ଏସସିବି ୱେବସାଇଟ୍ ହ୍ୟାକ୍
ଏସସିବି ୱେବସାଇଟ୍ ହ୍ୟାକ୍ କଟକ(ଏନ୍.ଏମ୍.): କଟକ ବଡ଼ମେଡ଼ିକାଲ (ଏସସିବି)ର ୱେବସାଇଟ ହ୍ୟାକ ହେବା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି । ତେବେ ହ୍ୟାକରମାନେ କଟକ ବଡ଼ମେଡ଼ିକାଲକୁ ଟାର୍ଗେଟ କରି ଏଭଳି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ ଆଜି ସକାଳୁ ସକାଳୁ କଟକ ବଡ଼ ମେଡିକାଲର ୱେବସାଇଟ୍…



















