ରାଇରଙ୍ଗପୁରରେ ସମ୍ବାଦ ସାହିତ୍ୟ ଘର ଜିଲ୍ଲାସ୍ତରୀୟ ୯ମ ବାର୍ଷିକ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ରାଇରଙ୍ଗପୁରରେ ସମ୍ବାଦ ସାହିତ୍ୟ ଘର ଜିଲ୍ଲାସ୍ତରୀୟ ୯ମ ବାର୍ଷିକ ଉତ୍ସବ

ରାଇରଙ୍ଗପୁରରେ ସମ୍ବାଦ ସାହିତ୍ୟ ଘର ଜିଲ୍ଲାସ୍ତରୀୟ ୯ମ ବାର୍ଷିକ ଉତ୍ସବ [caption id="attachment_7957" align="alignnone" width="300"] News by Akshya Biswal (Rairangpur)[/caption] #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୂର୍ଣଚନ୍ଦ୍ର ମହାରାଜା କଲ୍ୟାଣ ମଣ୍ଡପ ପରିସରରେ ସମ୍ବାଦ ସାହିତ୍ୟ ଘର ଜିଲ୍ଲାସ୍ତରୀୟ ୯ମ ବାର୍ଷିକ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ସାହିତ୍ୟ ଘର ସଭାପତି ତିମିର ରଂଜନ ପଣ୍ଡାଙ୍କ ସଭାପତିତ୍ୱ କରିଥିଲାବେଳେ ରଂଜନ ନନ୍ଦ ଏବଂ ଅଧ୍ୟାପକ…

ମର୍ମନ୍ତୁଦ ଦୁର୍ଘଟଣା:ପୋଲରୁ କେନାଲକୁ ଖସିଲା ବସ୍‌; ୨ ମୃତ, ୩୦ ଗୁରୁତର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମର୍ମନ୍ତୁଦ ଦୁର୍ଘଟଣା:ପୋଲରୁ କେନାଲକୁ ଖସିଲା ବସ୍‌; ୨ ମୃତ, ୩୦ ଗୁରୁତର

ମର୍ମନ୍ତୁଦ ଦୁର୍ଘଟଣା:ପୋଲରୁ କେନାଲକୁ ଖସିଲା ବସ୍‌; ୨ ମୃତ, ୩୦ ଗୁରୁତର #ଢେଙ୍କାନାଳ(ଏନ୍‍.ଏମ୍‍.): ଗତକାଲି ବିଳମ୍ବିତ ରାତିରେ ୫୫ନମ୍ବର ଜାତୀୟ ରାଜପଥରେ ଏକ ବସ ଦୁର୍ଘଟଣା ହେବା ଫଳରେ ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ କେନାଲ ପୋଲ ବାଡା ଭାଙ୍ଗି ତଳକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।…

ବ୍ରଜସୁନ୍ଦର ଦାସଙ୍କ ଶ୍ରଦ୍ଧାଞ୍ଜଳି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବ୍ରଜସୁନ୍ଦର ଦାସଙ୍କ ଶ୍ରଦ୍ଧାଞ୍ଜଳି

ବ୍ରଜସୁନ୍ଦର ଦାସଙ୍କ ଶ୍ରଦ୍ଧାଞ୍ଜଳି [caption id="attachment_7951" align="alignnone" width="300"] News by Basanta Ratha (Kishornagar)[/caption] #କିଶନନଗର(ଏନ୍‌.ଏମ୍‌.): ସ୍ୱର୍ଗତ ବ୍ରଜସୁନ୍ଦର ଦାସ ଜଣେ ସଂଭ୍ରାନ୍ତ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଭୋଗ ବିଳାସ ଠାରୁ ଦୂରେଇ ରହି ସମାଜସେବା କ୍ଷେତ୍ରରେ ତାଙ୍କ ଦାନ ଅନନ୍ୟ । ସେ ଅତ୍ୟନ୍ତ ସ୍ନେହୀ ଦରଦୀ ମଣିଷ ଭାବରେ ସର୍ବଜନ ଆଦୃତ ଥିଲେ । ସେ କଟକ ମୋଟର ଆସୋସିଏସନରେ ଦୀର୍ଘଦିନ…

