କଟକରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ୫-ଟି ସଚିବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ୫-ଟି ସଚିବ

କଟକରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ୫-ଟି ସଚିବ [caption id="attachment_8792" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକ ସହରରେ ଏମସ୍ ପ୍ଲସ୍ ଭଳି ବିଶ୍ୱସ୍ତରୀୟ ପ୍ରକଳ୍ପ ସମେତ ବିଭିନ୍ନ ଉନ୍ନତି ମୂଳକ ନିର୍ମାଣ କାର୍ଯ୍ୟ ଅଞ୍ଚଳର ଶ୍ରୀ ବୃଦ୍ଧି କରିଥିବାବେଳେ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ସହରକୁ ଅଧିକ ଆକର୍ଷଣୀୟ ଓ ସୌନ୍ଦର୍ଯ୍ୟମୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଅବ୍ୟାହତ…

ମଦ ପାଇଁ ଛୁଆକୁ ବିକିଲା ବାପା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମଦ ପାଇଁ ଛୁଆକୁ ବିକିଲା ବାପା

ମଦ ପାଇଁ ଛୁଆକୁ ବିକିଲା ବାପା [caption id="attachment_8789" align="alignnone" width="300"] News by Ananda Prasad Rout (Bhadrak)[/caption] #ଭଦ୍ରକ(ଏନ୍‌.ଏମ୍‌.): ମଦ ପାଇଁ ଛୁଆକୁ ବିକି ଦେଲା ବାପା । ସାମାନ୍ୟ ମଦ ନିଶା ପାଇଁ ଆଜି ସ୍ନେହ ମମତାକୁ ବଳି ପକାଇ ଦେଇଛି । ଜଣେ ବାପା ଆଜି ନିଜର ଅଢେଇ ବର୍ଷର ପୁଅକୁ ଅନ୍ୟକୁ ବିକ୍ରି କରି ଦେଇଛି । ଏଭଳି ଏକ ଅଭାବନୀୟ ଘଟଣା…

ଆଠଗଡ଼ ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆଠଗଡ଼ ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଆଠଗଡ଼ ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ [caption id="attachment_8786" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ଜେନାପଦା ଗୁଳିମାଡ଼ ହତ୍ୟା ଘଟଣାରେ ଆଠଗଡ଼ ପୋଲିସ୍ କୁ ବଡ ସଫଳତା । ଆଠଗଡ଼ ପୋଲିସ୍ ଏକ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ଅବସରପ୍ରାପ୍ତ ସୈନିକ ସଦାନନ୍ଦ ଦାସକୁ ଗିରଫ କରିଛି ଆଠଗଡ଼ ପୋଲିସ୍ । ଆଠଗଡ଼ ପୋଲିସ୍…

ଆଠଗଡ଼ ବିଜେଡିରେ ସାମିଲ ହେଲେ ଅଭୟ ବାରିକଙ୍କ ଶତାଧିକ ସମର୍ଥକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଆଠଗଡ଼ ବିଜେଡିରେ ସାମିଲ ହେଲେ ଅଭୟ ବାରିକଙ୍କ ଶତାଧିକ ସମର୍ଥକ

ଆଠଗଡ଼ ବିଜେଡିରେ ସାମିଲ ହେଲେ ଅଭୟ ବାରିକଙ୍କ ଶତାଧିକ ସମର୍ଥକ [caption id="attachment_8782" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ନିର୍ବାଚନ ମଣ୍ଡଳୀର ଅଭୟ ବାରିକଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ସମର୍ଥନ କରୁଥିବା ତିଗିରିଆ ବ୍ଲକର ଶତାଧିକ ଜନସାଧାରଣ ଏବେ ତାଙ୍କ ସଂଗଠନରୁ ଓହରି ଯାଇଛନ୍ତି । ଦୀର୍ଘ ଦିନ ଧରି ତାଙ୍କ ସହ କାମ କରିବା ପରେ ଶ୍ରୀ ବାରିକ ତାଙ୍କୁ…

ଏପ୍ରିଲ ୭ ରେ ରୂପେଲି ପରଦାରେ “ଡେଲିଭରୀ ବୟ’
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଏପ୍ରିଲ ୭ ରେ ରୂପେଲି ପରଦାରେ “ଡେଲିଭରୀ ବୟ’

