ବିଶିଷ୍ଟ ମାର୍କ୍ସବାଦୀ ଦାର୍ଶନିକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ପାଳନ ପାଇଁ କଟକରେ ପ୍ରସ୍ତୁତି ବୈଠକ
ବିଶିଷ୍ଟ ମାର୍କ୍ସବାଦୀ ଦାର୍ଶନିକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ପାଳନ ପାଇଁ କଟକରେ ପ୍ରସ୍ତୁତି ବୈଠକ [caption id="attachment_5759" align="alignnone" width="300"] News by Smrutiranjan Tripathy (Cuttack)[/caption] କଟକ(ଏନ୍.ଏମ୍.): ସୋସାଲିଷ୍ଟ ୟୁନିଟି ସେଣ୍ଟର ଅଫ୍ ଇଣ୍ଡିଆ (କମ୍ୟୁନିଷ୍ଟ)ର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ତଥା ଏ ଯୁଗର ଅନ୍ୟତମ ମହାନ ମାର୍କ୍ସବାଦୀ ଚିନ୍ତାନାୟକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ପାଳନର ପ୍ରସ୍ତୁତି ଉପଲକ୍ଷେ ଏସ୍.ୟୁ.ସି.ଆଇ.(ସି) ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ…


















