କଟକରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ
କଟକରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ [caption id="attachment_5168" align="alignnone" width="300"] News By Smrutiranjan Tripathy (Cuttack)[/caption] କଟକ(ଏନ୍.ଏମ୍.): କଟକ ସହରରେ କିନ୍ନରମାନେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସାବିତ୍ରୀ ବ୍ରତ ପାଳନ କରିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ସ୍ଥାନୀୟ ଶଙ୍କରପୁର ଡିହସାହିସ୍ଥିତ ସାମୁଲେଇ ମନ୍ଦିର ପ୍ରାଙ୍ଗଣରେ କିନ୍ନରମାନେ ନବ ବସ୍ତ୍ର ପରିଧାନ କରି ସାବିତ୍ରୀ ବ୍ରତ ନିମନ୍ତେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଶଙ୍ଖା,…



