ଏପ୍ରିଲ ୭ ରେ ରୂପେଲି ପରଦାରେ "ଡେଲିଭରୀ ବୟ’ [caption id="attachment_8779" align="alignnone" width="300"] News by Amruta Nanda (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ନୂଆ ଓଡିଆ ଚଳଚ୍ଚିତ୍ର "ଡେଲିଭରୀ ବୟ"ଟ୍ରେଲର ରିଲିଜ୍ ପରେ ବଢୁଛି ଉତ୍କଣ୍ଠା । ଆଉ ଏହି ଉତ୍କଣ୍ଠାର ପୂର୍ଣ୍ଣଚ୍ଛେଦ ଟାଣିବାକୁ ଯାଉଛି ପ୍ରଯୋଜନା ସଂସ୍ଥା । କାରଣ ଡେଲିଭରୀ ବୟ ଏପ୍ରିଲ ୭ରେ ପ୍ରେକ୍ଷାଳୟରେ କରିବ ମୁକ୍ତିଲାଭ । ମୌଳିକ ଓ ବାସ୍ତବଧର୍ମୀ ଚରିତ୍ରକୁ ନେଇ…

କିଶୋର କ୍ଲବର ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କିଶୋର କ୍ଲବର ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ

କିଶୋର କ୍ଲବର ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ [caption id="attachment_8775" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ୪୮ନମ୍ବର ୱାର୍ଡ ନିମପୁର ଅଞ୍ଚଳର ବହୁପୁରାତନ କିଶୋର କ୍ଲବର ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ଉପଲକ୍ଷେ କ୍ଲବର ସମସ୍ତ କର୍ମକର୍ତ୍ତା ମାନେ ଏକର୍ତ୍ତିତ ହୋଇ କିପରି ଏହି ବାର୍ଷିକ ଉତ୍ସବକୁ ସରସ…

ସାଇ ଶିକ୍ଷାର ବଚପନ ପ୍ଲେ ସ୍କୁଲ ଆଣ୍ଡ ଷ୍ଟଡି ସର୍କଲର ଶୁଭାରମ୍ଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସାଇ ଶିକ୍ଷାର ବଚପନ ପ୍ଲେ ସ୍କୁଲ ଆଣ୍ଡ ଷ୍ଟଡି ସର୍କଲର ଶୁଭାରମ୍ଭ

ସାଇ ଶିକ୍ଷାର ବଚପନ ପ୍ଲେ ସ୍କୁଲ ଆଣ୍ଡ ଷ୍ଟଡି ସର୍କଲର ଶୁଭାରମ୍ଭ [caption id="attachment_8772" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସାଇଶିକ୍ଷା ଗ୍ରୁପ ଅଫ ସ୍କୁଲ ଆଣ୍ଡ କଲେଜ ପକ୍ଷରୁ ସ୍ଥାନୀୟ କଲ୍ୟାଣୀନଗର ସ୍ଥିତ ରବି ରାୟ ଲେନ୍ ଠାରେ ନୂତନ ଭାବେ ଏକ ପ୍ଲେ ସ୍କୁଲ ଏବଂ ସାଇ ଶିକ୍ଷା ଷ୍ଟଡି ସର୍କଲର ଶୁଭାରମ୍ଭ ହୋଇଯାଇଛି । ଯେଉଁ…

ବିଶାଖାପାଟଣା ମେୟରଙ୍କ ଦ୍ୱାରା କଟକ ମେୟର ସୁବାସ ସିଂହ ସମ୍ବର୍ଦ୍ଧିତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିଶାଖାପାଟଣା ମେୟରଙ୍କ ଦ୍ୱାରା କଟକ ମେୟର ସୁବାସ ସିଂହ ସମ୍ବର୍ଦ୍ଧିତ

ବିଶାଖାପାଟଣା ମେୟରଙ୍କ ଦ୍ୱାରା କଟକ ମେୟର ସୁବାସ ସିଂହ ସମ୍ବର୍ଦ୍ଧିତ [caption id="attachment_8769" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମହାନଗର ନିଗମ ମେୟର ଜି.ଭେଙ୍କେଟା କୁମାରୀ କଟକ ମେୟର ସୁବାସ ସିଂହଙ୍କୁ ବିଶାଖାପାଟଣା ମହାନଗର ନିଗମ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଛନ୍ତି । ୨୪ ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ ୬୨୦ ହଜାର ସ୍କୋୟାର କିଲୋମିଟର ବ୍ୟାପୀ ବିଶାଖାପାଟଣା ନଗର ନିଗମ ୧୧୭ କାଉନସିଲର…

