ଜାମଦାରେ ନିଆରା ଚଇତି ପର୍ବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଜାମଦାରେ ନିଆରା ଚଇତି ପର୍ବ

ଜାମଦାରେ ନିଆରା ଚଇତି ପର୍ବ [caption id="attachment_9135" align="alignnone" width="300"] News by Akshya Biswal (Rairangpur)[/caption] #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲା ଜାମଦା ଅଞ୍ଚଳରେ ଚଇତି ପର୍ବ ଅନୁଷ୍ଠିତ ହୋଇଯାଇଛି । ଜାମଦା, ତାଳଗାଁ, ପାସନା, ବେଲପୋଷି ଶୈବ ପୀଠରେ ବାବା ଭୋଳାନାଥଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ପାଟଭକ୍ତା ଜାମଦା ବସଷ୍ଟାଣ୍ଡରୁ ବାହାରି ରାମେଶ୍ୱର ବାବା ଜାମଦା ପର୍ଯ୍ୟନ୍ତ ଯାଇଥିଲେ । ପୂଜକ ଧ୍ରୁବ ଚରଣ ଶତପଥୀ, ଅଜୟ ପ୍ରଧାନ,…

ଜଗତପୁର ଥାନା ପକ୍ଷରୁ ଜଳ ବିତରଣ କାର୍ଯ୍ୟକ୍ରମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତପୁର ଥାନା ପକ୍ଷରୁ ଜଳ ବିତରଣ କାର୍ଯ୍ୟକ୍ରମ

ଜଗତପୁର ଥାନା ପକ୍ଷରୁ ଜଳ ବିତରଣ କାର୍ଯ୍ୟକ୍ରମ [caption id="attachment_9132" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ଥାନା ପରିସରରେ ଏକ ଜଳ ଛତ୍ର କେନ୍ଦ୍ର ଅନୁଷ୍ଟିତ ହୋଇଯାଇଛି । ସିଏମସି ପକ୍ଷରୁ କୌଣସି ସ୍ଥାନରେ ପାନୀୟ ଜଳ ବିତରଣ କରାଯାଉନଥିବା ବେଳେ କମିଶନରେଟ ପୁଲିସ ପକ୍ଷରୁ ସବୁ ଥାନା ପରିସରରେ ଜଳଛତ୍ର କେନ୍ଦ୍ର ଖୋଲା ଯାଇଛି । ସମ୍ପ୍ରତି ପ୍ରବଳ…

ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ

ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ [caption id="attachment_9128" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ସମ୍ପ୍ରତି ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିବାବେଳେ ଜଗତପୁର ଅଞ୍ଚଳରେ ଉଭୟ ରାତ୍ରୀ ଓ ଦିନ ସମୟରେ ବାରମ୍ବାର ମରାମତି ଆଳରେ ବିଦ୍ୟୁତ କାଟ ଲୋକଙ୍କ କଷ୍ଟକୁ ଦ୍ୱିଗୁଣିତ କରିଦେଉଛି । ଏହି ପରିପ୍ରେକ୍ଷୀରେ "ଜଗତପୁର ବିଦ୍ୟୁତ ଉପଭୋକ୍ତା…

ଭିନ୍ନକ୍ଷମ ହେବେ ସୁଦକ୍ଷ : ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର’ ଉଦ୍ଘାଟନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଭିନ୍ନକ୍ଷମ ହେବେ ସୁଦକ୍ଷ : ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର’ ଉଦ୍ଘାଟନ

ଭିନ୍ନକ୍ଷମ ହେବେ ସୁଦକ୍ଷ : ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର’ ଉଦ୍ଘାଟନ ରାଜ୍ୟର ସବୁ ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେବା ଆମର ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ [caption id="attachment_9123" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‍.ଏମ୍‍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାର ଗୁରୁଜଙ୍ଗ ଠାରେ ପ୍ରସିଦ୍ଧ ଜୟପୁର ଫୁଟର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଉଦ୍ଘାଟନ କରିଛନ୍ତି…

