବିଜେପି, ବିଜେଡି ଓ କଂଗ୍ରେସ ଶିବିରରେ ଆଜି ରାତିରୁ କର୍ମୀମାନେ ରଣ ହୁଙ୍କାର ଦେଇଛନ୍ତି । ଆସନ୍ତା ୩୧ ତାରିଖ ହେବାକୁ ଥିବା ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିବସରେ…

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଜଳସମ୍ପଦ ବିଭାଗ ସମ୍ପର୍କିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଜଳସମ୍ପଦ ବିଭାଗ ସମ୍ପର୍କିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଜଳସମ୍ପଦ ବିଭାଗ ସମ୍ପର୍କିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ [caption id="attachment_4884" align="alignnone" width="300"] Photo From I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଜଳସମ୍ପଦ ବିଭାଗ ଅଧୀନସ୍ଥ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଏକ ସମୀକ୍ଷା…

ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟଅପ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି- ଅସିତ୍ ତ୍ରିପାଠୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟଅପ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି- ଅସିତ୍ ତ୍ରିପାଠୀ

‘ଆଡଭାଣ୍ଟେଜ୍ ଅନୁଗୋଳ’ କାର୍ଯ୍ୟକ୍ରମ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟଅପ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି- ଅସିତ୍ ତ୍ରିପାଠୀ ଅଧିକରୁ ଅଧିକ ଯୁବବର୍ଗ ଆନୁଷଙ୍ଗିକ ଶିଳ୍ପ ସ୍ଥାପନର ସୁଯୋଗ ନେବାକୁ ଆହ୍ୱାନ [caption id="attachment_4879" align="alignnone" width="300"] Photo From I&PR Odisha[/caption] ଭୁବନେଶ୍ୱର/ଅନୁଗୋଳ(ଏନ୍‌.ଏମ୍‌.): ଅନୁଗୋଳ ଜିଲ୍ଲାସ୍ତରୀୟ ପୁଞ୍ଜିନିବେଶ ପ୍ରୋତ୍ସାହନ କର୍ମଶାଳା(ଆଡ୍ ଭାଣ୍ଟେଜ୍‌-ଅନୁଗୋଳ)ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଦିବସରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମଏସଏମଇ)ର ପ୍ରତିଷ୍ଠା…

ଅଙ୍ଗନୱାଡ଼ି କେନ୍ଦ୍ର ନିଜସ୍ୱ ଗୃହ ନିର୍ମାଣ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି: ଜାଗା ଚିହ୍ନଟରେ ଅଟକି ଯାଇଛି ଫାଇଲ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଅଙ୍ଗନୱାଡ଼ି କେନ୍ଦ୍ର ନିଜସ୍ୱ ଗୃହ ନିର୍ମାଣ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି: ଜାଗା ଚିହ୍ନଟରେ ଅଟକି ଯାଇଛି ଫାଇଲ

ଅଙ୍ଗନୱାଡ଼ି କେନ୍ଦ୍ର ନିଜସ୍ୱ ଗୃହ ନିର୍ମାଣ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି: ଜାଗା ଚିହ୍ନଟରେ ଅଟକି ଯାଇଛି ଫାଇଲ କ୍ଲବ ଓ କମ୍ୟୁନିଟି ସେଣ୍ଟରରେ ଚାଲିଛି ଶିଶୁଙ୍କ ବୌଦ୍ଧିକ ବୃଦ୍ଧି! ଜଗତପୁର(ଏନ୍‌.ଏମ୍‌.): ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଓ ପୃଷ୍ଟି ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଥିଲେ ମଧ୍ୟ ଏସବୁ ଯୋଜନା କେବଳ ଫାଇଲର ନାଲିଫିତା ତଳେ ଚାପି ହୋଇ ରହିଯାଉଛି । ମାତୃ ଓ ଶିଶୁ ହାର ହ୍ରାସ କରିବା, ଶିଶୁମାନଙ୍କ…

ସିସିଟିଭିରୁ ଜଣାପଡ଼ିଲା: ଜଗତପୁର ଅଞ୍ଚଳରେ ଗାଈ ଲୁଟେରାଙ୍କ ଆତଙ୍କ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସିସିଟିଭିରୁ ଜଣାପଡ଼ିଲା: ଜଗତପୁର ଅଞ୍ଚଳରେ ଗାଈ ଲୁଟେରାଙ୍କ ଆତଙ୍କ

ସିସିଟିଭିରୁ ଜଣାପଡ଼ିଲା: ଜଗତପୁର ଅଞ୍ଚଳରେ ଗାଈ ଲୁଟେରାଙ୍କ ଆତଙ୍କ ଜଗତପୁର(ଏନ୍‌.ଏମ୍‌.): କଟକରେ ଏବେ ଗାଈ ଚୋରଙ୍କ ଆତଙ୍କ ବୁଦ୍ଧି ପାଇଛି । ନିସ୍ତବ୍ଧ ରାତିରେ ରାସ୍ତାଉପରୁ ଦୁବୃର୍ତ୍ତମାନେ ଗାଇମାନଙ୍କୁ ଉଠାଇ ନେଉଛନ୍ତି । ଯାହା କମିଶନରେଟ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ଥାନା ପକ୍ଷରୁ ପିସିଆର ଭ୍ୟାନ ଯୋଗେ ଜୋରଦାର ପଇଁତରା ମରାଯାଉଥିବାବେଳେ ଏଭଳି ଚୋରି ପୁଲିସର ପାରିବା ପଣିଆ ଉପରେ ସନ୍ଦେହ ସୃଷ୍ଟି କରିଛି ।…