ବିବାଦୀୟ ସ୍ଥାନରେ କୋର୍ଟ ନିର୍ମାଣ କାର୍ଯ୍ୟକୁ ଗ୍ରାମ ବାସୀଙ୍କ ବିରୋଧ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିବାଦୀୟ ସ୍ଥାନରେ କୋର୍ଟ ନିର୍ମାଣ କାର୍ଯ୍ୟକୁ ଗ୍ରାମ ବାସୀଙ୍କ ବିରୋଧ

ବିବାଦୀୟ ସ୍ଥାନରେ କୋର୍ଟ ନିର୍ମାଣ କାର୍ଯ୍ୟକୁ ଗ୍ରାମ ବାସୀଙ୍କ ବିରୋଧ [caption id="attachment_8766" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ(ଏନ୍‌.ଏମ୍‌.): ମାଧିପୁର ମୌଜାରେ ଏକ ବିବାଦୀୟ ସ୍ଥାନରେ କୋର୍ଟ ନିର୍ମାଣ କାର୍ଯ୍ୟକୁ ପାଢ଼ୀସାହି ଗ୍ରାମବାସୀ ମାନେ ବିରୋଧ କରିଛନ୍ତି । ଗତ କିଛିଦିନ ତଳେ ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ଏହି କୋର୍ଟ । ଗ୍ରାମବାସୀ ମାନେ ବିଭିନ୍ନ ସମୟରେ କୋର୍ଟର…

ଜଗତପୁର ଅଞ୍ଚଳ ପ୍ରତି ସିଏମସିର ବୈମାତୃକ ମନୋଭାବ: ନିମ୍ନମାନର ଡ୍ରେନ କାମ ନେଇ କୁହୁଳୁଛି ଅସନ୍ତୋଷ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତପୁର ଅଞ୍ଚଳ ପ୍ରତି ସିଏମସିର ବୈମାତୃକ ମନୋଭାବ: ନିମ୍ନମାନର ଡ୍ରେନ କାମ ନେଇ କୁହୁଳୁଛି ଅସନ୍ତୋଷ

ଜଗତପୁର ଅଞ୍ଚଳ ପ୍ରତି ସିଏମସିର ବୈମାତୃକ ମନୋଭାବ: ନିମ୍ନମାନର ଡ୍ରେନ କାମ ନେଇ କୁହୁଳୁଛି ଅସନ୍ତୋଷ ୩ ମାସ ପରେ ବି ଡ୍ରେନ ଉପରେ ପଡ଼ିଲାନି ସ୍ଲାବ [caption id="attachment_8763" align="alignnone" width="300"] News by Kanhu Charan Panda( Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ସମସ୍ତ ଡ୍ରେନଗୁଡ଼ିକ ଉପରେ ସ୍ଲାବ ପଡ଼ିବ । ଆଉ ମୁକୁଳା ଡ୍ରେନ ରହିବ ନାହିଁ ବୋଲି ସିଏମସି ପକ୍ଷରୁ କୁହାଯାଉଛି । ତେଣୁ…

ଜଗତପୁର ଶିଳ୍ପାଞ୍ଚଳରେ ନିଶ୍ଳୁକ ସ୍ୱାସ୍ଥ୍ୟ ଶିବିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତପୁର ଶିଳ୍ପାଞ୍ଚଳରେ ନିଶ୍ଳୁକ ସ୍ୱାସ୍ଥ୍ୟ ଶିବିର

ଜଗତପୁର ଶିଳ୍ପାଞ୍ଚଳରେ ନିଶ୍ଳୁକ ସ୍ୱାସ୍ଥ୍ୟ ଶିବିର [caption id="attachment_8760" align="alignnone" width="300"] News by Kanhu Charan Panda( Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଶିଳ୍ପାଞ୍ଚଳ ପରିସରରେ କରମଣ୍ଡଳ ଇଣ୍ଟରନ୍ୟାସନାଲ ଲିମିଟେଡ ଓ ତାରିଣୀ ଏଜେନ୍ସିର ମିଳିତ ସହଯୋଗରେ ଏକ ନିଶ୍ଳୁକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଦେଢ଼ ଶହରୁ ଉର୍ଦ୍ଧ୍ୱ ଶ୍ରମିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ବିନାମୂଲ୍ୟରେ ଔଷଧ ବଣ୍ଟନ କରାଯାଇଥିଲା ।…

ରାହୁଲ ଗାନ୍ଧିଙ୍କୁ କୋର୍ଟଙ୍କ ଝଟକା: ସାଂସଦ ପଦ ରଦ୍ଦ ହେବା ସହ ୮ ବର୍ଷ ଯାଏ ନିର୍ବାଚନରୁ ବାସନ୍ଦ ଆଶଙ୍କା
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି

ରାହୁଲ ଗାନ୍ଧିଙ୍କୁ କୋର୍ଟଙ୍କ ଝଟକା: ସାଂସଦ ପଦ ରଦ୍ଦ ହେବା ସହ ୮ ବର୍ଷ ଯାଏ ନିର୍ବାଚନରୁ ବାସନ୍ଦ ଆଶଙ୍କା

ରାହୁଲ ଗାନ୍ଧିଙ୍କୁ କୋର୍ଟଙ୍କ ଝଟକା: ସାଂସଦ ପଦ ରଦ୍ଦ ହେବା ସହ ୮ ବର୍ଷ ଯାଏ ନିର୍ବାଚନରୁ ବାସନ୍ଦ ଆଶଙ୍କା ନୂଆଦିଲ୍ଲୀ(ଏଜେନ୍ସି): କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଏବେ ଲାଗିଛି କୋର୍ଟଙ୍କ ଝଟକା । ୨୦୧୯ ମସିହା ଅପରାଧିକ ମାନହାନୀ ମାମଲାରେ ଗୁଜରାଟର ଏକ କୋର୍ଟ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ତାଙ୍କୁ ଜାମିନ ମିଳିଛି ଓ ଏହି ରାୟକୁ ଚ୍ୟାଲେଞ୍ଜ କରିବା ପାଇଁ ରାହୁଲଙ୍କୁ…

ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କଲେ ସରକାର: ବିଏସ୍କେୱାଇରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ ସଂଖ୍ୟା ୬୨୬କୁ ବୃଦ୍ଧି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କଲେ ସରକାର: ବିଏସ୍କେୱାଇରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ ସଂଖ୍ୟା ୬୨୬କୁ ବୃଦ୍ଧି

ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କଲେ ସରକାର: ବିଏସ୍କେୱାଇରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ ସଂଖ୍ୟା ୬୨୬କୁ ବୃଦ୍ଧି [caption id="attachment_8754" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟବାସୀଙ୍କୁ ଉନ୍ନତମାନର ନିଶୁଳ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟସରକାର ଯେଉଁ ଐତିହାସିକ ପଦକ୍ଷେପ ନେଇଛନ୍ତି ତାହା ପ୍ରକୃତରେ ଏକ ଜନକଲ୍ୟାଣ ଯୋଜନା । ଏହି ବ୍ୟବସ୍ଥା ମାଧ୍ୟରେ ଲକ୍ଷାଧିକ ଗରିବ ଜନସାଧାରଣ ଉନ୍ନତମାନର ଚିକତ୍ସାସେବା ବିନା ଟଙ୍କାରେ ପାଇ…

ଓଡ଼ିଶା ବିଜେପିର ନୂଆ ସଭାପତି ମନମୋହନ ସାମଲ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଓଡ଼ିଶା ବିଜେପିର ନୂଆ ସଭାପତି ମନମୋହନ ସାମଲ

ଓଡ଼ିଶା ବିଜେପିର ନୂଆ ସଭାପତି ମନମୋହନ ସାମଲ [caption id="attachment_8751" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ମନମୋହନ ସାମଲ ହେଲେ ରାଜ୍ୟ ବିଜେପିର ନୂଆ ସଭାପତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ଗୁରୁଦାୟିତ୍ୱ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି । ନବ ନିଯୁକ୍ତ…

ଇମ୍ଫା ଶିଳ୍ପଗୋଷ୍ଠୀ ପକ୍ଷରୁ ବହୁମୁଖୀ ମାଗଣା ସ୍ୱାସ୍ଥ୍ୟସେବା ଶିବିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଇମ୍ଫା ଶିଳ୍ପଗୋଷ୍ଠୀ ପକ୍ଷରୁ ବହୁମୁଖୀ ମାଗଣା ସ୍ୱାସ୍ଥ୍ୟସେବା ଶିବିର

ଇମ୍ଫା ଶିଳ୍ପଗୋଷ୍ଠୀ ପକ୍ଷରୁ ବହୁମୁଖୀ ମାଗଣା ସ୍ୱାସ୍ଥ୍ୟସେବା ଶିବିର #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧୦ନମ୍ବର ୱାର୍ଡ଼ ସ୍ଥିତ ଯଯାତୀ କେଶରୀ କ୍ଲବ୍ ପରିସରରେ ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ଏକ ବହୁମୁଖୀ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଇମ୍ଫାର ବରିଷ୍ଠ ପ୍ରଶାସକ ଲଲାଟ କିଶୋର ମହାପାତ୍ର,…