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ଉଦ୍‌ଘାଟିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ଉଦ୍‌ଘାଟିତ

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ଉଦ୍‌ଘାଟିତ [caption id="attachment_9120" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‍.ଏମ୍‍.): ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅହରହ ଉଦ୍ୟମ ଆଜି ମହିଳାମାନଙ୍କୁ ଅବଳା ଦୁର୍ବଳା କରି ରଖିନାହିଁ । ଆଜି ମହିଳାମାନେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି । ତେବେ ମହିଳାମାନଙ୍କୁ ଅଧିକ ରୋଜଗାରକ୍ଷମ କରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ଭେଣ୍ଡିଂ ଜୋନ ମାଧ୍ୟମରେ ସେମାନଙ୍କୁ ରୋଜଗାର କରିବାର…

ଆଇପିଏଲ୍‌: ମୁମ୍ବାଇର କ୍ରମାଗତ ତୃତୀୟ  ବିଜୟ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ଆଇପିଏଲ୍‌: ମୁମ୍ବାଇର କ୍ରମାଗତ ତୃତୀୟ ବିଜୟ

ଆଇପିଏଲ୍‌: ମୁମ୍ବାଇର କ୍ରମାଗତ ତୃତୀୟ ବିଜୟ [caption id="attachment_9112" align="alignnone" width="200"] News by Allhad Kumar Mohanty (Bureau Report)[/caption] #IPL ହାଇଦ୍ରାବାଦ(ଏନ୍‍.ଏମ୍‍.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି । ଏଠାରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ୨୫ତମ ମ୍ୟାଚରେ ମୁମ୍ବାଇ ଘରୋଇ ହାଇଦ୍ରାବାଦକୁ ୧୪ରନରେ ପରାସ୍ତ କରିଛି । ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୧୯୩ରନର ବିଜୟ ଲକ୍ଷ୍ୟକୁ ପିଚ୍ଛା କରି…

ଗ୍ରୀଷ୍ମପ୍ରବାହ: ଆଉ ୨ଦିନ ରାଜ୍ୟର ସବୁ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଗ୍ରୀଷ୍ମପ୍ରବାହ: ଆଉ ୨ଦିନ ରାଜ୍ୟର ସବୁ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି

ଗ୍ରୀଷ୍ମପ୍ରବାହ: ଆଉ ୨ଦିନ ରାଜ୍ୟର ସବୁ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି [caption id="attachment_9024" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣିଥରେ ସମସ୍ତ ସ୍କୁଲକୁ ଆଉ ୨ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ଏଥି ସହିତ ରାଜ୍ୟର ୮ଗୋଟି ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ଜଣାପଡ଼ିଛି । ବିଶେଷ କରି…

ଜଗତପୁର ଆଇ.ବି ରୋଡରେ ଉଚ୍ଛେଦ ପୂର୍ବରୁ ରାତାରାତି ଦୋକାନ ଖାଲି କଲେ ବ୍ୟବସାୟୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଜଗତପୁର ଆଇ.ବି ରୋଡରେ ଉଚ୍ଛେଦ ପୂର୍ବରୁ ରାତାରାତି ଦୋକାନ ଖାଲି କଲେ ବ୍ୟବସାୟୀ

ଜଗତପୁର ଆଇ.ବି ରୋଡରେ ଉଚ୍ଛେଦ ପୂର୍ବରୁ ରାତାରାତି ଦୋକାନ ଖାଲି କଲେ ବ୍ୟବସାୟୀ ସରକାରୀ ଜମି ନିରୂପଣ ନକରି ଭଙ୍ଗାରୁଜାକୁ ନେଇ ତେଜୁଛି ଅସନ୍ତୋଷ [caption id="attachment_9105" align="alignnone" width="300"] News by Kanhucharn Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ପ୍ରଶାସନର ମନମୁଖୀ କାର୍ଯ୍ୟକୁ ନେଇ କଟକରେ ଅସନ୍ତୋଷ ଦାନା ବାନ୍ଧୁଥିବା ଦେଖିବାକୁ ମିଳିଛି । ପ୍ରଶାସନିକ ଅଧିକାରୀମାନେ ସମସ୍ତ ନୀତି ନିୟମକୁ ଜଳଞ୍ଜଳି ଦେଇ ମେରୀରାୟ ନୀତି ଚଳାଇଥିବା ଭଳି…

ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଅଘଟଣା: ପରୀକ୍ଷା ଚାଲିଥିବାବେଳେ ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍‌
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଅଘଟଣା: ପରୀକ୍ଷା ଚାଲିଥିବାବେଳେ ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍‌

ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଅଘଟଣା: ପରୀକ୍ଷା ଚାଲିଥିବାବେଳେ ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍‌ [caption id="attachment_9102" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ସ୍ଥିତ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଏକ ଅଘଟଣ ଘଟିଯାଇଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ କଲେଜ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହିନତା ଯୋଗୁଁ ଛାତ୍ରଛାତ୍ରୀ ଦୁର୍ଘଟଣାଗ୍ରସ୍ତ…

ସୁପର କିଙ୍ଗ୍ସର ତୃତୀୟ ବିଜୟ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ

ସୁପର କିଙ୍ଗ୍ସର ତୃତୀୟ ବିଜୟ

ସୁପର କିଙ୍ଗ୍ସର ତୃତୀୟ ବିଜୟ [caption id="attachment_9098" align="alignnone" width="300"] News by Allhad Kumar Mohanty (Bureau News)[/caption] #ବେଙ୍ଗାଲୁରୁ(ଏନ୍‍.ଏମ୍‍.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ରେ ଆଜି ଅନୁଷ୍ଠିତ ୨୪ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଘରୋଇ ରୟାଲ୍ ଚ୍ୟାଲେଞ୍ଜର ବେଙ୍ଗାଲୁରୁକୁ ୮ରନରେ ପରାସ୍ତ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ସୁପର କିଙ୍ଗ୍ସ ତୃତୀୟ ବିଜୟ ହାସଲ କରିବା ସହ ମୋଟ ୬…

ମହାରାଜା ହଲ୍‌ରୁ ଓଡିଆ ଫିଲ୍ମ ହଟେଇବା ନେଇ ପ୍ରଯୋଜକ ଓ ହଲ୍ ମ୍ୟାନେଜର ମୁହାଁ ମୁହିଁ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମହାରାଜା ହଲ୍‌ରୁ ଓଡିଆ ଫିଲ୍ମ ହଟେଇବା ନେଇ ପ୍ରଯୋଜକ ଓ ହଲ୍ ମ୍ୟାନେଜର ମୁହାଁ ମୁହିଁ

ମହାରାଜା ହଲ୍‌ରୁ ଓଡିଆ ଫିଲ୍ମ ହଟେଇବା ନେଇ ପ୍ରଯୋଜକ ଓ ହଲ୍ ମ୍ୟାନେଜର ମୁହାଁ ମୁହିଁ [caption id="attachment_9094" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ମହାରାଜା ସିନେମା ହଲରୁ ହଟିଲା ଓଡ଼ିଆ ଫିଲ୍ମ ଡେଲିଭରି ବୟ । ହିନ୍ଦୀ ଫିଲ୍ମ ଚଲାଇବା ପାଇଁ ଓଡ଼ିଆ ଫିଲ୍ମ ହଟାଇ ଥିବା ଅଭିଯୋଗ ଆଣିଲେ ଡେଲିଭରି ବୟର ପ୍ରଯୋଜକ । ଆଜି ଭୁବନେଶ଼୍ୱର ପ୍ରେସ କ୍ଲବ ଠାରେ ଏକ…

