ଜଗତପୁର କେନାଲ ବନ୍ଧ ରାସ୍ତା ଉପରେ କୁଢକୁଢ ଆବର୍ଜନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଜଗତପୁର କେନାଲ ବନ୍ଧ ରାସ୍ତା ଉପରେ କୁଢକୁଢ ଆବର୍ଜନା

ଜଗତପୁର କେନାଲ ବନ୍ଧ ରାସ୍ତା ଉପରେ କୁଢକୁଢ ଆବର୍ଜନା [caption id="attachment_5142" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ଅନ୍ତର୍ଗତ ୪୮ ନମ୍ବର ୱାର୍ଡ଼ ଭୂବନପୁରସ୍ଥିତ କେନ୍ଦ୍ରାପଡା କେନାଲ ବନ୍ଧ ରାସ୍ତା ଉପରେ କୁଢ କୁଢ ଅଳିଆ ଆବର୍ଜନା ଗଦା ହୋଇଥିବା ଦେଖିବାକୁ ମିଳିଛି । ଏହି ୱାର୍ଡଟିକୁ ବର୍ଷାଦିନ ପୂର୍ବରୁ ଡ୍ରେନ ସଫା, ଅଳିଆ ଆବର୍ଜନା ଉଠାଇବା, ରାସ୍ତା କଡରୁ ଅନାବନା ଗଛ ଲତା…

ଓଡିଶା କମ୍ପୁଟର ଏକାଡେମୀ ପକ୍ଷରୁ ରକ୍ତଦାନ ଶିବିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଓଡିଶା କମ୍ପୁଟର ଏକାଡେମୀ ପକ୍ଷରୁ ରକ୍ତଦାନ ଶିବିର

ଓଡିଶା କମ୍ପୁଟର ଏକାଡେମୀ ପକ୍ଷରୁ ରକ୍ତଦାନ ଶିବିର କଟକ(ଏନ୍‌.ଏମ୍‌.): ରକ୍ତଦାନ ଜୀବନଦାନ । ଏବେ ଚିକିତ୍ସା କ୍ଷେତ୍ରରେ ରକ୍ତର ଅଭାବ ପରିଲକ୍ଷିତ ହେଉଥିବାବେଳେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ରାଜ୍ୟସରକାରଙ୍କ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ବିପୁଳ ରକ୍ତ ସଂଗ୍ରହ କରାଯାଉଛି । ତେଣୁ ରାଜ୍ୟରେ ଦେଖାଯାଉଥିବା ରକ୍ତ ଅଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନ ବିଭିନ୍ନ ସମୟରେ ରକ୍ତଦାନ ଭଳି ଏକ ମହତ କାର୍ଯ୍ୟ ଆୟୋଜନ କରିଥାନ୍ତି । ତେବେ…

ଫଳକ ମରା ରାଜନୀତିକୁ ନେଇ ତେଜୁଛି ବିବାଦ : ଗୋଟିଏ ପ୍ରକଳ୍ପ ପାଇଁ ଏକାଧିକ ଥର ଶିଳାନ୍ୟାସ, ବଡ ପୋଖରୀ ପୁନରୁଦ୍ଧାରକୁ ଫୁ…
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଫଳକ ମରା ରାଜନୀତିକୁ ନେଇ ତେଜୁଛି ବିବାଦ : ଗୋଟିଏ ପ୍ରକଳ୍ପ ପାଇଁ ଏକାଧିକ ଥର ଶିଳାନ୍ୟାସ, ବଡ ପୋଖରୀ ପୁନରୁଦ୍ଧାରକୁ ଫୁ…

ଫଳକ ମରା ରାଜନୀତିକୁ ନେଇ ତେଜୁଛି ବିବାଦ ଗୋଟିଏ ପ୍ରକଳ୍ପ ପାଇଁ ଏକାଧିକ ଥର ଶିଳାନ୍ୟାସ: ବଡ ପୋଖରୀ ପୁନରୁଦ୍ଧାରକୁ ଫୁ... [caption id="attachment_5133" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡର ବହୁ ପୁରାତନ ନିମପୁର ବଡ ପୋଖରୀ ଦୁଇ ଦୁଇ ଥର ଶିଳାନ୍ୟାସ ହୋଇସାରିଛି । କିନ୍ତୁ କାମର ଦେଖା ନାହିଁ । ଗତ ୨୦୧୯ ମସିହାରେ ବିଧାୟକ ସୌଭିକ…

ନିମପୁର ଶ୍ମଶାନରେ ଆଲୋକୀକରଣ ବ୍ୟବସ୍ଥା ଅଚଳ: ଅନ୍ଧାରରେ ଚାଲିଛି ଶବ ସତ୍କାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନିମପୁର ଶ୍ମଶାନରେ ଆଲୋକୀକରଣ ବ୍ୟବସ୍ଥା ଅଚଳ: ଅନ୍ଧାରରେ ଚାଲିଛି ଶବ ସତ୍କାର

ନିମପୁର ଶ୍ମଶାନରେ ଆଲୋକୀକରଣ ବ୍ୟବସ୍ଥା ଅଚଳ: ଅନ୍ଧାରରେ ଚାଲିଛି ଶବ ସତ୍କାର [caption id="attachment_5130" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ସମସ୍ତ ଶ୍ମଶାନର ଉନ୍ନତିକରଣ ନିମନ୍ତେ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ସିଏମସିର ଅପାରଗତା ଯୋଗୁଁ ସରକାରଙ୍କ ଯୋଜନା ଫଳପ୍ରଦ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ଏପରିକି କଟକ ମହାନଗର ନିଗମ ଅନ୍ତର୍ଗତ ସମସ୍ତ ଶ୍ମଶାନରେ ଶବଦାହ ଗୃହ, ଶବ…

କଟକ ଜଗତପୁରରୁ ପୁଣି ନକଲି ସାମଗ୍ରୀ ତିଆରି କାରଖାନା ଠାବ: ଚାଲିଥିଲା ବେଆଇନ ମୃଦୁପାନୀୟ ପ୍ରସ୍ତୁତି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କଟକ ଜଗତପୁରରୁ ପୁଣି ନକଲି ସାମଗ୍ରୀ ତିଆରି କାରଖାନା ଠାବ: ଚାଲିଥିଲା ବେଆଇନ ମୃଦୁପାନୀୟ ପ୍ରସ୍ତୁତି

କଟକ ଜଗତପୁରରୁ ପୁଣି ନକଲି ସାମଗ୍ରୀ ତିଆରି କାରଖାନା ଠାବ: ଚାଲିଥିଲା ବେଆଇନ ମୃଦୁପାନୀୟ ପ୍ରସ୍ତୁତି [caption id="attachment_5125" align="alignnone" width="300"] Photo By Smrutiranjan Tripathy[/caption] କଟକ(ଏନ୍‌.ଏମ୍‌.): କଟକ ସହର ତଥା ଏହାର ଉପକଣ୍ଠ ଅଞ୍ଚଳ ଏବେ ନକଲି ସାମଗ୍ରୀ ପ୍ରସ୍ତୁତର ପେଣ୍ଠସ୍ଥଳ ପାଲଟି ଯାଇଛି । କେତେବେଳେ ନକଲି ହଳଦୀଗୁଣ୍ଡ ଲଙ୍କାଗୁଣ୍ଡତ ଆଉ କେତେବେଳେ ଘିଅ, ଡିଟରଜେଣ୍ଟ ଗୁଣ୍ଡ ପୁଣି ସସ । କେବଳ ସେତିକି ନୁହେଁ…

କଳାତାଲିକା ଭୁକ୍ତ ସଂସ୍ଥାକୁ ସିଏମସି ଇ-ଟେଣ୍ଡରରୁ ବାଦ ଦେବାକୁ ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଳାତାଲିକା ଭୁକ୍ତ ସଂସ୍ଥାକୁ ସିଏମସି ଇ-ଟେଣ୍ଡରରୁ ବାଦ ଦେବାକୁ ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର

କଳାତାଲିକା ଭୁକ୍ତ ସଂସ୍ଥାକୁ ସିଏମସି ଇ-ଟେଣ୍ଡରରୁ ବାଦ ଦେବାକୁ ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର କଟକ(ଏନ୍‌.ଏମ୍‌.): କଟକ ସହରରେ ସଫେଇ କାର୍ଯ୍ୟ ନିମନ୍ତେ ସିଏମସି ପକ୍ଷରୁ କରାଯାଇଥିବା ଇ-ଟେଣ୍ଡର ପ୍ରକିୟାରେ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି । ଆଜି ଏ ନେଇ ପରିଷଦ ପକ୍ଷରୁ ଆଜି ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଏକ…

ସାଲେପୁର ଅଞ୍ଚଳରେ ଜଣେ ବ୍ୟକ୍ତି ଭୁଲରେ ଅନ୍ୟଜଣେ ମହିଳାଙ୍କୁ ମେସେଜ ପଠାଇଥିବା ଅଭିଯୋଗରେ ମରଣାନ୍ତକ ଆକ୍ରମଣଣ

ସାଲେପୁର ଅଞ୍ଚଳରେ ଜଣେ ବ୍ୟକ୍ତି ଭୁଲରେ ଅନ୍ୟଜଣେ ମହିଳାଙ୍କୁ ମେସେଜ ପଠାଇଥିବା ଅଭିଯୋଗରେ ମରଣାନ୍ତକ ଆକ୍ରମଣ ଦେଖନ୍ତୁ ଏହି ଭିଡ଼ିଓ ...

ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ତିଗିରିଆର କୁନି ଝିଅ ସ୍ତୁତିପ୍ରିୟା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ତିଗିରିଆର କୁନି ଝିଅ ସ୍ତୁତିପ୍ରିୟା

ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ତିଗିରିଆର କୁନି ଝିଅ ସ୍ତୁତିପ୍ରିୟା ତିଗିରିଆ(ଏନ୍‌.ଏମ୍‌.): ଭାରତର କୋଣଅନୁକୋଣରୁ ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ କରୁଥିବା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ଆଠଗଡ଼ ଉପଖଣ୍ଡ ତିଗିରିଆ ବ୍ଲକ୍‌ର ଭୋଗଡ଼ା ପଞ୍ଚାୟତର ଜଣେ ସାଢ଼େ ତିନିବର୍ଷର ଶିଶୁକନ୍ୟା । ଭୋଗଡ଼ା ଗ୍ରାମର ବିଜୟ କୁମାର ଦାଶ ଓ ପୁନମ ପ୍ରତ୍ୟାଶ ଦାଶଙ୍କ ଝିଅ ସ୍ତୁତିପ୍ରିୟା ଦାଶ ଗତ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ଆଠଗଡ଼(ଏମ୍‌.ଏମ୍‌.): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଠଗଡ଼ ବେଣ୍ଟପଦା ପଞ୍ଚାୟତ କେନ୍ଦୁଟୋକଲି ଶବରସାହି ଗ୍ରାମରେ ଗଣ୍ଡଗୋଳ । ଅଭିଯୁକ୍ତଙ୍କ ମରଣାନ୍ତକ ଆକ୍ରମଣ ଫଳରେ ୩ ମହିଳା ଗୁରୁତର ଆହତ ହୋଇଥିବା ବେଳେ ଏ ନେଇ ଆଠଗଡ଼ ଥାନାରେ ମାମଲା ହୋଇଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତ୍ରିରେ ସେହି ଗ୍ରାମର ପ୍ରମୋଦ ବେହେରା ଅକ୍ଷୟ ବେହେରା ସଞ୍ଜୟ ବେହେରା…

ସିଏମସି ୪୮ନମ୍ବର ୱାର୍ଡରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତିଙ୍କୁ ଅଭିନନ୍ଦନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମସି ୪୮ନମ୍ବର ୱାର୍ଡରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତିଙ୍କୁ ଅଭିନନ୍ଦନ

ସିଏମସି ୪୮ନମ୍ବର ୱାର୍ଡରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତିଙ୍କୁ ଅଭିନନ୍ଦନ ଜଗତପୁର(ଏନ୍‌.ଏମ୍‌.): ବହୁ ପ୍ରତିକ୍ଷାର ଅନ୍ତ ପରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ହାଇକମାଣ୍ଡ ନିଯୁକ୍ତ ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ପୂର୍ବରୁ ରାଜ୍ୟ ଯୁବକଂଗ୍ରେସ ସଭାପତି, ଦୁଇ ଥର ସାଂସଦ, ପିସିସି ସଭାପତି, ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ପରି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବ୍ୟାରେଜ କାମ ତଦାରଖ କଲେ ୪୮ନମ୍ବର ୱାର୍ଡ଼ କର୍ପୋରେଟର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବ୍ୟାରେଜ କାମ ତଦାରଖ କଲେ ୪୮ନମ୍ବର ୱାର୍ଡ଼ କର୍ପୋରେଟର

ବ୍ୟାରେଜ କାମ ତଦାରଖ କଲେ ୪୮ନମ୍ବର ୱାର୍ଡ଼ କର୍ପୋରେଟର [caption id="attachment_5102" align="alignnone" width="269"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): ମହାନଦୀ ବ୍ୟାରେଜ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ସିଏମସି ୪୮ନମ୍ବର ୱାର୍ଡ଼ କର୍ପୋରେଟର ନଳିନୀ ବେହେରା କାର୍ଯ୍ୟ ତଦାରଖ କରିଛନ୍ତି । ବ୍ୟାରେଜ ରାସ୍ତାଟି ଦୀର୍ଘ ଦିନ ଧରି ଖାତଖମାରେ ପରିଣତ ହୋଇଥିବାରୁ ଅଞ୍ଚଳରେ ଅସନ୍ତୋଷ ତେଜିଥିଲା । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ…

ସଚେତନତା ସତ୍ତ୍ୱେ ସରକାରୀ ନିୟମକୁ ଫୁ… :  ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଶିଶୁ ଶ୍ରମିକ ଉଦ୍ଧାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସଚେତନତା ସତ୍ତ୍ୱେ ସରକାରୀ ନିୟମକୁ ଫୁ… : ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଶିଶୁ ଶ୍ରମିକ ଉଦ୍ଧାର

ସଚେତନତା ସତ୍ତ୍ୱେ ସରକାରୀ ନିୟମକୁ ଫୁ... ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଶିଶୁ ଶ୍ରମିକ ଉଦ୍ଧାର ସାଲେପୁର(ଏନ୍‌.ଏମ୍‌.): ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ କରିବା ନିମନ୍ତେ ଏହାକୁ ଏକ ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚନା କରାଯାଉଛି । ଶିଶୁ ଶ୍ରମିକ ନରଖିବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା କରାଯିବା ସହ ଚଢ଼ାଉ ମଧ୍ୟ ଜାରି ରହିଚି । ତଥାପି କିଛି ଅଞ୍ଚଳରେ ଏବେ ବି ଶିଶୁ ଶ୍ରମିକ କାର୍ଯ୍ୟକରୁଥିବା…

ନିର୍ମାଣ ଶ୍ରମିକଙ୍କ ଅଧିକାରକୁ ନେଇ ୧୧ଦଫା ଦାବିପତ୍ର ପ୍ରଦାନ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନିର୍ମାଣ ଶ୍ରମିକଙ୍କ ଅଧିକାରକୁ ନେଇ ୧୧ଦଫା ଦାବିପତ୍ର ପ୍ରଦାନ

ନିର୍ମାଣ ଶ୍ରମିକଙ୍କ ଅଧିକାରକୁ ନେଇ ୧୧ଦଫା ଦାବିପତ୍ର ପ୍ରଦାନ [caption id="attachment_5094" align="alignnone" width="300"] Photo from Padmalochan Mishra[/caption] କଟକ(ଏନ୍‌.ଏମ୍‌.) : ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ମହାସଂଘର ଆହ୍ୱାନକ୍ରମେ ନିର୍ମାଣ ଶ୍ରମିକମାନଙ୍କର ଅଧିକାର ପାଇଁ ରାଜ୍ୟବ୍ୟାପି ଆନ୍ଦୋଳନ ଜାରି ରହିଛି । ଏହି ଅବସରରେ ଆଜି କଟକଜିଲ୍ଲା ପକ୍ଷରୁ ମହାସଂଘର ରାଜ୍ୟ ସଭାପତି ବସନ୍ତ କୁମାର ସାହୁଙ୍କ…

ତିଗିରିଆରେ ଶ୍ରୀ ଶ୍ରୀ ମଦନମୋହନ ଜୀଉଙ୍କ ଚନ୍ଦନ ଯାତ୍ରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ତିଗିରିଆରେ ଶ୍ରୀ ଶ୍ରୀ ମଦନମୋହନ ଜୀଉଙ୍କ ଚନ୍ଦନ ଯାତ୍ରା

ତିଗିରିଆରେ ଶ୍ରୀ ଶ୍ରୀ ମଦନମୋହନ ଜୀଉଙ୍କ ଚନ୍ଦନ ଯାତ୍ରା ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ତିରିରିଆ ବ୍ଲକ ନୂଆପାଟଣାଠାରେ ପ୍ରଭୁ ଶ୍ରୀ ଶ୍ରୀ ମଦନମୋହନ ଜୀଉଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୩ଦିନ ଧରି ଚାଲିଥିବା ଏହି ଯାତ୍ରାରେ ବହୁରୂପୀଙ୍କ ବିଶାଳ ପଟୁଆରରେ ହାତ ତିଆରି ହାତୀ ଉପରେ ମଦନମୋହନ ଜୀଉଙ୍କ ଚଳନ୍ତି ପ୍ରତିମା ବିଜେ ହୋଇ ନଗର ପରିକ୍ରମା କରିଥିଲେ । ଏହି ଅବସରରେ ନୂଆପାଟଣାର…

ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ

ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ [caption id="attachment_5086" align="alignnone" width="300"] News & Photo From Ajit Kumar Mallcik (Konark)[/caption] କୋଣାର୍କ (ଏନ୍‌.ଏମ୍‌.): ଆଗାମୀ ରଥଯାତ୍ରା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଗତ ଦୁଇ…

ଜଗତପୁର ଅଞ୍ଚଳରୁ ମାରଣା ଷଣ୍ଢକୁ ଉଠାଇଲା ସିଏମସି, ଅଞ୍ଚଳବାସୀ ଆଶ୍ୱସ୍ଥ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତପୁର ଅଞ୍ଚଳରୁ ମାରଣା ଷଣ୍ଢକୁ ଉଠାଇଲା ସିଏମସି, ଅଞ୍ଚଳବାସୀ ଆଶ୍ୱସ୍ଥ

ଜଗତପୁର ଅଞ୍ଚଳରୁ ମାରଣା ଷଣ୍ଢକୁ ଉଠାଇଲା ସିଏମସି, ଅଞ୍ଚଳବାସୀ ଆଶ୍ୱସ୍ଥ [caption id="attachment_5083" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ବୁଲାଷଣ୍ଢ ଉତ୍ପାତ ସଂକ୍ରାନ୍ତରେ ଖବର ପ୍ରସାରଣ ପରେ ଏବେ ସିଏମସି କର୍ତ୍ତୃପକ୍ଷଙ୍କ ଚେତା ପଶିଛି । ଦୀର୍ଘ ଦିନ ଧରି ଅଞ୍ଚଳରେ ଉତ୍ପାତ କରୁଥିବା ମାରଣା ଷଣ୍ଢକୁ ଆଜି ସିଏମସି କର୍ମଚାରୀମାନେ କାବୁ କରିବା ସହ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି । ଫଳରେ ସ୍ଥାନୀୟ…

ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ସ୍ୱତନ୍ତ୍ର ସିନେ କ୍ରିିଟିକ୍ ସୋ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ସ୍ୱତନ୍ତ୍ର ସିନେ କ୍ରିିଟିକ୍ ସୋ

ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ସ୍ୱତନ୍ତ୍ର ସିନେ କ୍ରିିଟିକ୍ ସୋ ଭୁବନେଶ୍ୱର (ଏନ୍‌.ଏମ୍‌.): ପୁଣି ମୁଖ୍ୟସ୍ରୋତକୁ ଫେରିବ କି ଓଡିଆ ଚଳଚ୍ଚିତ୍ର? ଓଡିଆ ଚଳଚ୍ଚିତ୍ର ଦେଖିବାକୁ ପ୍ରେକ୍ଷାଳୟକୁ ଆସିବେ କି ଓଡିଆ ଦର୍ଶକ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜା ଚାଲିଛି । ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ ଓଡିଆ ଚଳଚ୍ଚିତ୍ର ଦୃଷ୍ଟିକୋଣର ଏକ ପ୍ରେସ ସୋ ସ୍ଥାନୀୟ ସ୍ୟାଣ୍ଡି ଟାୱାର ଠାରେ ଆୟୋଜିତ ହୋଇଛି । ସିନେ କ୍ରିଟିକ, ସିନେ…

ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ କୁଏତରେ ମାଗଣା ସ୍ୱାସ୍ଥ୍ୟ ଶିବିର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ କୁଏତରେ ମାଗଣା ସ୍ୱାସ୍ଥ୍ୟ ଶିବିର

ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ କୁଏତରେ ମାଗଣା ସ୍ୱାସ୍ଥ୍ୟ ଶିବିର କୁଏତ(ଏଜେନ୍ସି): କୁଏତର ଫରୱାନିଆ, ଅଞ୍ଚଳରେ ଅବସ୍ଥିତ ବାଦ୍ଦର ଅଲ ସାମା ମେଡିକାଲ ସେଣ୍ଟର ଏବଂ ଭାରତୀୟ ପ୍ରଭାସୀ ପରିଷଦ (ବିପିପି) ସଙ୍ଘର ମିଳିତ ସହଯୋଗରେ ଏକ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ସକାଳ ୧ ଟାରୁ ଅପରାହ୍ନ ୭ଟା ପର୍ଯ୍ୟନ୍ତ ପରିଚାଳିତ ହୋଇଥିଲା । ଏହି ମହତ୍ୱ କାର୍ଯ୍ୟକ୍ରମରେ, ମୁଖ୍ୟଅତିଥି ଡାକ୍ତର…

ରାଜ୍ୟପାଳଙ୍କ ଦ୍ୱାରା ପୁସ୍ତକ ଲୋକାର୍ପିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜ୍ୟପାଳଙ୍କ ଦ୍ୱାରା ପୁସ୍ତକ ଲୋକାର୍ପିତ

ରାଜ୍ୟପାଳଙ୍କ ଦ୍ୱାରା ପୁସ୍ତକ ଲୋକାର୍ପିତ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନରେ ବରିଷ୍ଠ ଲେଖକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ରନାଥ ପ୍ରଧାନଙ୍କ ତିନୋଟି ପୁସ୍ତକ ‘ଗାନ୍ଧୀ ଆସିଥିଲେ ଉତ୍କଳ ବୁଲି’, ‘କର୍ମଯୋଗୀର କରୁଣ କାହାଣୀ’ ଓ ‘ପିଲାଙ୍କ ହିତ କଥାମାଳା-୨’ ଲୋକାର୍ପିତ ହୋଇଯାଇଛି । ଉତ୍ସବରେ ରମାଶଙ୍କର ପଟ୍ଟନାୟକ, ସୁବ୍ରତ ଚୌଧୁରୀ, ଚିନ୍ତାମଣି ମିଶ୍ର, ସଞୟ ପାତ୍ର ଓ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ବିଶିଷ୍ଟକବି ରକ୍ଷକ…

ବିପଦ ଶଙ୍କୁଳ ଅବସ୍ଥାରେ ୧୬ନମ୍ବର ଜାତୀୟ ରାଜପଥ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବିପଦ ଶଙ୍କୁଳ ଅବସ୍ଥାରେ ୧୬ନମ୍ବର ଜାତୀୟ ରାଜପଥ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ

ବିପଦ ଶଙ୍କୁଳ ଅବସ୍ଥାରେ ୧୬ନମ୍ବର ଜାତୀୟ ରାଜପଥ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ [caption id="attachment_5067" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): ଜାତୀୟରାଜପଥ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ କଟକ ସହରବାସୀ ନାହିଁ ନଥିବା ସମସ୍ୟା ଭୋଗ କରୁଛନ୍ତି । ଭୁବନେଶ୍ୱରରୁ ମଙ୍ଗୁଳିଛକ ପର୍ଯ୍ୟନ୍ତ କଟକ ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବାବେଳେ ଅଞ୍ଚଳବାସୀଙ୍କ ପାଇଁ ମରଣଯନ୍ତା ପାଲଟିଛି । କଟକ…