ଆକ୍ୱାଗାର୍ଡ଼ର ନକଲି ଯନ୍ତ୍ରାଂଶ ବିକ୍ରି ନେଇ ପୁଲିସର ଚଢାଉ: ୨ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆକ୍ୱାଗାର୍ଡ଼ର ନକଲି ଯନ୍ତ୍ରାଂଶ ବିକ୍ରି ନେଇ ପୁଲିସର ଚଢାଉ: ୨ଗିରଫ

ଆକ୍ୱାଗାର୍ଡ଼ର ନକଲି ଯନ୍ତ୍ରାଂଶ ବିକ୍ରି ନେଇ ପୁଲିସର ଚଢାଉ: ୨ଗିରଫ କଟକରୁ ସାରା ରାଜ୍ୟକୁ ଲମ୍ବିଛି ଚେର [caption id="attachment_7948" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ପ୍ରତିଷ୍ଠିତ ୟୁରେକା ଫୋର୍ବ୍ସ କମ୍ପାନୀର ଉତ୍ପାଦ ଆକ୍ୱାଗାର୍ଡର ନକଲି ସରଞ୍ଜାମ ବିକ୍ରି କରୁଥିବା ଏକ ଗୋଦାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି । ସ୍ଥାନୀୟ ବାଦାମବାଡି ଅଞ୍ଚଳରେ ଥିବା ଉକ୍ତ ଗୋଦାମରେ ଚଢାଉ…

ବାରବାଟୀ କଟକ ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଶାଳ ଜନସମାବେଶ ଦେବାଶିଷଙ୍କ ଶକ୍ତି ପ୍ରଦର୍ଶନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବାରବାଟୀ କଟକ ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଶାଳ ଜନସମାବେଶ ଦେବାଶିଷଙ୍କ ଶକ୍ତି ପ୍ରଦର୍ଶନ

ବାରବାଟୀ କଟକ ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଶାଳ ଜନସମାବେଶ ଦେବାଶିଷଙ୍କ ଶକ୍ତି ପ୍ରଦର୍ଶନ [caption id="attachment_7945" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ୨୬ ତମ ପ୍ରତିଷ୍ଠା ଦିବସ ଅବସରରେ "ବାରବାଟୀ କଟକ’ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ବିଶାଳ ଜନସମାବେଶ ସ୍ଥାନୀୟ ଆନନ୍ଦ ଭବନ ସମ୍ମୁଖ ଖ୍ରୀଷ୍ଟିଆନ ପଡିଆରେ ଅନୁଷ୍ଠିତ ହୋଇଛି…

ଥମୁନି ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ: ଆରୋପ ପ୍ରତ୍ୟାରୋପରେ ସମସ୍ୟା ହେଉଛି ଜଟିଳ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଥମୁନି ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ: ଆରୋପ ପ୍ରତ୍ୟାରୋପରେ ସମସ୍ୟା ହେଉଛି ଜଟିଳ

ଥମୁନି ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ: ଆରୋପ ପ୍ରତ୍ୟାରୋପରେ ସମସ୍ୟା ହେଉଛି ଜଟିଳ ସାମ୍ବାଦିକ ସମ୍ମିଳନୀରେ ନିର୍ଯ୍ୟାତନାର କାହାଣୀ କହିଲେ ଶ୍ରେୟା ପୁରୀ/କଟକ(ଏନ୍‌.ଏମ୍‌.): ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ସମସ୍ୟା ବଢ଼ିବାରେ ଲାଗିଛି । ପତି-ପତ୍ନୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାରେ ନାଁ ଧରୁନି । ପ୍ରତ୍ୟେକ ପ୍ରତ୍ୟେକଙ୍କ ଉପରେ ଆରୋପ ପ୍ରତ୍ୟାରୋପ ଦେବାରେ ଲାଗିଛନ୍ତି । ଏ ନେଇ ପ୍ରଥମେ କଟକ ମହିଳାଥାନାରେ ଅଭିଯୋଗ ହେବା…

ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ବିଜ୍ଞାନ ମେଳା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ବିଜ୍ଞାନ ମେଳା

ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ବିଜ୍ଞାନ ମେଳା [caption id="attachment_7939" align="alignnone" width="300"] News by Basant Ratha (Cuttack)[/caption] #କଟକ ସଦର(ଏନ୍‌.ଏମ୍‌.): କନ୍ଦରପୁର ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ବାର୍ଷିକ ବିଜ୍ଞାନ ମେଳା ଶନିବାର ଦିନ କଲେଜ ରୋଡରେ ଥିବା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଦର ଅଞ୍ଚଳର ୨୦ ଟି ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ…

ନ୍ୟୁ ଷ୍ଟିୱାର୍ଟ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନ୍ୟୁ ଷ୍ଟିୱାର୍ଟ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ନ୍ୟୁ ଷ୍ଟିୱାର୍ଟ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା [caption id="attachment_7936" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ମିଶନ ରୋଡସ୍ଥିତ ନ୍ୟୁ ଷ୍ଟିୱାର୍ଟ ସ୍କୁଲର ଦଶମ ଶ୍ରେଣୀ ୧୦୧ ଜଣଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସ୍କୁଲର ଅଧ୍ୟକ୍ଷା ଏମ. ତୃପ୍ତିରାଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସ୍କୁଲର ସଂପାଦକ ବିକ୍ରମ ଏନ. ଆଡାମସ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ…

ନେତାଜୀଙ୍କ ସ୍ମୃତିରକ୍ଷା ପାଇଁ ‘କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନେତାଜୀଙ୍କ ସ୍ମୃତିରକ୍ଷା ପାଇଁ ‘କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ନେତାଜୀଙ୍କ ସ୍ମୃତିରକ୍ଷା ପାଇଁ 'କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର [caption id="attachment_7933" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଥିଲେ । ନିଜର ଦେଶପ୍ରେମ, ସାହାସିକତା, ନୀତି ନିଷ୍ଠା ଦ୍ୱାରା ଦେଶ ତଥା ରାଜ୍ୟ ପାଇଁ ଯେଉଁ ଗୌରବ ଛାଡ଼ି ଯାଇଛନ୍ତି ତାହା ଅତ୍ୟନ୍ତ ବିରଳ ।…

ଏସସିବିରେ ବିରଳ ଅସ୍ତ୍ରୋପଚାର; ବାମ ପାଦର ତର୍ଜନୀ ଆଙ୍ଗୁଠି ହେଲା ଡାହାଣ ହାତର ବୁଢ଼ା ଅଙ୍ଗୁଳି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଏସସିବିରେ ବିରଳ ଅସ୍ତ୍ରୋପଚାର; ବାମ ପାଦର ତର୍ଜନୀ ଆଙ୍ଗୁଠି ହେଲା ଡାହାଣ ହାତର ବୁଢ଼ା ଅଙ୍ଗୁଳି

ଏସସିବିରେ ବିରଳ ଅସ୍ତ୍ରୋପଚାର; ବାମ ପାଦର ତର୍ଜନୀ ଆଙ୍ଗୁଠି ହେଲା ଡାହାଣ ହାତର ବୁଢ଼ା ଅଙ୍ଗୁଳି [caption id="attachment_7930" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଡାହାଣ ହାତ ବୁଢ଼ା ଆଙ୍ଗୁଠି ସ୍ଥାନରେ ଲାଗିଲା ବାମ ପାଦର ଆଙ୍ଗୁଠି । ଏପରି ବିରଳ ଅସ୍ତ୍ରୋପଚାର ପ୍ରଥମ ଥର ପାଇଁ କଟକ ଏସସିବି ମେଡିକାଲରେ ହୋଇଛି । ଏପରି ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ହୋଇଥିବା ବେଳେ ରାଜ୍ୟ…

ଆଶ୍ରୟ ଦି ସେଲଟର ପକ୍ଷରୁ କନ୍ୟା ସୁରକ୍ଷା ସଚେତନତା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଶ୍ରୟ ଦି ସେଲଟର ପକ୍ଷରୁ କନ୍ୟା ସୁରକ୍ଷା ସଚେତନତା