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି [caption id="attachment_9091" align="alignnone" width="300"] News by Kanhu charan Panda (Jagatpur)[/caption] #କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ମହାନ ଜନନାୟକ, ପ୍ରବାଦ ପରୁଷ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧଦିବସ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ସକାଳ ୬.୩୦ଘଟିକା…

ବୋର୍ଡ଼ର ଘୋଷଣା: ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବୋର୍ଡ଼ର ଘୋଷଣା: ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ

ବୋର୍ଡ଼ର ଘୋଷଣା: ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ [caption id="attachment_1149" align="alignnone" width="300"] News by Umakanta jena (Cuttack)[/caption] #କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନକୁ ନେଇ ବୋର୍ଡ଼ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ମେ ମାସ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼)…

ଲିଙ୍କରୋଡରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଯାତ୍ରୀବାହୀ ବସ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୂତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଲିଙ୍କରୋଡରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଯାତ୍ରୀବାହୀ ବସ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୂତ

ଲିଙ୍କରୋଡରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଯାତ୍ରୀବାହୀ ବସ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୂତ [caption id="attachment_9084" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକରେ ପ୍ରଚଣ୍ଡ ରୌଦ୍ରତାପ ଜନସାଧାରଣଙ୍କୁ ଅତିଷ୍ଠ କରି ପକାଇଥିବାବେଳେ ଲିଙ୍କରୋଡ଼ରେ ଅଚାନକ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଅପରାହ୍ନ ସମୟରେ ପାରଦ ପ୍ରାୟ ୪୦ ଡିଗ୍ରୀ ଉପରେ ଥିବାବେଳେ ଲିଙ୍କରୋଡ ଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ସେଠାରେ କିଛି…

ଜବର ଦଖଲ ଉଚ୍ଛେଦକୁ ନେଇ ଆତଙ୍କିତ ଅବସ୍ଥାରେ ଜଗତପୁର ଅଞ୍ଚଳର ଦୋକାନୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜବର ଦଖଲ ଉଚ୍ଛେଦକୁ ନେଇ ଆତଙ୍କିତ ଅବସ୍ଥାରେ ଜଗତପୁର ଅଞ୍ଚଳର ଦୋକାନୀ

ଜବର ଦଖଲ ଉଚ୍ଛେଦକୁ ନେଇ ଆତଙ୍କିତ ଅବସ୍ଥାରେ ଜଗତପୁର ଅଞ୍ଚଳର ଦୋକାନୀ [caption id="attachment_9081" align="alignnone" width="300"] News by Kanhucharan Panda (Jagatpur)[/caption] #କଟକ(ଏନ୍‌.ଏମ୍‌.): ଜଗତପୁର ୪୮ନମ୍ବର ୱାର୍ଡର ମହାନଦୀ ବ୍ୟାରେଜ ଛକ ଠାରୁ ବିରୂପା ବ୍ୟାରେଜ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଦୋକାନ ଗୁଡିକୁ ପ୍ରଶାସନ ପକ୍ଷରୁ ଆସନ୍ତା ୧୮ତାରିଖ ଦିନ ଉଚ୍ଛେଦ କରାଯିବ ବୋଲି ସିଏମସି ପକ୍ଷରୁ ନିର୍ଦ୍ଦେଶନାମା ବାହାରିବା ପରେ ଏବେ…

ଲକ୍ଷ୍ନୌ ଜାତୀୟ ଜଳବାୟୁ କନକେଲେଭରେ ଓଡ଼ିଶାର ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପ୍ରଶଂସିତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଲକ୍ଷ୍ନୌ ଜାତୀୟ ଜଳବାୟୁ କନକେଲେଭରେ ଓଡ଼ିଶାର ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପ୍ରଶଂସିତ

ଲକ୍ଷ୍ନୌ ଜାତୀୟ ଜଳବାୟୁ କନକେଲେଭରେ ଓଡ଼ିଶାର ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପ୍ରଶଂସିତ [caption id="attachment_9078" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିବା ଦୁଇ ଦିନିଆ ଜାତୀୟ ଜଳବାୟୁ କନକେଲେଭରେ ଓଡ଼ିଶାର ମିଶନ ମିଲେଟ ଷ୍ଟଲ ସ୍ଥାନ ପାଇଥିଲା । ମାଣ୍ଡିଆରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସାମଗ୍ରୀ ସେଠାରେ ବହୁଳ ବିକ୍ରୟ ହେବା ସହ ପ୍ରଶଂସିତ ହୋଇ ପାରିଛି । ଭୂମିକା…

କଟକରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କଟକରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ

କଟକରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ [caption id="attachment_9074" align="alignnone" width="300"] News by Kanhu charan Panda (Jagatpur)[/caption] [caption id="attachment_9045" align="alignnone" width="300"] Advertisement[/caption] #କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାର ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ପୋତାପୋଖରୀ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରାୟ ୧କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନବନିମର୍ତି…

ଆଠଗଡ଼ରେ କଙ୍ଗାରୁ କୋର୍ଟ: ଗାଁରୁ ବାସନ୍ଦ, ନିଆଁ ପାଣି ଓ ରାସ୍ତା ମନା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆଠଗଡ଼ରେ କଙ୍ଗାରୁ କୋର୍ଟ: ଗାଁରୁ ବାସନ୍ଦ, ନିଆଁ ପାଣି ଓ ରାସ୍ତା ମନା

ଆଠଗଡ଼ରେ କଙ୍ଗାରୁ କୋର୍ଟ: ଗାଁରୁ ବାସନ୍ଦ, ନିଆଁ ପାଣି ଓ ରାସ୍ତା ମନା [caption id="attachment_9069" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ସଭ୍ୟତା ଯେତିକି ଆଗକୁ ଆଗକୁ ବଢ଼ୁଛି ଜନସାଧାରଣଙ୍କ ଚିନ୍ତାଧାରା ସେତିକି ନିମ୍ନାଭିମୁଖୀ ହେଉଛି । ଅବଶ୍ୟ ଏକଥା କହିବା ବେଳକୁ ନିଜକୁ ମଧ୍ୟ ସଂକୋଚ ଲାଗୁଛି । ଆଜିର ସମାଜରେ ଜନସାଧାରଣଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଅବଗତ ହେବା ପାଇଁ…

କଟକ ରୋଡର ୩୧ ନମ୍ବର ୱାର୍ଡ ପକ୍ଷରୁ ଓଡ଼ିଆ ନବବର୍ଷ ସହ ପଣା ଉତ୍ସବ ପାଳନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ରୋଡର ୩୧ ନମ୍ବର ୱାର୍ଡ ପକ୍ଷରୁ ଓଡ଼ିଆ ନବବର୍ଷ ସହ ପଣା ଉତ୍ସବ ପାଳନ

କଟକ ରୋଡର ୩୧ ନମ୍ବର ୱାର୍ଡ ପକ୍ଷରୁ ଓଡ଼ିଆ ନବବର୍ଷ ସହ ପଣା ଉତ୍ସବ ପାଳନ [caption id="attachment_9066" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଆଜି ପବିତ୍ର ମହାବିଷୁବ ବା ପଣା ସଂକ୍ରାନ୍ତିରେ ସାମାଜିକ ଅନୁଷ୍ଠାନ କଟକ ରୋଡ ସ୍ଥିତ ୩୧ ନମ୍ବର ୱାର୍ଡ ପକ୍ଷରୁ ଓଡ଼ିଆ ନବବର୍ଷ ସହ ପଣା ଉତ୍ସବ ପାଳନ କରାଯାଇଛି । ରାଜଧାନୀର କଟକ ରୋଡ ସ୍ଥିତ ଝାଡ଼ପଡା ବ୍ରିଜ…