ମହାନଦୀ ଓ ପାଇକା ନଦୀରେ ପଥର ପ୍ୟାକିଙ୍ଗରେ ମହା ଦୁର୍ନୀତି
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମହାନଦୀ ଓ ପାଇକା ନଦୀରେ ପଥର ପ୍ୟାକିଙ୍ଗରେ ମହା ଦୁର୍ନୀତି

ମହାନଦୀ ଓ ପାଇକା ନଦୀରେ ପଥର ପ୍ୟାକିଙ୍ଗରେ ମହା ଦୁର୍ନୀତି ଜଗତସିଂହପୁର (ଏନ୍‌.ଏମ୍‌.): ତିର୍ତ୍ତୋଲ ବ୍ଲକ ଅଧୀନ ମହାନଦୀରେ ତାର୍ତ୍ତୋଲ ଠାରୁ କୃଷ୍ଣାନନ୍ଦପୁର ଓ ପାଇକା ନଦୀର କୋଲର ପଞ୍ଚାୟତ କେଶରଡ଼ା ଠାରୁ କୃଷ୍ଣାନନ୍ଦପୁର, ତାର୍ତ୍ତୋଲ ଠାରୁ ହଂସୁରା ବାଲିକଣି ଓ କୋଲର ପଞ୍ଚାୟତ କେଶରଡ଼ା ଠାରୁ ଉକୁସାହିଠାରେ ମଣିଜଙ୍ଗା ଜଳସମ୍ପଦ ଅଧୀନରେ ଚାଲିଛି ପଥର ପ୍ୟାକିଙ୍ଗ, ସ୍ପରିଙ୍ଗ କାର୍ଯ୍ୟ । ଏହି କମରେ ବ୍ୟାପକ ଦୁର୍ନୀତି ହେଉଥିବା ବିଭିନ୍ନ…

ଉଠାଜଳସେଚନ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ
Slider ଅପରାଧ କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଉଠାଜଳସେଚନ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ

ଉଠାଜଳସେଚନ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ଜଗତସିଂହପୁର (ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲାରେ ଉଠା ଜଳ ସେଚନ ପ୍ରକଳ୍ପ ପାଇପି ବିଛା ଓ ଘର ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି । ତିର୍ତ୍ତୋଲ ଉଠାଜଳସେଚନ ବିଭାଗ ଅଧୀନରେ କରାଯାଉଥିବା ଉଠାଜଳସେଚନ ଯୋଜନରେ ବ୍ୟାପକ ଅନିୟମିତତା ହେଉଥିବା ବିଭିନ୍ନ ପଞ୍ଚାୟତରେ ଅଭିଯୋଗ ହେଉଥିବା ନେଇ ସୂଚନା ମିଳିଛି । ତିର୍ତ୍ତୋଲ ଉଠାଜଳସେଚନ ବିଭାଗ ଅଫିସର ଓ ଠିକାଦାରଙ୍କ ସଲାସୁତୁରାରେ…

ଆତ୍ମାହୁତି ପାଇଁ ହାଇକୋର୍ଟଙ୍କ ଅନୁମତି ମାଗିଲେ ସମାଜସେବୀ ଗୌରହରି ମହାନ୍ତି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଆତ୍ମାହୁତି ପାଇଁ ହାଇକୋର୍ଟଙ୍କ ଅନୁମତି ମାଗିଲେ ସମାଜସେବୀ ଗୌରହରି ମହାନ୍ତି

ଆତ୍ମାହୁତି ପାଇଁ ହାଇକୋର୍ଟଙ୍କ ଅନୁମତି ମାଗିଲେ ସମାଜସେବୀ ଗୌରହରି ମହାନ୍ତି [caption id="attachment_4857" align="alignnone" width="300"] ଫଟୋ/ରିପୋର୍ଟ- ମହେଶ୍ୱର ବେହେରା[/caption] ଆଠଗଡ଼(ଏନ୍‌.ଏମ୍‌.): ୫୫ ନମ୍ବର ଜାତୀୟ ରାଜପଥକୁ ଲାଗି ଖୁଣ୍ଟୁଣୀ ସରକାରୀ ଡାକ୍ତରଖାନାଟି ଦୀର୍ଘଦିନ ଧରି ସରକାରଙ୍କ ଦ୍ୱାରା ଅବହେଳିତ ହୋଇ ଅସୁଛି । ଏଠାରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭୂଷୁଡି ପଡିଛି । ଏହି ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କରିବାର ଆବଶ୍ୟକ ରହିଛି ।…