ଆଶ୍ରୟ ଦି ସେଲଟର ପକ୍ଷରୁ କନ୍ୟା ସୁରକ୍ଷା ସଚେତନତା [caption id="attachment_7927" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଆଶ୍ରୟ ଦି ସେଲଟର ପକ୍ଷରୁ କନ୍ୟା ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରାଙ୍କନ ଉପହାର ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଡକ୍ଟର ଜୟଶ୍ରୀ ପଟ୍ଟନାୟଙ୍କୁ ଭେଟି ପ୍ରଦାନ କରାଯାଇଛି । ଅନୁଷ୍ଠାନ…

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଉନ୍ନତ ଜ୍ଞାନକୌଶଳ ବ୍ୟବହାର ଦ୍ୱାରା ଉତ୍ପାଦନ ଖର୍ଚ୍ଚ ହ୍ରାସ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ [caption id="attachment_7924" align="alignnone" width="300"] News by I&PR Odisha[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଚାଷୀମାନଙ୍କର ଆୟବୃଦ୍ଧି ଓ ଆର୍ôଥକ ବିକାଶ ଦିଗରେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ସମସ୍ତ ଯୋଜନାର ସଫଳ ରୂପାୟନ ଦିଗରେ ବିଭାଗୀୟ…

ଓଟିଏମ୍ ପୁନରୁଦ୍ଧାର ମାମଲା : ୧୦୦୨ ହିତାଧିକାରୀଙ୍କୁ ଦିଆଗଲାଣି ପ୍ରାପ୍ୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଓଟିଏମ୍ ପୁନରୁଦ୍ଧାର ମାମଲା : ୧୦୦୨ ହିତାଧିକାରୀଙ୍କୁ ଦିଆଗଲାଣି ପ୍ରାପ୍ୟ

ଓଟିଏମ୍ ପୁନରୁଦ୍ଧାର ମାମଲା : ୧୦୦୨ ହିତାଧିକାରୀଙ୍କୁ ଦିଆଗଲାଣି ପ୍ରାପ୍ୟ ଅନ୍ୟମାନଙ୍କୁ ଦେବା ପାଇଁ ୩ ସପ୍ତାହ ସମୟ ନେଲେ ଲିକ୍ୟୁଡେଟର [caption id="attachment_3764" align="alignnone" width="300"] News by Rajendra Pradhan (Cuttack)[/caption] #କଟକ(ଏନ୍‌.ଏମ୍‌.): ଚୌଦ୍ୱାରସ୍ଥିତ ଓଡ଼ିଶା ଟେକ୍ସଟାଇଲ୍ ମିଲ୍ (ଓଟିଏମ୍‌) ପୁନରୁଦ୍ଧାର ମାମଲାରେ ଅଦ୍ୟାବଧି ୧୦୦୨ ହିତାଧିକାରୀଙ୍କୁ ବକେୟା ଅର୍ଥ ପ୍ରଦାନ କରାଯାଇଥିବା ନେଇ ଅଫିସିଆଲ ଲିକ୍ୟୁଡେଟର ଆଜି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି । ବିଚାରପତି ବିଶ୍ୱନାଥ…

କୟଳପଡ଼ା ଠାରେ ଦ୍ୱିଦିବସୀୟ ପଞ୍ଚାୟତସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କୟଳପଡ଼ା ଠାରେ ଦ୍ୱିଦିବସୀୟ ପଞ୍ଚାୟତସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

କୟଳପଡ଼ା ଠାରେ ଦ୍ୱିଦିବସୀୟ ପଞ୍ଚାୟତସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା [caption id="attachment_7918" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ଠାରେ ଦୁଇ ଦିନ ଧରି ପଞ୍ଚାୟତସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରି କୃତକାର୍ଯ୍ୟ ହୋଇ ବେଶ ଆନନ୍ଦିତ ହୋଇଛନ୍ତି । ଏହି…

ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡ ସାଧାରଣ ପରିଷଦ ବୈଠକ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡ ସାଧାରଣ ପରିଷଦ ବୈଠକ

ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡ ସାଧାରଣ ପରିଷଦ ବୈଠକ ପ୍ରାଣୀମାନଙ୍କ ପ୍ରତି ନିଷ୍ଠୁର ଆଚରଣ ଓ ଉତ୍ପୀଡ଼ନ ସର୍ବଦା ବର୍ଜନୀୟ- ମନ୍ତ୍ରୀ [caption id="attachment_7913" align="alignnone" width="268"] News by I&PR Odisha[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଜୀବେ ଦୟା ନୀତିରେ ଆମ ସମସ୍ତଙ୍କୁ ପ୍ରାଣୀମାନଙ୍କ ମଙ୍ଗଳ ନିମନ୍ତେ କାର୍ଯ୍ୟ କରିବାକୁ ପଡ଼ିବ । ପ୍ରାଣୀମାନଙ୍କ ମଙ୍ଗଳ ଓ ସେମାନଙ୍କ ପ୍ରତି ସମୟ ସମୟରେ ହେଉଥିବା ନିଷ୍ଠୁର ଓ ଅମାନବୀୟ ଆଚରଣରୁ ସୁରକ୍ଷା…

ସରକାରୀ ଗୋଚୋର ଜମି ଓ ଖେଳ ପଡିଆ ଜବର୍ ଦାଖଲକୁ ପ୍ରତିବାଦରେ ଅଞ୍ଚଳବାସୀଙ୍କ ବିକ୍ଷୋଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସରକାରୀ ଗୋଚୋର ଜମି ଓ ଖେଳ ପଡିଆ ଜବର୍ ଦାଖଲକୁ ପ୍ରତିବାଦରେ ଅଞ୍ଚଳବାସୀଙ୍କ ବିକ୍ଷୋଭ

ସରକାରୀ ଗୋଚୋର ଜମି ଓ ଖେଳ ପଡିଆ ଜବର୍ ଦାଖଲକୁ ପ୍ରତିବାଦରେ ଅଞ୍ଚଳବାସୀଙ୍କ ବିକ୍ଷୋଭ [caption id="attachment_7909" align="alignnone" width="300"] News by Maheswar Behera (Baranga)[/caption] #ବାରଙ୍ଗ(ଏନ୍‌.ଏମ୍‌.): ସରକାରୀ ଗୋଚର ଜମି ଓ ଖେଳପଡ଼ିଆକୁ ଜବରଦଖଲ କରାଯିବା ପ୍ରତିବାଦରେ ଅଞ୍ଚଳବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ପ୍ରଶାସନିକ କିଛି ଅସାଧୁ ଅଧିକାରୀଙ୍କୁ ହାତମୁଠାରେ ରଖି ଅଞ୍ଚଳର କିଛି ମୁଷ୍ଠିମେୟ ବ୍ୟକ୍ତି ସରକାରୀ ଜମିକୁ ହଡ଼ପ କରିଥିଲେ ସୁଦ୍ଧା…

ଜୟ ମା’ ବିରଜା ଭାଇ ଭଉଣୀ ଟ୍ରଷ୍ଟ ପକ୍ଷରୁ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜୟ ମା’ ବିରଜା ଭାଇ ଭଉଣୀ ଟ୍ରଷ୍ଟ ପକ୍ଷରୁ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

ଜୟ ମା’ ବିରଜା ଭାଇ ଭଉଣୀ ଟ୍ରଷ୍ଟ ପକ୍ଷରୁ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ [caption id="attachment_7905" align="alignnone" width="300"] News by Rajendra Pradhan (Cuttack)[/caption] #କଟକ(ଏନ୍‍.ଏମ୍‍.): ଜୟ ମା’ ବିରଜା ଭାଇ ଭଉଣୀ ଟ୍ରଷ୍ଟ ଅନୁଷ୍ଠାନ ପରିବାର ପକ୍ଷରୁ ସ୍ଥାନୀୟ ଖାନନଗରସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ଠାରେ ଅସହାୟ ଗରିବ ବୃଦ୍ଧ ବୃଦ୍ଧାମାନଙ୍କୁ ଶୀତବସ୍ତ୍ର ବିତରଣ କରାଯାଇଛି । ଏହି ଅନୁଷ୍ଠାନ ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ…

