ବଡ଼ଦିନ ଓ ନୂଆବର୍ଷ ପାଇଁ ଜାରି କଟକଣାରେ ସଂଶୋଧନ
ବଡ଼ଦିନ ଓ ନୂଆବର୍ଷ ପାଇଁ ଜାରି କଟକଣାରେ ସଂଶୋଧନ ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ତାରିଖ ବଡ଼ଦିନ ଠାରୁ ୨ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ କରିଥିଲେ । ମାତ୍ର କଟକଣା ଜାରି ନିର୍ଦ୍ଦେଶନାମା ପ୍ରକାଶ ପାଇବାର କିଛି ସମୟ ପରେ ବିଭିନ୍ନ ଦିଗରୁ ବିଚାର କରି ସ୍ୱତନ୍ତ୍ର ରିଲିଫ କମିଶନର ଏହି କଟକଣାରେ ସଂଶୋଧନ କରିଛନ୍ତି । ସଂଶୋଧିତ ବିଜ୍ଞପ୍ତି ଅନୁସାରେ କେବଳ…



