ମୁନ୍‌ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମୁନ୍‌ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ମୁନ୍‌ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ [caption id="attachment_8744" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକ ଝାଞ୍ଜିର ମଙ୍ଗଳା ମୁନଷ୍ଟାର କ୍ଳବ୍ ଦ୍ୱାରା ମୁନ୍ ଷ୍ଟାର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରାଜା ବଗିଚା କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଟ୍ରଫି ବାଜିମାତ କରିଥିଲା ଆରସି ଇଲେଭେନ୍ ଓ ଉପ ବିଜେତା ହୋଇଥିଲା ଷ୍ଟ୍ରାଇକର ଇଲଭେନ୍ । ଏହି ପ୍ରତିଯୋଗିତାକୁ ମୁନ୍…

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣି ଶିବିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣି ଶିବିର

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣି ଶିବିର [caption id="attachment_8741" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ(ଏନ୍‌.ଏମ୍‌.): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସର  ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ବିଡ଼ିଓ…

ରମାକାନ୍ତ ଜେନା ପାଇବେ “ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ସାରସ୍ୱତ ସମ୍ମାନ’
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ରମାକାନ୍ତ ଜେନା ପାଇବେ “ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ସାରସ୍ୱତ ସମ୍ମାନ’

ରମାକାନ୍ତ ଜେନା ପାଇବେ "ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ସାରସ୍ୱତ ସମ୍ମାନ' [caption id="attachment_8738" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ବିଶିଷ୍ଟ କବି ତଥା ‘ଗୋକର୍ଣ୍ଣିକା’ର ସମ୍ପାଦକ ରମାକାନ୍ତ ଜେନା ଚଳିତ ବର୍ଷର ମର୍ଯ୍ୟାଦାଜନକ "ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ସାରସ୍ୱତ ସମ୍ମାନ' ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ୨୩ ତାରିଖ ସନ୍ଧ୍ୟାରେ କଟକ ସାରଳା ଭବନଠାରେ ବିଶିଷ୍ଟ ସାରସ୍ୱତ ସାଧକ,…

ତିଗିରିଆ ରାଜପରିବାରର କୋଟି କୋଟି ଟଙ୍କାର ସମ୍ପତ୍ତି ହଡପ ଅଭିଯୋଗ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ତିଗିରିଆ ରାଜପରିବାରର କୋଟି କୋଟି ଟଙ୍କାର ସମ୍ପତ୍ତି ହଡପ ଅଭିଯୋଗ

ତିଗିରିଆ ରାଜପରିବାରର କୋଟି କୋଟି ଟଙ୍କାର ସମ୍ପତ୍ତି ହଡପ ଅଭିଯୋଗ [caption id="attachment_8735" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ(ଏନ୍‌.ଏମ୍‌.): ତିଗିରିଆ ରାଜପରିବାରର ଚଞ୍ଚକତା କରାଯାଇ କୋଟି କୋଟି ଟଙ୍କାର ସମ୍ପତ୍ତି ହଡପ ନେଇ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ରାଣୀଙ୍କ ଉତ୍ତରାଧିକାରୀ ତଥା ପଟ୍ଟାୟତ ବିକ୍ରମ ପ୍ରତାପ ସିଂଦେଓ । ରାଜ ପରିବାରର କୋଟି କୋଟି ଟଙ୍କାର ସମ୍ପତ୍ତି ବିଗତ ଦିନମାନଙ୍କରେ ବିକ୍ରୀ ହୋଇ…

କୋଣାର୍କରେ ମେଡ଼ିକାଲ ଜନିତ ସମସ୍ୟା ଓ ଏହାର ସମାଧାନ ନେଇ ଆଲୋଚନା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୋଣାର୍କରେ ମେଡ଼ିକାଲ ଜନିତ ସମସ୍ୟା ଓ ଏହାର ସମାଧାନ ନେଇ ଆଲୋଚନା

କୋଣାର୍କରେ ମେଡ଼ିକାଲ ଜନିତ ସମସ୍ୟା ଓ ଏହାର ସମାଧାନ ନେଇ ଆଲୋଚନା [caption id="attachment_8731" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ(ଏନ୍‌.ଏମ୍‌.): ବିଶ୍ୱ ପ୍ରସିଦ୍ଧ କୋଣାର୍କରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ମେଡିକାଲ ଜନିତ ସମସ୍ୟାକୁ ନେଇ ଧୀରେ ଧୀରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।ଏହାକୁ ନେଇ କୋଣାର୍କର ଯୁବ ପିଢ଼ି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଣ୍ଟା ଭିଡିଥିବା…