ଆରପାରିରେ ଝୋଲା ସାହି ପୂଜାକମିଟି ସମ୍ପାଦକ ଲକ୍ଷ୍ମୀଧର ମହାରଣା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆରପାରିରେ ଝୋଲା ସାହି ପୂଜାକମିଟି ସମ୍ପାଦକ ଲକ୍ଷ୍ମୀଧର ମହାରଣା

ଆରପାରିରେ ଝୋଲା ସାହି ପୂଜାକମିଟି ସମ୍ପାଦକ ଲକ୍ଷ୍ମୀଧର ମହାରଣା [caption id="attachment_7901" align="alignnone" width="188"] News by Padmalochan Mishra (Cuttack)[/caption] #କଟକ(ଏନ୍‍.ଏମ୍‍.): ସ୍ଥାନୀୟ ଝୋଲାସାହି ପୂଜାକମିଟି ସମ୍ପାଦକ ଲକ୍ଷ୍ମୀଧର ମହାରଣା(୬୨)ଙ୍କ ବିୟୋଗ ଯୋଗୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ୍ୟୁଶଯ୍ୟା…

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମସ୍ତ କର୍ମଚାରୀ ଜାନୁଆରୀ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମସ୍ତ କର୍ମଚାରୀ ଜାନୁଆରୀ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମସ୍ତ କର୍ମଚାରୀ ଜାନୁଆରୀ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ [caption id="attachment_7898" align="alignnone" width="299"] News by I&PR Odisha[/caption] #ଭୁବନେଶ୍ୱର(ଏନ୍‍.ଏମ୍‍.): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମସ୍ତ ସରକାରୀ କର୍ମଚାରୀ ୨୦୨୩ ଜାନୁଆରୀ ଶେଷ ସୁଦ୍ଧା ଅନ୍‌ଲାଇନ୍‌ରେ ନିର୍ଦ୍ଧାରିତ ଫର୍ମାଟରେ ଏଚ୍‌ଆରଏମ୍‌ଏସ୍ ପୋର୍ଟାଲରେ ସେମାନଙ୍କର ସମ୍ପତ୍ତି ତାଲିକା ଦାଖଲ କରିବା ନିମନ୍ତେ ବିଭାଗୀୟ ପ୍ରମୁଖ ଶାସନ…

ମଞ୍ଚେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କଲେ ତାମିଲନାଡ଼ୁ ଯୁବକଲ୍ୟାଣ ଓ କ୍ରୀଡ଼ା ଉନ୍ନୟନ ମନ୍ତ୍ରୀ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମଞ୍ଚେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କଲେ ତାମିଲନାଡ଼ୁ ଯୁବକଲ୍ୟାଣ ଓ କ୍ରୀଡ଼ା ଉନ୍ନୟନ ମନ୍ତ୍ରୀ

ମଞ୍ଚେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କଲେ ତାମିଲନାଡ଼ୁ ଯୁବକଲ୍ୟାଣ ଓ କ୍ରୀଡ଼ା ଉନ୍ନୟନ ମନ୍ତ୍ରୀ [caption id="attachment_7895" align="alignnone" width="300"] News by I&PR Odisha[/caption] #ଭୁବନେଶ୍ୱର(ଏନ୍‍.ଏମ୍‍.): ତାମିଲନାଡ଼ୁ ସରକାରଙ୍କ ଯୁବକଲ୍ୟାଣ ଓ କ୍ରୀଡ଼ା ଉନ୍ନୟନ ମନ୍ତ୍ରୀ ଥିରୁ ଉଦୟନିଧି ଷ୍ଟାଲିନ୍‌ଙ୍କ ସମେତ ତାମିଲନାଡ଼ୁ ସରକାରଙ୍କ ବରିଷ୍ଠ ପଦାଧିକାରୀବୃନ୍ଦ ଓଡ଼ିଶା ଗସ୍ତରେ ଆସି ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷତା…