ଦେଶରେ ଉଦାହରଣ ସୃଷ୍ଟିକରିଛି ‘ମୋ ସ୍କୁଲ୍’: ଉଚ୍ଚଶିକ୍ଷା ମନ୍ତ୍ରୀ ଏଚ୍ଡିଏଫ୍ସି ସହ ‘ମୋ ସ୍କୁଲ୍’ର ଏମ୍ଓୟୁ [caption id="attachment_4302" align="alignnone" width="300"] Photo By I&PR Odisha[/caption] ଭୁବନେଶ୍ୱର(ଏନ୍.ଏମ୍.): ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୨୦୧୭ ମସିହାରେ ଆରମ୍ଭ ହୋଇଥିବା ମୋ ସ୍କୁଲ୍ ଅଭିଯାନ ଆଜି ସମଗ୍ର ଭାରତବର୍ଷରେ ପ୍ରଶଂସିତ ହେଉଛି । ଅତୀତକୁ ବର୍ତ୍ତମାନ ସହ ଯୋଡ଼ୂଥିବା ଏହି ଅଭିଯାନ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଇଁ ବରଦାନ…
Author: Nishkarsha
ବହୁ ଚର୍ଚ୍ଚିତ ମାନସ ହତ୍ୟାକାଣ୍ଡ ଘଟଣାରେ ଧରାପଡ଼ିଲେ ଶର୍ମିଷ୍ଠା
ବହୁ ଚର୍ଚ୍ଚିତ ମାନସ ହତ୍ୟାକାଣ୍ଡ ଘଟଣାରେ ଧରାପଡ଼ିଲେ ଶର୍ମିଷ୍ଠା ଭଦ୍ରକ (ଏନ୍.ଏମ୍.): ବହୁ ଚର୍ଚ୍ଚତ କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ ଘଟଣାରେ ଏବେ କ୍ରାଇମବ୍ରାଞ୍ଚ ପୁଲିସ ହାତରେ ଧରାପଡ଼ିଛନ୍ତି ୱେବ ଚାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ । କ୍ରାଇମବ୍ରାଞ୍ଚ ଶର୍ମିଷ୍ଠାଙ୍କୁ ଖୋଜୁଥିବାବେଳେ ସେ କଲିକତାରେ ଆତ୍ମଗୋପନ କରିଥିଲେ । ଆଜି ସେ କଲିକତାରୁ ଆସି ଭଦ୍ରକରେ ପହଞ୍ôଚବା କ୍ଷଣି ମାଡ଼ିବସିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଏହି ଘଟଣାରେ ପୂର୍ବରୁ ୫ଜଣଙ୍କୁ ପୁଲିସ…
କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନରେ କଟକରେ ସର୍ବଭାରତୀୟ ସାଧାରଣ ଧର୍ମଘଟ
କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନରେ କଟକରେ ସର୍ବଭାରତୀୟ ସାଧାରଣ ଧର୍ମଘଟ [caption id="attachment_4289" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ (ଏନ୍.ଏମ୍.): କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଚାଲିଥିବାବେଳେ କଟକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । କଟକର ବିଭିନ୍ନ ସଂଗଠନ ପକ୍ଷରୁ କଟକ ଜିଲ୍ଲାପାଳଙ୍କ ଅଫିସ ସମେତ କଟକ ରେଳଷ୍ଟେସନ, ବୀମା ଓ ବ୍ୟାଙ୍କ ସମ୍ମୁଖରେ ହରତାଳ ଅନୁଷ୍ଠିତ ହୋଇଥିଲା ।…
ଗୋମାତାଙ୍କ ସୁରକ୍ଷା ଆଇନ କଡାକଡି କରିବାକୁ ଦାବି ଉଠାଇଲେ ଗୋସେବକ
http://www.youtube.com/watch?v=vbqmf-k5LzI&list=UUcIr6en28fqX5hAEjAKGw8A&index=11
କୟଳପଡ଼ାରେ ଫଡଲାଇଟ ମ୍ୟାଚ୍ ଉଦ୍ଯାପିତ
କୟଳପଡ଼ାରେ ଫଡଲାଇଟ ମ୍ୟାଚ୍ ଉଦ୍ଯାପିତ କଟକ(ଏନ୍.ଏମ୍.): କ୍ରିକେଟ ଖେଳ ହେଉଛି ଏକ ନିଆରା ଖେଳ । ପିଲାଠୁ ବୁଡା ପ୍ରଯ୍ୟନ୍ତ ସମସ୍ତଙ୍କର ପସନ୍ଦ । ଏହି କ୍ରିକେଟ ଖେଳ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ଟାଙ୍ଗୀ- ଚୌଦ୍ୱାର ବ୍ଲକ କୟଳପଡା ପଞ୍ଚୟତରେ ପ୍ରଥମ ଥର ପାଇଁ ଫଡ ଲାଇଟ ମ୍ୟାଚ୍ ଅନୁଷ୍ଟିତ ହୋଇଯାଇଛି । ସ୍ଥାନୀୟ ବାଲୁଙ୍କେଶ୍ୱର ପଡିଆରେ ଏକ ନିଆରା ଢଙ୍ଗରେ ଏହି ମ୍ୟାଚ ଆୟୋଜନ…
ଦଳୀୟ ବିଶୃଙ୍ଖଳା ଅଭିଯୋଗରେ କର୍ମୀଙ୍କୁ ନିଲମ୍ବନ କଲା ବିଜେଡି
ଦଳୀୟ ବିଶୃଙ୍ଖଳା ଅଭିଯୋଗରେ କର୍ମୀଙ୍କୁ ନିଲମ୍ବନ କଲା ବିଜେଡି କଟକ(ଏନ୍.ଏମ୍.): କଟକ ମହାନଗର ନିଗମ ପୌର ନିର୍ବାଚନରେ ବିଜେଡିର ଅପୂର୍ବ ବିଜୟ ହୋଇଛି । ମାତ୍ର କେତେକ ୱାର୍ଡ଼ରେ ବିଜେଡିର କିଛି କର୍ମକର୍ତ୍ତା ଦଳ ବିରୋଧରେ କାର୍ଯ୍ୟକରିବା ଅଭିଯୋଗ ଆସିବା ପରେ ସେମାନଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରାଯାଇଛି । ସୂଚନା ଅନୁଯାୟୀ କଟକ ମହାନଗର ନିଗମ ୨ନମ୍ବର ୱାର୍ଡ଼ରେ ବିଜେଡି ୱାର୍ଡ଼ ସଭାନେତ୍ରୀ ଇତିଶ୍ରୀ ବେହେରା ଏବଂ ୨୬…
ପୌର ନିର୍ବାଚନରେ ବିଜେଡିର କମାଲ
ପୌର ନିର୍ବାଚନରେ ବିଜେଡିର କମାଲ ଭୁବନେଶ୍ୱର (ଏନ୍.ଏମ୍.): ରାଜ୍ୟର ପୌର ନିର୍ବାଚନରେ ବିଜେଡି ନିଜର କମାଲ ଦେଖାଇଛି । ଗୋଟିଏ ପଟେ ଅନ୍ୟ ରାଜନୈତିକ ଦଳର ଗୋଷ୍ଠୀକନ୍ଦଳ, ଅସନ୍ତୋଷ, ନେତୃତ୍ୱର ଅଭାବ ରହିଥିବାବେଳେ ଏହାର ଫାଇଦା ଉଠାଇଛି ଶାସକ ବିଜେଡି । ବହୁ ସଂଖ୍ୟାରେ ବିଜେଡି ବିଜୟ ଲାଭ କରିଥିବା ଦେଖିବାକୁ ମିଳିଛି । କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ମେୟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି…
କଟକ ମହାନଗର ନିଗମ ନିର୍ବାଚନ ଫଳାଫଳ
କଟକ ମହାନଗର ନିଗମ ନିର୍ବାଚନ ଫଳାଫଳ କଟକ(ଏନ୍.ଏମ୍.): ମହାନଗର ନିଗମରେ ବିଜେଡିକୁ ୩୮ଟି କର୍ପୋରେଟର ମିଳିଥିବାବେଳେ କଂଗ୍ରେସକୁ ୮ଟି, ବିଜେପିକୁ ୭ଟି ଏବଂ ୬ଟି ୱାର୍ଡ଼ରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେଣୁ ବିଜେଡି ଶିବିରରେ ଆନନ୍ଦ ଉତ୍ସବ ଖେଳିଯାଇଥିବାବେଳେ କଂଗ୍ରେସ ଓ ବିଜେପିଙ୍କୁ ସୀମିତ ୱାର୍ଡ଼ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏଥି ସହିତ କେତେକ ୱାର୍ଡ଼ରେ ବିଜେଡ଼ିର ଅର୍ନ୍ତକନ୍ଦଳ ଯୋଗୁଁ ସେଠାରେ ଅସନ୍ତୁଷ୍ଟ କିଛି କର୍ମୀ…
କଟକ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ପୌର ନିର୍ବାଚନ
କଟକ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ପୌର ନିର୍ବାଚନ [caption id="attachment_4265" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): କଟକ ସହରରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ପୌର ନିର୍ବାଚନ । ଏଥର କଟକ ମହାନଗର ନିଗମ ନିର୍ବାଚନ ପାଇଁ ୫୫ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । କଟକ ମହାନଗର ନିଗମର ୫୯ଟି ୱାର୍ଡ଼ରେ ୪୪୯ଟି ବୁଥରେ ମତଦାତାମାନେ ମତଦାନ କରିଥିଲେ । ଏଥର ମୋଟ…
ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀର ୪୫ତମ ବାର୍ଷିକ ଉତ୍ସବ
ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀର ୪୫ତମ ବାର୍ଷିକ ଉତ୍ସବ କଟକ(ଏନ୍.ଏମ୍.): ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକର ମୁଖ୍ୟ ସମ୍ପାଦକ କବିସାରଥୀ ଡକ୍ଟର ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ରଙ୍କ ପୌରୋହିତରେ ଆର୍ଯ୍ୟକବି ପଣ୍ଡିତ ଡଃ. ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ (କଟକ), ଅଗ୍ନୀସ୍ଫୁଲିଙ୍ଗ (ରାଉରକେଲା) ଓ ଓଡିଶା ପୂଜ୍ୟପୁଜା ପରିଷଦ (କଟକ) ଆନୁକୂଲ୍ୟରେ ଦିବସ ବ୍ୟାପି ୪୫ତମ ରାଜ୍ୟସ୍ତରୀୟ ଲେଖକ,କବି ଓ କଳାକାର ସମାବେଶ,…
ପୌର ନିର୍ବାଚନରେ ଶୃଙ୍ଖଳା ରକ୍ଷା ନେଇ କମିଶନରେଟ ପୁଲିସର ପ୍ରସ୍ତୁତି
ପୌର ନିର୍ବାଚନରେ ଶୃଙ୍ଖଳା ରକ୍ଷା ନେଇ କମିଶନରେଟ ପୁଲିସର ପ୍ରସ୍ତୁତି [caption id="attachment_4259" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): ଆସନ୍ତା ୨୪ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଏହି ଅବସରରେ କଟକ ମହାନଗର ନିଗମ(ସିଏମସି) ଓ ଚୌଦ୍ୱାର ପୌରାଞ୍ଚଳ ନିର୍ବାଚନରେ ଶୃଙ୍ଖଳା ରକ୍ଷା କରିବା ନେଇ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥି ପାଇଁ କମିଶନରେଟ ପୁଲିସ ପକ୍ଷରୁ ସ୍ଥାନୀୟ…
ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥୀନୀ ନଳିନୀଙ୍କ ବିଶାଳ ରାଲି
ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥୀନୀ ନଳିନୀଙ୍କ ବିଶାଳ ରାଲି [caption id="attachment_4255" align="alignnone" width="300"] Photo By Kanhu Charan Panda[/caption] ଜଗତପୁର(ଏନ୍.ଏମ୍.): ଜଗତପୁର ୪୮ନମ୍ବର ୱାର୍ଡରେ ବିଜୁ ଜନତା ଦଳ ପକ୍ଷରୁ କର୍ପୋରେଟର ପ୍ରାର୍ଥିନୀ ନଳିନୀ ବେହେରାଙ୍କ ସହିତ ଦଳୀୟ କର୍ମୀ, ସମର୍ଥକମାନେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ଏହି ନିର୍ବାଚନ ପ୍ରଚାରରେ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏହି…
ପୌର ନିର୍ବାଚନ ପ୍ରଚାର ଶେଷ: ଦୁଲୁକିଲା ସହର ବଜାର
ପୌର ନିର୍ବାଚନ ପ୍ରଚାର ଶେଷ: ଦୁଲୁକିଲା ସହର ବଜାର ଜଗତପୁର ୪୮ନମ୍ବର ୱାର୍ଡରେ ବିଜେପି, ବିଜେଡି ଓ ସ୍ୱାଧୀନ ପ୍ରାର୍ଥିନୀଙ୍କ ନିର୍ବାଚନ ରାଲି [caption id="attachment_4252" align="alignnone" width="300"] Photo By Kanhu Charan Panda[/caption] କଟକ/ଜଗତପୁର(ଏନ୍.ଏମ୍.): ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀଙ୍କ ପ୍ରଚାର ଶେଷ ହୋଇଛି । ଏହି ପରିପ୍ରେକ୍ଷୀରେ ଶେଷ ପ୍ରଚାରକୁ ପ୍ରାର୍ଥୀମାନେ ଅଧିକ ଗୁରୁତ୍ୱ ଦେଇ ଶକ୍ତିପ୍ରଦର୍ଶନ କରିଛନ୍ତି । ପ୍ରଚାର ସଂଗୀତ ସାଙ୍ଗକୁ…
ବିଧାୟକ ମୋକିମଙ୍କ ନିର୍ବାଚନୀ ପ୍ରଚାର
ବିଧାୟକ ମୋକିମଙ୍କ ନିର୍ବାଚନୀ ପ୍ରଚାର [caption id="attachment_4248" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): କଟକ ସହରରେ ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ସରଗରମ ସେତିକି ବୃଦ୍ଧି ପାଇଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାରାଥନ ପ୍ରଚାର ଚାଲିଥିବାବେଳେ କଂଗ୍ରେସ ମଧ୍ୟ ନିଜର ପ୍ରଚାର ଉପରେ ଗୁରୁତ୍ୱ ଦେଇଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅପାରଗତାକୁ ପ୍ରସଙ୍ଗ କରି କଂଗ୍ରେସ ନିର୍ବାଚନ…
ସ୍ୱାଧୀନ ମେୟର ପ୍ରାର୍ଥୀ ଆଜାଦଙ୍କ ବାଇକ ରାଲି
ସ୍ୱାଧୀନ ମେୟର ପ୍ରାର୍ଥୀ ଆଜାଦଙ୍କ ବାଇକ ରାଲି [caption id="attachment_4243" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): କଟକ ମହାନଗର ନିଗମରେ ନିର୍ବାଚନୀ ଉଷ୍ମତା ଶେଷ ସୀମାରେ ପହଞ୍ôଚ ଯାଇଛି । ଆସନ୍ତା ୨୪ତାରିଖ ପ୍ରାର୍ଥୀମାନଙ୍କ ଭାଗ୍ୟ ଇଭିଏମ ମେସିନରେ ପରୀକ୍ଷା ହେବ । ତେଣୁ ବିଭିନ୍ନ ୱାର୍ଡ଼ରେ ଆଜି ପ୍ରାର୍ଥୀମାନଙ୍କ ଶକ୍ତିପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ବିଶେଷ କରି ଶାସକ ଦଳର ହେଭିୱେଟ ନେତା ପ୍ରଚାର କରୁଥିବାବେଳେ…
ଓଲସା ପକ୍ଷରୁ ହୋଲି ଉତ୍ସବ ଓ ବସନ୍ତମିଳନ
ଓଲସା ପକ୍ଷରୁ ହୋଲି ଉତ୍ସବ ଓ ବସନ୍ତମିଳନ କଟକ(ଏନ୍.ଏମ୍.): ସ୍ୱେଚ୍ଛାସେବୀ ସଂଗଠନ ଓଡ଼ିଶା ଲିଗାଲ ଆଣ୍ଡ ସୋସିଆଲ ଆସୋସିଏସନ(ଓଲସା) ପକ୍ଷରୁ ନିଆରା ହୋଲି ଓ ବସନ୍ତ ମିଳନ ଉତ୍ସବ ପାଳନ କରାଯାଇଛି । କୌଣସି ରାସାୟନିକ ରଙ୍ଗ ବ୍ୟବହାର ନକରି କେବଳ ପ୍ରାକୃତିକ ରଙ୍ଗ ଅବିରରେ ହୋଲି ଖେଳିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯିବା ସହ ଆନନ୍ଦ ଉଲ୍ଲାସର ପର୍ବ ହୋଲିରେ କେହି ଯେଭଳି ଉପାସରେ ନରହିବେ ସେ ନେଇ…
ଥମିନି ରାଜନୈତିକ ହିଂସା!: ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ଼
ଥମିନି ରାଜନୈତିକ ହିଂସା!: ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ଼ [caption id="attachment_4236" align="alignnone" width="270"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଣ୍ଟାପଡ଼ା(ଏନ୍.ଏମ୍.): ତ୍ରିସ୍ତରୀୟ ନିର୍ବାଚନ ଶେଷ ପରେ ମଧ୍ୟ ହିଂସାକାଣ୍ଡ ଥମିନି । ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନକୁ ନେଇ ଗଣ୍ଡଗୋଳ, ମାଡ଼ପିଟ, ହଣାକଟା ସହିତ ବୋମା ମାଡ଼ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜିବି ଗାଁ ରାଜନୀତିର ଉଷ୍ମତା ରହିଛି । କେଉଁଠି ହାରିଯାଇଥିବା ପ୍ରାର୍ଥୀଙ୍କ…
ସିଏମସି ନିର୍ବାଚନ ପାଇଁ କଟକ ନଗର କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଲା ଇସ୍ତାହାର
ସିଏମସି ନିର୍ବାଚନ ପାଇଁ କଟକ ନଗର କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଲା ଇସ୍ତାହାର [caption id="attachment_4233" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ (ଏନ୍.ଏମ୍.): କଟକ ନଗର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ସେଲଟର ଛକ ସ୍ଥିତ କଂଗ୍ରେସ କାର୍ୟ୍ୟାଳୟରେ ଚଳିତ ୨୦୨୨ ସିଏମସି ନିର୍ବାଚନ ନିମନ୍ତେ ଇସ୍ତାହାର ଉନ୍ମୋଚିତ ହୋଇଯାଇଛି । ବାରବାଟୀ-କଟକ ବିଧାୟକ ଇଂମହମ୍ମଦ ମୋକିମ ଇସ୍ତାହାରର ଶୁଭ ଉନ୍ମୋଚନ କରି କଂଗ୍ରେସ ଦଳ…
କେୱାଇସି ଅପଡେଟ କରିବା ଆଳରେ୪ ଲକ୍ଷ ଠକେଇ: ନେଟୱର୍କ କମ୍ପାନୀ ୨କର୍ମଚାରୀ ଗିରଫ
କେୱାଇସି ଅପଡେଟ କରିବା ଆଳରେ୪ ଲକ୍ଷ ଠକେଇ: ନେଟୱର୍କ କମ୍ପାନୀ ୨କର୍ମଚାରୀ ଗିରଫ [caption id="attachment_4230" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ ସାଇବର ଠକଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି । ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ ଅନଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକି ନେଉନଥିବା ଜଣାପଡ଼ିଛି । ତେବେ ଏହାକୁ ଅଙ୍କୁଶ ଲଗାଇବା ପାଇଁ କମିଶନରେଟ ପୁଲିସ ମଧ୍ୟ ତତ୍ପରତା ଦେଖାଇଛି । ଗୋଟିଏ…
ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡିର ନିଆରା ପ୍ରଚାର: ଖରାକୁ ସାହା ହେଲା ଶଙ୍ଖଚିହ୍ନ ଛତା
ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡିର ନିଆରା ପ୍ରଚାର: ଖରାକୁ ସାହା ହେଲା ଶଙ୍ଖଚିହ୍ନ ଛତା [caption id="attachment_4226" align="alignnone" width="300"] Photo From Kanhu[/caption] କଟକ(ଏନ୍.ଏମ୍.): ସିଏମସି ୪୮ ନମ୍ବର ୱାର୍ଡ଼ରେ ବିଜୁ ଜନତା ଦଳର ଏହି ଅସହ୍ୟ ଖରାରେ ହାତରେ ଛତା ଧରି ନିଆରା ଢଙ୍ଗରେ ପ୍ରଚାର ଦେଖିବାକୁ ମିଳିଥିଲା । ମାର୍ଚ୍ଚ ମାସ ଏହି ପ୍ରଚଣ୍ଡ ଖରାରେ ଶହେରୁ ଉର୍ଦ୍ଧ୍ୱ ବିଜେଡିର କର୍ମୀମାନେ ଏକ ପ୍ରକାର ନିଆରା…


















